• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

Deviprasad Jena

Editor

ସାମ୍ବାଦିକତା ପାଠ୍ୟକ୍ରମ ସରିବା ପରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଛି । ଏହି କ� ...more

ସାମ୍ବାଦିକତା ପାଠ୍ୟକ୍ରମ ସରିବା ପରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଛି । ଏହି କ୍ଷେତ୍ରରେ ୪ ବର୍ଷ ୬ ମାସର ଅଭିଜ୍ଞତା ରହିଛି। ସମସ୍ତ ପ୍ରକାର ଖବର ଲେଖିବାରେ ରୁଚି ରହିଛି। 

less

Posts by Deviprasad Jena

Donald Trump Vs Zelenskyy
Trump-Zelensky Fight: ହ୍ବାଇଟ୍ ହାଉସରେ ହାଇଡ୍ରାମା; ଟ୍ରମ୍ପ୍ କହିଲେ...

ରାଷ୍ଟ୍ରପତି ଟ୍ରମ୍ପ୍ ସୂଚାଇଥିଲେ ଯେ, ୟୁକ୍ରେନକୁ ପରବର୍ତ୍ତି ସହାୟତା ଦେବା ପୂର୍ବରୁ ୱାସିଂଟନ୍-କିଭ୍ ସହ ଗୁରୁତ୍ବପୂର୍ଣ୍ଣ ଖଣିଜ ଚୁକ୍ତି ସ୍ବାକ୍ଷର କରିବା ଜରୁରୀ । ହେଲେ ତା ପୂର୍ବରୁ ଜେଲେନସ୍କି ଆମେରିକାଠୁ ବାସ୍ତବ ସୁରକ୍ଷା ଗ୍ୟାରେଣ୍ଟି ସହ ସାମରିକ ସହାୟତା ଦାବି କରିଥିଲେ । ଆଉ ଏହାକୁ ନେଇ...

Fruits
Health Tips: ରାତିରେ ଭୁଲ୍‌ରେ ବି ଖାଆନ୍ତୁ ନାହିଁ, ଏହି ୫ଟି ଫଳ

ଆମର ଖାଦ୍ୟପେୟ ଆମ ସ୍ୱାସ୍ଥ୍ୟ ଉପରେ ସବୁଠୁ ଅଧିକ ପ୍ରଭାବ ପକାଇଥାଏ । ଫଳ ଖାଇବା ଦ୍ୱାରା ଏହା ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ । କିନ୍ତୁ, ଏମିତି କିଛି ଫଳ ଅଛି ,ଯାହାକୁ ରାତିରେ ଭୁଲ୍‌ରେ ବି ଖାଇବା ଉଚିତ୍ ନୁହେଁ ।

Odisha Weather Update
Odisha Weather Update: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ତାତି; ୩୮ ଡିଗ୍ରୀ ଡେଇଁଲା ଝାରସୁଗୁଡା ତାପମାତ୍ରା

ଝାରସୁଗୁଡ଼ାରେ ତାପମାତ୍ରା ୩୮ ଡିଗ୍ରୀ ଟପିଛି । ଆଜି ଝାରସୁଗୁଡ଼ା ତାପମାତ୍ରା ୩୮.୨ ଡିଗ୍ରୀ ରହିଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ରାଜ୍ୟରେ ପାରଦ ୩୮ ଟପିଛି ।

Maha Kumbh 2025
Maha Kumbh 2025 World Records: ଗିନିଜ୍ ବିଶ୍ବ ରେକର୍ଡକଲା ପ୍ରୟାଗରାଜ ମହାକୁମ୍ଭ; ସାର୍ଟିଫିକେଟ୍ ପ୍ରଦାନକଲେ ଗିନିଜ୍ ୱାର୍ଲ୍ଡ ରେକର୍ଡ ଟିମ୍

୭୦ଟି ଦେଶରୁ ୫୦ ଲକ୍ଷରୁ ଅଧିକ ବିଦେଶୀ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମହାକୁମ୍ଭକୁ ଆସିଥିଲେ । ୧୬ ହଜାର ଟ୍ରେନ୍‌ରେ ପ୍ରାୟ ୫ କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜ ଆସିଥିଲେ । ଆଜି ପ୍ରୟାଗରାଜ ରେଲୱେ ଷ୍ଟେସନକୁ ଯାଇ ସେଠାରେ ରେଳକର୍ମଚାରୀଙ୍କୁ ଭେଟିବା ସହ, ମହାକୁମ୍ଭ ସଫଳତାର ସହ ଶେଷ...

KIIT University
Kiit University: କିଟ୍ କେଳେଙ୍କାରୀର ଗୁମର ଲୁଚାଇବାକୁ କେଉଁମାନେ ସାଜିଥିଲେ ସୁରକ୍ଷା ଢାଲ ?

୨୯ ସେପ୍ଟେମ୍ବର ୨୦୨୨ରେ ଅଚ୍ୟୁତ ସାମନ୍ତଙ୍କ ଏକ ପୋଷ୍ଟରେ ଆଡଭୋକେଟ୍ ଜେନେରାଲ୍ ଅଶୋକ ପରିଜାଙ୍କୁ କିଟ୍ ଚ୍ୟାନସେଲର ନିଯୁକ୍ତି ବିଷୟ ଘୋଷଣା କରିବା ପରଠୁ ଆଜିକା ଦିନରେ ବି ସେ ସେହି ଚ୍ୟାନସେଲର ପଦରେ ଥିବା ଦର୍ଶାଉଛି କିଟ୍ ୱେବ୍ସାଇଟ୍ । ତେଣୁ ଏଭଳି ସ୍ଥିତିରେ ଏହା କଣ...

 Migrant Workers
Migrant Workers: ଦାଦନ ଯନ୍ତ୍ରଣାର ଅସରନ୍ତି କାହାଣୀ; ଭୋକ, ଦୁଃଖରେ ସାତ ଦରିଆ ତେର ନଈ ସେପଟେ କାନ୍ଦୁଛି ଓଡ଼ିଆ

ଭଲ କାମରେ ନିଯୁକ୍ତି ଦେବାକୁ କହିନେଇଥିବା ଦଲାଲ ଅତି ନିମ୍ନ ମାନର କାମ କରିବାକୁ ବାଧ୍ୟ କରନ୍ତି । ଓମାନରୁ ୪ ମାସର ତିକ୍ତ ଅନୁଭୂତି ନେଇ ଭିଟାମାଟିକୁ ଫେରି ଆସିଥିବା କିଛି ଯୁବକଙ୍କ କଥା ଶୁଣିଲେ ଯେ କେହି ବି ଏମାନଙ୍କ ଦୁଃଖକୁ ସହଜରେ ବୁଝିପାରିବ ।...

Minor Girl Student
Minor Student Pregnant: ଟେନସନ୍ ବଢ଼ାଉଛି ଆବାସିକ ସ୍କୁଲରେ କୁଆଁରୀ ମାତୃତ୍ବ; ତନାଘନା ଜାରିରଖିଛି ପ୍ରଶାସନ

ଟେନସନ୍ ବଢ଼ାଉଛି ଆବାସିକ ସ୍କୁଲରେ କୁଆଁରୀ ମାତୃତ୍ବ । ପାଠପଢ଼ା, ଖେଳକୁଦ ବୟସରେ ମା’ ବନିଯାଉଛନ୍ତି ମାଟ୍ରିକ୍ ଛାତ୍ରୀ । ପରୀକ୍ଷା ହଲରେ ବସି ବୋର୍ଡ ପରୀକ୍ଷା ଦେବା ବଦଳରେ ମେଡ଼ିକାଲର ଲେବର୍ ରୁମରେ ପ୍ରସବ କରୁଛନ୍ତି ସନ୍ତାନ । ମାଲକାନଗିରି ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଓ ଜନଜାତି...

MInor Student
Minor Student Pregnant: ମାଲକାନଗିରି ଦଶମ ଛାତ୍ରୀ ପ୍ରସବ ଘଟଣା: ଗିରଫହେଲା ମୁଖ୍ୟ ଅଭିଯୁକ୍ତ

ମାଲକାନଗିରି ଚିତ୍ରକୋଣ୍ଡାରେ ଦଶମ ଛାତ୍ରୀ ପ୍ରସବ ଘଟଣାକୁ ନେଇ ଆକ୍ସନ ମୋଡ୍‌ରେ ପୋଲିସ୍ । ଏହି ଲଜ୍ଜାଜନକ ଘଟଣାର ତନାଘନା ଜାରି ରଖିଛି ପୋଲିସ୍ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଛି ।

UPSC Success Story
UPSC Success Story: ୨୧ ବର୍ଷୀୟ ସତ୍ୟମ୍ ଗାନ୍ଧୀ...ପ୍ରଥମ ପ୍ରୟାସରେ ୟୁପିଏସି କ୍ଲିୟର କରି ଅନ୍ୟ ପାଇଁ ଏବେ ପ୍ରେରଣା

ସତ୍ୟମ CSE ପ୍ରିଲିମ୍ସ-୨୦୨୦ ପାଇଁ ୨୦୧୯ ମସିହା ଏପ୍ରିଲ ମାସରେ ପ୍ରସ୍ତୁତି ଆରମ୍ଭ କରିଥିଲେ । ସେ ଏଥିପାଇଁ କାରୋଲ ବାଗର ଏକ ଲୋକପ୍ରିୟ କୋଚିଂ ଏକାଡେମୀରେ ନାମ ଲେଖାଇଥିଲେ । କିନ୍ତୁ, ଯାତାୟତରେ ଅଧିକ ସମୟ ନଷ୍ଟ ହେଉଥିବାରୁ ସେ ଏକାଡେମୀ ଛାଡିଦେଇଥିଲେ ।

Summer Season
Fruit Juice : ଖରା ଦିନରେ ପିଅନ୍ତୁ ଏହି ଫ୍ରୁଟ୍‌ ଜୁସ୍‌; ପେଟ ଥଣ୍ଡାହେବା ସହିତ ମିଳିବ ଅନେକ ଫାଇଦା

ଖରା ଦିନରେ ଶରୀର ଅନ୍ତଃଭାଗକୁ ଶୀତଳତା ପ୍ରଦାନ ପାଇଁ ଥଣ୍ଡା ପାନୀୟ ବା ଜୁସ୍‌ର ଆବଶ୍ୟକତା ପଡ଼ିଥାଏ । ଆସନ୍ତୁ ଜାଣିବା ଖରା ଦିନରେ ଶରୀରକୁ କୁଲ୍‌ ଫିଲିଙ୍ଗ ଦେଉଥିବା କିଛି ଉପକାରୀ ଫ୍ରୁଟ୍‌ ଜୁସ୍‌ ବିଷୟରେ...

Bitter Gourd Health Benefits
Bitter Gourd Health Benefits: କଲରା ଖାଇଲେ ମିଳେ ଏହି ସବୁ ଫାଇଦା

କଲରା ଏପରି ଏକ ପରିବା ଯାହାକୁ ସମସ୍ତେ ଖାଇବାକୁ ପସନ୍ଦ କରିନଥା'ନ୍ତି । ଏହା ପାଟିକୁ ସୁଆଦିଆ ଲାଗୁନଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ।

Kumbh Mela IIT Baba
IIT Baba Apologises: ଟ୍ରୋଲ୍‌ର ଶିକାର ହେବାପରେ କ୍ଷମା ମାଗିଲେ IIT ବାବା, କହିଲେ...

କ୍ଷମା ମାଗିଲେ କିନ୍ତୁ ଏବେ ବି ଗାଲୁଆମି ଛାଡ଼ୁନାହାନ୍ତି ଆଇଆଇଟି ବାବା । ନିଜର ଭୁଲ୍ ଭବିଷ୍ୟତବାଣୀ ପାଇଁ ଚାରିଆଡୁ ଟ୍ରୋଲ୍‌ର ଶିକାର ହେବାପରେ ସୋସିଆଲ ମିଡ଼ିଆ 'ଏକ୍ସ' ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଲେ ଭାଇରାଲ ବାବା । ସେ କ୍ଷମା ପ୍ରାର୍ଥନା ପାଇଁ କରିଥିବା ପୋଷ୍ଟରେ ଲେଖିଛନ୍ତି...

Differently-Abled Chandan Sharma
Special Story: ଚନ୍ଦନଙ୍କ ସଂଘର୍ଷମୟ କାହାଣୀ, ଶୁଣିଲେ କହିବେ ବାଃ ବାଃ

ଜୀବନ ଦାଉ ସାଧିଛି, ହେଲେ ନିଜର କର୍ମକୁ ସଠିକ୍‌ ଭାବେ ତୁଲାଉଛନ୍ତି ଭିନ୍ନକ୍ଷମ ଚନ୍ଦନ ଶର୍ମା । ତାଙ୍କ ଜୀବନଟା ଜନ୍ମବେଳରୁ ସଂଘର୍ଷମୟ । ସେ ବାପାଙ୍କ ମୃତ୍ୟୁ ପରେ ନିଜ ପରିବାରର ବୋଝ ନିଜ କାନ୍ଧକୁ ନେଇ ଭଉଣୀ ବାହାଘର କରିବା ସହ ଭାଇର ପାଠପଢ଼ା ଓ...

IIC Accused of Cheating Woman
IIC Accused of Cheating Woman: ମହଙ୍ଗା ପଡ଼ିଲା ଧୋକା; ରସିକିଆ ପୋଲିସ ବାବୁଙ୍କୁ ଏକ୍ସପୋଜ କରିଦେଲେ ମହିଳା ହୋମଗାର୍ଡ

ପୋଲିସ ବାବୁ ଜଣକ ପ୍ରଥମେ ବାହାଘରର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ଆଉ ତାପରେ ବିବାହ କରିବାକୁ ମନାକରି ଦେଲେ ପୋଲିସ ବାବୁ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି କୁଜଙ୍ଗ ଥାନା IIC ତପନ ନାହାକଙ୍କ ବିରୁଦ୍ଧରେ ।

Maha Kumbh Mela 2025
Maha Kumbh Concludes Today: ମହାଶିବରାତ୍ରିରେ ମହାକୁମ୍ଭରେ ଶେଷ ଅମୃତ ସ୍ନାନ; ଶ୍ରଦ୍ଧାଳୁଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ

୧୪୪ ବର୍ଷର ବିରଳ ସଂଯୋଗରେ ପ୍ରାୟ ୬୪ କୋଟିରୁ ଅଧିକ ଲୋକ ତ୍ରିବେଣୀ ସଂଗମରେ ଆସ୍ଥାର ବୁଡ଼ ପକାଇ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ଏଥରର ମହାକୁମ୍ଭକୁ ଦିବ୍ୟ, ଭବ୍ୟ ଓ ଡିଜିଟାଲ୍ କରିବାକୁ ଯୋଗୀ ଓ ମୋଦି ସରକାରଙ୍କ ପ୍ରତିଶ୍ରୁତି ବି ସାକାର ହୋଇଛି ।...

Bhajan SingerViral Boy
Youth Viral on Social Media: ପରିଚୟ ଦେଇଛି ମଧୁର କଣ୍ଠସ୍ୱର ; ଗାଁ ଶିବ ମନ୍ଦିରରେ ଭଜନ ଗାଇ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ଯୁବ କଣ୍ଠଶିଳ୍ପୀ

ଭକ୍ତିଭରା ଭଜନ ବୋଲି ସୋସିଆଲ୍ ମିଡ଼ିଆରେ ବେଶ ଭାଇରାଲ୍ ହେଉଛନ୍ତି ଜଣେ ଯୁବକ ଜଣକ । ନିଜ ଗାଁରେ ଥିବା ଶିବ ମନ୍ଦିରରେ ବସି ଗାଉଛନ୍ତି ୯୦ ଦଶକର ଶିବ ଓ କୃଷ୍ଣ ଭଜନ । ଭାଇରାଲ୍ ଯୁବକ ହେଉଛନ୍ତି ବ୍ରହ୍ମଗିରି ଅଞ୍ଚଳ ମଠପାଟଣା ଗ୍ରାମର ଜ୍ଞାନ ପ୍ରଧାନ ।...

Vending Zones Turn Ghost Markets
Vending Zone: ବ୍ୟବସାୟୀଙ୍କୁ ବଣ୍ଟନ ନହୋଇ ଭୁତକୋଠି ପାଲଟିଲାଣି କୋଟି କୋଟି ଟଙ୍କାରେ ନିର୍ମିତ ଭେଣ୍ଡିଂ ଜୋନ୍

୨୦୨୨-୨୩ ଆର୍ଥିକ ବର୍ଷରେ ଡିଏମଏଫ୍ ପାଣ୍ଠି ଅନୁଦାନରେ ଏହି ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇଥିଲା । ଏଥିପାଇଁ ଖର୍ଚ୍ଚ ହୋଇଥିଲା ୩ କୋଟି ୪୫ ଲକ୍ଷ ୯୯ ହଜାର ଟଙ୍କା । ତେବେ କାମ କାମ ସମ୍ପୂର୍ଣ୍ଣ ହୋଇଥିଲେ ବି କାହିଁକି ଦୋକାନ ଘର ବଣ୍ଟନ କରାଯାଉନି ସେନେଇ...

CBSE Board Exam
CBSE Matric Exams: ବର୍ଷକୁ ୨ ଥର CBSE ମାଟ୍ରିକ ପରୀକ୍ଷା କରିବାକୁ ସୁପାରିସ୍; ମତାମତ ପରେ ଚୂଡ଼ାନ୍ତ ନିଷ୍ପତ୍ତି

ବର୍ଷକୁ ୨ ଥର ହୋଇପାରେ CBSE ମାଟ୍ରିକ ପରୀକ୍ଷା । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଏକ ବୈଠକରେ ଏନେଇ ସୁପାରିସ୍ ହୋଇଛି । ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ଚିଠା ନୀତି ପ୍ରସ୍ତୁତ କରାଯିବ ।

PM Awas Yojana
PM Awas Yojana: ପିଏମ ଆବାସ ଯୋଜନାରେ ଘର କରିପାରୁନାହାନ୍ତି ଆଦିମ ଜନଜାତି ଡଙ୍ଗରିଆ କନ୍ଧ

ପିଏମ ଆବାସ ଯୋଜନାରେ ଘର ମିଳୁଛି, କାର୍ଯ୍ୟାଦେଶ ବି ଆସୁଛି । ହେଲେ କାହାର ଫାଉଣ୍ଡେସନରେ ଅଟକୁଛି ତ ଆଉ କାହାର ଛାତ ପଡିବା ଆଗରୁ ଅଟକିଯାଉଛି । କାରଣ ଘର କରିବାକୁ ଯେତିକି ଟଙ୍କା ମିଳୁଛି ତାଠୁ ତିନି ଗୁଣା ଅଧିକ ଖର୍ଚ୍ଚ ହୋଇଯାଉଛି ।

Olive Ridley Turtle
Olive Ridley Turtle: ଗଞ୍ଜାମ ଋଷିକୂଲ୍ୟା ମୁହାଣରେ ରେକର୍ଡ କଲେ ବିଦେଶୀ ଅତିଥି ଅଲିଭ୍ ରିଡଲେ

ହଜାର ହଜାର କିଲୋମିଟର ଦୂରରୁ ଆସିଥିବା ଏହି କଇଁଛଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ । ଏଥର ସକାଳୁ ରାତି ଯାଏ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା । ପ୍ରଥମଥର ପାଇଁ ଦିନ ତମାମ କୂଳରେ ପହଁଚି କଇଁଛ ଅଣ୍ଡା ଦେଇଥିଲେ । ସେଥିପାଇଁ...

ସାମ୍ବାଦିକତା ପାଠ୍ୟକ୍ରମ ସରିବା ପରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଛି । ଏହି କ୍ଷେତ୍ରରେ ୪ ବର୍ଷ ୬ ମାସର ଅଭିଜ୍ଞତା ରହିଛି। ସମସ୍ତ ପ୍ରକାର ଖବର ଲେଖିବାରେ ରୁଚି ରହିଛି।