ବିଧାନସଭାର ବଜେଟ୍ ଅଧିବେଶନର ଦ୍ବିତୀୟ ଦିନରେ ନୟାଗଡ଼ ବିଧାୟକ ଅରୁଣ ସାହୁ, ଓଡ଼ିଆ ଅଭିଧାନରେ ଅସ୍ମିତା ଶବ୍ଦର ଅର୍ଥ କଣ; ଓଡ଼ିଆ ଅସ୍ମିତାର ସମ୍ପୂର୍ଣ୍ଣ ବ୍ୟାଖ୍ୟା ସମ୍ପର୍କରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ ପଚାରିଥିଲେ । ଏହାପରେ ଲିଖିତ ଉତ୍ତର ରଖି ସ୍ପଷ୍ଟ...
ନୂତନ ଆୟକର ବିଲ୍ରେ ସାଧାରଣ ଲୋକଙ୍କ ପାଇଁ ଇନ୍କମ୍ ଟ୍ୟାକ୍ସ ସହ ଜଡ଼ିତ ନିୟମକୁ ଅଧିକ ସରଳ ଏବଂ ସୁଲଭ କରାଯାଇଛି । ଏହି ବିଲ୍, ବର୍ତ୍ତମାନ ପ୍ରଚଳିତ ଆୟକର ଟିକସ ୧୯୬୧ର ସ୍ଥାନ ନେବ ।
ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । କିନ୍ତୁ, ଗଞ୍ଜାମ ଜିଲ୍ଲାରୁ ଆସିଛି ଶିକ୍ଷାଦାନ ବିଭ୍ରାଟର ଉତ୍କଟ ଚିତ୍ର । କେଉଁଠି ସରିନି କୋର୍ସ ପୁଣି କେଉଁଠି ନାହାନ୍ତି ଶିକ୍ଷକ । ନାଁକୁ ଅଛି 'ଫାଇଭ୍ ଟି' ସ୍କୁଲ୍ ହେଲେ ଶିକ୍ଷାଦାନରେ ଫେଲ୍...
ସୁରେଶ ରାଉତରାୟ ପୁଣି ଥରେ କଂଗ୍ରେସକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଭକ୍ତ ଚରଣ ଦାସ କଂଗ୍ରେସର ନୂଆ ପିସିସି ସଭାପତି ନିଯୁକ୍ତ ହେବା ପରେ ସୁରଙ୍କ ଉପରୁ ନିଲମ୍ବନ ଆଦେଶ ଉଠିପାରେ ବୋଲି ଚର୍ଚ୍ଚା ହେଉଛି ।
ଚଳିତ ବର୍ଷ ପ୍ରଥମ ଥର ଫେବ୍ରୁଆରୀ ମାସରେ ୩୫ ଡିଗ୍ରୀ ଛୁଇଁଛି ରାଜଧାନୀ ତାତି । ଦିନ ସାଢେ ୨ଟା ବେଳକୁ ହିଁ ଭୁବନେଶ୍ବର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଥିଲା ।
ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ । ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଗତ ୯ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ସିଂହ ।
ଅଯୋଧ୍ୟା ରାମମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ବତନ୍ତ୍ର ରୀତିନୀତିରେ ସରଜୁ ନଦୀରେ ତାଙ୍କୁ ଜଳ ସମାଧି ଦିଆଯାଇଛି ।
ଆଜି ବିଧାନସଭା ପ୍ରବେଶ ଦ୍ବାରରେ ଦେଖିବାକୁ ମିଳିଥିଲା କିଛି ରୋଚକ ଦୃଶ୍ୟ । ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ବିଧାନସଭାକୁ ପ୍ରବେଶ କରିବା ସମୟରେ ଚମ୍ପୁଆ ବିଧାୟକ ସନା ମହାକୁଡ଼ଙ୍କୁ ପଚାରିଥିବା ପ୍ରଶ୍ନ ଏବେ ରାଜନୈତିକ ମହଲରେ ଚହଳ ପକାଇଛି ।
'ପ୍ରେମ ସପ୍ତାହରେ ମୋ ଜୀବନ ପ୍ରେମ ପାଇଁ ଚାଲିଗଲା । ମୁଁ ଜିଅନ୍ତା ଜଳିଲି ଆଉ ମତେ କଲବଲ କରି ଜାଳିଜାଳି ଚାଲିଲା ମୋ ପ୍ରେମିକା । ପ୍ରତିଟି ମୂହୁର୍ତ୍ତ ହୃଦୟର ଯନ୍ତ୍ରଣା ଭିତରେ ମତେ ସେ ତିଳତିଳ କରି ମାରୁଥିଲା ।'
ନିଜ ଆଇନକୁ ନିଜେ ଭାଙ୍ଗିଥିଲେ ସରକାର । ବାଜିଲା ହାଇକୋର୍ଟଙ୍କ ଛାଟ । ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତିରେ ଲାଗିଲା ରହିତାଦେଶ ।
ବିରୋଧିଙ୍କୁ କାଉଣ୍ଟର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ୫୪ ନମ୍ବର ରୁମରେ ବିଧାୟକ ଦଳ ବୈଠକ କରିଛି ବିଜେପି । ଗତ ୮ ମାସରେ ମୋହନ ସରକାରଙ୍କ ସଫଳତାର କଥା ରଖି ବିରୋଧିଙ୍କ ପାଟି ଚୁପ୍ କରିବାକୁ ଯୋଜନା କରିଛି ଶାସକ ଦଳ ।
ପିସିସି ସଭାପତି ପାଇଁ ଅନେକ ଦାବିଦାର ନେତା ଥାଉ ଥାଉ ଭକ୍ତଙ୍କ ପାଇଁ କେଉଁ ଫ୍ୟାକ୍ଟର କାମ ଦେଲା ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶ୍ରୀକାନ୍ତ ମାରିଛନ୍ତି ତେରେଛା ବାଣ ।
ଖୋର୍ଦ୍ଧା ବନଖଣ୍ଡରେ ଉଗ୍ର ହେଲାଣି ହାତୀ ମଣିଷ ଲଢେଇ । ଗତ ତିନି ବର୍ଷରେ ହାତୀ ଆକ୍ରମଣରେ ୨୮ ଲୋକଙ୍କ ଜୀବନ ଯାଇଥିବା ବେଳେ ଭିନ୍ନ ଭିନ୍ନ କାରଣରୁ ୧୩ ହାତୀଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଏବଂ ଟାଙ୍ଗୀ ରେଞ୍ଜରେ ହାତୀପଲ ବ୍ୟାପକ ଧନ ଜୀବନ ହାନି...
ଏଆଇ(AI) ଅର୍ଥାତ କୁତ୍ରିମ ବୁଦ୍ଧିମତା ପରିଚାଳିତ 'ଡେଥ୍ କ୍ଲକ୍' କହୁଛି ମୃତ୍ୟୁର ତାରିଖ । ତେବେ 'ଡେଥ୍ କ୍ଲକ୍' ନାମକ ମାଗଣା ୱେବସାଇଟ୍ ମୃତ୍ୟୁ ସମ୍ପର୍କରେ ପୂର୍ବାନୁମାନ କରିବା ନେଇ ଦାବି କରିବା ପରେ, ଏହା ବିଭିନ୍ନ ଗଣାମଧ୍ୟମର ଶିରୋନାମା ପାଲଟିଛି ।
ଗ୍ଲୋରୀ ଫେଷ୍ଟରେ ଭାରତବର୍ଷର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ପାଇଁ ଚାହିଁ ରହିଥା'ନ୍ତି । ଏହି ମଞ୍ଚରେ ନିଜର କଳା ପ୍ରଦର୍ଶନ କରି ଅନେକ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବା ସହ ଉଚ୍ଚ ପଦ ପଦବୀରେ ପହଞ୍ଚି ପାରିଛନ୍ତି ।
ନିଜ ଜନ୍ମମାଟିରେ ଉତ୍ତମ ମହାନ୍ତି କୁନିଆ ଭାଇ ଭାବରେ ପରିଚିତ । ନିଜ କୁନିଆ ଭାଇଙ୍କ ପାଇଁ ପୂଜାର୍ଚ୍ଚନା କରାଯାଇଛି । ମଙ୍ଗଳବାର ଉତ୍ତମ ମହାନ୍ତିଙ୍କ ଜନ୍ମମାଟି ବାରିପଦା ମା’ଅମ୍ବିକାଙ୍କ ମନ୍ଦିରରେ ଅଭିରାମ ଅଭିନୟ ଅନୁଷ୍ଠାନ ଓ ଉତ୍କଳ ସାମ୍ବାଦିକ ସଂଘ ମୟୂରଭଞ୍ଜ ଶାଖା ଆନୁକୂଲ୍ୟରେ ସନ୍ଧ୍ୟାରେ ୧୦୮...
ରାମଚନ୍ଦ୍ର ସାହୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସାଧାରଣତନ୍ତ୍ର ଦିବସରେ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ନିକଟରୁ ଜିଲ୍ଲାର ଏକ ନମ୍ବର ଚାଷୀ ଭାବେ ପୁରସ୍କୃତ ହୋଇଛନ୍ତି । ଏହି ପୁରସ୍କାର ତାଙ୍କୁ ଚାଷ ପ୍ରତି ଆହୁରି ଆକୃଷ୍ଟ କରିଛି ।
ସୁନ୍ଦରଗଡ଼ କୋଇଡ଼ାରେ ସିଆଇଟିୟୁର ବିକ୍ଷୋଭ ବେଳେ ଉତ୍ତେଜନା ଦେଖାଦେଇଛି। ଜେଏସଡବ୍ଲୁ ଖଣିରେ ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଲିସ ଏବଂ ଆନ୍ଦୋଳନକାରୀ ଧସ୍ତାଧସ୍ତି ମଧ୍ୟ ହୋଇଛନ୍ତି ।
ଅଶ୍ଳୀଳ ଏବଂ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଲୋକପ୍ରିୟ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ।
ପିପିସିର ପ୍ରତ୍ୟେକ ସଂସ୍କରଣରେ ପରୀକ୍ଷା ସମ୍ବନ୍ଧୀୟ ଚିନ୍ତାର ମୁକାବିଲା ପାଇଁ ଅଭିନବ ପଦ୍ଧତି ଉପରେ ଆଲୋକପାତ କରାଯାଇଥାଏ । ଯାହା ଶିକ୍ଷଣ ଏବଂ ଜୀବନ ପ୍ରତି ଏକ ଆନନ୍ଦର ମନୋଭାବକୁ ପ୍ରୋତ୍ସାହିତ କରେ ।