• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

3 kills in car accident
ବାଇକ୍‌କୁ ସାମ୍ନା ପଟୁ ଧକ୍କା ଦେଲା କାର୍‌, ୩ ମୃତ

ବାଇକ୍‌ରେ ୩ ଜଣ ଯାଉଥିବା ବେଳେ ସୁବଳୟା ଛକ ନିକଟରେ କାର୍‌ ସହ ସେମାନଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ୩ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି ।

accident
ଓଲଟିଲା ସିମେଣ୍ଟ ବୋଝେଇ ଟିପ୍ପର, ଚାଲିଗଲା ୫ଜୀବନ

୧୦ରୁ ଅଧିକ ଶ୍ରମିକଙ୍କୁ ନେଇ ଯାଉଥିଲା ସିମେଣ୍ଟ ବୋଝେଇ ଟିପ୍ପର, ଆଉ ୨ ଶ୍ରମିକ ଟିପ୍ପର ତଳେ ଚାପି ହୋଇଥିବା ଆଶଙ୍କା

Uttarkashi tunnel collapse
ଟନେଲ ଟ୍ରାଜେଡି : ଆଜି ବାହାରି ପାରନ୍ତି ଶ୍ରମିକ, ହୀରାକୁଦରୁ ଗଲା ମେସିନ

ଉତ୍ତରାଖଣ୍ଡ ଉତ୍ତରକାଶୀକୁ ଗଲା ହୀରାକୁଦରୁ ସ୍ବତନ୍ତ୍ର ଅଗର ମେସିନ । ଟନେଲ ଟ୍ରାଜେଡିର ଖନନ କାମରେ ଏହି ମେସିନ ଲଗାଯିବ ।

Uttarkashi tunnel collapse
ଜିତିବ ଜୀବନ: ଆଉ ମାତ୍ର କେଇ ମିଟର ଦୂରରେ ୪୧ ଜୀବନ

୪୧ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଥିବା ଅଭିଯାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସୁଡ଼ଙ୍ଗ ଭିତରକୁ ଡ୍ରୋନ୍ ଛଡାଯାଇ ଶ୍ରମିକଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି ।

Tomato Truck Accident
ଓଲଟିଲା ଟମାଟୋ ବୋଝେଇ ଟ୍ରକ, ଯିଏ ଯେତେ ପାରିଲେ ବୋହିନେଲେ

ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଛନ୍ତି।

Fire breaks out at Boudh hospital medicine godown
ବୌଦ୍ଧ ମେଡିକାଲ୍‌ ଔଷଧ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଔଷଧ ଓ ଇଞ୍ଜେକ୍ସନ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି ।

Hit & run,
ବସ୍‌କୁ ଅପେକ୍ଷା କରିଥିଲେ : ଦ୍ରୁତ ବେଗରେ ମାଡ଼ି ଆସିଲା କାର୍‌, ୨ ମୃତ

ଆସିକା ପାଟପୁର ଥାନା ପୋଡ଼ାମାରି ବସ୍ ଷ୍ଟାଣ୍ଡରେ ଦୁର୍ଘଟଣା...ବସ୍ କୁ ଅପେକ୍ଷା କରିଥିବା ବେଳେ ହଠାତ୍ ମାଡ଼ିଗଲା କାର୍..

Tractor overturns
ଘାଟିରେ ଓଲଟିଲା ଟ୍ରାକ୍ଟର: ୨ ମୃତ, ୬ ଗୁରୁତର

ଟ୍ରାକ୍ଟର ଓଲଟି ୨ ମୃତ । ବ୍ରହ୍ମପୁରରେ ଘଟିଛି ଅଭାବନୀୟ ଘଟଣା ।

accident
ଅଧା ରହିଲା ଜଗା ଦର୍ଶନ : ଅଟୋକୁ ପଛରୁ ଧକ୍କା ଦେଲା ଟ୍ରକ, ୨ ମୃତ

ପୁରୀ ଯାଉଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ ଓ ୫ ଆହତ ….

Accident
ଭାରସାମ୍ୟ ହରାଇ ୨୦ ଫୁଟ୍ ତଳକୁ ଖସିଲା କାର୍, ୩ ଆହତ

ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଫୁଲଝର ନଗରିଆ ପୋଲରୁ ପ୍ରାୟ ୨୦ ଫୁଟ୍ ତଳକୁ ଏକ କାର୍ ଖସି ପଡ଼ିବାରୁ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

road accident
ବାହାଘର ଭୋଜି ଖାଇ ଫେରୁଥିଲେ : ଗଛକୁ ଧକ୍କା ଦେଲା କାର୍, ୫ ମୃତ

କାଳର କୋଳରକୁ ଚାଲିଗଲା ଜୀବନ । ଭୋଜି ଖାଇ ଫେରୁଥିବା ବେଳେ ହେଲା ଭୟଙ୍କର ଦୁ‍ର୍ଘଟଣା, ଚାଲିଗଲା ୫ ଜୀବନ ।

Rescue operation underway
ଜୀବନ ଦୋ ଛକିରେ, ସପ୍ତମ ଦିନରେ ପହଞ୍ଚିଲା ଉଦ୍ଧାର କାର୍ଯ୍ୟ

ସପ୍ତମ ଦିନରେ ପହଞ୍ଚିଛି ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି । ଗତ ରବିବାରରୁ ଟନେଲ ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ ।

Two sisters drown to death in Kendrapara
ଗୋବରୀ ନଦୀରେ ବୁଡ଼ିଗଲେ ୨ ଭଉଣୀ

ଗୋବରୀ ନଦୀରେ ବୁଡ଼ିଗଲେ ୨ ସମ୍ପର୍କୀୟ ଭଉଣୀ । ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣକ ଏବେ ବି ନିଖୋଜ ଥିବା ସୂଚନା ମିଳିଛି ।

accident
Breaking News : ଟ୍ରକ୍‌ ଧକ୍କାରେ ୩ ମୃତ, ଜଣେ ଗୁରୁତର

ଜୀବନ ନେଇଗଲା ଟ୍ରକ୍‌ । ବସ୍‌ଟି ପଙ୍କଚର ହେବାରୁ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ । ହଠାତ ଟ୍ରକ୍ ଆସି ୪ ଯାତ୍ରୀଙ୍କ ଉପରେ ମାଡ଼ିଗଲା ।

Accident
ବାଇକ୍‌କୁ ପଛରୁ ଧକ୍କାଦେଲା ବୋଲେରୋ; ୨ମୃତ

ଦୁର୍ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରାଯାଇ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି । ବୋଲେରୋ ଡ୍ରାଇଭର ଗୁରୁତର ରହିଥିବା ଜଣାପଡ଼ିଛି । ତେବେ କିପରି ଏହି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ିନାହିଁ ।

Explosion in Rourkela Steel Plant
ଶୁଭମ୍ ଇସ୍ପାତ କାରଖାନାରେ ବିସ୍ଫୋରଣ, ଜଣେ ଶ୍ରମିକ ମୃତ

ରାଉରକେଲାରେ ବଡ଼ ଧରଣର ବିସ୍ଫୋରଣ । କାରଖାନାରେ ବିସ୍ଫୋରଣ ଘଟି ଜଣେ ମୃତ ।

Uttarakhand Tunnel Rescue
ଧସୁଛି ମାଟି, ଭାଙ୍ଗୁଛି ଶ୍ରମିକଙ୍କ ଧୈର୍ଯ୍ୟ; ବିଦେଶରୁ ଆସିବେ ବିଶେଷଜ୍ଞ

ଅନ୍ଧାର ଭିତରେ ୪ ଦିନ, ୪୦ ଜୀବନ । ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲରେ ୪ ଦିନ ଧରି ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି ।

Bus falls into deep gorge in Jammu
ଜମ୍ମୁରେ ବଡ଼ ଧରଣର ସଡ଼କ ଦୁର୍ଘଟଣା; ୩୦ ମୃତ, ଅନେକ ଆହତ

ଜମ୍ମୁ କାଶ୍ମୀରରେ ବଡ଼ ଧରଣର ବସ ଦୁର୍ଘଟଣା । ବର୍ତ୍ତମାନ ପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ।

Heartbroken woman kills self hours after husband's demise in Khordha
ଉଜୁଡ଼ି ଗଲା ସୁନାର ସଂସାର, ଛାରଖାର ହୋଇଗଲା ପୁରା ପରିବାର...

ଦୀପାବଳିରେ ଚାଲିଗଲା ବାପାଙ୍କ ଜୀବନ । ସହିପାରିଲେନି ମା’, କରିଦେଲେ ଆତ୍ମହତ୍ୟା । ଉଜୁଡ଼ି ଗଲା ସୁନାର ସଂସାର । ଛାରଖାର ହୋଇଗଲା ପୁରା ପରିବାର । ଅନାଥ ହୋଇଗଲେ ଦୁଇ ନାବାଳିକା ଝିଅ...

accident
କାର୍ ଧକ୍କାରେ ୨ ସାଇକଲ ଆରୋହୀ ମୃତ,କ୍ଷତିପୂରଣ ଦାବିରେ ରାସ୍ତାରୋକ

ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ, ଉତ୍ତେଜନା ..କ୍ଷତିପୂରଣ ଦାବିରେ ରାସ୍ତାରୋକ, ପୋଲିସର ବୁଝାସୁଝା..

accident
ବୁଲିବାକୁ ଯାଉଥିଲେ ଶାଶୁଶ୍ୱଶୁର ଓ ଝିଅଜ୍ୱାଇଁ: ଘାଟିରୁ ଖସିପଡ଼ିଲା କାର, ଚାଲିଗଲା ୩ ଜୀବନ

କାର୍‌ଟି ଛତିଶଗଡ଼ରୁ ଆନ୍ଧ୍ର ଅଭିମୁଖେ ଯାଉଥିଲା...କାର୍‌ରେ ଶାଶୁ, ଶ୍ୱଶୁର ଏବଂ ଝିଅ-ଜ୍ୱାଇଁ ଯାଉଥିଲେ..

Kerala toddler dies
ଗାଡ଼ି ପାର୍କ କରୁଥିଲେ ଜେଜେ, ହଠାତ୍ ନାତି ଉପରେ ଚଢିଗଲା କାର

ଜେଜେ ଗାଡ଼ି ପାର୍କ କରୁଥିଲେ, ନାତି ଘର ସାମ୍ନାରେ ଖେଳୁଥିଲା । କିନ୍ତୁ ଗାଡ଼ି ତଳେ ଚାପି ହୋଇ ନାତିର ଜୀବନ ଯାଇଛି ।

Fire Mishap at Puri Station Coaching Depot
ପୁରୀ ଷ୍ଟେସନ କୋଚିଂ ଡିପୋରେ ନିଆଁ, ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ

ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅଗ୍ନିଶମ ବିଭାଗର ନିଆଁ ଲିଭା ପାଇଁ ଉଦ୍ୟମ ଜାରି ରହିଛି ।

80-year old woman falls into deep borewell
ପାଞ୍ଚ ଘଣ୍ଟାର ଅପରେସନ୍‌ ବିଫଳ, ବୋରୱେଲରୁ ଉଦ୍ଧାର ବୃଦ୍ଧା ମୃତ

ଦୀର୍ଘ ପାଞ୍ଚ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଗାତରୁ ବାହାରିଥିଲେ ବୃଦ୍ଧା । ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର ହୋଇଥିଲେ ।

accident
୬ ବନ୍ଧୁ ବାହାରିଥିଲେ ହରିଦ୍ୱାର, ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ଜୀବନ...

ଦ୍ରୁତ ଗତିରେ ଆସି ଟ୍ରକ୍‌କୁ ପିଟିଲା କାର୍‌, ଚାଲିଗଲା ୬ ବନ୍ଧୁଙ୍କ ଜୀବନ