ଭକ୍ତ କବି ମଧୁସୂଦନ ରାଓଙ୍କ ପୁଣ୍ୟ ଜନ୍ମତିଥି ଅବସରରେ ତାଙ୍କ ରଚିତ ବର୍ଣ୍ଣବୋଧର ଅବିକଳ ଶୋଭନ ସଂସ୍କରଣ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ବର୍ଣ୍ଣବୋଧର ନୂଆ ଶୋଭନ ସଂସ୍କରଣକୁ ଲୋକାର୍ପଣ କରିଛନ୍ତି । ଏହା ସହ ଓଡ଼ିଆ ବର୍ଣ୍ଣବୋଧ ଡିଜିଟାଲ ସଂସ୍କରଣକୁ ମଧ୍ୟ...
ଶତ ଚେଷ୍ଟା ପରେ ବି ବଞ୍ଚିପାରିଲାନି ଜୀଵନ । ସତେ ଯେମିତି ଏହା ବିଧିର ବିଧାନ ଥିଲା । କଥାରେ ଅଛି ଯେବେ ଯମ ଦଉଡି ବାନ୍ଧିବା ନେଇ ସ୍ଥିର ହୋଇ ସାରିଥିବ । ଯେତେ ଚେଷ୍ଟା କଲେ ବି ଆଉ ଜୀବନ ବଞ୍ଚେଇବା ସମ୍ଭବ ହୋଇନଥାଏ ।...
ନିଜର ପୁଞ୍ଜି ବୋଲି କିଛି ନାହିଁ । କେବଳ ମିଳୁଛି ଭିନ୍ନକ୍ଷମ ଭତ୍ତା । ତାହା ପୁଣି ମାତ୍ର ବାର ଶହ ଟଙ୍କା । ଏଥିରେ ଚାରି ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର । ତେଣୁ ଯେତେ କଷ୍ଟ ହେଲେବି ଆଦି ଏବେ ଅନ୍ୟମାନଙ୍କ ଭଳି ଭାଗ୍ୟ ଏବଂ...
ଆସନ୍ତୁ ଜାଣିବା କେଉଁ ଦେଶରେ କେତେ ସୁନା ରହିଛି ଏବଂ ବିଶ୍ୱ ସ୍ତରରେ ସୁନା ଗଚ୍ଛିତ ରଖିବାରେ ଭାରତ କେଉଁ ସ୍ଥାନ ଅଧିକାର କରିଛି...
ବନ୍ଦ ହୋଇସାରିଥିବା ବହୁ ମୁଦ୍ରା ସହ ବହୁ ବିଦେଶୀ ମୁଦ୍ରା ସଂଗ୍ରହ କରି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ଦେଶି ବେହେରା ସାହିର ଏ. ବ୍ରହ୍ମାନନ୍ଦ ଆଚାରୀ । ଶୁନ ପଇସା, ହନୁମାନ ପଇସା, ଏକ ପଇସା, ଦୁଇ ପଇସା, ପାଞ୍ଚ ପଇସା ଭଳି ବିଭିନ୍ନ ପ୍ରକାରର...
ଗତ ୨୦୨୩ ଜୁନ୍ ମାସ ୨୮ ତାରିଖରୁ କାର୍ଯ୍ୟକାରି ହେଉଥିବା ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ୨୦୨୩ ସମ୍ପର୍କରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ପ୍ରକାଶ ପାଇଛି ।
ସବୁ ବଡ଼ ସହରକୁ ଟିପି ସ୍କିମରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାଦ୍ୱାରା ରାସ୍ତା, ପାଣି, ସ୍ୱେରେଜ ପାଇଁ ବ୍ୟବସ୍ଥା ରହିବ ।
ଦୁର୍ଲ୍ଲଭ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ପ୍ରଭୁ ଶ୍ରୀଜଗନ୍ନାଥ,ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା । ବଡ଼ଛତା ମଠ ଯୋଗାଇବ ଏହି ବେଶ । ଏଣୁ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।
ଯଦି ଆପଣ ବୁଲିବା ପାଇଁ ପସନ୍ଦ କରନ୍ତି ଏବଂ ଆପଣ ପରିବାର ସହିତ କିମ୍ବା ଏକୁଟିଆ ବିଦେଶ ବୁଲିବାକୁ ଚାହୁଁଛନ୍ତି । ତେବେ ଆମେ ଆପଣଙ୍କୁ ବିଶ୍ୱର ସୁନ୍ଦର ଗୁପ୍ତସ୍ଥାନ ବିଷୟରେ କହିବୁ । ଏହି ସ୍ଥାନ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି । ଏହି ସ୍ଥାନରେ...
ଇଲେକ୍ଟ୍ରିକ ଗାଡି କିଣିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର ଆଣିଛି ବଜେଟ ୨୦୨୫-୨୦୨୬।
କମିଶନରେଟ୍ ପୋଲିସିଂରେ କାହିଁକି ଏତେ ବିକଳ ଚିତ୍ର ? କୌଣସି ମାମଲାରେ ବି କାହିଁକି ମାଷ୍ଟରମାଇଣ୍ଡଙ୍କ ପତ୍ତା ପାଉନି ପୋଲିସ ? ଭିଭିଆଇପିଙ୍କୁ ବି କାହିଁକି ଦେଇପାରୁନି ସୁରକ୍ଷା ? କେଉଁଠି ରହୁଛି ଭୁଲ୍, କେଉଁଠି ରହୁଛି ସମସ୍ୟା ?
ସଂସଦ ବାହାରେ ଶସ୍ତା ମନ୍ତବ୍ୟ ଦେଇ ଫସିଲେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି ।
ଆସନ୍ତା ବସନ୍ତ ପଞ୍ଚମୀରେ ପ୍ରୟାଗରାଜରେ ରହିଛି ଶେଷ ଅମୃତ ସ୍ନାନ । ଏଥିପାଇଁ କୁମ୍ଭ ନଗରୀକୁ ଛୁଟିଲାଣି ଶ୍ରଦ୍ଧାଳୁଙ୍କ ସୁଅ ।
ରାଜଧାନୀରୁ ଗିରଫ ହୋଇଥିବା ହାଇ-ପ୍ରୋଫାଇଲ ଠକ ହଂସିତା-ଅନୀଲଙ୍କ ପାଇଁ ବଢୁଛି ଅଡୁଆ।
ଆସନ୍ତା ଫେବ୍ରୁୟାରୀ ୯ତାରିଖରେ ବାରବାଟୀରେ ହେବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଚଳିତବର୍ଷ ବାରବାଟୀରେ ଉପସ୍ଥିତ ଦର୍ଶକଙ୍କ ରୋମାଞ୍ଚ ବଢାଇବା ପାଇଁ ପ୍ରସ୍ତୁତ ହୋଇଛି ଏକ ସୁନ୍ଦର ଓଡ଼ିଆ ଥିମ୍ସଙ୍ଗ୍।
ଶୀତ ଲେଉଟିଗଲାଣି ଖରା ଆରମ୍ଭ ହୋଇଗଲାଣି । ଏହାସହ ଆରମ୍ଭ ହୋଇଗଲାଣି ପାଣି ଚିନ୍ତା । ପାନୀୟ ଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଅନେକ ସ୍ଥାନରେ ସମ୍ପୂର୍ଣ୍ଣ ହୋଇପାରୁନି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ।
ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ପାଦେ ଆଗେଇବ ଭାରତ । ନାସାରେ(NASA) ରାଜ୍ କରିବେ ଭାରତୀୟ । ୱିଙ୍ଗ କମାଣ୍ଡର ରାକେଶ ଶର୍ମାଙ୍କ ପରେ ମହାକାଶ ଯିବାପାଇଁ ଦ୍ଵିତୀୟ ସୁଯୋଗ ପାଇଛନ୍ତି ଭାରତର ସୁନାପୁଅ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ।
ଆଜିଠୁ ଦୁଇ ଦିନ ପାଇଁ ଉତ୍କର୍ଷ ଓଡ଼ିଶା ପ୍ରଦର୍ଶନୀ ବୁଲିପାରିବେ ସାଧାରଣ ଲୋକେ । ଜନସାଧାରଣଙ୍କ ଲାଗି ସମ୍ମିଳନୀ ଅବଧିକୁ ଦୁଇ ଦିନ ପାଇଁ ବଢ଼ାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଦ୍ରୁତ ବେଗରେ ଗାଡି ଚଳାଇବା କାରଣରୁ ଅନେକ ସମୟରେ ଦୁର୍ଘଟଣା ଘଟିବା ସହ ଚାଲିଯାଉଛି ବହୁମୂଲ୍ୟ ଜୀବନ । ଭୁବନେଶ୍ୱରରେ ଆଜି ଠିକ୍ ଏମିତି କିଛି ଘଟଣା ଘଟିଥିବା ଦେଖିବାକୁ ମିଳିଛି ।
ଆମେରିକୀୟ ଯାତ୍ରୀବାହୀ ବିମାନ ସହ ଆମେରିକୀୟ ସେନା ହେଲିକପ୍ଟର ଧକ୍କାହେବାରୁ ଏମିତି ଭୟଙ୍କର ଦୁର୍ଘଟଣା ଘଟିଛି । ଯାତ୍ରୀ ବିମାନ ଅବତରଣ ବେଳେ ଏମିତି ଭୟଙ୍କର ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁଇଟି ବିମାନ ଧକ୍କାହେବା ଫଳରେ ଆକାଶରେ ଭୟଙ୍କର ଆଲୋକ ଦେଖିବାକୁ ମିଳିଥିଲା ।