ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି କୋରାଇ ବ୍ଲକ ସାଳବା ଗାଁ। କେବଳ କୋରାଇ ବ୍ଲକ ନୁହେଁ, ଜିଲ୍ଲାର ଯାଜପୁର ବ୍ଲକ ସମେତ ଦଶରଥପୁର, ବିଞ୍ଝାରପୁର ବ୍ଲକ ସାଂଘାତିକ ପ୍ରଭାବିତ ହେଲାଣି ବୈତରଣୀ ନଦୀରେ ଆସିଥିବା ବର୍ଷର ପ୍ରଥମ ବନ୍ୟା ଜଳରେ।
ନା ରାସ୍ତା ଅଛି ନା ପୋଲ ଅଛି। ଭରା ନଈରେ ଚାଲିଛି ଜୀବନ ଯାତ୍ରା । ସରକାରଙ୍କ ବିଜୁ ସେତୁ ଯୋଜନା ଏମାନଙ୍କ ପାଇଁ କଳ୍ପନାର ବାହାରେ.....
ପାଣିକୁ ଗଲେ ଟାଣି ନେଉଛି । ଦରମରା କରି ଫିଙ୍ଗି ଦେଉଛି । ଚାରି ଚାରି ଜଣଙ୍କ ଜୀବନ ଗଲା ପରେ ଏବେ ଭୟ ଅଧିକ ଘାରିଛି । ଖାସ୍ ସେଥିପାଇଁ କୁମ୍ଭୀର ଦାଉରୁ ବର୍ତ୍ତିବା ପାଇଁ ଲୋକେ ତାରବାଡ଼କୁ ଭରସା କରିଛନ୍ତି । ନଦୀ ଭିତରେ ତାର...
ରାଜଧାନୀରୁ ବାଇକ ଚୋରି କରିବା ପରେ ସେଥିରେ ଏମାନେ ଫେକ୍ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଉଥିଲେ। ଆଉ ଜାଲ କାଗଜପତ୍ର ପ୍ରସ୍ତୁତ କରାଯିବା ପରେ ସେଗୁଡ଼ିକୁ କନ୍ଧମାଳ, କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳରେ ବିକ୍ରି କରି ଦେଉଥିଲେ।
ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର। ଜନଗହଳି ଓ କୋଳାହଳପୂର୍ଣ୍ଣ ଏହି ନଗରୀ । ବଢି ଚାଲିଥିବା ଜନସଂଖ୍ୟା ଓ ବିପର୍ଯ୍ୟସ୍ତ ଟ୍ରାଫିକ୍ ସମସ୍ୟା ସଜାଡ଼ିବାକୁ ସହର ଉପକଣ୍ଠ ହଳଦିଆପଦରରେ ୨୦୧୬ରେ ବ୍ରହ୍ମପୁର ନୂତନ ବସଷ୍ଟାଣ୍ଡର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ।
ପର୍ଯ୍ୟଟକ ମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି।
ବର୍ଷାରେ ଉବୁଟୁବୁ ରାଜଧାନୀ ଭୁବନେଶ୍ବର। ରାଜଧାନୀର ବିଭିନ୍ନ ସ୍ଥାନରେ ଜମି ରହିଛି ଆଣ୍ଠୁଏ ଉଚ୍ଚର ପାଣି। ଲିଙ୍ଗରାଜ ମନ୍ଦିର ନିକଟ ରାସ୍ତା ବୁଡ଼ି ରହିଛି। ରାସ୍ତା ଉପରେ ଅନେକ ଗାଡି ଅଧାବୁଡ଼ା ଅବସ୍ଥାରେ ରହିଛି। ନ୍ୟୁ ଫରେଷ୍ଟ କଲୋନୀ, ସୌଭାଗ୍ୟ ନଗର ଏବଂ ଜାଭିୟର ଛକ ଅଂଚଳରେ ଏବେବି...
ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସଫଳତା କାମନା କରିବା ପାଇଁ ଆଜି ନୟାଗଡ଼ ବିକାଶ ମଞ୍ଚ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଏକ ସଭାର ଆୟୋଜନ କରାଯାଇଥିଲା।
ପ୍ରବଳ ବର୍ଷା ସହ ଘଡ଼ଘଡ଼ି ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ରାତି ୭ଟା ଯାଏ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ସେପଟେ ପ୍ରବଳ ବର୍ଷାରେ ରାଜଧାନୀ ଭୁବନେଶ୍ୱର ଅବସ୍ଥା ବେହାଲ। ରାଜଧାନୀର ବିଭିନ୍ନ ସ୍ଥାନରେ ଜମି ରହିଛି ଆଣ୍ଠୁଏ ଉଚ୍ଚର ପାଣି।
ମନ୍ କି ବାତରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି। ଦେଶର ସହିଦଙ୍କୁ ସମ୍ମାନ ଜଣାଇ ଅଭିଯାନ ଆରମ୍ଭ ହେବ। ସାରା ଦେଶରେ ସହିଦଙ୍କ ସ୍ମୃତିରେ ବହୁ କାର୍ଯ୍ୟକ୍ରମ ଆୟୋଜନ ହେବ।
ମଣିପୁରରେ ଗତ ୯୦ ଦିନ ଧରି ବିଗିଡ଼ି ଯାଇଛି ଆଇନ୍ ଶୃଙ୍ଖଳା ପରିସ୍ଥିତି। ତେଣୁ ତୁରନ୍ତ ଶାନ୍ତି ଫେରାଇ ଆଣିବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ବିରୋଧୀ ମେଣ୍ଟ।
ବିଭ୍ରାଟ ପରେ ବିଭ୍ରାଟ... ବିବାଦ ପରେ ବିବାଦ। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଉପରେ ସତେ ଯେମିତି କାହାର ପଡ଼ିଛି କୋପଦୃଷ୍ଟି। ଖଣ୍ଡିଏ ସରକାରୀ ଚାକିରୀ ଆଶାରେ ଦିନରାତି ପରିଶ୍ରମ କରି ପରୀକ୍ଷାକୁ ସାମ୍ନା କରୁଥିବା ପିଲାଙ୍କ ପ୍ରଶ୍ନପତ୍ର ଲିକ୍ ପରେ ଲିକ୍ ଅଭିଯୋଗ। ଏହାକୁ ନେଇ ଲାଗିରହିଛି ତମ୍ବିତୋଫାନ।
ୟା ପଛରେ ଏକ ବଡ଼ ଧରଣର ଅଙ୍ଗ ଚାଲାଣ ରାକେଟ୍ କାମ କରୁଥିବା ନେଇ ସେମାନଙ୍କ ସନ୍ଦେହ ସୃଷ୍ଟି ହୋଇଛି। ସେପଟେ ଅନୁଗୁଳ ଏସପି କହିଛନ୍ତି ଘଟଣାକୁ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି। ଅଧିକ ତଥ୍ୟ ହାସଲ ଲାଗି SCB ଏଫଏମଟି ବିଭାଗର ସହଯୋଗ ଲୋଡ଼ାଯାଇଛି।
ଇଣ୍ଡିଆ ଟିଭି- CNXର ଓପିନିଅନ୍ ପୋଲ୍ ଆକଳନରୁ ଏହି ତଥ୍ୟ ଆସିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା, ବିତର୍କ ଆରମ୍ଭ ହୋଇଛି।
ସାବଧାନ ! ଏସବୁ କାମରୁ ନିବୃତ୍ତ ରୁହନ୍ତୁ... ନହେଲେ ଘରେ ପଡ଼ିବ ଲକ୍ଷ୍ମୀଙ୍କ କୋପଦୃଷ୍ଟି।
ଦେଶର ରାଜନୈତିକ ଛକାପଞ୍ଝା ଭିତରେ, ବେଳେ ବେଳେ ଏମାନଙ୍କୁ ବି ନେଇ ହୁଏ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା। ମିଳେ ସେଲିବ୍ରିଟି ଫିଲ୍ ।
ଗାଡ଼ିରେ ଟମାଟୋ ରଖି ଆସୁଛି, ଆଉ ୧୦ କିଲୋ ନେବି ବୋଲି କହି ୨ କିଲୋ ଟମାଟୋ ଧରି ଖସିଯାଇଥିବା ଅଭିଯୋଗ ହୋଇଛି। ତେବେ ଦୁଇ ଘଣ୍ଟା ପରେ ବି ସେ ନଆସିବାରୁ ସନ୍ଦେହ ବଢ଼ିଥିଲା ଟମାଟୋ ବ୍ୟବସାୟୀଙ୍କର।
ବାଘଙ୍କ ସୁରକ୍ଷା ଓ ସରକ୍ଷଣ ପାଇଁ ଏ ଅବସରରେ ନନ୍ଦନକାନନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି।
ବେଶ୍ ସୌଖୀନ ଜୀବନ ବିତାଉଥିବା ଗୋବିନ୍ଦଙ୍କୁ ଗତ ୧୯ ତାରିଖରେ ଗିରଫ କରିଛି ବାଲେଶ୍ବର ପୋଲିସ। କୋଟିପତି ଶିକ୍ଷକଙ୍କ ଗାଡି ଜବତ କରିଛି।