• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Indian Railways

Indian Railway
ଟେଣ୍ଡର ବ୍ୟବସ୍ଥାରେ ପରିବର୍ତ୍ତନ; ଟ୍ରେନ୍‌କୁ ଆସିବନି ଖରାପ ଖାଦ୍ୟ, ମିଳିବନି ମଇଳା ବେଡସିଟ୍‌

ରେଳବାଇର ନୂତନ ନିୟମ ଅନୁସାରେ ଦିଆଯାଉଥିବା ଏହି ଟେଣ୍ଡରର ଅବଧିକୁ ଖସାଇ ଦିଆଯାଇଛି । ଟ୍ରେନରେ କ୍ୟାଟେରିଂ ଏବଂ ବେଡ୍ କମ୍ବଳ ଯୋଗାଣ ପାଇଁ ଟେଣ୍ଡର ୬ ମାସ ପାଇଁ କରାଯାଇଛି ।

Cuttack Railway Station
ଫରେନ୍‌ ଫରେନ୍‌ ଭଳି ଲାଗିବ କଟକ ରେଳ ଷ୍ଟେସନ୍‌

କଟକ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

Rosaline Arokia Mary
ଭାରତୀୟ ରେଳରୁ ୧ କୋଟିର ଜରିମାନା ଆଦାୟ କରିଦେଲେ ଏହି ଅଫିସର

ରୋଜାଲିନ ଆରୋକିଆ ମେରି ଦକ୍ଷିଣ ରେଳବାଇରେ ମୁଖ୍ୟ ଟିକେଟ୍ ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ୧କୋଟି ଜୋରିମାନା ସଂଗ୍ରହ କରିଥିବା ରେଳବାଇର ପ୍ରଥମ ଟିକେଟ୍ ଚେକର କର୍ମଚାରୀ ଭାବରେ ସେ ବେଶ୍‌ ଜଣାଶୁଣା । ରେଳ ମନ୍ତ୍ରଣାଳୟର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ମେରିଙ୍କ କିଛି ଫଟୋ ସେୟାର କରାଯାଇଛି । ଯେଉଁ ସମୟରେ ସେ ଯାତ୍ରୀଙ୍କ ଟିକେଟ୍ ଯାଞ୍ଚ କରୁଥିବା ସହ ଜରିମାନା ମଧ୍ୟ ଆଦାୟ କରୁଥିବା ଦେଖିବାକୁ ମିଳିଛି

Indian Railways Lowers Fare Of AC-3 Tier Economy Ticket
ଯାତ୍ରୀଙ୍କ ପାଇଁ ଖୁସି ଖବର ! କମିଲା ଏସି କୋଚ୍‌ ଭଡ଼ା, ଜାଣନ୍ତୁ ପୁରା ଘଟଣା...

ଏଣିକି ଆହୁରି ଶସ୍ତାରେ ଆପଣ ଏସି କୋଚ୍‌ରେ ଯାତ୍ରା କରିପାରିବେ। ଏସି-୩ ଟାୟର ଇକୋନୋମି କ୍ଲାସ୍‌ ଟିକେଟ୍‌ ଦାମ୍‌ ହ୍ରାସ ଲାଗି ରେଳ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି।

 Railway Station
ରେଳ ଷ୍ଟେସନରେ ଖାଇବା, ପିଇବା ସବୁ କିଛି ମାଗଣା !! ଦେଖାଇବାକୁ ହେବ ଏହି କ୍ରେଡିଟ୍‌ କାର୍ଡ

କେଉଁ କ୍ରେଡିଟ୍‌ କାର୍ଡ ଦେଖାଇଲେ ରେଳ ଷ୍ଟେସନରେ ମିଳିବ ମାଗଣା ଖାଇବା . . ଦେଖି ନିଅନ୍ତୁ ତାଲିକା

Train X
ଟ୍ରେନ ପଛରେ କାହିଁକି ରହିଥାଏ ‘X’ ଚିହ୍ନ ? କ’ଣ ଏହାର କାରଣ ? ଜାଣନ୍ତୁ...

ରେଳ ମନ୍ତ୍ରାଳୟ ପକ୍ଷରୁ ନିକଟରେ ଏକ ଟ୍ୱିଟ୍‌ କରାଯାଇଥିଲା । ଯେଉଁଥିରେ ଏହି ‘X’ବିଷୟରେ କୁହାଯାଇଛି । ଏହି ବିରାଟ ‘X’ ବା ଛକ ଚିହ୍ନ ବିଷୟରେ ଜାଣିବା ପରେ ଆପଣ ବି ତାଜୁବ ହେବେ । 

End of VVIP culture, Ashwini Vaishnaw orders removal of bell used to call peons in offices
ରେଳ ମନ୍ତ୍ରାଳୟରୁ ହଟିବ VVIP ସଂସ୍କୃତି: ଅଫିସରଙ୍କ ଟେବୁଲ୍‌ରେ ଆଉ ରହିବନି କଲିଂବେଲ୍ 

ରେଳ ମନ୍ତ୍ରାଳୟରୁ ହଟିବାକୁ ଯାଉଛି ଭିଭିଆଇପି ସଂସ୍କୃତି। ବିଭାଗର କୌଣସି ଅଧିକାରୀଙ୍କ ଅଫିସ ଟେବୁଲ୍‌ ଉପରେ ଆଉ କଲିଂବେଲ୍ ବା ଘଣ୍ଟି ରହିବନି।

Railway
ରେଳ ଟ୍ରାକ୍‌ରେ କାହିଁକି ବିଛାଯାଏ ପଥର ? ଜାଣନ୍ତୁ…

ଜାଣିଛନ୍ତି କି, ରେଳ ଧାରଣା ୩ଟି ଲେୟାର ରହିଥାଏ

IRCTC’s WhatsApp service
ରେଳରେ ମିଳିବ ଭୂରି ଭୋଜନ, ହ୍ୱାଟ୍ସଆପ୍‌ରେ ଖାଦ୍ୟ ଅର୍ଡର କରିପାରିବେ ଯାତ୍ରୀ...ଜାଣନ୍ତୁ ନମ୍ବର 

ଏହି ନମ୍ବର ଜରିଆରେ ଯାତ୍ରୀମାନେ ହ୍ୱାଟ୍ସଆପ୍ ମାଧ୍ୟମରେ ଖାଦ୍ୟ ଅର୍ଡର କରିପାରିବେ

How the tragic incident could have been averted
ରେଳ ମନ୍ତ୍ରଣାଳୟ ପାଇଁ ନୂଆ ଶିକ୍ଷା କୋରେଇ ଟ୍ରାଜେଡି

କୋରେଇ ଟ୍ରେନ୍ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ କମିଶନର ଅଫ୍ ରେଲେଓ୍ବ ସେଫ୍ଟି- ସିଆର୍‌ଏସ୍‌ଙ୍କୁ ଦିଆଯାଇଛି। 

TTE Pushes Army Man From Moving Train For Ticket
ଟିକେଟ୍‌ ପାଇଁ ଚଳନ୍ତା ଟ୍ରେନ୍‌ରୁ ଯବାନଙ୍କୁ ଠେଲି ଦେଲେ ଟିଟିଇ, କଟାଗଲା ଗୋଡ଼

ଟିକେଟ୍‌କୁ ନେଇ ଯବାନ ଓ TTEଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ଚଳନ୍ତା ଟ୍ରେନ୍‌ରୁ ଟିଟିଇ, ଯବାନଙ୍କୁ ଠେଲି ଦେଇଥିଲେ।

General tickets can be booked from 20 km away
ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: ଜେନେରାଲ ଟିକେଟ୍ ବୁକିଂ ହେଲା ସହଜ

ଆଉ ୫ କିମି ଦୂରରୁ ନୁହେଁ ୨୦କିମି ଦୂରରୁ କରିପାରିବେ ଜେନେରାଲ୍ ଟିକେଟ୍ ବୁକିଂ। ଭାରତୀୟ ରେଳ ମନ୍ତ୍ରଣାଳୟ ଘୋଷଣା କରିଛି ଏମିତି ସୁବିଧା। ଜାଣନ୍ତୁ କିପରି ପାଇବେ ଏହି ସୁବିଧା।

Indian Railways
ରାତିରେ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି କି ? ମାନନ୍ତୁ, ଏହି ନୂଆ ନିୟମ...ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି

ଯଦି ଆପଣ ରାତିରେ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି ତେବେ ଆପଣ ମାନିନିଅନ୍ତୁ ଏହି ସବୁ ନିୟମ। ନହେଲେ ହଇରାଣରେ ପଡିବେ ଆପଣ

IRCTC Announces New Guidelines For Passengers
ରାତିରେ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି କି ? ମାନନ୍ତୁ, ଏହି ନୂଆ ନିୟମ...ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି

ଟ୍ରେନ୍‌ରେ କୌଣସି ଦୂର ସ୍ଥାନକୁ ଯାତ୍ରା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଯାତ୍ରା ପୂର୍ବରୁ ରେଲ୍‌ୱେର ଏହି ନୂଆ ନିୟମ ଉପରେ ନିଶ୍ଚିତ ଭାବେ ଧ୍ୟାନ ଦିଅନ୍ତୁ। ନଚେତ୍‌ ଆପଣ ଅସୁବିଧାରେ ପଡ଼ିପାରନ୍ତି। 

Hydrogen-powered train to be ready in India by 2023
୨୦୨୩ ରେ ଦେଶରେ ଗଡ଼ିବ ହାଇଡ୍ରୋଜେନ୍ ଟ୍ରେନ୍

୨୦୨୩  ମସିହାରେ ଦେଶରେ ଗଡ଼ିବ ହାଇଡ୍ରୋଜେନ୍ ଟ୍ରେନ୍ ଅର୍ଥାତ୍ ହାଇଡ୍ରୋଜେନ୍ ଇନ୍ଧନରେ ଚାଲିବ ଟ୍ରେନ୍। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଭାରତରେ ଏହି ଟ୍ରେନ୍ ନିର୍ମାଣ ହେଉଛି। 

 Indian Railway's New Rules
ବିଳମ୍ବରେ ଟ୍ରେନ୍‌ ପହଞ୍ଚିଲେ, ଯାତ୍ରୀଙ୍କୁ ମାଗଣାରେ ମିଳିବ ଖାଇବା

ଆଇଆରସିଟିର ସ୍ୱତନ୍ତ୍ର ବ୍ୟବସ୍ଥା ଉପରେ ନଜର ପକାନ୍ତୁ . .

train gets cancelled then Indian railways books cab for student read full story here
ଟ୍ରେନ୍‌ ମିସ୍‌ ହେବାରୁ ଛାତ୍ରଙ୍କ ପାଇଁ କ୍ୟାବ୍‌ ବୁକ୍‌ କଲା ରେଳ ବିଭାଗ

ଛାତ୍ରଙ୍କ ପାଇଁ କ୍ୟାବ୍‌ ବୁକ୍‌ କଲା ରେଳ ବିଭାଗ...ହେଲେ କାହିଁକି ?

Passenger Raises 'train Hijack' Alarm On Twitter; Railways Clarify 'it's Diverted'
ଷ୍ଟେସନରେ ଟ୍ରେନ ହାଇଜ୍ୟାକ ! ଆତଙ୍କିତ ଅବସ୍ଥାରେ ଯାତ୍ରୀ

ଟ୍ରେନ ହାଇଜ୍ୟାକ ଖବର ପାଇଁ ଡାଇଭର୍ଟ ହେଲା ଟ୍ରେନ୍‌...

Special Story | Indian Railways to call passengers before their arrival station - OTV report
ଟ୍ରେନ ଯାତ୍ରୀଙ୍କ ପାଇଁ ବଡ଼ ସୂଚନା...ଏଣିକି ଷ୍ଟେସନ ଆସିବାର ୨୦ ମିନିଟ୍‌ ପୂର୍ବରୁ ମୋବାଇଲକୁ ଆସିବ ଫୋନ୍‌....

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ଖବର। ଏଣିକି ଆପଣ ଓହ୍ଲାଇବାକୁ ଥିବା ଷ୍ଟେସନ୍‌ର ୨୦ ମିନିଟ୍‌ ପୂର୍ବରୁ ଆପଣଙ୍କୁ ଆସିବ ଫୋନ୍‌ କଲ। ଆଉ ମିସ୍‌ ହେବନି ଷ୍ଟେସନ, ନଷ୍ଟ ହେବନି ସମୟ। ଜାଣନ୍ତୁ କେମିତି ଓ କେବେଠୁ ଉପଲବ୍ଧ ହେବ ଏଇ ସୁବିଧା....

Indian Railways to begin Wakeup Call-Destination Alert Facility
ଏଣିକି ଟ୍ରେନ୍‌ରେ ନିଦ ଲାଗିଲେ ବି ମିସ୍‌ ହେବନି ଷ୍ଟେସନ୍

ଭାରତୀୟ ରେଲୱେ ପକ୍ଷରୁ ଟ୍ରେନ୍‌ ସେବାରେ ଏକ ନୂଆ ସର୍ଭିସ ଉପଲବ୍ଧ କରାଯାଇଛି । ଯେଉଁଥିରେ ଷ୍ଟେସନ୍ ଛାଡିବାର ପ୍ରାୟ ୨୦ ମିନିଟ୍ ପୂର୍ବରୁ ହିଁ ରେଲୱେ ଆପଣଙ୍କୁ ଗଭୀର ନିଦରୁ ଉଠାଇଦେବ ।

Indian Railways Big Decision
ବଡ଼ ନିଷ୍ପତ୍ତି ନେଲା ରେଲ୍‌ୱେ: ଏଣିକି ଟିକେଟ୍‌ ବୁକିଂ ବେଳେ ଯାତ୍ରୀଙ୍କୁ ମିଳିବ ଆଶ୍ୱସ୍ତି

ଟିକେଟ୍‌ ବୁକିଂକୁ ନେଇ ଭାରତୀୟ ରେଳ ବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଟିକେଟ୍‌ ବୁକିଂ କରିବା ସମୟରେ ଯାତ୍ରୀଙ୍କୁ ଆଉ ଡେଷ୍ଟିନେସନ୍‌ ଆଡ୍ରେସ୍‌ ଦେବାକୁ ପଡ଼ିବ ନାହିଁ।

Indian Railways
ଖୁସି ଖବର: ଏଣିକି ପୂର୍ବଭଳି ଟ୍ରେନ୍‌ରେ ଯାତ୍ରୀଙ୍କୁ ମିଳିବ କମ୍ବଳ, ଚଦର

ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏଣିକି ପୂର୍ବଭଳି ଯାତ୍ରୀଙ୍କୁ ଏସି କୋଚ୍‌ରେ କମ୍ବଳ ଏବଂ ଚଦର ମିଳିବ। ଭାରତୀୟ ରେଲ୍‌ୱେ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି।

Indian Railways
ବିନା କାରଣରେ ଟ୍ରେନ୍‌ରେ ଚେନ୍‌ ପୁଲିଂ କରୁଛନ୍ତି କି ? ପଡ଼ିପାରନ୍ତି ଏହି ସମସ୍ୟାରେ...

ବିନା କାରଣରେ ଆପଣ ଟ୍ରେନ୍‌ରେ ଚେନ୍‌ ପୁଲିଂ କରୁଛନ୍ତି, ତା’ହେଲେ ଏହାକୁ ବହୁତ ବଡ଼ ଅପରାଧ ବୋଲି ଧରି ନିଆଯାଇଥାଏ। କେବଳ ଜରୁରୀକାଳୀନ ପରିସ୍ଥିତିରେ ଟ୍ରେନ୍‌ରେ ଚେନ୍‌ ପୁଲିଂ କରାଯାଇଥାଏ। 

Train Accident
ବାରମ୍ବାର ଟ୍ରେନ୍‌ ଦୁର୍ଘଟଣା, ହେଲେ କାହିଁକି ? ୨୦୨୦ରେ ଯାଇଛି ୧୨ ହଜାର ଜୀବନ

ସାମାନ୍ୟ ଅସାବଧାନତା ଯୋଗୁଁ ଅକାଳରେ ଝଡ଼ି ଯାଉଛି ଜୀବନ । ୨୦୨୦ରେ ସାରା ଦେଶରେ ୧୩ ହଜାରରୁ ଅଧିକ ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଆଉ ଏହି ଦୁର୍ଘଟଣାଗୁଡ଼ିକରେ ପ୍ରାୟ ୧୨୦୦୦ ଲୋକ ପ୍ରାଣ ହରାଇଥିଲେ ।