OPSC ପାଇଁ ଆୟୁର୍ବେଦିକ ମେଡିକାଲ୍ ଅଫିସର ପଦବୀରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମୋଟ ୧୧୬ ଟି ପଦବୀ ପୂରଣ ହେବ। ଆବେଦନ କରିବାକୁ ଚାହୁଁଥିଲେ ଏହି ଖବରଟିକୁ ଭଲ ଭାବେ ପଢି ନିଅନ୍ତୁ।
RBI ରେ ସରକାରୀ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ବିଜ୍ଞପ୍ତି ବାହାରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୯୧ଟି ପଦବୀ ପୂରଣ ହେବ। ଚୟନ ପ୍ରାର୍ଥୀ ମାସକୁ ମୂଳ ଦରମା ସହ ପାଖାପାଖି ୧.୧୬ଲକ୍ଷ ଟଙ୍କା ପାଇବେ।
ଦ୍ୱାଦଶ ପରେ କ’ଣ କରିବା? ଦ୍ୱାଦଶ ପାଶ୍ ପରେ ଏହି ପ୍ରଶ୍ନ ନିଶ୍ଚିତ ଭାବରେ ପ୍ରତ୍ୟେକ ଛାତ୍ରଙ୍କ ମନରେ ଆସେ। ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ, ଟେକ୍ନୋଲୋଜି କ୍ଷେତ୍ରରେ କ୍ୟାରିୟର କରିବା ଏକ ଉତ୍ତମ ବିକଳ୍ପ ବୋଲି ପ୍ରମାଣିତ ହେବ। ଆସନ୍ତୁ ସେ ବିଷୟରେ ପୂରା ଜାଣିନେବା।
ବ୍ୟାଙ୍କ୍ ଅଫ୍ ବରୋଦା(BOB) ନିୟମିତ ଭାବରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଅନେକଗୁଡିଏ ପଦବୀ ପୂରଣ ହେବ। ଚୟନ ପ୍ରାର୍ଥୀ ମାସକୁ ସର୍ବାଧିକ ୮୯, ୮୯୦ ଟଙ୍କା ପାଇବେ।
NTRO ଆନାଲିଷ୍ଟ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଗ୍ରାଜୁଏସନ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ। ଚୟନ ହେଲେ ମାସକୁ ୧.୪୨ ଲକ୍ଷ ଉପରେ ଦରମା ମିଳିବ।
AICTE ବିଭିନ୍ନ ଅଣ-ଶିକ୍ଷାଦାନ କ୍ଷେତ୍ରରେ ନିଯୁକ୍ତି ପାଇଁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାନ୍ତି ସେମାନେ ଏହା ସମ୍ବନ୍ଧୀୟ ତଥ୍ୟ ଉପରେ ନଜର ପକେଇ ନିଅନ୍ତୁ।
MPHW ପଦବୀରେ ନିଯୁକ୍ତି ପାଇଁ କାର୍ଯ୍ୟକ୍ଷମ ହୋଇଛି ଅନ୍ଲାଇନ୍ ପ୍ରକ୍ରିୟା। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀଙ୍କର ମୋଟ ୨୭୫୩ ପଦବୀ ପୂରଣ ହେବ। ଦରମା ୬୯ ହଜାର।
OPSC ଆୟୁର୍ବେଦିକ ମେଡିକାଲ୍ ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଓଡିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଗ୍ରୁପ୍ ବି ବର୍ଗ ଅଧୀନରେ ଏହି ନିଯୁକ୍ତି ମିଳିବ। ଦରମା ୪୪ ହଜାରେ ଟଙ୍କା ପରେ।
ଯେଉଁମାନେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତାଙ୍କୁ ଏହି ଖବର ଖୁସି ଦେବ। କାରଣ ଏମିତି ଅନେକ ବିଭାଗ ଅଛି ଯେଉଁଠି ବିନା ପରୀକ୍ଷାରେ ସରକାରୀ ଚାକିରି କରିବାର ସୁଯୋଗ ଅଛି। ଆସନ୍ତୁ ସେସବୁ ବିଭାଗ ଉପରେ ନଜର ପକେଇ ନେବା।
ସ୍ପେସାଲିଷ୍ଟ୍ ଅଫିସର ପଦବୀରେ ନିଯୁକ୍ତି ପାଇଁ SBI ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୧୭ଟି ପଦବୀ ପୂରଣ ହେବ। ଏନେଇ କୌଣସି ଲିଖିତ ପରୀକ୍ଷା ହେବ ନାହିଁ।
NCERT ଅଣ-ଶିକ୍ଷକ ପଦବୀ ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ମୋଟ ୩୪୭ଟି ପଦବୀ ପୂରଣ ହେବ। ୨୭ ରୁ ୫୦ ବର୍ଷ ବୟସର ପ୍ରାର୍ଥୀମାନେ ଆବେଦନ କରି ପାରିବେ। ଏ ସମ୍ବନ୍ଧୀୟ ଅଧିକ ତଥ୍ୟ ଜାଣିବା ପାଇଁ ପଢନ୍ତୁ।
ଇଷ୍ଟ୍କୋଷ୍ଟ୍ ରେଳବାଇ, ଭୁବନେଶ୍ୱର ଗ୍ରୁପ୍ C ଏବଂ ଗ୍ରୁପ୍ D ର ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ଅଫ୍ଲାଇନ୍ ମୋଡ୍ ମାଧ୍ୟମରେ ଆବେଦନ କରିବାକୁ ହେବ। ଯେଉଁ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାନ୍ତି ସେମାନେ ଏହାକୁ ଭଲଭାବେ ପଢିନେବା ଉଚିତ।
OSSSC MPHW ପଦବୀରେ ଚାକିରି ପାଇଁ ଏକ ନୂଆ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ୨୭୫୩ ANM ଷ୍ଟାଫ୍ ନର୍ସ ପଦବୀ ପୂରଣ ହେବ। ଅନ୍ଲାଇନ୍ ମାଧ୍ୟମରେ ଏହି ଆବେଦନ କରାଯିବ।
BARC ୪୦୦୦ରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ ଷ୍ଟାଇପେଣ୍ଡ୍ରୀ ଟ୍ରେନି, ବୈଷୟିକ ଅଧିକାରୀ/ସି, ବୈଜ୍ଞାନିକ ସହାୟକ/ବି ଏବଂ ଟେକ୍ନିସିଆନ/ବିଏ ପଦବୀ ପାଇଁ ନିଯୁକ୍ତି ମିଳିବ।
କେନ୍ଦ୍ର ସରକାରରେ ସୁପର୍ଭାଇଜର୍ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ଏନେଇ କୌଣସି ଲିଖିତ ପରୀକ୍ଷା ହେବନି। କେବଳ ସାକ୍ଷାତକାର ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ। ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଭାବେ ମାତ୍ର ୨୫ ଟଙ୍କା ଦେବାକୁ ପଡିବ।
BSF ହେଡ୍ କନଷ୍ଟେବଲ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୪୭ ଟି ପଦବୀ ପୂରଣ ହେବ। ଚୟନ ପ୍ରାର୍ଥୀ ମାସକୁ ୮୦ହଜାର ଟଙ୍କା ଉପରେ ଦରମା ପାଇବେ।
UPSC CMS ୨୦୨୩ ପରୀକ୍ଷା ପାଇଁ UPSC ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ବିଭିନ୍ନ ସରକାରୀ ସଂଗଠନରେ ୧୨୬୧ ପଦବୀ ପୂରଣ ହେବ। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ କରିବାକୁ ଚାହୁଁଥିଲେ ଦିଆଯାଇଥିବା ବିବରଣୀଗୁଡିକୁ ଭଲ ଭାବେ ପଢିନେବା ଜରୁରୀ।
ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଗ୍ରୁପ୍ ସି ପୋଷ୍ଟ ଅଧୀନରେ ଜୁନିଅର ପର୍ଚେଜ୍ ଆସିଷ୍ଟାଣ୍ଟ / ଜୁନିଅର ଷ୍ଟୋରକିପରର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ମନୋନୀତ ପ୍ରାର୍ଥୀମାନେ ମୁମ୍ବାଇରେ ଏବଂ ଦେଶର ବିଭିନ୍ନ ଆଞ୍ଚଳିକ କାର୍ଯ୍ୟାଳୟରେ ପୋଷ୍ଟ୍ ହେବେ।
ଏୟାର ଇଣ୍ଡିଆ ଅନେକ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନକୁ ଆମନ୍ତ୍ରଣ କରିଛି। ୪୯୫ ପୋଷ୍ଟ୍ ପୂରଣ ହେବ। ବିନା ପରୀକ୍ଷାରେ କେବଳ ସାକ୍ଷାତକାର ମାଧ୍ୟମରେ ଏହିସବୁ ପୋଷ୍ଟ୍ ପୂରଣ ହେବ।
ଯଦି ଆପଣ ସରକାରୀ ଚାକିରି ଖୋଜୁଛନ୍ତି ଏବଂ ଆପଣଙ୍କ ପାଖରେ BE / B.Tech ଡିଗ୍ରୀ ସହିତ ବୈଧ GATE ୨୦୨୧/୨୦୨୨/୨୦୨୩ ସ୍କୋର ଅଛି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। NPCIL ଅଧୀନରେ ଏକଜିକ୍ୟୁଟିଭ୍ ଟ୍ରେନୀ ପଦବୀ ଖାଲି ଅଛି। ଆପଣ ଏହାର ସୁଯୋଗ ନେଇପାରିବେ।
NWR ଅଧୀନରେ ଗ୍ରୁପ୍ 'ସି' ବା ଗ୍ରୁପ୍ 'ଡି' କର୍ମଚାରୀଙ୍କ ପାଇଁ 'ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍' ଭାବରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି ଭାରତୀୟ ରେଳବାଇ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୩୮ଟି ପଦବୀ ପୂରଣ ହେବ।
IIT Indore ଅଧ୍ୟାପକ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। Phd କରିଥିଲେ ବିନା ପରୀକ୍ଷାରେ କରିପାରିବେ ଚାକିରି। ଦରମା ୧ ଲକ୍ଷ ପରେ ରହିଛି।
ଆପଣ ଯଦି ୧୦ମ ପାଶ୍ ସହ ITI କରିଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆପଣ ବି CRPF ରେ କରିପାରିବେ ଚାକିରି। ଏଠି ୯୨୧୨ ପଦବୀ ପୂରଣ ହେବ। ଦରମା ବି ଆଖିଦୃଶିଆ ରହିଛି।
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀଙ୍କୁ ଖୋଜୁଛି । ଚଳିତ ବର୍ଷ ୨୦୨୩ ସରକାରୀ ବିଜ୍ଞପ୍ତି ଅନୁସାରେ ମୋଟ୍ ୧୦୩୧ଟି ପଦବୀ ପୂରଣ କରାଯିବା ନେଇ କୁହାଯାଇଛି ।
NIC ୫୯୮ଟି ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଥିଲା। ଏନେଇ ଆବେଦନ ଚାଲିଛି। ଆପଣ କରି ନାହାନ୍ତି କି। ଆଉ ମାତ୍ର ୨ ଦିନ ବାକି ଅଛି। ତୁରନ୍ତ ଆବେଦନ କରନ୍ତୁ।