• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

Odisha Politics
ବିଜେପିକୁ ଚେକ୍ ଦେବାକୁ ରଣନୀତି ପ୍ରସ୍ତୁତ କରୁଛି କି ବିଜେଡି?

ବିଜେପିର ଦବଦବାରେ ଚେକ୍ ଦେବାକୁ ବିଜେଡିର ୨୪ ବ୍ଳୁ ପ୍ରିଣ୍ଟ I ପଶ୍ଚିମ ଓଡ଼ିଶାର ୭ ବିଧାୟକ ଓଜନଦାର ଡିପାର୍ଟମେଣ୍ଟର ମନ୍ତ୍ରୀ I ବିଜେପି ଓ କଂଗ୍ରେସର ନିଶାନା-ବିକାଶ ନାହିଁ, ଖାଲି ଭୋଟ୍ ପାଇଁ ଲକ୍ଷ୍ୟ।

UCCI Ladies Forum
'ମହିଳାଙ୍କୁ ସଶକ୍ତ କରାଉଛି UCCI ଲେଡିଜ୍ ଫୋରମ'

ବିକାଶ କ୍ଷେତ୍ରରେ ମହିଳାମାନେ କିଭଳି ମୁଖ୍ୟସ୍ରୋତକୁ ଆସିପାରିବେ, ସେ ଦିଗରେ ଫୋରମର ଭୂମିକା ପ୍ରଶଂସନୀୟ।

Tusker with gunshot
ଆଠଗଡ଼ ଜଙ୍ଗଲରେ ଛଟପଟ ହେଉଛି ଗୁଳିବିଦ୍ଧ ହାତୀ

ଶିକାରୀଙ୍କ ଗୁଳିରେ ଦନ୍ତା ଗୁରତର ହୋଇ ଜଙ୍ଗଲରେ ରହିଛି।

monsoon
ଏ ସପ୍ତାହରେ ଛୁଇଁବନି ମୌସୁମୀ !

ଆସନ୍ତା ୧୨ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ଆଶଙ୍କା କମ୍ । 

sitala sasthi Festival
କାହିଁକି ଜନ୍ମ ଜନ୍ମର ସାଥୀ ହେଲେ ଶିବ-ପାର୍ବତୀ ?

ଭଗବାନ ଓ ଶିବ ଏକ ଓ ଅଭିନ୍ନ। ଶ୍ରୀମନ୍ଦିରରେ ହରିହର ଉପାସନା ପଦ୍ଧତି ରହିଛି।

Odisha cabinet Reshuffle
୯ଜଣଙ୍କୁ ପୁଣି ଦାୟିତ୍ୱ, ୭ ନୂଆ ମୁହଁ !

ମୁଖ୍ୟମନ୍ତ୍ରୀ ଏମାନଙ୍କ ଉପରେ ଆସ୍ଥାରଖି ମନ୍ତ୍ରିମଣ୍ଡଳରେ ପୁଣି ସ୍ଥାନ ଦେଇପାରନ୍ତି ।

Naveen New Team
ଆଜି ଶପଥ ନେବ ନବୀନଙ୍କ ନୂଆ ଟିମ୍

୨୧ ମନ୍ତ୍ରୀଙ୍କ ମଧ୍ୟରୁ ୧୩ଜଣଙ୍କୁ କ୍ୟାବିନେଟ୍ ଓ ୮ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିପାରେ। 

Lokseba Bhawan
ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ: ୧୩ କ୍ୟାବିନେଟ୍, ୮ ରାଷ୍ଟ୍ରମନ୍ତ୍ରୀ !

ବିଧାୟକଙ୍କ ପାଖକୁ ଗଲା ନବୀନ ନିବାସରୁ ଫୋନ୍‌ କଲ୍‌

Ministry reshuffle
ସମ୍ଭାବ୍ୟ ମନ୍ତ୍ରୀଙ୍କ ପାଖକୁ ଗଲା ଫୋନ୍‌ କଲ

ମନ୍ତ୍ରିମଣ୍ଡଳର ସ୍ଥାନ କିଏ ପାଇବେ ଏହାର କାଉଣ୍ଟଡାଉନ୍ ଆରମ୍ଭ

revamp of Council of Ministers
ନବୀନଙ୍କ ମନ୍ତ୍ରିମଣ୍ଡଳ ତାଲିକାରେ ଏମାନଙ୍କ ନାଁ !

ହେଡକ୍ୱାଟର୍ସ ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। 

BJD won in Brajarajnagar
ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ 

ବ୍ରଜରାଜନଗର ଉପ ନିର୍ବାଚନରେ ବିଜେଡିର ବଡ଼ ବିଜୟ ପରେ ଚାଲିଛି ସେଲିବ୍ରେସନ୍। ଜିନ୍ଦାବାଦ ଧ୍ୱନୀରେ ପ୍ରକମ୍ପିତ ହେଉଛି ସାରା ପରିବେଶ। ଝାରୁସୁଗୁଡାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ବିଜେଡିରେ ଉତ୍ସାହ। ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ହୋଇଛି ବାଜିମାତ। 

EPFO
୮.୫ ପ୍ରତିଶତରୁ ୮.୧କୁ କମିଲା  EPF ସୁଧହାର

୬ କୋଟି EPF ହିତାଧିକାରୀଙ୍କୁ ଏହା ପ୍ରଭାବିତ କରିବ।

ଆତଙ୍କୀଙ୍କ କ୍ରମାଗତ ଟାର୍ଗେଟ୍ କିଲିଂ: କାଶ୍ମୀରରେ ଫେରୁଛି କି ୧୯୯୦ର ସ୍ଥିତି ?

ଗଲା ମାସକ ଭିତରେ ଭାରତର ଭୂସ୍ୱର୍ଗ କାଶ୍ମୀର ଅପେକ୍ଷାକୃତ ଅଧିକ ଅଶାନ୍ତ ହୋଇଛି।

Anubhav Barsha Martial Discord
ବର୍ଷାଙ୍କୁ ଟଙ୍କା ଦେଲେ ସ୍ୱାମୀ ଅନୁଭବ

ଟଙ୍କା ଡିପୋଜିଟ ନେଇ ଅନୁଭବ କୋର୍ଟଙ୍କୁ ମଧ୍ୟ ଜଣାଇଲେ। 

felling of trees for MLA quarters
ଭାଙ୍ଗିବ କି ସରକାରଙ୍କ ଟାଙ୍ଗିଆ ବେଣ୍ଟ ?

ସରକାର ବର୍ଷବର୍ଷର ପୁରୁଣା ଗଛକୁ ଯେଉଁ ଟାଙ୍ଗିଆରେ ହାଣୁଛନ୍ତି ସେ ଟାଙ୍ଗିଆ ବେଣ୍ଟ ଭାଙ୍ଗିବ କି? କାହା ସପକ୍ଷରେ ଯିବ ରାୟ?

Supreme Court
କାଲି କ୍ଷୀର ଆଉ ପାଣି ଅଲଗା ହୋଇଯିବ !

ପରିକ୍ରମା ନିର୍ମାଣ ଆଇନ ସମ୍ମତ ନା ବେଆଇନ୍?

Digital Fraud
ନିରୀହ ଲୋକଙ୍କ ଖାତା ଚଳୁ

ନିରୀହ ଆଦିବାସୀ ଲୋକଙ୍କଠାରୁ ବ୍ୟାଙ୍କ ଡିଟେଲ୍ସ ଆଉ ଆଙ୍ଗୁଠି ଛାପା ନେଇ ଖାତା କରିଦେଲେ ଖାଲି

felling of trees for MLA quarters
କାହିଁକି କାଟିଲ ଗଛ, ସାଧାରଣ ପ୍ରଶାସନ ବିଭାଗକୁ ଜବାବ ତଲବ

କୁନି କୁନି ସ୍କୁଲ ପିଲାଙ୍କୁ ଗଛକଟା ଯାଇଥିବା ସ୍ଥାନରେ ବସାଇ ସେମାନଙ୍କ ଦ୍ୱାରା ରଙ୍ଗତୂଳୀରେ ପରିବେଶ ସଚେତନତାର ଚିତ୍ର ଅଙ୍କାଯାଇ କରାଯାଇଛି ଅଭିନବ ଢଙ୍ଗରେ ପ୍ରତିବାଦ

Married woman 'flees' with unknown person
ସାବିତ୍ରୀ ପରଦିନ ସ୍ତ୍ରୀ ଚମ୍ପଟ, ଶାଢୀ ଧରି କାନ୍ଦୁଛି ସ୍ୱାମୀ

ଏହାରି ଦୁଃଖରେ ଏବେ ରାହୁଲ ରାତି ଦିନ କାନ୍ଦୁଛନ୍ତି। ସ୍ତ୍ରୀଙ୍କ ଫଟୋ ଦେଖି ତାଙ୍କୁ ଝୁରୁଛନ୍ତି।  

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।