ଦିନ ୧୦ଟାରେ ଟଙ୍କା ଡିପୋଜିଟ୍ ପାଇଁ ବ୍ୟାଙ୍କକୁ ଯାଉଥିଲେ ବ୍ୟବସାୟୀ ନରେଶ ସାହୁ । ସ୍କୁଟିରେ ପ୍ରାୟ ୩ ଲକ୍ଷ ଟଙ୍କା ନେଇଯିବା ବେଳେ ମହାବୀର ପଡ଼ିଆ ନିକଟରେ ଆକ୍ରମଣ କରିଥିଲେ ତିନି ଲୁଟେରା ।
ଇଂଲଣ୍ଡର ସିଟି ଅଫ୍ ବାଥ୍ ସହରରେ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉତ୍ସବ। ଏଥିପାଇଁ ଇଂଲଣ୍ଡର ସିଟି ଅଫ୍ ବାଥରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ଉତ୍ସବମୁଖର ହୋଇ ଉଠିଥିଲା ।
ମୁଖ୍ୟମନ୍ତ୍ରୀ କହିଛନ୍ତି, 'ସମ୍ବେଦନଶୀଳ ସରକାର ଭୁବନେଶ୍ବରରୁ ସମ୍ବଲପୁର ଆସିଛନ୍ତି । ଏଯାଏଁ ସରକାର ଶୁଣିଥିବା ସମସ୍ୟାର ୮୮ ପ୍ରତିଶତ ସମାଧାନ ହୋଇସାରିଛି ।' ଭୁବନେଶ୍ବର ବାହାରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ସଭା ହୋଇଥିବାରୁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଭରପୁର ଉତ୍ସାହ ।
ଯାତ୍ରା ପେଣ୍ଡାଲ ନୁହେଁ ଯାତ୍ରା ବିବାଦରେ ଏବେ ସବୁ ଦିନ ନୂଆ ନୂଆ ବହି । ଚାଲିବ ଶୀତଳଯୁଦ୍ଧ । ନିଆଁ ଲଗାଇଛନ୍ତି ବାପି ପଣ୍ଡା । ଫଟୋରେ ଫୁଲମାଳ ଦେଖି ଜନ୍ମ ନେବେ ହଜାରେ ।
୫ କିଲୋଗ୍ରାମରୁ ଅଧିକ ଓଜନର ତେଲିଆ ବୋରେଇ ମାଛ କିଲୋ ପ୍ରତି ୫୦ ହଜାର ଟଙ୍କା । ସେହିପରି ଛୋଟ ଓ ବଡ଼ ମାଛର ପୁଟି ପାଇଁ ଅଲଗା ଦର ରହିଛି। ଭେକ୍ଟି, ସାପମାଛ ପୁଟି ମଧ୍ୟ ଅଧିକ ମୂଲ୍ୟରେ ବିକ୍ରି ହେଉଛି ।
ବିସିସିଆଇର ତାଲିକାରେ ୪ଟି ବର୍ଗରେ ୩୪ ଜଣ ଖେଳାଳି ରହିଛନ୍ତି । A+ରେ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା ଏବଂ ରବୀନ୍ଦ୍ର ଜାଡେଜାଙ୍କ ନାମ ସାମିଲ ହୋଇଛି ।
ସୁନା ଏଟିଏମ୍ ସେନେଜେନ୍ର କିଙ୍ଗହୁଡ୍ ଗ୍ରୁପ୍ ପକ୍ଷରୁ ନିର୍ମାଣ କରାଯାଇଛି । ଚୀନର ପ୍ରାୟ ୧୦୦ ସହରରେ ଏଭଳି ଏଟିଏମ୍ ସ୍ଥାପନ କରାଯାଇଛି । ଏହାର ବହୁଳ ବ୍ୟବହାରକୁ ଦେଖି ସାଂଘାଇ ସହରରେ ଏଭଳି ଆଉ ଏକ ଏଟିଏମ୍ ସ୍ଥାପନ ଯୋଜନା ହେଉଛି ।
ସମସ୍ତଙ୍କୁ ହସାଉଥିଲେ ମାତ୍ର ୫୦ ବର୍ଷ ବୟସରେ ସମସ୍ତଙ୍କୁ କନ୍ଦେଇ ଚାଲିଗଲେ ଓଡ଼ିଆ ବ୍ୟଙ୍ଗ ଅଭିନେତା ଅଜୟ ନାୟକ। ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ୍କୁ ଅଣାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ବିୟୋଗରେ ମର୍ମାହତ ହୋଇଛନ୍ତି ସାଥୀ କଳାକାର ଓ...
ମୌଲବୀ କନିଆଁର ନାଁ 'ତାହିରା' ଡାକିବା ପରେ ମହମ୍ମଦଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । କାରଣ ତାହିରା ହେଉଛନ୍ତି କନ୍ୟା ମନତାଶାଙ୍କ ୪୫ ବର୍ଷୀୟା ବିଧବା ମାଆ ।
ଦିଲ୍ଲୀର ଅବସରପ୍ରାପ୍ତ ନ୍ୟୁକ୍ଲିୟର ସାଇଣ୍ଟିଷ୍ଟ ଗିରୀଶ ମୋହନ ଗୁପ୍ତା ସମ୍ୱଲପୁର IIM ସମାବର୍ତ୍ତନ ଉତ୍ସବରେ ବିଜନେସ୍ ଆଡମିନିଷ୍ଟ୍ରେସନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଆଗକୁ ମଧ୍ୟ ପିଏଚଡି କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ହରିୟାଣା ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଚାଞ୍ଚଲ୍ୟ । ICUରେ ଚିକିତ୍ସିତ ଥିବା ଜଣେ ଏୟାର ହୋଷ୍ଟେସଙ୍କୁ ଯୌନ ନିର୍ଯାତନା ନେଇ ଆସିଲା ସାଙ୍ଘାତିକ ଅଭିଯୋଗ ।
ହିନୋଜୋସାଙ୍କ ବାପା ୧୯୬୦-୭୦ ଦଶକରେ ଏକ ବ୍ୟାଙ୍କରେ ପ୍ରାୟ ୧.୪୦ ଲକ୍ଷ ଟଙ୍କା ଜମା ରଖିଥିଲେ । ପରିବାର ସଦସ୍ୟ ଏହି ଟଙ୍କା ବିଷୟରେ ଅବଗତ ନଥିଲେ । କିଛି ବର୍ଷ ପରେ ଘରେ ଥିବା ଅଳିଆ ସଫା କରିବା ସମୟରେ ହିନୋଜୋସା ଏହି ପାସ୍ବୁକ୍ ପାଇଥିଲେ ।
ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି, କୁଆପଥର ବର୍ଷା ନେଇ ଆଲର୍ଟ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଆଜି ବନ୍ଦ ରହିବ ରୁଷ-ୟୁକ୍ରେନ ଯୁଦ୍ଧ । କେବଳ ଆଜି ପାଇଁ ସାମୟିକ ଅସ୍ତ୍ରବିରତି ଘୋଷଣା କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।
ଅନେକ ଲୋକ କ୍ରୀପଟୋରେ ଟଙ୍କା ଲଗାଇ ଲକ୍ଷ ଲକ୍ଷ ଟଙ୍କା ହରାଇଥଲେ । ତେବେ ପୋଲିସରେ ଅଭିଯୋଗ ପରେ ପ୍ରଶାନ୍ତ ସହିତ ଅନ୍ୟ ୬ ଜଣଙ୍କୁ ଗିରଫ କରିଥିଲା ବଲାଙ୍ଗିର ପୋଲିସ । ସେମାନେ ଟେଲିଗ୍ରାମ ଓ ହ୍ୱାଟସଆପ୍ ମାଧ୍ୟମରେ ଲିଙ୍କ ପଠାଇ ଲୋକଙ୍କଠୁ ଟଙ୍କା ଲୁଟୁଥିଲେ ।
ଆଜି ନବମ ଥର ପାଇଁ ବିଜେଡି ସଭାପତି ଭାବେ ଶଙ୍ଖ ଭବନରେ ନବୀନଙ୍କ ଅଭିଷେକ ଉତ୍ସବରେ ଦଳର ବହୁ ବରିଷ୍ଠ ନେତାଙ୍କ ଦେଖା ନମିଳିବା ଘଟଣାକୁ ନେଇ ଜୋର ଧରିଲା ଚର୍ଚ୍ଚା । ଏମିତିକି ସବୁବେଳେ ଦଳ ପାଇଁ ଓକିଲାତି କରି ଆସୁଥିଲେ ବି ଆଜି ଦଳର ଏକ ବଡ଼...
ଆସନ୍ତା ୨୪ ତାରିଖରେ ଆଉ ଲକ୍ଷେ ୭୦ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବେ ସରକାର ।
ତିନି ତିନି ଥର ପାଣ୍ଡିଆନଙ୍କ ସପକ୍ଷରେ ନବୀନ ମୁହଁ ଖୋଲି ନେତା ଓ କର୍ମୀଙ୍କୁ ଅସନ୍ତୁଷ୍ଟ କରିଛନ୍ତି । ଯେଉଁଥିପାଇଁ ନବୀନ ନିବାସ ଭିତରେ ଓ ବାହାରେ ପାଣ୍ଡିଆନ୍ ଗୋ ବ୍ୟାକ୍ ନାରା ପଡିଥିଲା । ସଂଗଠନ ରଖିବାକୁ ହେଲେ ପାଣ୍ଡିଆନଙ୍କୁ ନେଇ ନବୀନ ଅଧିକ ସ୍ପଷ୍ଟତା ଆଣିବାର...
ଆରଏସପି ପକ୍ଷରୁ ରେଲୱେ ଲାଇନ ନିର୍ମାଣ ବେଳେ ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ । ନୂଆ ରେଳ ଲାଇନ୍ ନିର୍ମାଣକୁ ବରକାନି ଅଞ୍ଚଳର ଲୋକ ବିରୋଧ ପ୍ରଦର୍ଶନ କରୁଥିଲେ । ଏତିକିବେଳେ ଜେସିବି ଆଗକୁ ଚାଲି ଆସିବାରୁ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ...
ଶାଶୁ-ଜ୍ବାଇଁଙ୍କ ଲଭଷ୍ଟୋରୀକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଖବର ଭାଇରାଲ ହେବା ପରେ ଏବେ ଉଭୟ ପ୍ରେମୀ ଯୁଗଳଙ୍କର ପ୍ରେମ ନିଶା ଛାଡ଼ିଯାଇଛି । ଉଭୟ ଥାନାରେ ପହଞ୍ଚି ଆତ୍ମସପର୍ମଣ କରିଛନ୍ତି ।