Advertisment

Panchang Today 5th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ବୈଶାଖ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ସୋମବାର ।     ଚନ୍ଦ୍ର- କର୍କଟ ଦିବା ୦୨.୦୨ ଗତେ ସିଂହ ତିଥି- ୮ମୀ ପ୍ରାତଃ ୦୭.୩୬ ଗତେ ୯ମୀ

author-image
Deepak Acharya
undefined

Panchang

ମେଷ ମାସ ବୈଶାଖ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ସୋମବାର ।    
ଚନ୍ଦ୍ର- କର୍କଟ ଦିବା ୦୨.୦୨ ଗତେ ସିଂହ
ତିଥି- ୮ମୀ ପ୍ରାତଃ ୦୭.୩୬ ଗତେ ୯ମୀ
ଘାତଚନ୍ଦ୍ର- ଦିବା ୦୨.୦୨ ଗତେ କର୍କଟ ଓ ମକର ରାଶିର
ଘାତବାର- ମିଥୁନ ରାଶିର    
ପୁଷ୍କର ଦୋଷ- ନାସ୍ତି
ଶୁଭସମୟ-
ପ୍ରାତଃ- ୦୫.୧୯ ରୁ ୦୬.୫୫
ଦିବା- ୧୦.୨୬ ରୁ ୦୧.୦୦
ଦିବା- ୦୪.୩୧ ରୁ ୦୫.୧୬
ସନ୍ଧ୍ୟା- ୦୬.୫୨ ରୁ ୦୯.୦୬
ରାତ୍ରି- ୧୧.୪୩ ରୁ ୦୨.୧୯
ଅଶୁଭସମୟ-
ରାହୁକାଳ- ପ୍ରାତଃ ୦୬.୫୫ ରୁ ୦୮.୩୧
କାଳବେଳା- ପ୍ରାତଃ ୦୬.୫୫ ରୁ ୦୮.୩୧
ବାରବେଳା- ଦିବା ୦୨.୫୫ ରୁ ୦୪.୩୧
କାଳରାତ୍ରି- ରାତ୍ରି ୧୦.୧୯ ରୁ ୧୧.୪୩

Advertisment
Panchang
Advertisment
Advertisment