• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

Bolangir | Despite restrictions in place, heavy vehicles still enter city
କିଲର ଟ୍ରକ୍‌ : ଚଢେଇ ମାରିଦେଲା ଘରର ମୁରବୀଙ୍କୁ

ଇଏ ଟ୍ରକ୍‌ ନୁହେଁ କିଲର୍‌ । ପଛରୁ ଏତେ ଜୋରରେ ଧକ୍କା ଦେଲା ଯେ ୧୦ ଜଣିଆ ପରିବାରର ମୂରବୀଙ୍କ ପ୍ରାଣ ନେଇଗଲା । ସହର ଭିତରେ ଭାରିଯାନ ପ୍ରବେଶ ନିଷେଧ ଥିବା ପରେ ବି ପୋଲିସକୁ ଲାଂଚ ଦେଇ ଗାଡି ଯାଉଛି, ଏମିତି ଜୀବନ ନେଉଛି

BSF jawan dies in bike-bus collision in Ganjam
ଅନ୍ଧେରା ତେରା, ମୈନେ ଲେ ଲିୟା...ରିଲ୍‌ ନେଲା ଜୀବନ

ରୋମାଣ୍ଟିକ୍‌ ପାଗରେ ରିଲ୍‌ କରୁଥିଲେ ଯବାନ...ହଠାତ୍‌ ମାଡ଼ି ଆସିଲା ମୃତ୍ୟୁ...୧୦ ମିନିଟ୍‌ରେ ଚାଲିଗଲା ଜୀବନ । ରିଲ୍ ଥିଲା ଅନ୍ଧେରା ତେରା, ମୈନେ ଲେ ଲିୟା...ହେଲେ...

BSF jawan dies in tragic road accident
ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ,ମୃତ୍ୟୁର କିଛି ସମୟ ପୂର୍ବର ରିଲ୍ସ ଭାଇରାଲ୍

ସୋସିଆଲ ମିଡିଆରେ କରିଥିବା ରିଲସ୍ ଭାଇରାଲ । ଗଞ୍ଜାମ ବରଡାବିଲି ଠାରେ ସଡ଼କ ଦୁର୍ଘଟଣା ଘଟିଛି ।

Driver of a mini truck charred to death in a fire mishap
ସାମ୍ନାରୁ ଧକ୍କା ଦେଲା ଗାଡ଼ି, ଟ୍ରକ୍‌ ସହ ଜଳିଗଲେ ଡ୍ରାଇଭର...

ଟ୍ରକ୍‌ ସହ ଜଳିଗଲେ ଡ୍ରାଇଭର। କୋଇଲା ବୋଝେଇ ଟ୍ରକ୍‌ ଏବଂ ମିନି ଟ୍ରକ୍‌ ମଧ୍ୟରେ ମୁହାମୁହିଁ ଧକ୍କା ହେବା ଯୋଗୁ ମିନି ଟ୍ରକ୍‌ ଜଳି ଯାଇଛି।

China
ବଡ଼ ଅଘଟଣ : ଭୁଶୁଡ଼ି ପଡ଼ିଲା ଜିମ୍‌ର ଛାତ, ୧୦ ମୃତ

ଗତକାଲି ପାଖାପାଖି ୧୦ ଜଣ ଲୋକ ଜିମ୍‌ରେ ଥିବାବେଳେ ଏହି ଅଘଟଣ ଘଟିଛି ।

  • Monday, 24 July 2023
  • Gym
van overturns
କେହି ସାହାଯ୍ୟ କଲେନି, ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ବୋହିନେଲେ କୁକୁଡ଼ା

କୁକୁଡ଼ା ବୋଝେଇ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ । କୋମନା ବ୍ଲକ ଭେଲାଠାରେ ଓଲଟି ପଡ଼ିଲା ଗାଡ଼ି ।

Road Problems In Balasore And Cuttack
ପ୍ରତି ମୁହୂର୍ତ୍ତରେ ଡରାଉଛି ଏହି ରାସ୍ତା...ରାସ୍ତାକୁ ପାଦ କାଢ଼ିଲେ ଯାଉଛି ଜୀବନ

ଅସୁରକ୍ଷିତ ହୋଇପଡ଼ୁଛି NH ୧୬। ଜାତୀୟ ରାଜପଥରେ ଯା’ଆସ କରିବାକୁ ଡରୁଛନ୍ତି ଲୋକେ। କାରଣ ରାସ୍ତାକୁ ପାଦ କାଢ଼ିଲେ ଯାଉଛି ଜୀବନ।

17 killed as bus plunges into pond in Bangladesh
ପୋଖରୀକୁ ଖସିଲା ବସ୍‌, ଗାଡ଼ିରେ ଥିଲେ ୭୦ ଜଣ ଯାତ୍ରୀ...

ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ଖସିଲା ବସ୍। ଏଥିରେ ୭ ଜଣ ଶିଶୁଙ୍କ ସମେତ ୧୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।

7 mishaps in 7 months on this railway track in Odisha
ରେଳ ଲାଇନ୍‌ ନୁହେଁ ଯମଦ୍ୱାରକୁ ରାସ୍ତା...୭ ମାସରେ ୭ ଥର ହେଲାଣି ଦୁର୍ଘଟଣା

ଥରେ କି ୨ ଥର ନୁହେଁ...୭ ମାସରେ ୭ ଥର ହେଲାଣି ଦୁର୍ଘଟଣା । କେତେବେଳେ ବଗି ପଲଟି ଯାଉଛି ତ ଆଉ କେତେବେଳେ ପଥର ଧସୁଛି । ମାଲବାହୀ ଟ୍ରେନ୍‌ ବୋଲି ଜୀବନ ଯାଉନି, ଯଦି ଏକ୍ସପ୍ରେସ୍‌ ଟ୍ରେନ୍‌ ହୋଇଥାଆନ୍ତା...

  • Saturday, 22 July 2023
Accident
ରେଳଲାଇନ୍‌ ନୁହେଁ ଯମଦ୍ୱାରକୁ ରାସ୍ତା...୭ ମାସରେ ୭ ଥର ହେଲାଣି ଦୁର୍ଘଟଣା

ଥରେ କି ୨ ଥର ନୁହେଁ...୭ ମାସରେ ୭ ଥର ହେଲାଣି ଦୁର୍ଘଟଣା । କେତେବେଳେ ବଗି ପଲଟିଯାଉଛି ତ ଆଉ କେତେବେଳେ ପଥର ଧସୁଛି । ମାଲବାହୀ ଟ୍ରେନ୍‌ ବୋଲି ଜୀବନ ଯାଉନି, ଯଦି ଏକ୍ସପ୍ରେସ୍‌ ଟ୍ରେନ୍‌ ହୋଇଥାଆନ୍ତ...।

  • Saturday, 22 July 2023
Drown
ଅଙ୍ଗନବାଡ଼ି ଆସି ପୋଖରୀରେ ବୁଡ଼ିଗଲେ ଦୁଇ ଛାତ୍ର

ଅଙ୍ଗନବାଡ଼ି ପାଖରେ ଥିବା ଏକ ପୋଖରୀକୁ କୁନି ପିଲାମାନେ ଆସିଥିଲେ ।

Bus Accident
ଭଦ୍ରକରେ ବସ୍‌ ଦୁର୍ଘଟଣା; ୨୫ ଆହତ, ୫ ଗୁରୁତର

ଭାରସାମ୍ୟ ହରାଇ ତୀର୍ଥଯାତ୍ରୀ ବସ ଓଲଟି ପଡ଼ିଥିବାବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାୟୀ ତୀର୍ଥଯାତ୍ରୀ ବସ୍‌ଟି ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିଲା ।

accident
ଇସକନ୍ ବ୍ରିଜ୍‌ ଉପରେ ମର୍ମନ୍ତୁଦ ଦୁର୍ଘଟଣା : ୯ମୃତ, ୧୫ରୁ ଅଧିକ ଆହତ

ସର୍ଖେଜ-ଗାନ୍ଧିନଗର ହାଇୱେର ଇସକନ୍ ମନ୍ଦିର ପାଖରେ ଦୁର୍ଘଟଣା । ଏହା ଏକ ହିଟ୍‌ ଆଣ୍ଡ ରନ୍‌ ମାମଲା ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ।

Transformer Explodes
ଦେବଭୂମିରେ ଅଘଟଣ; ବିଦ୍ୟୁତ ଟ୍ରାନ୍ସଫର୍ମର ଫାଟି ୧୫ ମୃତ, ଅନେକ ଗୁରୁତର

ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅନ୍ତର୍ଗତ ଅଳକାନନ୍ଦା ନଦୀ କୂଳରେ ଚାଲିଥିବା ‘ନମାମି ଗଙ୍ଗେ ପ୍ରକଳ୍ପ’ରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୧୫ ଜଣଙ୍କର ମୃତ୍ୟୁ ଘଟିଛି ।

ବ୍ରିଜ୍ ଦବିଗଲା, ଗୁମର ଖୋଲିଦେଲେ ଏଇ ଯୁବକ
ବ୍ରିଜ୍ ଦବିଗଲା, ଗୁମର ଖୋଲିଦେଲେ ଏଇ ଯୁବକ

ବ୍ରିଜ୍ ତିଆରି ହେଲା ବେଳେ ମୁଁ କାମ କରୁଥିଲି । ମୁଁ ଜାଣିଛି, ତିଆରି ହେଲା ବେଳେ କେଉଁଠି ରହିଛି ଭୁଲ୍ । କିଏ କିଏ ଅଫିସର ସେତେବେଳେ ଥିଲେ ? ଜିଲ୍ଲାର କିଛି ବଡବଡିଆଙ୍କ ସହ ସେମାନଙ୍କର ରହିଛି ସଂପର୍କ । ଏହା କହିଛନ୍ତି ଏଇ ଯୁବକ

  • Tuesday, 18 July 2023
ଟଙ୍କା ନେଉଛ ସୁରକ୍ଷା ଦେଉନ?
ଟଙ୍କା ନେଉଛ ସୁରକ୍ଷା ଦେଉନ?

ଜଗନ୍ନାଥଙ୍କ କୃପାରୁ ବସ୍‌ ବଞ୍ଚିଗଲା । ଯଦି କିଛି ହୋଇଥାଆନ୍ତି ତାହାଲେ ଦାୟୀ କିଏ ହୋଇଥାଆନ୍ତା? କୋଟି କୋଟି ଟଙ୍କା ଟୋଲ୍‌ ନେଉଛି ରାସ୍ତା ଦେଖିବ କିଏ : ବସ ମାଲିକ

  • Tuesday, 18 July 2023
Bridge collapse
ଯାଜପୁର କୁଆଖିଆ ନିକଟରେ ଟଳିଲା ବଡ଼ ଦୁର୍ଘଟଣା, ନିର୍ମାଣ ତ୍ରୁଟିରୁ ଅଘଟଣ ମାନିଲେ NHAI କର୍ତ୍ତୃପକ୍ଷ

ନିରାପଦ ରାଜପଥରେ ଆସନ୍ନ ବିପଦର ସ୍ପଷ୍ଟ ଚିହ୍ନ, କିନ୍ତୁ ସୌଭାଗ୍ୟକୁ ଅଳ୍ପକେ ଟଳିଯାଇଛି ବଡ଼ ଦୁର୍ଘଟଣା

Accident
ଫ୍ଲାଏ ଓଭରରୁ ଖସିଲା ବାଇକ୍‌ ! ତଳେ ଯାଉଥିବା ଯୁବ ଇଞ୍ଜିନିଅରଙ୍କ ଜୀବନ ଗଲା

ଫ୍ଲାଏ ଓଭରରେ ମସ୍ତି କରୁଥିଲେ ଯୁବକ ଯୁବତୀ । ଏହି ସମୟରେ ଘଟିଲା ଦୁର୍ଘଟଣା ।

Another major train accident in Balasore averted
ପୁଣି ବାଲେଶ୍ୱରରେ ଅଘଟଣ: ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ୍‌

ବାଲେଶ୍ୱର ଜିଲ୍ଲା ନୀଳଗିରି ରୋଡ୍‌ ଷ୍ଟେସନ ପାଖରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ୍‌। ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଦୁର୍ଘଟଣା ଟଳି ଯାଇଛି।

  • Tuesday, 18 July 2023
Woman jumps in front of bus
ପୁଅର ପଠପଢ଼ା ଖର୍ଚ୍ଚ ଯୋଗାଡ଼ କରିପାରିଲାନି ମା’... ବସ୍‌ ଆଗକୁ ଡେଇଁ କଲା ଆତ୍ମହତ୍ୟା

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ସଫେଇ କର୍ମଚାରୀ ଭାବ କାମ କରୁଥିଲେ ଏହି ମହିଳା । ତାଙ୍କ ପରିବାର ଅତ୍ୟନ୍ତ ଗରିବ ଥିବାବେଳେ ସେ ଅତି କଷ୍ଟରେ ତାଙ୍କ ପୁଅକୁ ପାଠ ପଢ଼ାଉଥିଲେ ।

Bridge on NH-16 collapses in Jajpur
ଯାଜପୁରରେ ବଡ଼ ଅଘଟଣ: NH-୧୬ରେ ଭୁଶୁଡ଼ିଲା ବ୍ରିଜ୍

NH-୧୬ରେ ଭୁଶୁଡ଼ିଲା ବ୍ରିଜ୍। ଯାଜପୁର ଜିଲ୍ଲାରେ ‌ଏହି ଅଘଟଣ ଘଟିଛି। 

Minor boy loses 4 fingers in blast
ବିସ୍ଫୋରଣରେ କଟିଗଲା ହାତର ୪ ଆଙ୍ଗୁଠି

ବିସ୍ଫୋରଣରେ କଟିଗଲା ହାତ ଆଙ୍ଗୁଠି। କିଛି ବାରୁଦକୁ ନାବାଳକ ଜଣ ହାତରେ ଧରିବା କ୍ଷଣି ବିସ୍ଫୋରଣ ହୋଇଥିଲା।

  • Monday, 17 July 2023
  • Blast
Accident
ଟ୍ରକ-କାର ମୁହାଁମୁହିଁ ଧକ୍କା, ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୬ ଜୀବନ

ରବିବାର ସନ୍ଧ୍ୟାରେ ସାଗର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Bhopal Delhi Vande Bharat Train Catches Fire
ସକାଳୁ ସକାଳୁ ଅଘଟଣ, ବନ୍ଦେ ଭାରତ ଟ୍ରେନ୍‌ରେ ଲାଗିଲା ନିଆଁ

ଆଜି ସକାଳେ ଭୋପାଳ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଏକ କୋଚ୍‌ରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଏଥିରେ କୌଣସି ଯାତ୍ରୀ ଆହତ ହୋଇ ନଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି।

Devi River
ଦେବୀ ନଦୀରେ ଅଘଟଣ; ବୁଡ଼ିଯାଇ କାଉଡ଼ିଆ ନିଖୋଜ

ପାଣିଭାର ପାଇଁ ଦୁଇ ଜଣ କାଉଡ଼ିଆ ବୁଡ଼ମାରିବା ବେଳେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକ ଏହା ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

  • Sunday, 16 July 2023