ରାଜଧାନୀର ଦୁରଦର୍ଶନ ଅଫିସ ନିକଟରେ ଆଉ ମିଳିବନି କିଶୋର ନନାଙ୍କ ପ୍ରସିଦ୍ଧ ମଟନ ଝୋଳ। ଆଉ ଆଗ ଭଳି ଜମିବନି ଗ୍ରାହକଙ୍କ ଖଚାଖଚ ଭିଡ଼।ନିମ୍ନମାନର ଖାଦ୍ୟ ପରସୁଥିବା ଅଭିଯୋଗରେ ବୁଧବାର କିଶୋର ହୋଟେଲ ସିଲ ପରେ ଗୁରୁବାର ପୁଣି ଖୋଲିଥିବାରୁ ପୁରା ଦୋକାନକୁ ଆଜି ମାଟିରେ ମିଶାଇ ଦେଇଛି ବିଏମସି। ତେବେ କେବଳ କିଶୋର ମନଟ ହୋଟେଲ ନୁହେଁ, ବରଂ ଆଖପାଖରେ ଥିବା ଆଉ କିଛି ହୋଟେଲ ଉପରେ ବି ସମାନ କାର୍ଯ୍ୟାନୁଷ୍ଠାନ ନେଇଛି ବିଏମସି।
Published: Chandan Shishu
Last updated: 16 September 2022, 11:12 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।