ଲିସା... ସତସତିକା ମଣିଷ ନୁହଁନ୍ତି, ହେଲେ ମଣିଷଠୁ ବି କିଛି କମ୍ ନୁହଁନ୍ତି। କଥାବାର୍ତ୍ତା, ମୁଖଭଙ୍ଗୀ, ଖବର ପରିବେଷଣ । ଅବିକଳ ଉପସ୍ଥାପିକାଙ୍କ ଭଳି। ଲିସା ଏକ ଭର୍ଚୁଆଲ୍ ରୋବଟ୍ ଭଳି।
ଆହାର ଉପରେ ପନିପରିବା ଦର ବୃଦ୍ଧିର ପାହାର। ବଦଳି ଯାଇଛି ଆହାର କେନ୍ଦ୍ରର ମେନୁ। ଭାତ ଡାଲମା ବଦଳରେ ଯେମିତି ପ୍ଲେଟରେ ପରଷା ଯାଉଛି ଖାଲି ଭାତ ଡାଲି। ଡାଲମାରୁ ଉଭାନ ହୋଇଯାଇଛି ପରିବା।
ସ୍ଥିତି ଆହୁରି ସଂଗୀନ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଅଞ୍ଚଳରେ, ଏଠି ତ ଶହ ଶହ ଏକର ଜମିରେ ଏଯାଏଁ ହଳ ବି ପଶିନି। ହିଡ଼ ମୁଣ୍ଡରେ ବର୍ଷାକୁ ଚାହିଁ ଚାହିଁ ଚାଷୀର ନିଦ ହଜିଗଲାଣି।
ସାମ୍ନାକୁ ଆସିଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ବଡ଼ ଲିଙ୍କ୍। ଓଡ଼ିଶା ଆସି ଘାଣ୍ଟୁଛି ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍-ATS ଏବଂ ଗୁଇନ୍ଦା ସଂସ୍ଥା। କ୍ରାଇମବ୍ରାଞ୍ଚ STF ହାତରେ ଧରାପଡ଼ିଥିବା ଜଣେ ସନ୍ଦିଗ୍ଧଙ୍କୁ ଧରି ଚଳାଇଛି ମାରାଥନ୍ ଜେରା।
ନିର୍ବାଚନୀ ହିଂସା ପାଇଁ ବାରମ୍ବାର ଅପଯଶ ସାଉଁଟୁଥିବା ପଶ୍ଚିମବଙ୍ଗ, ଏଥର ବି ଶୃଙ୍ଖଳା ରକ୍ଷାରେ ବିଫଳ ହୋଇଛି । ମାଳମାଳ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ମୁତୟନ ସତ୍ତ୍ୱେ ; ବିଭିନ୍ନ ଜିଲ୍ଲାରେ ନିର୍ବାଚନୀ ହିଂସାର ବହୁ ଘଟଣା ସାମ୍ନାକୁ ଆସିଛି। କିଛି ସ୍ଥାନରେ ମତଦାନକୁ ସ୍ଥଗିତ ରଖିବାକୁ ପଡ଼ିଛି ।
ନିରାଶ୍ରୟମାନଙ୍କ ଏବେ ଦୁଃସ୍ଥିତି। ବରେଇପାଲିର ଏକ ଭଡ଼ା ଘରେ ଗୁଞ୍ଜାଗୁଞ୍ଜି କରି ବେଡ୍ ପଡ଼ିଛି, ଆଉ ସେଇଥିରେ ଦୁଇ ସପ୍ତାହ ହେଲେଣି ୪୫ ଜଣ ଅନ୍ତେବାସୀ ଏମିତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ନୂଆ କୋଠାରୁ ଏମାନଙ୍କୁ କାହିଁକି ବାହାର କରାଗଲା, ସେମାନେ ଜାଣନ୍ତିନି।
ଶିକ୍ଷା ମନ୍ତ୍ରାଳୟର ପର୍ଫମାନ୍ସ ଗ୍ରେଡିଙ୍ଗ ଇଣ୍ଡେକ୍ସ ବା ପିଜିଆଇ ସୂଚକାଙ୍କର ରିପୋର୍ଟରେ ଯାହା ଖୋଲି ଦେଇଛି ରାଜ୍ୟରେ ଡିଣ୍ଡିମ ପିଟା ଶିକ୍ଷା ବ୍ୟବସ୍ଥାର ବାସ୍ତବ ରୂପ।
ଫୋକସରେ ୨୦୧୯ରେ ହାରିଥିବା ୯ ଲୋକସଭା ଓ ୩୩ ବିଧାନସଭା ସିଟ୍। ବିଜେଡି ନେତାଙ୍କୁ ଟିକେଟର ଗ୍ରୀନ୍ ସିଗନାଲ୍ ସହ ଗ୍ରାଉଣ୍ଡ ୱାର୍କକୁ ଗୁରୁତ୍ୱ ଦେଇ ବିଜୟକୁ ସୁନିଶ୍ଚିତ କରିବା ଦିଗରେ କାମ କରିବାକୁ ଦିଆଯାଇଛି ନିର୍ଦ୍ଦେଶ।
ଏବେ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଛି। ଆଗକୁ ଏହା ବିସ୍ପୋରଣ ହେବ ବୋଲି କହିଛନ୍ତି ମନମୋହନ ସାମଲ।
ପୂର୍ବରୁ ଅଫଲାଇନରେ ଏହି ପ୍ରକ୍ରିୟା ହେଉଥିବା ବେଳେ ଚଳିତ ବର୍ଷରୁ ଏହାକୁ ଅନଲାଇନ ମାଧ୍ୟମରେ କରାଯାଉଛି।
୧୧ ବର୍ଷ ଧରି ଟ୍ୱିଟରରେ ନିଷ୍କ୍ରିୟ ଥିବା ଜୁକରବର୍ଗ ଥ୍ରେଡ୍ ଆପ୍ ଲଞ୍ଚିଂ ପରେ ଟ୍ୱିଟ୍ କରିଛନ୍ତି। ହେଲେ ଦୀର୍ଘ ବର୍ଷ ଧରି ସେ କାହିଁକି ଆକ୍ଟିଭ୍ ନଥିଲେ ?
ତଳ କୋର୍ଟଙ୍କ ନିଷ୍ପତ୍ତିକୁ ଗୁଜରାଟ ହାଇକୋର୍ଟ କାଏମ ରଖିଛନ୍ତି। ରାହୁଲଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ କାଏମ ରଖିଛନ୍ତି।
ସୌର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୭ ତାରିଖ ଶୁକ୍ରବାର। ଚନ୍ଦ୍ର – ମକର ଦିବା ୦୧.୩୮ ଗତେ କୁମ୍ଭ; ତିଥି – ୫ମୀ ରାତ୍ରି ୧୨.୧୭ ଗତେ ୬ଷ୍ଠୀ। ଘାତ ଚନ୍ଦ୍ର– ମିଥୁନ, ମୀନ ଅହୋରାତ୍ର, ଘାତ ବାର – ବିଛା, ଧନୁ ଓ...
ଟ୍ୱିଟରରେ ଯେଭଳି ମାଇକ୍ରୋ ବ୍ଲଗିଂ କରାଯାଉଛି, ଅନେକ ସୂଚନା ଟ୍ୱିଟରରେ ତତକ୍ଷଣାତ୍ ଦିଆଯାଇପାରୁଛି, ଥ୍ରେଡ୍ସରେ ମଧ୍ୟ ସେଭଳି ସୁବିଧା ରହିଛି। ଲେଖା ମାଧ୍ୟମରେ ଏହା ଏକ କନଭରସେସନ ଆପ୍ ଅଟେ। ଅର୍ଥାତ ଲେଖା ମାଧ୍ୟମରେ ଆପଣ କଥାବାର୍ତ୍ତା କରିପାରିବେ ଏହି ଆପ୍ ଜରିଆରେ।
ଏବେ ଚନ୍ଦ୍ରୟାନ-୩ରେ ସେଇ ଅଧୁରା ସ୍ୱପ୍ନକୁ ସାକାର କରିବା ଅର୍ଥାତ୍ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ କରି ତା ଭିତରୁ ରୋଭର ଗଡ଼ାଇବା ପାଇଁ ପୂର୍ଣ୍ଣ ଆଶାବାଦୀ ଅଛି ଇସ୍ରୋ।
ଗୋଟିଏ ଫଟୋରେ ଆଲିଆ ଭଟ୍ଟ ଅଛନ୍ତି। ଯେଉଁଥିରେ ସେ ରଣବୀର ଓ କରନଙ୍କ ଫଟୋ ଉଠାଉଛନ୍ତି। ତେବେ କ୍ୟାଣ୍ଡିଡ୍ ସଟ୍ ନେବାର ଫଟୋ ଫିଲ୍ମ ନିର୍ମାତା ସେୟାର କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ମାସେ ହେଲାଣି ସେମିତି ମାଟିରେ ଲୋଟି ପଡିଛି ସହରର ସବୁଠୁ ଆକର୍ଷଣ ଓ ସେଲଫି କର୍ଣ୍ଣର ପାଲଟିଥିବା ଏହି ପ୍ରତିମୂର୍ତ୍ତି। ଖାଲି ସେତିକି ନୁହେଁ, ଷ୍ଟାଡିୟମର ୬ ନମ୍ବର ଗେଟକୁ ଲାଗି ରହିଥିବା କାନ୍ଥରେ ବଡ ଧରଣର ଫାଟ ସୃଷ୍ଟି ହୋଇଛି। ଫୁଟପାଥର ଅନେକ ସ୍ଥାନରେ ଟାଇଲ୍ ବି ଦବି ଗଲାଣି।
ରାୟଗଡ଼ା, ମାଲକାନଗିରି ଓ ଗଜପତିରେ ଉଣା ଅଧିକେ ସବୁଠି ସମାନ ସ୍ଥିତି। କୋଉଠି ହାଲୁକା ବର୍ଷା ପରେ ଏବେ ଏବେ ଜମି ହଳ ହେଉଛି ତ କେଉଁଠି ଖରାରେ ତଳି ଶୁଖି ଜଳିଗଲାଣି। ଆଗକୁ ଭଲ ବର୍ଷା ନହେଲେ, ଚାଷକୁ ଆଉ ଚାଷୀର ଭରସା ପାଉନି।
ଲକ୍ଷ୍ମୀପ୍ରିୟା ଏବେ ଚତୁର୍ଭୁଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଛାତ୍ରୀ। ବଡ଼କଥା ହେଉଛି ଆଜି ପର୍ଯ୍ୟନ୍ତ ସେ କେବେ ଭାତ କି ରୁଟିର ଧାର ଧରିନାହାନ୍ତି। ଏପଟେ ସ୍କୁଲରେ ମଧ୍ୟାନ୍ନ ଭୋଜନରେ ମଧ୍ୟ ସେ ଭାତ ଖାଉନଥିବାରୁ ତାଙ୍କ ପାଇଁ ମୁଢ଼ିର ବ୍ୟବସ୍ଥା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ।
ଡିିଏନ କମ୍ପାନୀ ଉପରେ ଆଇଟି ରେଡ୍ ପ୍ରସଙ୍ଗକୁ ନେଇ ବିଜେପିର ସାଂଘାତିକ ଅଭିଯୋଗ। ବ୍ୟବସାୟୀଙ୍କ ସହ ତୃତୀୟ ମହଲାର ସଂପର୍କ ରହିଛି ବୋଲି ଗୁରୁତର ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ।