• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

Deviprasad Jena

Editor

ସାମ୍ବାଦିକତା ପାଠ୍ୟକ୍ରମ ସରିବା ପରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଛି । ଏହି କ� ...more

ସାମ୍ବାଦିକତା ପାଠ୍ୟକ୍ରମ ସରିବା ପରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଛି । ଏହି କ୍ଷେତ୍ରରେ ୪ ବର୍ଷ ୬ ମାସର ଅଭିଜ୍ଞତା ରହିଛି। ସମସ୍ତ ପ୍ରକାର ଖବର ଲେଖିବାରେ ରୁଚି ରହିଛି। 

less

Posts by Deviprasad Jena

Acharya Satyendra Das
Acharya Satyendra Das: ରାମମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ

ଅଯୋଧ୍ୟା ରାମମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ବତନ୍ତ୍ର ରୀତିନୀତିରେ ସରଜୁ ନଦୀରେ ତାଙ୍କୁ ଜଳ ସମାଧି ଦିଆଯାଇଛି ।

Naveen Patnaik In Tension
Naveen Patnaik In Tension: ସନାଙ୍କୁ ତାଗିଦ୍ କଲେ ନବୀନ;ଏମିତି କହିଲେ ଜୟନାରାୟଣ ମିଶ୍ର

ଆଜି ବିଧାନସଭା ପ୍ରବେଶ ଦ୍ବାରରେ ଦେଖିବାକୁ ମିଳିଥିଲା କିଛି ରୋଚକ ଦୃଶ୍ୟ । ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ବିଧାନସଭାକୁ ପ୍ରବେଶ କରିବା ସମୟରେ ଚମ୍ପୁଆ ବିଧାୟକ ସନା ମହାକୁଡ଼ଙ୍କୁ ପଚାରିଥିବା ପ୍ରଶ୍ନ ଏବେ ରାଜନୈତିକ ମହଲରେ ଚହଳ ପକାଇଛି ।

Love Turns Sour
Love Turns Sour In Valentine’s Week : ବାଃ ବାଃରେ ତୁ ପ୍ରେମିକା, ପ୍ରେମ ସପ୍ତାହରେ ପ୍ରେମିକକୁ ଜାଳିଦେଲୁ !

'ପ୍ରେମ ସପ୍ତାହରେ ମୋ ଜୀବନ ପ୍ରେମ ପାଇଁ ଚାଲିଗଲା । ମୁଁ ଜିଅନ୍ତା ଜଳିଲି ଆଉ ମତେ କଲବଲ କରି ଜାଳିଜାଳି ଚାଲିଲା ମୋ ପ୍ରେମିକା । ପ୍ରତିଟି ମୂହୁର୍ତ୍ତ ହୃଦୟର ଯନ୍ତ୍ରଣା ଭିତରେ ମତେ ସେ ତିଳତିଳ କରି ମାରୁଥିଲା ।'

High Court Puts Hold On Apartment Sales
RERA Guidelines: ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ; ମନ୍ତ୍ରୀ କହିଲେ, ରାୟର ତର୍ଜମା ପରେ ପକ୍ଷ ରଖିବ ବିଭାଗ

ନିଜ ଆଇନକୁ ନିଜେ ଭାଙ୍ଗିଥିଲେ ସରକାର । ବାଜିଲା ହାଇକୋର୍ଟଙ୍କ ଛାଟ । ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତିରେ ଲାଗିଲା ରହିତାଦେଶ ।

Odisha Budget Session
Odisha Budget Session 2025: ସରଗରମ ହେବ ବଜେଟ୍ ଅଧିବେଶନ; ସରକାରଙ୍କ ଉପରେ ଭାରି ପଡ଼ିପାରନ୍ତି ବିରୋଧି

ବିରୋଧିଙ୍କୁ କାଉଣ୍ଟର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ୫୪ ନମ୍ବର ରୁମରେ ବିଧାୟକ ଦଳ ବୈଠକ କରିଛି ବିଜେପି । ଗତ ୮ ମାସରେ ମୋହନ ସରକାରଙ୍କ ସଫଳତାର କଥା ରଖି ବିରୋଧିଙ୍କ ପାଟି ଚୁପ୍ କରିବାକୁ ଯୋଜନା କରିଛି ଶାସକ ଦଳ ।

Bhakta Charan Das
Bhakta Charan Das: ଭକ୍ତଙ୍କ ଆଡକୁ ଶ୍ରୀକାନ୍ତ ଜେନା ମାରିଲେ ତେରେଛା ବାଣ; କାହିଁକି ଭକ୍ତ ଦାସଙ୍କୁ ପିସିସି ମଙ୍ଗୁଆଳ କଲା AICC ?

ପିସିସି ସଭାପତି ପାଇଁ ଅନେକ ଦାବିଦାର ନେତା ଥାଉ ଥାଉ ଭକ୍ତଙ୍କ ପାଇଁ କେଉଁ ଫ୍ୟାକ୍ଟର କାମ ଦେଲା ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶ୍ରୀକାନ୍ତ ମାରିଛନ୍ତି ତେରେଛା ବାଣ ।

Elephant Vs Man At Khordha
Man Elephant Conflict: ଖୋର୍ଦ୍ଧା ବନଖଣ୍ଡରେ ଉଗ୍ର ହେଲାଣି ହାତୀ-ମଣିଷ ଲଢେଇ

ଖୋର୍ଦ୍ଧା ବନଖଣ୍ଡରେ ଉଗ୍ର ହେଲାଣି ହାତୀ ମଣିଷ ଲଢେଇ । ଗତ ତିନି ବର୍ଷରେ ହାତୀ ଆକ୍ରମଣରେ ୨୮ ଲୋକଙ୍କ ଜୀବନ ଯାଇଥିବା ବେଳେ ଭିନ୍ନ ଭିନ୍ନ କାରଣରୁ ୧୩ ହାତୀଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଏବଂ ଟାଙ୍ଗୀ ରେଞ୍ଜରେ ହାତୀପଲ ବ୍ୟାପକ ଧନ ଜୀବନ ହାନି...

AI Death Clock
AI Powered Death Clock: ପ୍ରଥମ AI 'ଡେଥ୍ କ୍ଲକ୍'; କହୁଛି ମୃତ୍ୟୁର ତାରିଖ, କେମିତି କରିବେ ବ୍ୟବହାର ?

ଏଆଇ(AI) ଅର୍ଥାତ କୁତ୍ରିମ ବୁଦ୍ଧିମତା ପରିଚାଳିତ 'ଡେଥ୍ କ୍ଲକ୍' କହୁଛି ମୃତ୍ୟୁର ତାରିଖ । ତେବେ 'ଡେଥ୍ କ୍ଲକ୍' ନାମକ ମାଗଣା ୱେବସାଇଟ୍ ମୃତ୍ୟୁ ସମ୍ପର୍କରେ ପୂର୍ବାନୁମାନ କରିବା ନେଇ ଦାବି କରିବା ପରେ, ଏହା ବିଭିନ୍ନ ଗଣାମଧ୍ୟମର ଶିରୋନାମା ପାଲଟିଛି ।

Glory Fest 2025
Glory Fest 2025: ସାଂସ୍କୃତିକ ମହୋତ୍ସବ ଗ୍ଲୋରୀ ଫେଷ୍ଟକୁ ମିଳୁନି ସରକାରୀ ପ୍ରୋତ୍ସାହନ

ଗ୍ଲୋରୀ ଫେଷ୍ଟରେ ଭାରତବର୍ଷର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ପାଇଁ ଚାହିଁ ରହିଥା'ନ୍ତି । ଏହି ମଞ୍ଚରେ ନିଜର କଳା ପ୍ରଦର୍ଶନ କରି ଅନେକ ଛାତ୍ରଛାତ୍ରୀ  ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବା ସହ ଉଚ୍ଚ ପଦ ପଦବୀରେ ପହଞ୍ଚି ପାରିଛନ୍ତି ।

Actor Uttam Mohanty
Uttam Mohanty Health Condition: ଜନ୍ମମାଟିରେ ମା’ଅମ୍ବିକାଙ୍କ ନିକଟରେ ଉତ୍ତମଙ୍କ ପାଇଁ ଜଳିଲା ୧୦୮ ଦୀପ

ନିଜ ଜନ୍ମମାଟିରେ ଉତ୍ତମ ମହାନ୍ତି କୁନିଆ ଭାଇ ଭାବରେ ପରିଚିତ । ନିଜ କୁନିଆ ଭାଇଙ୍କ ପାଇଁ ପୂଜାର୍ଚ୍ଚନା କରାଯାଇଛି । ମଙ୍ଗଳବାର ଉତ୍ତମ ମହାନ୍ତିଙ୍କ ଜନ୍ମମାଟି ବାରିପଦା ମା’ଅମ୍ବିକାଙ୍କ ମନ୍ଦିରରେ ଅଭିରାମ ଅଭିନୟ ଅନୁଷ୍ଠାନ ଓ ଉତ୍କଳ ସାମ୍ବାଦିକ ସଂଘ ମୟୂରଭଞ୍ଜ ଶାଖା ଆନୁକୂଲ୍ୟରେ ସନ୍ଧ୍ୟାରେ ୧୦୮...

Strawberry Farming
Strawberry Farming: ଷ୍ଟ୍ରବେରୀ ଚାଷରେ ଲକ୍ଷାଧିକ ଟଙ୍କା ରୋଜଗାର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ରାମଚନ୍ଦ୍ର ସାହୁ

ରାମଚନ୍ଦ୍ର ସାହୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସାଧାରଣତନ୍ତ୍ର ଦିବସରେ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ନିକଟରୁ ଜିଲ୍ଲାର ଏକ ନମ୍ବର ଚାଷୀ ଭାବେ ପୁରସ୍କୃତ ହୋଇଛନ୍ତି । ଏହି ପୁରସ୍କାର ତାଙ୍କୁ ଚାଷ ପ୍ରତି ଆହୁରି ଆକୃଷ୍ଟ କରିଛି ।

ଜେଏସଡବ୍ଲୁ ଖଣିରେ ବ୍ୟାପକ ଭଙ୍ଗାରୁଜା ।
CITU Protest In Koida: ସୁନ୍ଦରଗଡ଼ କୋଇଡ଼ାରେ CITUର ବିକ୍ଷୋଭ ବେଳେ ଉତ୍ତେଜନା

ସୁନ୍ଦରଗଡ଼ କୋଇଡ଼ାରେ ସିଆଇଟିୟୁର ବିକ୍ଷୋଭ ବେଳେ ଉତ୍ତେଜନା ଦେଖାଦେଇଛି। ଜେଏସଡବ୍ଲୁ ଖଣିରେ ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଲିସ ଏବଂ ଆନ୍ଦୋଳନକାରୀ ଧସ୍ତାଧସ୍ତି ମଧ୍ୟ ହୋଇଛନ୍ତି ।

Ranveer Allahbadia In Trouble
Youtuber Ranveer Allahbadia: ଜୋକ୍ କରୁ କରୁ ଜୋକର୍ ପାଲଟିଗଲେ କମେଡିଆନ୍, ରୁଜୁ ହେଲା ମାମଲା

ଅଶ୍ଳୀଳ ଏବଂ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଲୋକପ୍ରିୟ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ।

PM Narendra Modi
PM Narendra Modi: ପିଏମ୍ ମୋଦି ଦେଲେ ପରୀକ୍ଷା ଟିପ୍ସ; ଛାତ୍ରଛାତ୍ରୀଙ୍କୁ ଦେଲେ ଏହି ପରାମର୍ଶ

ପିପିସିର ପ୍ରତ୍ୟେକ ସଂସ୍କରଣରେ ପରୀକ୍ଷା ସମ୍ବନ୍ଧୀୟ ଚିନ୍ତାର ମୁକାବିଲା ପାଇଁ ଅଭିନବ ପଦ୍ଧତି ଉପରେ ଆଲୋକପାତ କରାଯାଇଥାଏ । ଯାହା ଶିକ୍ଷଣ ଏବଂ ଜୀବନ ପ୍ରତି ଏକ ଆନନ୍ଦର ମନୋଭାବକୁ ପ୍ରୋତ୍ସାହିତ କରେ ।

Woman Dies While Dancing
Woman Dies While Dancing: ବିବାହ ଉତ୍ସବରେ ନାଚି ନାଚି କାହିଁକି ଟଳିପଡ଼ିଲେ ଯୁବତୀ ?

କଥାରେ ଅଛି ମହି ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ । ଅର୍ଥାତ୍ ପୃଥିବୀ ପୃଷ୍ଠରେ ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ଏହି ମୃତ୍ୟୁ କାହାକୁ,କେବେ ଏବଂ କେମିତି ଗ୍ରାସ କରେ କେହିବି ଜାଣିନଥା'ନ୍ତି ।

President Droupadi Murmu
President Droupadi Murmu: ମହାକୁମ୍ଭରେ ସାମିଲ୍ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ; ସଙ୍ଗମରେ ପକାଇଲେ ଆସ୍ଥାର ବୁଡ଼

ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ମହାକୁମ୍ଭରେ ବୁଡ଼ ପକାଇଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ବୁଡ଼ ପକାଇବା ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି ।

Vk Pandian And Arvind Kejriwal
VK Pandian And Arvind Kejriwal: ଅହଙ୍କାର ସାଜିଲା କାଳ, ହାତରୁ ଚାଲିଗଲା ଶାସନର କ୍ଷମତା

ଜନତାଙ୍କ ସେବା କରିବାକୁ କହି ୧୦ ବର୍ଷ ପାଇଁ କ୍ଷମତାକୁ ଆସିଲେ । ଦୁଇ ଦୁଇଥର ରାଜଧାନୀ ନୂଆଦିଲ୍ଲୀର ମୁଖ୍ୟମନ୍ତ୍ରୀ ବି ହେଲେ । କିନ୍ତୁ ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଜେଲ୍‌ ଯିବା ପରେ ସବୁ କିଛି ଓଲଟପାଲଟ ହୋଇଗଲା ।

Delhi Assembly Election
Reasons Behind BJP's Victory in Delhi: ଦିଲ୍ଲୀରେ ବିଜେପି ଜିତିବା ଓ ଆପ ହାରିବାର ୩ ପ୍ରମୁଖ କାରଣ କହିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ଦିଲ୍ଲୀ ନିର୍ବାଚନ ପ୍ରଭାରୀ ହିସାବରେ ଲୋକଙ୍କ ପାଖକୁ ଯିବା ସମୟରେ କେଜ୍ରିୱାଲଙ୍କ ପ୍ରତି ଆକ୍ରୋଶକୁ ଆମେ ଅନୁଭବ କରିଥିଲୁ ।

President Droupadi Murmu
President Droupadi Murmu: ଆସନ୍ତାକାଲି ମହାକୁମ୍ଭରେ ସାମିଲ୍ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ; ସଙ୍ଗମରେ ପକାଇବେ ଆସ୍ଥାର ବୁଡ଼

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରାଷ୍ଟ୍ରପତି ସକାଳୁ ସଂଗମ ସ୍ଥଳୀରେ ପହଞ୍ଚି, ତ୍ରିବେଣୀ ସଂଗମରେ ବୁଡ଼ ପକାଇବେ ।

Subhadra Yojana At Koraput
Subhadra Scheme At Koraput: ବାଧକ ସାଜିଛି ଦ୍ବୈତ ଆଧାର କାର୍ଡ, କୋଟିଆ ପଞ୍ଚାୟତବାସୀଙ୍କୁ ମିଳୁନି ସୁଭଦ୍ରା ଟଙ୍କା !

ପର୍ଯ୍ୟାୟ ପରେ ପର୍ଯ୍ୟାୟ କ୍ରମେ ସୁଭଦ୍ରା ଟଙ୍କା ହିତାଧିକାରୀଙ୍କ ଖାତାକୁ ଯାଉଛି। ହେଲେ ସୀମା ବିବାଦରେ ଫସିଥିବା ସୀମାନ୍ତ ଅଂଚଳ କୋରାପୁଟ ଜିଲ୍ଲା କୋଟିଆର ଅନେକ ମହିଳା କିନ୍ତୁ ଯୋଜନାରୁ ବଞ୍ଚିତ। ଯାଞ୍ଚ ବେଳେ କାଟ୍ ଖାଇଯାଇଛି ସେମାନଙ୍କ ଆବେଦନ। କାରଣ ସେମାନଙ୍କ ପାଖରେ ରହିଛି ଦୁଇ ଦୁଇଟି...

ସାମ୍ବାଦିକତା ପାଠ୍ୟକ୍ରମ ସରିବା ପରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଛି । ଏହି କ୍ଷେତ୍ରରେ ୪ ବର୍ଷ ୬ ମାସର ଅଭିଜ୍ଞତା ରହିଛି। ସମସ୍ତ ପ୍ରକାର ଖବର ଲେଖିବାରେ ରୁଚି ରହିଛି।