ଆଇଆରସିଟିର ସ୍ୱତନ୍ତ୍ର ବ୍ୟବସ୍ଥା ଉପରେ ନଜର ପକାନ୍ତୁ . .
ଛାତ୍ରଙ୍କ ପାଇଁ କ୍ୟାବ୍ ବୁକ୍ କଲା ରେଳ ବିଭାଗ...ହେଲେ କାହିଁକି ?
ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ଖବର। ଏଣିକି ଆପଣ ଓହ୍ଲାଇବାକୁ ଥିବା ଷ୍ଟେସନ୍ର ୨୦ ମିନିଟ୍ ପୂର୍ବରୁ ଆପଣଙ୍କୁ ଆସିବ ଫୋନ୍ କଲ। ଆଉ ମିସ୍ ହେବନି ଷ୍ଟେସନ, ନଷ୍ଟ ହେବନି ସମୟ। ଜାଣନ୍ତୁ କେମିତି ଓ କେବେଠୁ ଉପଲବ୍ଧ ହେବ ଏଇ ସୁବିଧା....
ଭାରତୀୟ ରେଲୱେ ପକ୍ଷରୁ ଟ୍ରେନ୍ ସେବାରେ ଏକ ନୂଆ ସର୍ଭିସ ଉପଲବ୍ଧ କରାଯାଇଛି । ଯେଉଁଥିରେ ଷ୍ଟେସନ୍ ଛାଡିବାର ପ୍ରାୟ ୨୦ ମିନିଟ୍ ପୂର୍ବରୁ ହିଁ ରେଲୱେ ଆପଣଙ୍କୁ ଗଭୀର ନିଦରୁ ଉଠାଇଦେବ ।
ଟିକେଟ୍ ବୁକିଂକୁ ନେଇ ଭାରତୀୟ ରେଳ ବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଟିକେଟ୍ ବୁକିଂ କରିବା ସମୟରେ ଯାତ୍ରୀଙ୍କୁ ଆଉ ଡେଷ୍ଟିନେସନ୍ ଆଡ୍ରେସ୍ ଦେବାକୁ ପଡ଼ିବ ନାହିଁ।
ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏଣିକି ପୂର୍ବଭଳି ଯାତ୍ରୀଙ୍କୁ ଏସି କୋଚ୍ରେ କମ୍ବଳ ଏବଂ ଚଦର ମିଳିବ। ଭାରତୀୟ ରେଲ୍ୱେ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି।
ବିନା କାରଣରେ ଆପଣ ଟ୍ରେନ୍ରେ ଚେନ୍ ପୁଲିଂ କରୁଛନ୍ତି, ତା’ହେଲେ ଏହାକୁ ବହୁତ ବଡ଼ ଅପରାଧ ବୋଲି ଧରି ନିଆଯାଇଥାଏ। କେବଳ ଜରୁରୀକାଳୀନ ପରିସ୍ଥିତିରେ ଟ୍ରେନ୍ରେ ଚେନ୍ ପୁଲିଂ କରାଯାଇଥାଏ।
ସାମାନ୍ୟ ଅସାବଧାନତା ଯୋଗୁଁ ଅକାଳରେ ଝଡ଼ି ଯାଉଛି ଜୀବନ । ୨୦୨୦ରେ ସାରା ଦେଶରେ ୧୩ ହଜାରରୁ ଅଧିକ ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଆଉ ଏହି ଦୁର୍ଘଟଣାଗୁଡ଼ିକରେ ପ୍ରାୟ ୧୨୦୦୦ ଲୋକ ପ୍ରାଣ ହରାଇଥିଲେ ।
ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପରେ କେଁ, କେବେ ରେଳପଥରେ ଯୋଡ଼ି ହେବ ପୂର୍ବ-ପଶ୍ଚିମ ଓଡ଼ିଶା ?
ବଦଳିଲା ୱେଟର୍ସଙ୍କ ଡ୍ରେସକୋଡ୍ । ରାମାୟଣ ଏକ୍ସପ୍ରେସ ୱେଟର୍ସଙ୍କ ଡ୍ରେସକୋଡ୍ ବଦଳିଲା । ପୂର୍ବ ପୋଷାକକୁ ନେଇ ଆପତ୍ତି ଉଠାଇଥିଲେ ସାଧୁସନ୍ଥ
ଦିନକୁ ଦିନ ଗୁଟଖା ଖିଆ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯେଉଁଠି ନାହିଁ ସେଇଟି ସେମାନେ ଛେପ ପକାଇ ପରିବେଶକୁ ଆବର୍ଜନା କରୁଛନ୍ତି। ବାରମ୍ବାର ସଚେତନତା ପରେ ବି ସେମାନେ ସୁଧୁରିବାରେ ନା ଧରୁନାହାନ୍ତି
ନିର୍ମାଣ ହେଉଛି ଭାରତର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସି ବ୍ରିଜ୍ । କେନ୍ଦ୍ରମନ୍ତ୍ରୀ ଅଶ୍ୱୀନି ବୈଷ୍ଣବ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ୫୦୦ ଟଙ୍କା ଜରିମାନା । ଆଗାମୀ ୬ ମାସ ପର୍ଯ୍ୟନ୍ତ ଷ୍ଟେସନ୍ରେ ଲାଗୁ ହେବ ଏହି ନିୟମ । କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଷ୍ଟେସନ୍ ଓ ଟ୍ରେନ୍ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ରେଳ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।
ଦକ୍ଷିଣ-ପଶ୍ଚିମ ରେଲୱେ ଆପ୍ରେଣ୍ଟିସ୍ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଅଫିସିଆଲ୍ ୱେବସାଇଟ୍ www.rrchubli.in ମାଧ୍ୟମରେ ଆବେଦନ କରିପାରିବେ।
ବିଶ୍ୱସ୍ତରୀୟ ହେବ ରାଜଧାନୀ ଦିଲ୍ଲୀର ରେଳ ଷ୍ଟେସନ୍ । ଭାରତୀୟ ରେଳ (Indian Railways) ପକ୍ଷରୁ ପ୍ରମୁଖ ରେଳ ଷ୍ଟେସନ ଗୁଡ଼ିକୁ ପୁନଃବିକାଶ କାମ ଆରମ୍ଭ ହୋଇଛି । ବିଶ୍ୱସ୍ତରୀୟ ସମସ୍ତ ସୁବିଧା ସହିତ ସୌନ୍ଦର୍ଯ୍ୟକରଣ ପାଇଁ କାର୍ଯ୍ୟ ଚାଲିଛି ।
ଏହି କୋଚ୍ରେ ଆରାମଦାୟକ ଯାତ୍ରା ସହ ପ୍ରଶସ୍ତ ଝରକା ଏବଂ ଅତ୍ୟାଧୁନିକ ଆଭ୍ୟନ୍ତରୀଣ ସୁବିଧା ପ୍ରଦାନ କରାଯାଇଛି। ଯାତ୍ରୀଙ୍କୁ ଉନ୍ନତ ତଥା ସୁଖଦ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବା ରେଳମନ୍ତ୍ରାଳୟର ମୂଳ ଉଦ୍ଦେଶ୍ୟ ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି। କିଛି ଦିନ ତଳେ ହୀରାଖଣ୍ଡ ଏକ୍ସପ୍ରେସରେ ଯାତ୍ରା କରିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ବହୁ ସମୟରେ ନିୟମରେ ପରିବର୍ତ୍ତନ ମଧ୍ୟ କରାଯାଇଥାଏ। ଯଦି କୌଣସି କାରଣରୁ ଆପଣଙ୍କର ଯାତ୍ରା ତାରିଖ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ ନୂଆ ରେଳ ନିୟମ ଅନୁଯାୟୀ, ନିଶ୍ଚିତ/ଆରଏସି/ ଅପେକ୍ଷା ତାଲିକା ଟିକେଟକୁ ବାତିଲ୍ ନକରି, ତାରିଖ ପରିବର୍ତ୍ତନ କରି ଯାତ୍ରାକୁ ସମ୍ପୂର୍ଣ୍ଣ କରନ୍ତୁ। କିନ୍ତୁ ଏହି ସୁବିଧା କେବଳ ଥରେ ହିଁ ଉପଲବ୍ଧ।
ସରକାରୀ ଚାକିରି ଆଶାୟୀଙ୍କ ଲାଗି ବଡ଼ ଖବର। ରେଳମନ୍ତ୍ରଣାଳ ପକ୍ଷରୁ ଚାକିରି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। କୋଙ୍କଣ ରେଳ ନିଗମ ଲିମିଟେଡ୍ (KRCL) ବୈଷିୟିକ ସହାୟକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚୁକ୍ତିନାମା ଅନୁଯାୟୀ ଏହି ପଦବୀରେ ନିଯୁକ୍ତି କରାଯିବ। ଏହି ପଦବୀରେ ନିଯୁକ୍ତ ହେବା ଲାଗି ଇଚ୍ଛୁକ ଥିବା ଆଶାୟୀମାନେ ସାକ୍ଷାତ୍କାରରେ ଉପସ୍ଥିତ ରହି ଇଂଟରଭ୍ୟୁ ଦେବା ଲାଗି କୁହାଯାଇଛି
ଆପ୍ରେଣ୍ଟିସ୍ ପଦବୀ ନିଯୁକ୍ତି ପାଇଁ ଉତ୍ତର କେନ୍ଦ୍ରୀୟ ରେଳବାଇ ବିଜ୍ଞପ୍ତି ଜାରି କରିଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଉତ୍ତର କେନ୍ଦ୍ରୀୟ ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯଥା RRC / NCR Prayagraj, rrcpryj.org କୁ ଯାଇ ଆବେଦନ କରିପାରିବେ ।ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଆବେଦନ କରିବାର ଏହା ଏକ ବଡ଼ ସୁଯୋଗ ।
ସେପ୍ଟେମ୍ବରରେ ଚାଲିବ ସ୍ୱତନ୍ତ୍ର ଟ୍ରେନ। ସ୍ୱତନ୍ତ୍ର ଭାବେ ତୀର୍ଥଯାତ୍ରୀଙ୍କ ପାଇଁ ଏହି ଟ୍ରେନ ଗଡ଼ିବ। ପିତୃପକ୍ଷ ସମୟରେ ତୀର୍ଥ ଯାତ୍ରୀଙ୍କ ଯାତାୟାତ ସୁବିଧା ଯୋଗାଇ ଦେବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ଏହି ପିଲଗ୍ରୀମ ସ୍ପେଶାଲ ଟୁରିଷ୍ଟ ଟ୍ରେନ ସେପ୍ଟେମ୍ବର ୨୫ରୁ ସିକନ୍ଦରାବାଦରୁ ଛାଡିବ।
ନୂଆ ରୂପରେ ଗୁଜରାଟର ଗାନ୍ଧିନଗର ଷ୍ଟେସନ । ପଞ୍ଚତାରକା ହୋଟେଲ ଢାଞ୍ଚାରେ ପୁରା ଷ୍ଟେସନ । ବିମାନବନ୍ଦର ଭଳି ଯାତ୍ରୀଙ୍କୁ ମିଳିବ ସୁବିଧା । ୭୯୦ କୋଟି ଟଙ୍କା ବ୍ୟୟ ଅଟକଳରେ ଗାନ୍ଧିନଗର ଷ୍ଟେସନର ନବୀକରଣ କରାଯାଇଛି ।
ଭୁବନେଶ୍ୱର: ଟିଟିଲାଗଡ଼ ଷ୍ଟେସନରୁ ବିନା ଇଞ୍ଜିନରେ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସର ୨୨ଟି ବଗି ୧୫ କିଲୋମିଟର ଗଡ଼ିଯିବା ଘଟଣାରେ ତଦନ୍ତ ଚାଲିଛି। ଏହି ଘଟଣାରେ ପୂର୍ବରୁ ୭ଜଣ ରେଲ୍ୱେ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଆଉ ୨ଜଣ ଅଧିକାରୀ ମଧ୍ୟ କର୍ତ୍ତବ୍ୟରେ ଅବହେଳା କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସମ୍ବଲପୁର ଡିଆର୍ଏମ୍ କହିଛନ୍ତି। ସେମାନେ ହେଲେ ଟିଟିଲାଗଡ଼ ଷ୍ଟେସନ୍ ମ୍ୟାନେଜର୍ ଏସ୍. କେ. ମହନ୍ତ ଓ ମେକାନିକାଲ ଜୁନିୟର ଇଂଜିନିୟର ଏସ୍. ନାୟକ। ସେହି ଦୁଇ […]
ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା ପାଇଁ ବର୍ତ୍ତମାନ ଆଉ ଗୋଟିଏ ଆଇଡ଼ିରୁ ଅଧିକ ଥର ଇ-ଟିକେଟ୍ ବୁକିଂ ହୋଇପାରିବନି। ଯଦି ଗୋଟିଏ ଆଇଡ଼ିରୁ ବାରମ୍ବାର ଟିକେଟ୍ ବୁକିଂ କରାଯାଏ ତେବେ ଉକ୍ତ ଆଇଡ଼ିକୁ ରେଲୱେ ପକ୍ଷରୁ ବ୍ଲକ୍ କରି ଦିଆଯିବ। ଫଳରେ ଟିକେଟ୍ ବୁକିଂ ପାଇଁ ଦଲାଲ କରୁଥିବା ନେଟୱର୍କର ଅବସାନ ଘଟିବା ସହ ଯାତ୍ରୀମାନଙ୍କୁ ସୁବିଧା ହେବବୋଲି ରେଳ ବିଭାଗ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗୋଟିଏ ଆଇଡ଼ିରୁ ଅଧିକତର ଟିକେଟ୍ ବୁକିଂ କରାଯାଇ ଏହାର ଦୁରୂପଯୋଗ କରାଯାଉଛି […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର। ଟ୍ରେନରେ ଯାତ୍ରା ପାଇଁ ଯଦି ଟିକେଟ୍ କନଫର୍ମ ହୋଇଛି, ମାତ୍ର କୌଣସି କାରଣ ଯୋଗୁଁ ହଠାତ୍ ପ୍ଲାନରେ ପରିବର୍ତ୍ତନ ହୋଇଗଲା ତେବେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। କାରଣ ଟିକେଟର ଏହି ମୂଲ୍ୟ ଫେରାଇବା ପାଇଁ ଭାରତୀୟ ରେଳ ବିଭାଗ ଏକ ନୂଆ ନିୟମ ଆଣିଛି। ଭାରତୀୟ ରେଳ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁସାରେ, ‘ଜଣଙ୍କ ନାଁ ରେ […]