ଅଦ୍ଭୁତ ବିସ୍ମୟ, ଅଜବ ଆଶ୍ଚର୍ଯ୍ୟ । ଯିଏ ଦେଖୁଛି ତାର ପଲକ ପଡ଼ୁନି ଏବଂ ଆଖି ଲେଉଟେଇ ହେଉନି । ସତେ କି ସୌନ୍ଦର୍ଯ୍ୟର ସରଗ ପୁରୀଟିଏ । ପ୍ରକୃତିର ରୋମାଞ୍ଚଭରା ରହସ୍ୟଟିଏ । ଆମେରିକାର ଆରିଜୋନାର ଗ୍ରାଣ୍ଡ କାନିୟନ ଭଳି ଦିଶୁଥିବା ପ୍ରକୃତିର ମାଷ୍ଟରପିସ୍ ଟି ଓଡ଼ିଶାର...
ବିଜେଡି ସରକାରରେ କେମିତି ଚାଲିଥିଲା ଖଣି ଖାଦାନ ଲୁଟ୍ ? କେମିତି ହେଉଥିଲା କୋଟି କୋଟି ଟଙ୍କା ସରକାରୀ ଅର୍ଥ ହଡ଼ପ ? ସାମ୍ନାକୁ ଆସିଲା ଏହାର ଜ୍ୱଳନ୍ତ ଉଦାହରଣ । କେନ୍ଦୁଝର ଜିଲ୍ଲା ଶୁଆକାଟି ସ୍ଥିତ OMC ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ୍ ସୋସାଇଟି...
ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁ ମାମଲାରେ ଦୁଇ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁକୁ ନେଇ ଅସନ୍ତୋଷ ଦେଖାଦେଇଥିଲା ।
ବାଲେଶ୍ବର ଉଦୟପୁର ଏବଂ ସହାବାଜିପୁରରେ ପଶ୍ଚିମବଙ୍ଗ ସରକାରର ରାଜସ୍ୱ ମନ୍ତ୍ରୀଙ୍କ ଅନୁପ୍ରବେଶ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାର ସୀମାକୁ ନେଇ ଛତିଶଗଡ଼, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ସହିତ ବିବାଦ ରହିଛି । ଏନେଇ ମୁଁ ଜିଲ୍ଲା ଗସ୍ତ କରି ଅଧିକାରୀଙ୍କ ସହ ଆଲୋଚନା କରିଛି...
ବେଙ୍ଗାଲୁରୁରେ ଥିବା OKCreditର ସହ-ପ୍ରତିଷ୍ଠାତା ହର୍ଷ ପୋଖର୍ନା ନିଜର ଷ୍ଟାର୍ଟଅପ ଆରମ୍ଭ କରିବା ଉଦ୍ଦେଶ୍ୟରେ ଚାକିରି ଭଲ ଦରମା ମିଳୁଥିବା ଛାଡିଦେଇଥିଲେ । ଯେଉଁଥିପାଇଁ ତାଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ସଂଘର୍ଷ କରିବାକୁ ପଡିଥିଲା ।
ଘଣ୍ଟା ଘଣ୍ଟା ଧରି ହେଡଫୋନ୍, ଇଅରଫୋନ୍ ଓ ଇଅରପ୍ଲଗ୍ ଲଗାଉଥିଲେ ସାବଧାନ । ଏସବୁର ମାତ୍ରାଧିକ ବ୍ୟବହାର ସବୁଦିନ ପାଇଁ ଶ୍ରବଣ ଶକ୍ତି ଛଡ଼ାଇ ନେଇପାରେ । ସବୁ ରାଜ୍ୟକୁ ଏଭଳି ସତର୍କ ଚିଠି ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ।
ଧରାକୋଟ ବ୍ଲକ୍ ଅଞ୍ଚଳରେ ପାହାଡ଼ ଉପରେ ଥିବା ଉପାନ୍ତ ଗାଁ ଝିରିଝିରାରେ ୩୦ରୁ ଅଧିକ ପରିବାର ରୁହନ୍ତି । ହେଲେ ସ୍ବାଧୀନତାର ୭୫ବର୍ଷ ପରେ ବି ଏମାନେ ରାସ୍ତା,ପାଣି ଓ ବିଜୁଳି ଭଳି ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି ।
ପରୀକ୍ଷା ହଲ୍କୁ ପ୍ରବେଶ ପୂର୍ବରୁ କପି ଚେକ୍ ବାହାନାରେ ସ୍ପେଶାଲ ସ୍କ୍ବାର୍ଡର ସଦସ୍ୟ ଥିବା ଜଣେ ପୁରୁଷ ଅଧ୍ୟାପକ ଝିଅକୁ ଏକ ନିରୋଳା ସ୍ଥାନକୁ ଡାକିଥିଲେ । ସେଠାରେ ଛାତ୍ରୀଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁବା ସହ ଏକଥା କାହା ଆଗରେ ପ୍ରକାଶ ନକରିବାକୁ ଧମକ ବି ଦେଇଥିଲେ...
ଅରୁଣୋଦୟ ପାଳିଥିବା କୁକୁରମାନେ ପ୍ରାୟତଃ ପରସ୍ପର ସହିତ ଲଢେଇ କରିବା ସହିତ ଭୁକୁଥିଲେ । ଫଳରେ ଅରୁଣୋଦୟଙ୍କ ପୂର୍ବତନ ପତ୍ନୀ ଲି ଏଲଟନ ଏହି କୁକୁରଙ୍କ ଶବ୍ଦରେ ବିରକ୍ତ ହୋଇଯାଇଥିଲେ । ତେଣୁ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା।
ଯୁବପିଢି କିପରି ଦୀର୍ଘ ସମୟ ହେଡଫୋନ୍ ଏବଂ ଇଅରଫୋନ୍ ବ୍ୟବହାରରୁ ବର୍ତ୍ତିବେ ସେଥିପାଇଁ ମନ୍ତ୍ରଣାଳୟ ସମସ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିଛି। ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ଅତୁଲ ଗୋଏଲ ଏକ ଚିଠି ଯୋଗେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।
ବର୍ତ୍ତମାନ ଅନେକ ମହିଳା ନିଜର ଜୀବନ ଶୈଳୀ ପାଇଁ ସେମାନଙ୍କ ବୟସ ଠାରୁ ଅଧିକ ବୟସ୍କ ଦେଖାଯାଉଛନ୍ତି । ଏମିତି ସମସ୍ୟାରୁ ମୁକ୍ତି ପାଇବା ପାଇଁ କମ୍ ବୟସରେ ଆସୁଥିବା ବାର୍ଦ୍ଧକ୍ୟକୁ ରୋକିବାକୁ ପଡ଼ିବ । ଏଥିପାଇଁ କିଛି ଅଭ୍ୟାସକୁ ପରିତ୍ୟାଗ କରିବା ଦ୍ୱାରା ଏଥିରୁ ମୁକ୍ତି ମିଳିପାରିବ...
କୋରାପୁଟ କୋଲାବ ଡ୍ୟାମରେ ଚାଲିବ କ୍ରୁଜ । ଏଥି ପାଇଁ ପ୍ରାରମ୍ଭିକ ସର୍ଭେ ସରିବା ସହ ଆରମ୍ଭ ହୋଇଛି ପ୍ରସ୍ତୁତି । ଏହା ସହ ଆଖପାଖ ଅଞ୍ଚଳରେ ମଧ୍ୟ ଯାତ୍ରୀଙ୍କ ସୁବିଧା ଲାଗି ଭିତ୍ତିଭୂମି ବିକାଶ ପାଇଁ ୧୦ କୋଟି ପଠାଇଛି ବିଭାଗ । ଜେଟି ନିର୍ମାଣ ସରିବା...
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ମୟୁରଭଞ୍ଜ ଗସ୍ତର ପ୍ରଥମ ଦିନରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ।
୫ ମାସ ଭିତରେ IPS ସ୍ତରରେ ପୁଣି ଏକ ବଡ଼ ଅଦଳବଦଳ ଦେଖିବାକୁ ମିଳିଛି । ନୂଆ ସରକାର ଆସିବାର ୯ ମାସ ଭିତରେ ଦୁଇ ଦୁଇ ଥର IPS ସ୍ତରରେ ଅଦଳବଦଳ ହୋଇଛି । ଏକାଥରକେ ୨୬ ଜଣଙ୍କୁ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଦିଆଯାଇଛି ।...
ଦହିବରା-ଆଳୁଦମ୍ ଦିବସରେ ମହ ମହ ବାସିଲା କଟକ ସହର । ଖାଲି କଟକ କାହିଁକି, ରାଜ୍ୟର ବିଭିନ୍ନ ସ୍ଥାନରେ ବି ଖୁବ୍ ବିକ୍ରି ହୋଇଛି ଏହି ପାଟି ସୁଆଦିଆ ଆଇଟମ୍ । ଦହି ପାଣିରେ ଡୁବିଥିବା କଅଁଳ ବରା ଉପରେ ମସଲା ଆଳୁଦମ୍ ।
ରାଷ୍ଟ୍ରପତି ଟ୍ରମ୍ପ୍ ସୂଚାଇଥିଲେ ଯେ, ୟୁକ୍ରେନକୁ ପରବର୍ତ୍ତି ସହାୟତା ଦେବା ପୂର୍ବରୁ ୱାସିଂଟନ୍-କିଭ୍ ସହ ଗୁରୁତ୍ବପୂର୍ଣ୍ଣ ଖଣିଜ ଚୁକ୍ତି ସ୍ବାକ୍ଷର କରିବା ଜରୁରୀ । ହେଲେ ତା ପୂର୍ବରୁ ଜେଲେନସ୍କି ଆମେରିକାଠୁ ବାସ୍ତବ ସୁରକ୍ଷା ଗ୍ୟାରେଣ୍ଟି ସହ ସାମରିକ ସହାୟତା ଦାବି କରିଥିଲେ । ଆଉ ଏହାକୁ ନେଇ...
ଆମର ଖାଦ୍ୟପେୟ ଆମ ସ୍ୱାସ୍ଥ୍ୟ ଉପରେ ସବୁଠୁ ଅଧିକ ପ୍ରଭାବ ପକାଇଥାଏ । ଫଳ ଖାଇବା ଦ୍ୱାରା ଏହା ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ । କିନ୍ତୁ, ଏମିତି କିଛି ଫଳ ଅଛି ,ଯାହାକୁ ରାତିରେ ଭୁଲ୍ରେ ବି ଖାଇବା ଉଚିତ୍ ନୁହେଁ ।
ଝାରସୁଗୁଡ଼ାରେ ତାପମାତ୍ରା ୩୮ ଡିଗ୍ରୀ ଟପିଛି । ଆଜି ଝାରସୁଗୁଡ଼ା ତାପମାତ୍ରା ୩୮.୨ ଡିଗ୍ରୀ ରହିଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ରାଜ୍ୟରେ ପାରଦ ୩୮ ଟପିଛି ।
୭୦ଟି ଦେଶରୁ ୫୦ ଲକ୍ଷରୁ ଅଧିକ ବିଦେଶୀ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମହାକୁମ୍ଭକୁ ଆସିଥିଲେ । ୧୬ ହଜାର ଟ୍ରେନ୍ରେ ପ୍ରାୟ ୫ କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜ ଆସିଥିଲେ । ଆଜି ପ୍ରୟାଗରାଜ ରେଲୱେ ଷ୍ଟେସନକୁ ଯାଇ ସେଠାରେ ରେଳକର୍ମଚାରୀଙ୍କୁ ଭେଟିବା ସହ, ମହାକୁମ୍ଭ ସଫଳତାର ସହ ଶେଷ...
୨୯ ସେପ୍ଟେମ୍ବର ୨୦୨୨ରେ ଅଚ୍ୟୁତ ସାମନ୍ତଙ୍କ ଏକ ପୋଷ୍ଟରେ ଆଡଭୋକେଟ୍ ଜେନେରାଲ୍ ଅଶୋକ ପରିଜାଙ୍କୁ କିଟ୍ ଚ୍ୟାନସେଲର ନିଯୁକ୍ତି ବିଷୟ ଘୋଷଣା କରିବା ପରଠୁ ଆଜିକା ଦିନରେ ବି ସେ ସେହି ଚ୍ୟାନସେଲର ପଦରେ ଥିବା ଦର୍ଶାଉଛି କିଟ୍ ୱେବ୍ସାଇଟ୍ । ତେଣୁ ଏଭଳି ସ୍ଥିତିରେ ଏହା କଣ...