• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Viral

Berger
ସାମାନ୍ୟ ଏକ ବର୍ଗର୍ ପାଇଁ ଦେବାକୁ ପଡ଼ିଛି ୬୬ ହଜାର ଟଙ୍କା ! ପୁରା କାହାଣୀ ଜାଣିଲେ ଆଶ୍ଚର୍ଯ୍ୟ ହେବେ...

ସାମାନ୍ୟ ଏକ ଭେଜ୍‌ ବର୍ଗର୍ ପାଇଁ ସେ ୬୬ ହଜାର ଟଙ୍କା ପୈଠ କରିଛନ୍ତି ।

Theft
ଫିଲ୍ମ ଷ୍ଟାଇଲ୍‌ରେ ଆସିଥିଲେ ଚୋରି କରିବାକୁ, ଫ୍ଲପ୍‌ ମାରିଲେ.. ସରି କହିଲେ...

ଟନେଲ ମାଧ୍ୟମରେ ସେମାନେ ଅଳଙ୍କାର ଦୋକାନ ଭିତରକୁ ଯାଇ ଚୋରି କରିବାର ପ୍ଲାନ୍‌ କରିଥିଲେ । ହେଲେ ସବୁ ପ୍ଲାନ୍‌ ଫ୍ଲପ୍‌ ହୋଇଗଲା ।

Kshama Bindu
କରୱା ଚୌଥ୍‌ରେ ଉପବାସ ଭାଙ୍ଗିଲେ ନିଜକୁ ନିଜେ ବାହା ହୋଇଥିବା କ୍ଷମା ବିନ୍ଦୁ

ଆମେ କହୁଛୁ ସେହି କ୍ଷମା ବିନ୍ଦୁଙ୍କ କଥା, ଯେଉଁ ମହିଳା ଦିନେ ନିଜକୁ ନିଜେ ବିବାହ କରି ହନିମୁନ୍ ଯାଇଥିଲେ । ଆଉ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା ।

Very Uniqe Wedding Invitation Card
ବିବାହ କାର୍ଡ ନା ଟାବ୍‌ଲେଟ୍ ଷ୍ଟ୍ରିପ୍, ଯିଏ ଦେଖିଲା ସିଏ ହସିଲା

ଅଜବ ବିବାହ କାର୍ଡ। ଆପଣ ଏହାକୁ ହଠାତ ଦେଖିଲେ ଲାଗିବ ମେଡିସିନ୍‌ ଷ୍ଟ୍ରିପ୍ ପରି। ଭଲକି ଦେଖିଲେ ଜାଣିବେ ଏହା ଏକ ବିବାହ କାର୍ଡ। ସୋସିଆଲ୍ ମିଡିଆରେ ଏହା ଏବେ ଭାଇରାଲ୍ ହେବାରେ ଲାଗିଛି।

Pics made viral after denial to pay money - OTV Cyber Crime
ଟଙ୍କା ଦେଲେନି ବୋଲି...କଲ ଗର୍ଲ କରି ଫଟୋ ଭାଇରାଲ କରିଦେଲେ...

ହ୍ୱାଟ୍ସଆପ୍‌ର ଡିପି ସେମାନେ ଜାଣିଲେ କେମିତି? ଟଙ୍କା ଦେଲେନି ବୋଲି କଲ ଗର୍ଲ କରି ଭାଇରାଲ କରିଦେଲେ ଫଟୋ। ଦେଖନ୍ତୁ ଏହାପରେ ହେଲା କଣ?

Ants commit robbery of gold chain? Netizens in SHOCK after viral video surfaces | WATCH
ସୁନା ଚେନ୍‌ ଚୋରାଇ ନେଲେ ଜନ୍ଦା, ଦେଖନ୍ତୁ ଭିଡ଼ିଓ...

ସୁନା ଚେନ୍‌ ଚୋରି କରୁଛନ୍ତି ଯନ୍ଦା ଦଳ...

No entry to bearded dulhas! Grooms in this Rajasthan district need to have a clean shave to get marr
ଏଣିକି ଦାଢ଼ି ରଖିଲେ ବିବାହ ମନା !

ଏଣିକି ଦାଢ଼ି ରଖିଲେ ବାହା ହୋଇପାରିବେ ନାହିଁ ପୁରୁଷ...

Ranu Mondal Sings Kacha Badam In Bridal Getup, Video Goes Viral
ବୋହୂ ବେଶରେ ସଜେଇ ହୋଇ ଗୀତ ଗାଇଲେ ରାନୁ ମଣ୍ଡଳ, ଭିଡିଓ ଭାଇରାଲ...

ନୂଆ ଲୁକରେ ଇଣ୍ଟରନେଟ ସେନସେସନ ରାନୁ ମଣ୍ଡଳ। ମଥାରେ କୁମକୁମ୍ ଓ ସିନ୍ଥିରେ ସିନ୍ଦୁର ଲଗାଇ ବୋହୂ ବେଳରେ ସଜେଇ ହୋଇ ଗୀତ ଗାଇଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି...

Dog Feeds Baby Goat Milk, Video Clip Goes Viral
ସ୍ନେହ ସାମ୍ନାରେ ସମସ୍ତେ ସମାନ, ଛେଳି ଛୁଆକୁ କ୍ଷୀର ଖୁଆଉଛି ମାଆ କୁକୁର

ମାଆ ପାଇଁ ସମସ୍ତେ ସମାନ। ଛେଳି ଛୁଆକୁ କ୍ଷୀର ଖୁଆଉଛି ମାଆ କୁକୁର, ବିନା କୌଣସି ଡରରେ ଢକଢକ ହୋଇ କ୍ଷୀର ପିଇଯାଉଛି ଛେଳି ଛୁଆ, ଦେଖନ୍ତୁ ଏହି ଭିଡ଼ିଓ

Virat Kohlilook alike picture
ରାସ୍ତା କଡରେ ମକା ବିକୁଛନ୍ତି ବିରାଟ କୋହଲି! ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ

ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ବିରାଟ କୋହଲିଙ୍କ ନକଲି ଫଟୋ। ଏହାକୁ ଶେୟାର କରାଯାଇ ଏହି ଫଟୋର କ୍ୟାପ୍‌ସନ୍ ଲେଖାଯାଇଛି ଯେ ବିରାଟ କର୍ଣ୍ଣଲି। ଏହି ଭାଇରାଲ ଫଟୋରେ ନକଲି ବିରାଟ କୋହଲି ମକା ବିକୁଥିବା ଦେଖାଯାଆନ୍ତି।

Assam Lawyer Couple\'s Constitution-Themed Wedding Card Goes Viral
ବାହାଘର କାର୍ଡ଼ରେ ଆଇନ ଛାପିଲେ ବରଘର ଲୋକେ, ଆଉ ତା’ପରେ...

ବାହାଘର ପାଇଁ ଛପାଯାଇଥିଲା ନିମନ୍ତ୍ରଣ କାର୍ଡ଼। କିନ୍ତୁ କାର୍ଡ଼ ଖୋଲିଲା ବେଳକୁ ଲେଖାଯାଇଥିଲା ଭାରତୀୟ ଆଇନ। ଆଉ ତା’ପରେ...

Lady mp gave birth after cycling to hospital in labour pain
ସାଇକେଲ୍‌ରେ ଚାଲିଗଲେ ଗର୍ଭବତୀ ସାଂସଦ; ଡାକ୍ତରଖାନାରେ ଦେଲେ ସନ୍ତାନକୁ ଜନ୍ମ

ଜଣେ ନାରୀର ମା’ ହେବାର ଯନ୍ତ୍ରଣାକୁ ଆଉ ବା କିଏ କିପରି ଅନୁଭବୀ ପାରିବ। ଏହି ସମୟରେ ଜଣେ ନାରୀ ଯାହା ସହିଥାଏ ତାହା ଦୁନିଆ ପାଇଁ ସବୁଠାରୁ ଶ୍ରେଷ୍ଠ ଅବଦାନ ବୋଲି କୁହାଯାଏ। କିନ୍ତୁ ଏହି ମହିଳା ଯାହା କିଛି କରିଛନ୍ତି ତାହା ଜାଣିଲେ ଆପଣ ତାବୁଜ୍ ହୋଇ ରହିଯିବେ।

World’s biggest potato
ଦୁନିଆର ସବୁଠାରୁ ବଡ ଆଳୁ; ଓଜନ ଜାଣି ଆପଣ ହେବେ ଆଶ୍ଚର୍ଯ୍ୟ

ସାମ୍ନାକୁ ଆସିଛି ଏମିତି ଏକ ଆଳୁ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଆଳୁର ଓଜନ ଏତେ ଯେ ଯାହାକୁ ବୋହିବା ପାଇଁ ଏକ ଗାଡିର ଆବଶ୍ୟକ ହୋଇଥାଏ। ଏହି ଆଳୁର ଓଜନ ପାଖାପାଖି ୮ କେଜି।

Elderly bride-groom wearing garlands
ବୃଦ୍ଧ-ବୃଦ୍ଧା ସାଜିଲେ ବର-କନ୍ୟା, ପିନ୍ଧେଇଲେ ବରଣମାଳା

ବିବାହ ଏମିତି ଏକ ସ୍ମୃତି ଯାହାକୁ ମନେରଖିବା ନେଇ ଲୋକେ ଅନେକ କିଛି କରିଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ବିବାହକୁ ନେଇ ଏମିତି ଅନେକ ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ ଯେଉଁଥିରେ ବର-କନ୍ୟା ବହୁତ ଉତ୍ସାହିତ ଥିବା ଦେଖାଯାଆନ୍ତି। ସେମାନଙ୍କର ଖୁସୀର ସୀମାକୁ ସହଜରେ କଳନା କରିହୁଏ ନାହିଁ, କାରଣ ସେମାନେ ଗୋଟିଏ ଦୁନିଆରୁ ଆଉ ଏକ ଦୁନିଆକୁ ଯାଆନ୍ତି। ଗୋଟିଏ ନୂଆ ଜୀବନର ଆରମ୍ଭରେ ନିଜକୁ ପ୍ରସ୍ତୁତ କରନ୍ତି।

Weird calf was born has two heads
ଦୁଇ ମୁଣ୍ଡ ଥିବା ବାଛୁରୀ ଜନ୍ମ

ଏ ଦୁନିଆ ଅଜବ ଗଜବ। ବେଳେ ବେଳେ ଏମିତି କିଛି ଜିନିଷ ସାମ୍ନାକୁ ଆସେ ତାହାକୁ ନିଜ ଆଖିରେ ଦେଖିଲା ପରେ ବି ବିଶ୍ୱାସ ହୁଏ ନାହିଁ। ଆଖି ଧୋକା ଖାଇଯାଏ। ଏମିତି ବି ଲାଗେ ଏହା ଅସମ୍ଭବ। କିନ୍ତୁ ସେ ସବୁ ସତ ହୋଇଥାଏ। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଫଟୋ ଭାଇରାଲ ହେଉଛି ଯାହାକୁ ଦେଖିଲେ ବିଶ୍ୱାସ କରି ହୁଏନି।