ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରାଜନୈତିକ ଆକ୍ରୋଶ ରଖି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବର ଲେଖା ହେବା ସୁଦ୍ଧା ଅଭିଯୁକ୍ତମାନେ ଧରାପଡି ନାହାନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।
ଫୟାଜ ପୂର୍ବରୁ ନେହାଙ୍କ ସହପାଠୀ ଥିଲା। ଏପ୍ରିଲ ୧୮ରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ, ଫୟାଜକୁ ଗିରଫ କରିଛି ପୋଲିସ । ତେବେ ଏହାକୁ ନେଇ କର୍ଣ୍ଣାଟକ କଂଗ୍ରେସ ସରକାର ବିରୋଧରେ ବିଜେପି ଗର୍ଜିଥିବା ବେଳେ, ଆଜି ବନ୍ଦ ଡାକରା ଦିଆଯାଇଛି ।
ଅଭିଯୁକ୍ତ ମୁକେଶ ଏକ ଅଟୋକୁ ଜୋର୍ ଜବରଦସ୍ତ ଅଟକାଇ ଏହା ଭିତରେ ବସିଥିଲା। ସେ ଡ୍ରାଇଭରକୁ ଗୁଳିମାରିବା ପାଇଁ ଧମକ ଦେବା ପରେ ସେ ସେଠାରୁ ଡେଇଁ ପଳାଇଥିଲା। ଏହା ପରେ ଅଟୋ-ରିକ୍ସା ଭିତରେ ବସି ମୁକେଶ ନିଜେ ନିଜ ମୁଣ୍ଡକୁ ଗୁଳି ଚଳାଇଥିଲା।
କଲୋନୀର ସାଧାରଣ କଳରୁ ପାଣି ନେବାକୁ ନେଇ ତୁମୁଳକାଣ୍ତ ଘଟିଛି। ଯେଉଁଠି ଜଣେ ମହିଳାଙ୍କୁ ନୃଶଂସ ଭାବେ ଛୁରୀ ଭୁଶି ହତ୍ୟା କରିଛି ଜଣେ ନାବାଳିକା।
ସାଜ୍ଜାଦ ମୁଜାଫରଗଡ ଜିଲ୍ଲାର ଆଲିପୁରରେ ସେମାନଙ୍କୁ ହତ୍ୟା କରିଥିଲା। ମୃତକଙ୍କ ମଧ୍ୟରେ ୪ଜଣ ଝିଅ ଥିବାବେଳେ ୩ଜଣ ପୁଅ ଅଛନ୍ତି। ସମସ୍ତଙ୍କ ବୟସ ୮ମାସରୁ ୧୦ବର୍ଷ ହୋଇଥିବା ପୋଲିସ ସୂଚନା ଦେଇଛି।
ଜନସନ ଏବଂ ତାଙ୍କ ସ୍ୱାମୀ ଜେଲେନ ଏଲନ୍ ଚାନୀଙ୍କ ମଧ୍ୟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ୪୦ରେ କାଠଲାଣ୍ଡ ହିଲ୍ସ ଆପାର୍ଟମେଣ୍ଟରେ ଝଗଡା ହୋଇଥିଲା।ଏଥିରେ ଉତକ୍ଷିପ୍ତ ହୋଇ ଜନସନ ଚାନୀଙ୍କୁ ଛୁରି ଭୁସି ଦେଇଥିଲେ।
ଜୟଶ୍ରୀ ଓ ତାଙ୍କ ୩ସାଙ୍ଗ ରଞ୍ଜିତଙ୍କୁ ହଠାତ ଆକ୍ରମଣ କରିଥିଲେ। ପ୍ରବଳ ପାଟିତୁଣ୍ଡ ହେବାପରେ ଜୟଶ୍ରୀ ରଞ୍ଜିତଙ୍କୁ ବାରମ୍ୱାର ଛୁରି ଭୁସିଥିଲେ। ଏହି ସମୟର ଭିଡିଓ ସିସିଟିଭିରେ କଏଦ ହୋଇଥିଲା।
ବୁଧବାର ରାତି ପ୍ରାୟ ସାଢ଼େ ଦଶଟା ବେଳେ ଜଣେ ଅଜଣା ବ୍ୟକ୍ତି ପୋଲିସକୁ କଲ କରିଥିଲେ । ଆଉ କହିଲେ ସେହି ଝିଅକୁ ହତ୍ୟା କରାଯାଇଛି । ଏହି ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ଏକ ଟିମ୍ ପଠାଇଥିଲା ।
ବ୍ୟାଗ ଭିତରେ ଏକ ଇଟା ମଧ୍ୟ ରହିଥିଲା। କେହି ହତ୍ୟା କରିବା ପରେ ଏଗୁଡିକୁ ନଦୀ କିମ୍ୱା କେନାଲରେ ଫିଙ୍ଗିବାକୁ ଯୋଜନା କରିଥିବା ସନ୍ଦେହ କରାଯାଉଛି। ଏନେଇ ଡିଟେକ୍ଟିଭ ବିଭାଗର ହୋମଗାର୍ଡ ୱିଙ୍ଗର ଜଣେ ଅନୁସନ୍ଧାନକାରୀ ସୂଚନା ଦେଇଛନ୍ତି।
ଗିରିଶ ଏକ ଦୋକାନକୁ ଯାଇ ଛୁରି କିଣିଥିଲା । ପରେ ସେ ଶାଲିନି ଗ୍ରାଉଣ୍ଡକୁ ଯାଇ ସେଠାରେ ଫରିହାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା। ସେ ମନା କରିବାରୁ ତାଙ୍କୁ ବାରମ୍ୱାର ଛୁରିରେ ଆକ୍ରମଣ କରିଥିଲା।
କାରରୁ ମିଳିଲା ମୃତଦେହ । ଜଳି ଯାଇଥିବା କାରରୁ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଘଟଣାଟି ଘଟିଛି ମାଙ୍ଗାଲୁରୁ ତୁମାକୁରୁରେ । ଟଙ୍କା ପାଇଁ ଏପରି କାଣ୍ତ ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।
ମା ପାଲି ମୁଣ୍ଡାକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ପୁଅକୁ ଅଟକ ରଖି ତଦନ୍ତ କରୁଛି ଚମ୍ପୁଆ ଥାନା ପୋଲିସ ।
ଗୁରୁବାର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ପୋଲିସ। ଏହାପରେ ଫାରୁରା ନିକଟରେ ଥିବା ସୋରିଷ କ୍ଷେତରୁ ଶିଶୁଟିର ମୃତଦେହ ମିଳିଥିଲା। ଅପହରଣ ଓ ହତ୍ୟା ନେଇ ପୋଲିସ ସମ୍ପୂର୍ଣ୍ଣ ତଦନ୍ତ ଆରମ୍ଭ କରିଥିଲା।
ଟଙ୍କା ମଣିଷର ସର୍ବନାଶ କରେ କୁହାଯାଏ । ମାତ୍ର ଏହା ଆଜି ପ୍ରମାଣିତ ହୋଇଛି । ମାତ୍ର କେତୋଟି ଟଙ୍କା ପାଇଁ ମାରିଦେଲା ଦୋକାନୀକୁ ମାରିଦେଲା ଗ୍ରାହକ । ତେଜରାତୀ ଦୋକାନରୁ କିଣିବାକୁ ଯାଇଥିଲେ ଯୁବକ ଜଣକ ।
ନୃଶଂସ, ବର୍ବର, ଭୟଙ୍କର । ଯେତେ ଶବ୍ଦ ଲଗାଇଲେ ମଧ୍ୟ କମ୍ ପଡ଼ିବ । ଦୁଇ ପିଲାଙ୍କୁ ମାରିବା ପରେ ସେମାନଙ୍କର ରକ୍ତ ପିଇଲା ଜହ୍ଲାଦ ।
ରାମନିବାସଙ୍କ ପତ୍ନୀ ନିଜ ପ୍ରେମିକ ସହ ରହିବାକୁ ଚାହୁଁଥିଲେ। ସ୍ୱାମୀଙ୍କ ଦେହ ପ୍ରାୟତଃ ଖରାପ ରହୁଥିଲା। ପ୍ରେମିକ ସହ ମିଶି ତାଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ। ୩ମାସ ପୂର୍ବେ ଜନସେବା କେନ୍ଦ୍ରର ପରିଚାଳକ ରାମକିଶନଙ୍କ ନିକଟରେ ୨୦ଲକ୍ଷର ଜୀବନବୀମା କରିଥିଲେ।
ହତ୍ୟାକାଣ୍ଡର କାରଣ ଶୁଣି ଆଶ୍ଚର୍ଯ୍ୟ ହୋଇଛି ପୋଲିସ। ପ୍ରେମିକ ଲଲନ ଅଣ୍ଡା ତରକାରୀ କହିଥିଲେ ମାତ୍ର ପ୍ରେମିକା ମନା କରିବାରୁ ସେ ରାଗି ଯାଇଥିଲେ। ମଦ୍ୟପାନ କରିଥିବାରୁ ସେ ଉତକ୍ଷିପ୍ତ ହୋଇ ତାଙ୍କୁ ହାତୁଡ଼ି ଓ ବେଲ୍ଟରେ ପିଟିପିଟି ହତ୍ୟା କରିଥିଲେ।
ଅଭିଜିତ୍ ଇଞ୍ଜିନିୟରିଂ ସିଟ୍ ପାଇବା ପରେ ବୋଷ୍ଟନ୍ ୟୁନିଭରସିଟିରେ ନାମ ଲେଖାଇଥିଲେ। ଆମେରିକାରେ ଅଜ୍ଞାତ ଆକ୍ରମଣକାରୀମାନେ ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ କାରରେ ନେଇ ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି। ପୋଲିସ ତାଙ୍କର ମୃତଦେହ ଜବତ କରିଛି।
ଜଲି ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ ଏବଂ ବିବାହ ପାଇଁ ଜୟଙ୍କୁ କ୍ରମାଗତ ଭାବରେ ଚାପ ପକାଉଥିଲେ। ସେ ସବୁବେଳେ ଧମକ ଦେଉଥିଲେ ଯଦି ସେ ତାଙ୍କୁ ବିବାହ ନକରନ୍ତି ତେବେ ସେ ପୋଲିସରେ ଅଭିଯୋଗ କରିବେ।
ଭୁବନେଶ୍ବର ସାଲିଆସାହି ଅଞ୍ଚଳରେ ଚାଞ୍ଚଲ୍ୟ । ମଦ ପିଇ ମାତାଲ ହେଉଥିବାରୁ ପତ୍ନୀର ପ୍ରାଣ ନେଲା ସ୍ବାମୀ ! ହତ୍ୟା ପରେ ୨ ପିଲାଙ୍କୁ ଧରି ପତ୍ନୀ ଶବ ସହ ରହିଲା ୩ ଦିନ ।
ପୋଲିସର ଗୁଳିମାଡ଼ରେ ନେମପାଲ ସିଂ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ନେମପାଲଙ୍କ ପରିବାର ଲୋକ ଗୁଳି କରିଥିବା ଅଭିଯୁକ୍ତ ବିନୋଦକୁ ପିଟିପିଟି ହତ୍ୟା କରିଛନ୍ତି।
ଜଣେ କବାଡ଼ିବାଲାଙ୍କ ମୋବାଇଲ୍ ଲୁଟ୍ ପାଇଁ ବିଭତ୍ସ ହତ୍ୟା। ଏଭଳି କିଛି ଘଟଣା ଘଟିଛି ସମ୍ବଲପୁର ରେଙ୍ଗାଲି ଅଞ୍ଚଳରେ।
ପ୍ରାଥମିକ ଅନୁସନ୍ଧାନରୁ ସେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି। ତାଙ୍କର ଆନୁମାନିକ ବୟସ ୨୫ବର୍ଷ। ହତ୍ୟା ପୂର୍ବରୁ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ପୋଲିସ ସନ୍ଦେହ କରୁଛି।
ରାତିର ଅନ୍ଧକାରରେ ଘର ପଛପଟେ ଚାଲିଥିଲା ଗୁପ୍ତ ସମ୍ପର୍କ.. ସେଇପଟେ ଘରକୁ ଫେରୁଥିଲେ ବୁଢୀ ମାଉସୀ.. ଦୁର୍ଭାଗ୍ୟକୁ ଦେଖିଦେଲେ ଦେଢଶୂର ଭାଇବୋହୂର ଅନୈତିକ ସମ୍ପର୍କ.. ଆଉ ତା’ପରେ..
ଗୋୟଲ ମାନସିକ ଦୁଶ୍ଚିନ୍ତା ଓ ଅବସାଦରେ ଥିଲେ। ଡିପ୍ରେସନ ପାଇଁ ସେ ଡାକ୍ତରଙ୍କ ସହ ପରାମର୍ଶ କରୁଥିଲେ। ତାଙ୍କ ନିକଟରେ ଆତ୍ମହତ୍ୟା ପ୍ରବୃତ୍ତି ଦେଖାଦେଇଥିଲା।