• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Murder

murder
ହିନ୍ଦୁ ଝିଅକୁ ନେଇଗଲା ପରେ ମୁସଲମାନ ପୁଅର ବାପାମା’ଙ୍କୁ ପିଟି ପିଟି ହତ୍ୟା

ପୁଅର ପ୍ରେମ ପାଇଁ ବୃଦ୍ଧ ମୁସଲମାନ ଦମ୍ପତିଙ୍କ ଜୀବନ ଚାଲିଗଲା । ପଡ଼ିଶା ଘର ଝିଅକୁ ନେଇ ବିବାହ କରିବା ପରେ ପିଟି ପିଟି ମାରିଦେଲେ ଝିଅ ଘର ଲୋକ ।

Journalist Killed
କବାଟ ଖୋଲୁ ଖୋଲୁ ସାମ୍ବାଦିକଙ୍କ ଉପରେ ଗୁଳି ବର୍ଷା...

ଗୁଳି କରିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

murder
ସ୍ୱାମୀ ନା ସଉତୁଣୀ ! ଇନଷ୍ଟାରେ ସ୍ତ୍ରୀର ଫଲୋଅର୍ସ ପାଇଁ ଇର୍ଷା, ଛୁଆଙ୍କ ସାମ୍ନାରେ ତଣ୍ଟି ଚିପି ମାରିଦେଲା

ଏ କିପରି ସ୍ୱାମୀ..ଯିଏ ଇର୍ଷାପରାୟଣ ହୋଇ ସ୍ତ୍ରୀକୁ ମାରିଦେଲା...ତା’ ପୁଣି ଦୁଇ ଛୁଆଙ୍କ ଆଖି ସାମ୍ନାରେ

Subhalaxmi death case
ବଢ଼ୁଛି ଶୁଭଲକ୍ଷ୍ମୀ ମୃତ୍ୟୁ ସସ୍‌ପେନ୍ସ; MMS ପାଇଁ ହେଉଥିଲା ବ୍ଲାକମେଲିଂ !

ଶୁଭଲକ୍ଷ୍ମୀଙ୍କ ମୋବାଇଲକୁ ଜବତ କରି ଷ୍ଟେଟ୍ ଫରେନସିକ୍ ଲ୍ୟାବକୁ ପଠାଯାଇଛି । ଅନୁମାନ କରାଯାଉଛି, ଏହି ଫୋନ୍ ଅନେକ ରହସ୍ୟ ଉପରୁ ପରଦା ହଟାଇପାରେ ।

Punjab man kills daughter
ନୃଶଂସ ବାପା ! ଝିଅର ଚରିତ୍ରକୁ ସନ୍ଦେହ କରି ହତ୍ୟା କଲା, ପରେ ବାଇକ୍‌ରେ ବାନ୍ଧି ରାସ୍ତାରେ ଟାଣିଟାଣି ନେଲା

ପୋଲିସ କହିଛି କି, ସେହିଦିନ ଝିଅଟି ଘରୁ ବାହାରକୁ ଯାଇଥିଲା । ହେଲେ କିଛି ଘଣ୍ଟା ପରେ ଘରକୁ ଫେରିଆସିଥିଲା । ଘରକୁ ଫେରିବା ପରେ ତା’ର ବାପା ତାଙ୍କ ସହ ପାଟିତୁଣ୍ଡ କରିଥିଲେ ।

man killed his wife
୭୦ ହଜାର ଟଙ୍କା ଦେଇ ବାହାହେଲା, ନିଜ ହାତରେ ମାରିଦେଲା

ଅଧିକ ଦିନ ତିଷ୍ଠିଲାନି କିଣାରେ ଆସିଥିବା ସମ୍ପର୍କ। କିଣି ଆଣି ବିବାହ କରିଥିବା ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ। 

Girl’s body found
ଝିଅ ନୁହେଁ ତୁ ଉର୍ବସୀ... ଗୀତର ରିଲ୍‌ ଅଛି, କିନ୍ତୁ ଶୁଭଲକ୍ଷ୍ମୀ ନାହାନ୍ତି

ଟ୍ରେନ୍‌ରେ ବସି ଝିଅ ନୁହେଁ ତୁ ଉର୍ବସୀ ଗୀତରେ ରିଲ୍‌ କଲେ...ପୁଣି ତୁ ହେବୁ କିଲୋ ମୋର ବିବି, ତତେ ଯାତରା ଦେଖାଇ ନେବି । ଏମିତି ଅନେକ ଗୀତରେ ରିଲ୍‌ କରୁଥିଲେ । ହେଲେ ଅଧ ରାତିରେ ହୋଟେଲ ଭିତରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ...ହତ୍ୟା ନା ଆତ୍ମହତ୍ୟା ବଢିଲା ସନ୍ଦେହ

Crime
ନୃଶଂସ ପ୍ରେମିକ !! ସ୍ୱାମୀର ଶବ ପାଖରେ ସ୍ତ୍ରୀକୁ କଲା ଦୁଷ୍କର୍ମ

ପ୍ରଥମେ ପ୍ରେମିକାର ସ୍ୱାମୀକୁ ବିଭତ୍ସ ଭାବେ ହତ୍ୟା, ତା’ପରେ ପ୍ରେମିକା ସହ ଦୁଷ୍କର୍ମ ।

Man brutally kills female friend
ସୈତାନ ସାଜିଲା ପ୍ରେମିକ...ଯାହାକୁ ଭଲ ପାଉଥିଲା ତାକୁ ହିଁ ମାରିଦେଲା

ପ୍ରେମିକ ନାଁରେ କଳଙ୍କ । ଯାହାକୁ ଭଲପାଉଥିଲା, ବିବାହର ପ୍ରତିଶ୍ରୁତି ଦେଇଥିଲା...ତା’କୁ ହିଁ ମାରିଦେଲା । ୨ ସହଯୋଗୀଙ୍କ ଗିରଫ ପରେ ପୂରା ଘଟଣାର ହେଲା ପର୍ଦ୍ଦାଫାଶ । ଭାଇ କହୁଛି ଭଉଣୀର ହତ୍ୟାକାରୀଙ୍କୁ ଦଣ୍ଡ ମିଳୁ।

murder
ଜୀବନ ନେଇଗଲା ଲିଭ୍‌ ଇନ୍‌ ପାର୍ଟନର, ବିବାହ ପୂର୍ବରୁ ମହିଳାଙ୍କୁ ବୀଭତ୍ସ ହତ୍ୟା

ଭାଙ୍ଗିଗଲା ସ୍ୱପ୍ନ..ଚାଲିଗଲା ଜୀବନ..ପ୍ରେମିକ ପାଲଟିଲା ସୈତାନ୍

murder case
ଆଉ ଜଣେ ବାବାଙ୍କର ମୃତ୍ୟୁ

ପୁରୀ ଗୁରୁକୃପା ଆଶ୍ରମରେ ବାବାଙ୍କୁ ବାବାଙ୍କ ଆକ୍ରମଣ ଘଟଣା । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ବାବାଙ୍କ ମୃତ୍ୟୁ ।

Man Killed Cousin After She Refused To Marry Him
ଭଉଣୀକୁ ବାହା ହେବା ପାଇଁ ଚାହୁଁଥିଲା ସମ୍ପର୍କୀୟ ଭାଇ, ମନା କରିବାରୁ ଜୀବନ ନେଇଗଲା ଯୁବକ...

ବିବାହ ପ୍ରସ୍ତାବକୁ ରୋକଠୋକ ମନା କରିଦେଲେ ଯୁବତୀ। ହେଲେ ଯୁବତୀଙ୍କ ଏହି ପ୍ରତ୍ୟାଖାନକୁ ସହଜରେ ଗ୍ରହଣ କରିପାରିଲାନି ଯୁବତୀଙ୍କୁ ଭଲ ପାଉଥିବା ଯୁବକ ଜଣକ। ଶେଷରେ ତାଙ୍କ ଜୀବନ ନେବା ପାଇଁ ସେ ଯୋଜନା କରିଥିଲା। 

େ
ପୁରୀ ବାସେଲିସାହି ଲୋକନାଥ ରୋଡ୍‌ ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ

ବିଷ୍ଣୁ ବାବାଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବାବେଳେ ନିଜେ ଏସ୍‌.ପି କନୱର ବିଶାଳ ସିଂ ଘଟଣାସ୍ଥଳରେ ଅନୁଧ୍ୟାନ କରିଛନ୍ତି।

Self styled godman detained for killing another baba in Puri
ଆଶ୍ରମ ଭିତରେ ବାବାଙ୍କୁ ହତ୍ୟା କଲେ ବାବା: ହତ୍ୟା ପରେ ରକ୍ତ ପିଇବା ପାଇଁ ଚେଷ୍ଟା କରୁଥିଲେ ବାବା...

ପୁରୀ ବାସେଲିସାହି ଲୋକନାଥ ରୋଡ୍‌ ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଘଟିଛି। ଜଣେ ବାବାଙ୍କ ଆକ୍ରମଣରେ ଆଉ ଜଣେ ବାବାଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ବାବା ଆହତ ହୋଇଛନ୍ତି।

Crime
ଏତେ କ୍ରୋଧ କାହିଁକି ! ଛୋଟିଆ ଘର କଳିରୁ, ପତ୍ନୀ-ଶାଶୂ-ଶ୍ୱଶୁରଙ୍କ ଜୀବନ ନେଇଗଲା

ବେଳେବେଳେ ଘରର ଛୋଟ ଛୋଟ ସମସ୍ୟା ଉଗ୍ର ରୂପ ନେଇଯାଏ । ଆଉ ସେମିତି ଏକ ଘଟଣା ଆଜି ଆମ ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ ।

murder
ପିଶାଚ ବାପାର ନାରକୀୟ କାଣ୍ଡ, ୧୩ ବର୍ଷୀୟ ଝିଅକୁ ତଣ୍ଟି ଚିପି ମାରିଦେଲା..

ବାପାମା’ର ଝଗଡ଼ା ତୁଟାଇବାକୁ ଯାଇ ଝିଅର ଜୀବନ ଗଲା । ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ ଅଭାବନୀୟ ଘଟଣା । ଅଭିଯୁକ୍ତ ବାପାକୁ ଅଟକ ରଖି ପୋଲିସର ପଚରାଉଚରା ।

Crime
ରାତି ପ୍ରାୟ ୩.୩୦ରେ ସ୍ତ୍ରୀ-ପୁତୁରାକୁ ହତ୍ୟା କରି ନିଜକୁ ଗୁଳିକଲେ ACP

ଗାଇକ୍ୱାଡ଼ଙ୍କ ପୋଷ୍ଟିଂ ଅମରାବତୀରେ ହୋଇଥିଲା । ସେହିଦିନ ସେ ଘରକୁ ଆସିଥିଲେ ।

crime
ନିଜ ହାତରେ ଘର ଉଜାଡ଼ିଦେଲା : ପୁଅ ଓ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

ଭଦ୍ରକ ଭଣ୍ଡାରୀପୋଖରୀ ଥାନା କୁଶଗଡ଼ିଆରେ ମାଆ ପୁଅଙ୍କୁ ହତ୍ୟା ଅଭିଯୋଗ । ଭଡ଼ା ଘରୁ ମାଆ ଓ ୫ ବର୍ଷୀୟ ପୁଅର ମୃତଦେହ ଉଦ୍ଧାର ହୋଇଛି।

woman watched Crime Patrol to plan murder of boyfriend
ଖୁଲାସା ! ‘କ୍ରାଇମ ଶୋ’ ଦେଖି ସାପ ଚୋଟରେ ପ୍ରେମିକର ଜୀବନ ନେଲା ପ୍ରେମିକା

କ୍ରାଇମ୍‌ ଶୋ’ ‘କ୍ରାଇମ୍‌ ପାଟ୍ରୋଲ’ର ଏପିସୋଡ୍‌ ଦେଖି ପ୍ରେମିକର ଜୀବନ ନେଲା ପ୍ରେମିକା। ହେଲେ ଘଟଣାର ପର୍ଦ୍ଦାଫାସ ସେତେବେଳେ ହୋଇଥିଲା ଯେତେବେଳେ ଯୁବତୀ ଜଣକ ପ୍ରେମିକର ହତ୍ୟା ପାଇଁ ସାହାଯ୍ୟ ନେଇଥିବା ସାପୁଆ କେଳାକୁ ପୋଲିସ୍‌ ପଚରାଉଚରା କରିଥିଲା।

Crime
ନୃଶଂସ ବାପା ! ପତ୍ନୀଙ୍କୁ ପିଟୁଥିଲା, ପୁଅ ଅଟକାଇବାରୁ ତାକୁ ମାରିଦେଲା..

ମାଆକୁ ମାଡ ମାରିବାରୁ ବାପାକୁ ବିରୋଧ କରୁଥିଲା ପୁଅ । ବାପାର ତେଣ୍ଟା ମାଡରେ ପୁଅର ମୃତ୍ୟୁ ।

murder
ନାଗ ସାପ କାମୁଡ଼ାଇ ପ୍ରେମିକକୁ ମାରିଲା ପ୍ରେମିକା, ଏବେ ନୂଆ ବୟଫ୍ରେଣ୍ଡ୍‌ ସହ ନେପାଳ ଛୁ

ପ୍ରେମିକାର ବିଷଧର ଷଡ଼ଯନ୍ତ୍ର । ପୋଲିସ୍‌ର ବି ମୁଣ୍ଡ ଘୁରାଇଦେଲା । ପ୍ରେମିକକୁ ରାସ୍ତାରୁ ହଟାଇବାକୁ ଅମାନୁଷିକ କାଣ୍ଡ ।

crime
ବାପା ସହ ଶତ୍ରୁତା : ତିନି ନିରୀହଙ୍କ ଉପରେ ଗାଡ଼ି ଚଢ଼ାଇଦେଲା କାର୍‌ ଚାଳକ

କେତେ ନିର୍ଦ୍ଦୟ ... ବାପା ସହ ଶତ୍ରୁତା ଥିବାରୁ ପିଲାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲା..

Gunman kills man in front of fiancee then commits suicide
VIDEO: ଭାବୀ ସ୍ତ୍ରୀ ସାମ୍ନାରେ ଯୁବକଙ୍କୁ ହତ୍ୟା, ପରେ ନିଜେ ଆତ୍ମହତ୍ୟା କଲା ଆକ୍ରମଣକାରୀ...

ଭାବୀ ସ୍ତ୍ରୀ ସାମ୍ନାରେ ଯୁବକଙ୍କୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କଲା ଆକ୍ରମଣକାରୀ। ହତ୍ୟା ପରେ ନିଜ ମୁଣ୍ଡରେ ନିଜେ ବନ୍ଧୁକ ଲଗାଇ ଗୁଳି କରି ନିଜର ଜୀବନ ମଧ୍ୟ ନେବାକୁ ପଛାଇଲା ନାହିଁ।

Son Killed Parents
ନୃଶଂସ ପୁଅ !! ବାପାମାଆଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାଡ଼ି ଫେରାର ହୋଇଗଲା

ବାପାମାଆଙ୍କୁ ଜୀବନରୁ ଶେଷ କରିଦେଲା ନୃଶଂସ ପୁଅ । ତାଙ୍କୁ ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଗଲା ।

Crime
ନିଶା ଛାରଖାର କରିଦେଲା ପରିବାର, ପତ୍ନୀ-ଦୁଇ କୁନି ଝିଅଙ୍କୁ ପଥରରେ ଛେଚି ମାରିଦେଲା ବାପା...

ଅଭିଯୁକ୍ତ ଜଣକ ହେଲା ଦେବେନ୍ଦ୍ର ବିଶ୍ୱକର୍ମା । ସେ ନିୟମିତ ଭାବେ ମଦ ଓ ଗ୍ରଗ୍ସ ସେବନ କରେ । ୨୪ ଘଣ୍ଟା ସେ ନିଶାରେ ଥାଏ । ଯାହାଫଳରେ ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ ।