NIC ୫୯୮ଟି ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଥିଲା। ଏନେଇ ଆବେଦନ ଚାଲିଛି। ଆପଣ କରି ନାହାନ୍ତି କି। ଆଉ ମାତ୍ର ୨ ଦିନ ବାକି ଅଛି। ତୁରନ୍ତ ଆବେଦନ କରନ୍ତୁ।
SAILରେ ମ୍ୟାନେଜର, ମେଡିକାଲ୍ ଅଫିସର୍, ଆଟେଣ୍ଡାଣ୍ଟ୍ କମ୍ ଟେକ୍ନିସିଆନ ସମେତ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ପଦବୀ ଅନୁସାରେ ୫୦ ହଜାରରୁ ୨ଲକ୍ଷ ୨୦ ହଜାର ଟଙ୍କା ଦରମା ରହିଛି। ଅନ୍ୟାନ୍ୟ ସୂଚନା ପାଇଁ ପଢନ୍ତୁ…
BECIL ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ଅଧୀନରେ ପଦବୀଗୁଡିକ ଦିଲ୍ଲୀର AIIMSରେ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।
ଇଞ୍ଜିନିୟର ଟ୍ରେନି ପଦବୀରେ ନିଯୁକ୍ତି ପାଇଁ PGCIL ବିଜ୍ଞପ୍ତି ଜାରି କରିଛି। ଯଦି ଆପଣ ଇଞ୍ଜିନିୟରିଂରେ ସ୍ନାତକ, ତେବେ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ସୁଯୋଗ ଅଛି। ବିନା ପରୀକ୍ଷାରେ ଏହି ସୁଯୋଗ ନିଅନ୍ତୁ।
EPFO ଅନେକଗୁଡିଏ ପଦବୀ ପାଇଁ ନିଯୁକ୍ତି ନେଇ ବିଜ୍ଞପ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଛି। ଯଦି ଆପଣ ଦ୍ୱାଦଶ ପାସ୍ କରିଛନ୍ତି କିମ୍ବା ସ୍ନାତକ ଶେଷ କରିଛନ୍ତି ତେବେ ଆପଣ ମଧ୍ୟ ଏହି ଚାକିରି ପାଇଁ ଆବେଦନ କରିପାରିବେ।
CPRIରେ ଅନେକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିଯୁକ୍ତି ପାଇଁ ଫର୍ମଗୁଡିକ କେବଳ ଅନଲାଇନରେ ଦାଖଲ ହେଉଛି। ଅନ୍ୟାନ୍ୟ ତଥ୍ୟ ଜାଣିବା ପାଇଁ ପଢନ୍ତୁ…
SSC ବିଭିନ୍ନ ପୋଷ୍ଟ୍ ପାଇଁ ବିଜ୍ଞପ୍ତି ବାହାର କରିଛି। ଏନେଇ ଚାଲିଛି ଆବେଦନ। ବିଭିନ୍ନ ବିଭାଗରେ ୨୦୫ଟି ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ସୂଚନା।
ସିଆର୍ପିଏଫ୍(CRPF)ରେ ୯ ହଜାରରୁ ଅଧିକ କନଷ୍ଟେବଲ୍(ଟେକ୍ନିକାଲ୍ ଓ ଟ୍ରଡ୍ସ୍ମେନ୍) ପଦବୀ ପୂରଣ ପାଇଁ ଖୁବ୍ଶୀଘ୍ର ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।
RBI ଫାର୍ମାସିଷ୍ଟ ପଦ ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ମାଗିଛି। ଆପଣଙ୍କ ପାଖରେ ୧୦ମ ପାଶ ସହିତ ଯଦି ଏହି ଡିଗ୍ରୀ ଅଛି ତେବେ ଆପଣ ବି ଏହି ସୁଯୋଗ ନେଇପାରିବେ। ଜାଣନ୍ତୁ ଅନ୍ୟାନ୍ୟ ସୂଚନା…
ମୋଟ୍ ୮୬୮ ପୋଷ୍ଟ ପାଇଁ SBI ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆବେଦନ କରିବାର ଶେଷ ତାରିଖ ହେଉଛି ୩୧ ମାର୍ଚ୍ଚ ୨୦୨୩ ।
KVSର PGT, TGT, PRT ପଦବୀ ପାଇଁ ଦେଇଛନ୍ତି କି ପରୀକ୍ଷା। ପରୀକ୍ଷାରେ ସାମିଲ ହୋଇଥିବା ପ୍ରାର୍ଥୀମାନେ ବର୍ତ୍ତମାନ ଫଳାଫଳକୁ ଅପେକ୍ଷା କରିଛନ୍ତି। ଜାଣନ୍ତୁ କିପରି ଦେଖିବେ ରେଜଲ୍ଟ।
FCI ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ FCI ଆସିଷ୍ଟାଣ୍ଟ୍ ଜେନେରାଲ୍ ମ୍ୟାନେଜର୍ (AE) ଏବଂ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (EM) ପଦବୀରେ ନିଯୁକ୍ତି ପାଇଁ ଆବେଦନ ମାଗିଛି।
IAFରେ ଅଗ୍ନିବୀର ହେବାକୁ ଯୋଜନା କରୁଥିବା ଯୁବକମାନଙ୍କ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ଭାରତୀୟ ବାୟୁସେନା ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଜାଣନ୍ତୁ କେବେଯାଏ କରିପାରିବେ ଆବେଦନ।
ସୁବର୍ଣ୍ଣ ସୁଯୋଗ। ଆପଣ ଯଦି ୧୦ମ ପାଶ୍ କରିଛନ୍ତି ତେବେ ଭାରତୀୟ ଡାକ ସେବାରେ କରିପାରିବେ ଚାକିରି। ମାସିକ ଦରମା ୬୦ ହଜାର ଉପରେ ମିଳିବ।
ଭାରତ ସରକାରଙ୍କ ପରମାଣୁ ଉର୍ଜା ବିଭାଗ ଅଧୀନରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି କରାଯାଉଛି। ଦ୍ୱାଦଶ ପାସ୍ ଠାରୁ ଇଞ୍ଜିନିୟରିଂ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଅନ୍ୟାନ୍ୟ ସୂଚନା ପାଇଁ ପଢନ୍ତୁ…
BECIL ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ମାଧ୍ୟମରେ ଟେକ୍ନିସିଆନ, ଇଞ୍ଜିନିୟରଙ୍କ ସମେତ ମୋଟ ୨୮୪ ଟି ପଦବୀ ପୂରଣ ହେବ। ଜାଣନ୍ତୁ କିପରି କରିବେ ଆବେଦନ।
ୟୁନିୟନ ପବ୍ଲିକ୍ ସର୍ଭିସ କମିଶନ(UPSC) ଡେପୁଟି ଡାଇରେକ୍ଟର ଏବଂ ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ଜାରିକରିଛି। ଏନେଇ ପଞ୍ଜୀକରଣ ପ୍ରକ୍ରିୟା ୧୧ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ବେଳେ ୩୦ ମାର୍ଚ୍ଚରେ ଶେଷ ହେବ। ଯେଉଁ ପ୍ରାର୍ଥୀମାନେ ୟୁପିଏସ୍ସି ମାଧ୍ୟମରେ ଭାରତ ସରକାରଙ୍କ ଏହି ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି ଦେଖନ୍ତୁ।
JNUରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ୩୮୮ ପଦବୀ ପାଇଁ ନିଯୁକ୍ତିର ଆବେଦନ ତାରିଖ ବୃଦ୍ଧି ପାଇଛି। ଜାଣନ୍ତୁ କେବେ ଅଛି ଶେଷ ତାରିଖ।
ନିଯୁକ୍ତି ହେବାକୁ ଥିବା ବିଏସଏଫ୍ ପଦବୀରେ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କରାଯାଇଛି । ଖାଲି ସେତିକି ନୁହେଁ ଅଗ୍ନିବୀର ମାନଙ୍କ ବୟସ ସୀମା ମଧ୍ୟ କୋହଳ କରାଯିବା ନେଇ କୁହାଯାଉଛି ।
ଓଏଭିଏସ୍ ପ୍ରଧାନଶିକ୍ଷକ ଓ ଶିକ୍ଷକ ପଦ ପାଇଁ ମେଗା ନିଯୁକ୍ତି ଘୋଷଣା କରିଛି। OAVS ଦ୍ୱାରା ପ୍ରକାଶିତ ଏକ ସାଂକେତିକ ବିଜ୍ଞାପନ ଅନୁଯାୟୀ, ବିଭିନ୍ନ ବିଷୟରେ ୧୦୧୦ଟି ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକ ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ ପୂରଣ ହେବ ।
ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର(NIC), ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ତରଫରୁ ବୈଷୟିକ ସହାୟକ ତଥା ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।
OIL ବଏଲର ଅପରେଟର ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏଥିପାଇଁ ଆବେଦନ ଆରମ୍ଭ ହୋଇଯାଇଛି। ୧୦ ପାଶ୍ କରିଥିଲେ ବିନା ପରୀକ୍ଷାରେ ଚାକିରି ସୁଯୋଗ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସରକାରୀ କମ୍ପାନୀ BEL ରେ ନିଯୁକ୍ତି ବାହାରିଛି। ଆବେଦନ କରିବାର ଶେଷ ତାରିଖ ହେଉଛି ୧୫ ମାର୍ଚ୍ଚ।
ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜୁନିୟର ଆସିଷ୍ଟାଣ୍ଡ ଏବଂ ଆସିଷ୍ଟାଣ୍ଡ ସେକ୍ସନ ଅଫିସର ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏଥିପାଇଁ ଇଚ୍ଛୁକ ଥିବା ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ ।
ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(BOI)ରେ PO ପଦବୀ ପାଇଁ ଆବେଦନ କରି ଅପେକ୍ଷା କରିଥିବା ବ୍ୟକ୍ତିଙ୍କ ପାଇଁ ଆସିଲା ଖୁସି ଖବର। BOI ପରୀକ୍ଷା ତାରିଖ ଘୋଷଣା କରିଛି। ଜାଣନ୍ତୁ କେବେ ହେବ ପରୀକ୍ଷା…