ପାପା କୀ ପରି ବୋଲି କହି ଝିଅଙ୍କୁ କଟାକ୍ଷ କରାଯାଇଥିବା ଅନେକ ମିମ୍ ଆପଣ ସୋସାଲ ମିଡିଆରେ ଦେଖିଥିବେ.. ହେଲେ ଏ ହେଉଛନ୍ତି ଜଣେ ସତସତିକା ପାପା କି ପରିଙ୍କୁ.. ହାତରେ ବ୍ୟାଟ୍.. ଆଉ ଲକ୍ଷ୍ୟ ଟିମ୍ ଇଣ୍ଡିଆ… ନ୍ୟାସନାଲ୍ ଖେଳିବାର ସ୍ୱପ୍ନ ହେଲେ ରାସ୍ତା କଡ଼ରେ ଚାଲିଛି ସାଧନା.. ଦିନେ ଗାଁରେ ଝିଅଙ୍କ ପାଠ ପଢିବାକୁ ସୁଯୋଗ ନଥିଲା.. ଆଜି କୁନି ଝିଅ କ୍ରିକେଟରେ ନାଁ କମାଉଛି.. ଛକା ଚଉକା ମାରି ଘରବାଡ଼ ଭାଙ୍ଗି ଦେଉଛି..ତଥାପି ତା ଉପରେ ସମସ୍ତେ ଖୁସି..
Published By: Prangyan Parimita
Last updated: 05 December 2023, 01:20 PM IST
ପୁଅକୁ କୁଣ୍ଢେଇ ଭୋ ଭୋ କାନ୍ଦୁଛି ମାଆ.. ସାହି ପଡ଼ିଶା ସମ୍ପର୍କୀୟ ମହିଳା ବି କାନ୍ଦୁଛନ୍ତି.. ଏପଟେ ପୁଅ ବି କାନ୍ଦୁଛି.. ହେଲେ ଏ କାନ୍ଦବୋବାଳି ଦୁଃଖ ଅବସାଦର ନୁହଁ ବରଂ ଖୁସିର.. ହରେଇବାର ଭୟରୁ ବାହାରି ଆସିବା ପରେ, ପୁଣି ଫେରିପାଇବାର ଖୁସିରେ ଏ କାନ୍ଦବୋବାଳି..