ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ଟ୍ରେନ୍, ୪ ଜୀବନ୍ତ ଦଗ୍ଧ । ଢାକା ଯାଉଥିବା ବେନାପୋଲ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ।
ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।
ଭୁବନେଶ୍ୱରରୁ ମାଲକାନଗିରି ଯାଉଥିଲା ଦିଲଖୁସ ବସ୍ । ସେପଟେ ଆସିକା ଆଡ଼କୁ ଆସୁଥିବା ହ୍ୱାଇଟ ହର୍ସ ନାମକ ଆଉ ଯାତ୍ରୀବାହୀ ବସ ସହ ଏହା ମୁହାଁମୁହିଁ ଧକ୍କା ହୋଇଥିଲା ।
ସ୍ୱାମୀ ଦିଲୀପଙ୍କ ମୃତ୍ୟୁଖବର ଶୁଣି ଆତ୍ମହତ୍ୟା କରିଥିଲେ ପତ୍ନୀ । ଆହତ ଜ୍ୟୋତି ରଞ୍ଜନଙ୍କୁ ଫେରାଇବାକୁ ପରିବାରର ଦାବି ।
ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଡିସିପି । ହାଇଟେକ୍ ଯାଚୁଛି ୧୦ ଲକ୍ଷ ଲାଂଚ କହିଲେ ଜ୍ୟୋତିଙ୍କ ମାମୁ ।
ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣାରେ ମୃତଦେହ ଚିହ୍ନଟ ଦ୍ୱନ୍ଦ୍ୱ ନେଇ ତୁମ୍ବିତୋଫାନ ପରେ ନିଜ ଉପରୁ ଦୋଷ ଛଡ଼ାଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।
ହାଇଟେକ୍ ବିସ୍ଫୋରଣ ଘଟଣାକୁ ନେଇ ମେଡିକାଲରେ ଉତ୍ତେଜନା । ମୃତଦେହ ଚିହ୍ନଟ ପ୍ରକ୍ରିୟାକୁ ନେଇ ଜ୍ୟୋତି ମଲ୍ଲିକଙ୍କ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି ।
ଜୀବିତ ଅଛନ୍ତି ଦିଲ୍ଲୀପ ସାମନ୍ତରାୟ । ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣାରେ ପ୍ରେସମିଟ୍ । ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ ଘଟଣାରେ ପ୍ରେସମିଟ କରି କହିଲେ ମେଡ଼ିକାଲ କର୍ତ୍ତୃପକ୍ଷ । ଦିଲ୍ଲୀପ ସାମନ୍ତରାୟ ଜୀବିତ ଅଛନ୍ତି ବୋଲି ସୂଚନା ।
ଗତ ଡିସେମ୍ବର ୨୯ ତାରିଖରେ ଭୁବନେଶ୍ବର ପାଣ୍ଡରା ସ୍ଥିତ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ କ୍ୟାମ୍ପସରେ ଏକ ଆଉଟସୋର୍ସିଂ ଏଜେନ୍ସି ଦ୍ବାରା ଏହି ଏସି ମରାମତି ବେଳେ କଂପ୍ରେସର ବିସ୍ଫୋରଣ ଘଟିଥିଲା ।
ସାଙ୍ଗର କୁକୁରକୁ ବଞ୍ଚାଇବାକୁ ପାଣିକୁ ଡେଇଁ ପଡ଼ିଲେ । କୁକୁର ତ ଆରାମରେ ପହଁରି ପହଁରି ଆସିଗଲା । କିନ୍ତୁ ରହିଗଲେ ଯୁବକ ଜଣକ । ପାଣି ଭିତରେ ସଲୀଳ ସମାଧି ନେଲେ ।
ପିକନିକ୍ ବସ୍ ଦୁର୍ଘଟଣାଗସ୍ତ ହୋଇ ୪୦ ଜଣ ଆହତ ହୋଇଛନ୍ତି । ହାଇୱାକୁ ବସ୍ ଧକ୍କା ଦେବା ପରେ ବସ୍କୁ ପିଟିଲା ଆଉ ଏକ ଟ୍ରକ୍ ।
ଦୁଇଟି ଯାକ ଟ୍ରକରେ ନିଆଁ ଲାଗିଯାଇଛି । ଟ୍ୟାଙ୍କର ଡ୍ରାଇଭର ଜଣକ ଟ୍ରକରେ ଚାପି ହୋଇ ଜିଅନ୍ତା ଜଳି ଯାଇଥିବା କୁହାଯାଉଛି।
ସମ୍ବଲପୁର ଟାଉନ୍ ଥାନା ଅନ୍ତର୍ଗତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ ସାମ୍ନାରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ମୃତ ନାବାଳକର ଘର ଆମ୍ବେଦକରନଗରରେ ।
ଟ୍ରାଫିକ୍ ପୋଲିସ ଉପସ୍ଥିତ ରହି ଗାଡ଼ି ଗୁଡ଼ିକୁ ଅଟକାଇବା ସହିତ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ଦୁର୍ଘଟଣାରେ ମୃତାହତଙ୍କ ସୂଚନା ମିଳିପାରିନାହିଁ ।
କେମିତି ହେଲା ବିସ୍ଫୋରଣ ଏନେଇ ପ୍ଲାଣ୍ଟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
୪୫ ଯାତ୍ରୀଙ୍କୁ ନେଇ ଏକ ବସ୍ ଗୋଲାଘାତରୁ ତିନସୁକିଆ ଯାତ୍ରା କରୁଥିଲା । ବିପରୀତ ଦିଗରୁ ଆସୁଥିବା କୋଇଲା ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।
ହାଇଟେକ୍ ମେଡିକାଲ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ।
ଅବେଳରେ ଆଖି ବୁଜିଲେ ୩ ଜଣ, ମୃତ୍ୟୁସହ ଲଢୁଛନ୍ତି ଆଉ ୩ ।
ଜଳନ୍ତା ବିମାନରେ ନିଆଁକୁ ଆୟତ୍ତ କରାଯାଇଛି। ସେପଟେ ତଟରକ୍ଷୀ ବାହିନୀ ବିମାନର କୌଣସି କ୍ଷତି ହୋଇନଥିବା ଏୟାରପୋର୍ଟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆହତମାନଙ୍କୁ ନିଶ୍ଚିନ୍ତକୋଇଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ସ୍ବାମୀଙ୍କ ଅକାଳ ବିୟୋଗକୁ ସହ୍ୟ ନକରିପାରି ସ୍ତ୍ରୀର ଆତ୍ମହତ୍ୟା । ଖବର ଆସିଛି ଜଟଣୀ ଥାନା ଅଞ୍ଚଳରୁ ।
ନୂଆ ବର୍ଷ ଆଣିଦେଲା ଦୁଃଖ । ବର୍ଷର ପ୍ରଥମ ଦିନରେ ଛକି ରହିଥିଲା ମୃତ୍ୟୁ । ଖୁସି ମନରେ ପିକନିକ କରିବାକୁ ଯାଉଥିଲେ । କିନ୍ତୁ ଶବ ହୋଇ ଫେରିଲେ ।
ଭାରସାମ୍ୟ ହରାଇ ଘାଟିରୁ ବସଟି ଓଲଟି ପଡ଼ିଥିବା ଜଣାପଡ଼ିଛି । ଜିରାଙ୍ଗରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିପଡିଥିଲା ବସ । ଏହି ଦୁର୍ଘଟଣାଗ୍ରସ୍ତ ବସ୍ରେ ମୋଟ୍ ୬୦ଜଣ ଥିଲେ ।
ବଗିଟି ସମ୍ପୂର୍ଣ୍ଣ ଅଚଳ ହୋଇଯିବା ପରେ ଏହାକୁ କବାଡ଼ି ଆକାରରେ ଚାଲାଣ କରାଯାଉଥିଲା । ହେଲେ ଭାଗଲପୁର ସହରର ଉଲଟା ପୋଲ ଛକ ନିକଟରେ ଦୁର୍ଘଟଣା ଘଟିଛି।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ।