• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Govt Jobs

Govt Jobs: ONGC MPL Recruitment Application Fee Only Rs 118
ସରକାରୀ ଚାକିରି: ONGCରେ ଖାଲି ପଡ଼ିଛି ଏହିସବୁ ପଦବୀ, ଆବେଦନ ଫି’ ମାତ୍ର ୧୧୮ ଟଙ୍କା...

ONGC ମାଙ୍ଗାଲୋର ରିଫାଇନାରି ଆଣ୍ଡ୍‌ ପେଟ୍ରୋକେମିକାଲ୍ସ ଲିମିଟେଡ୍‌(MRPL)ରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ଆସିଷ୍ଟାଣ୍ଟ ଏକ୍ସକ୍ୟୁଟିଭ୍‌ (ONGC MRPL Recruitment) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

Mahanadi coalfields limited recruitment for 295 posts
MCLରେ ପୂରଣ ହେବ ୨୯୫ ପଦବୀ; ତୁରନ୍ତ ଆବେଦନ କରନ୍ତୁ

ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନୂଆବର୍ଷରେ ମିଳିଯାଇପାରେ ସରକାରୀ ଚାକିରି। MCLରେ ଏହିସବୁ ପଦବୀ ପାଇଁ ବାହାରିଛି ନିଯୁକ୍ତି।

SBI Recruitment 2023: Application for 1438 posts
ଖୁବ୍ ଶୀଘ୍ର ଶେଷ ହେବ SBI ର ୧୪୩୮ ପୋଷ୍ଟ୍‌ ପାଇଁ ଆବେଦନ ପ୍ରକ୍ରିୟା

SBI ରେ ବାହାରିଥିବା ୧୪୩୮ ପୋଷ୍ଟ୍‌ ପାଇଁ ଚାଲିଥିବା ଆବେଦନ ପ୍ରକ୍ରିୟା, ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ଆସନ୍ତା ସପ୍ତାହରେ ଏହି ଆବେଦନ ପ୍ରକ୍ରିୟା ଶେଷ ହେବ। ଏଯାଏ ଆପଣ ଯଦି ଏହି ଆବେଦନ କରି ନାହାନ୍ତି ତେବେ ଶୀଘ୍ର କରି ନିଅନ୍ତୁ।

Golden chance to become manager without exam
ସୁବର୍ଣ୍ଣ ସୁଯୋଗ; ବିନା ପରୀକ୍ଷାରେ NHAI ରେ ମ୍ୟାନେଜର୍‌

NHAI ମ୍ୟାନେଜର୍ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ଯୋଗ୍ୟତା ଥିଲେ ବିନା ପରୀକ୍ଷାରେ ମିଳିବ ଚାକିରି।

Kendriya vidyalaya application deadline extended
ଘୁଞ୍ଚିଲା KVS ର PGT, TGT ନିଯୁକ୍ତି ନେଇ ଆବେଦନ ତାରିଖ

KVSର PGT, TGT ର ନିଯୁକ୍ତି ପାଇଁ ଯେଉଁମାନେ ଆବେଦନ କରିପାରି ନାହାନ୍ତି ସେମାନଙ୍କ ପାଇଁ ଖୁସି ଖବର। ଆବେଦନ କରିବାର ସମୟସୀମା ବୃଦ୍ଧି କରିଛି KVS । ଜାଣନ୍ତୁ କେବେଯାଏ କରିପାରିବେ ଆବେଦନ।

Central Silk Board begin recruitment for multiple posts
ନୂଆବର୍ଷରେ ବଡ ସୁଯୋଗ : ସେଣ୍ଟ୍ରାଲ୍ ସିଲ୍କ ବୋର୍ଡରେ ଚାକିରି

CSB ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଷ୍ଟେନୋଗ୍ରାଫର, କୁକ୍‌, ସହକାରୀ ନିର୍ଦ୍ଦେଶକ, କିରାଣୀ ଇତ୍ୟାଦି ପଦବୀ ପାଇଁ ମୋଟ୍‌ ୧୪୨ଟି ପଦବୀ ଖାଲି ଅଛି। ଡିସେମ୍ବର ୨୪ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତୁରନ୍ତ ଆବେଦନ କରନ୍ତୁ।

bumper vacancy on these posts in ongc
ONGC ଆସିଷ୍ଟାଣ୍ଟ ଇଞ୍ଜିନିୟର ଏବଂ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ପଦବୀ ପୂରଣ ହେବ

MRPL ଅଧୀନରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଏବଂ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ପଦବୀ ପୂରଣ କରିବାକୁ ONGC ବିଜ୍ଞପ୍ତି ବାହର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୭୮ଟି ପଦବୀ ପୂରଣ ହେବ।

Golden chance to become an officer in indian-army-air-force-navy
ସେନା, ବାୟୁସେନା ଏବଂ ନୌସେନାରେ ଅଧିକାରୀ ହେବାର ସୁବର୍ଣ୍ଣ ସୁଯୋଗ; ଆଜିଠୁ ଆବେଦନ

ୟୁପିଏସ୍‌ସି ଭାରତୀୟ ସେନା, ବାୟୁସେନା ଏବଂ ନୌସେନାରେ ଅଧିକାରୀ ପଦବୀ ପୂରଣ କରିବାକୁ ବିଜ୍ଞପ୍ତି ଜାରି କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୩୪୧ଟି ପଦବୀ ପୂରଣ ହେବ।

CISF Recruitment
CISF ରେ ଚାକିରି ସୁଯୋଗ: ପୂରଣ ହେବ ୭୮୭ ପଦବୀ, ଶୀଘ୍ର କରନ୍ତୁ ଆବେଦନ..

ଏହି ନିଯୁକ୍ତି ପ୍ରକ୍ରିୟାରେ CISF ର କନଷ୍ଟେବଲ୍ / ଟ୍ରେଡ୍ସମ୍ୟାନ୍‌ର ୭୮୭ ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Teacher vacancy in odisha ossc application process start
ଓଡିଶାରେ ଶିକ୍ଷକ ପଦବୀ ଖାଲି; ପୂରଣ ହେବ ୭୫୪୦ ପଦବୀ

ଓଡିଶାରେ ଶିକ୍ଷକ ପଦବୀ ପାଇଁ ବିରାଟ ଖାଲି ସ୍ଥାନ ରହିଛି। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(OSSC) ୭୫୪୦ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନ ପାଇଁ ବିଜ୍ଞପ୍ତି ଜାରି କରିଛି। ମୋଟ ପୋଷ୍ଟ୍ ମଧ୍ୟରୁ ୨୪୮୭ଟି ପୋଷ୍ଟ୍ ମହିଳାମାନଙ୍କ ପାଇଁ ରହିଛି।

Kvs recruitment for deputy commissioner
କେନ୍ଦ୍ରୀୟ ବିଦ୍ୟାଳୟରେ ପୁଣି ବାହାରିଲା ଚାକିରି; ୫୦ ବର୍ଷ ହୋଇଥିଲେ ବି ସୁଯୋଗ

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଆଉ ଏକ ନୂଆ ନିଯୁକ୍ତି ଘୋଷଣା କରିଛି। ଏହି ନୂଆ ନିଯୁକ୍ତି ମାଧ୍ୟମରେ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାର୍ଥୀମାନେ କେବଳ ସାକ୍ଷାତକାର ମାଧ୍ୟମରେ ଚାକିରି ପାଇପାରିବେ। ଏପରି ପରିସ୍ଥିତିରେ, କେଉଁ ପଦବୀରେ ଏହି ନିଯୁକ୍ତି ହେବ, କିଏ ଆବେଦନ କରିପାରିବେ ସେ ବିଷୟରେ ଜାଣିବା ପାଇଁ ପଢନ୍ତୁ।

Iocl has taken out bumper vacancies on these posts
IOCL ରେ ଚାକିରି ପାଇଁ ଆବେଦନ ଚାଲିଛି; ହାତ ଛଡା କରନ୍ତୁ ନାହିଁ

IOCLରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୧୭୬୦ ପଦବୀ ପୂରଣ ହେବ। ତୁରନ୍ତ ଆବେଦନ କରନ୍ତୁ।

Bank of Maharashtra offer apprentice jobs
ଗ୍ରାଜୁଏସନ୍‌ କରିଥିଲେ ସରକାରୀ ବ୍ୟାଙ୍କ୍‌ରେ ଚାକିରି ସୁଯୋଗ

ଆପଣ ଯେକୌଣସି ବିଷୟରେ ଗ୍ରାଜୁଏସନ୍‌ କରିଥିଲେ ସରକାରୀ ବ୍ୟାଙ୍କ୍‌ରେ ଚାକିରି କରିପାରିବେ। ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ର ଏହି ସୁଯୋଗ ଆଣିଛି। ଦେଖନ୍ତୁ ପୂରା ଖବର…

Jabalpur Cantonment Board Recruitment
ସରକାରୀ ଚାକିରି: ୮ମ, ଦଶମ, ଦ୍ୱାଦଶ ପାସ୍‌ କରିଥିବା ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ; ଦରମା ୮୦,୦୦୦ ଟଙ୍କା

ସରକାରୀ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପୂରଣ ପାଇଁ ଜବଲପୁର କ୍ୟାଣ୍ଟନମେଣ୍ଟ ବୋର୍ଡ ବିଜ୍ଞପ୍ତି ଜାରି କରିଛି।

You can prepare for IAS at home
Career: ବିନା କୋଚିଂରେ ଘରେ ଅଭ୍ୟାସ କରି ଆପଣ ବି ହୋଇପାରିବେ IAS

ଆପଣ IAS ଅଫିସର୍ ହେବାକୁ ଚାହୁଁଛନ୍ତି, କିନ୍ତୁ ଏନେଇ କୋଚିଂ ନେବାକୁ ଆପଣଙ୍କ ପାଖରେ ସମ୍ବଳ ନାହିଁ। ତେବେ ଚିନ୍ତା କରନ୍ତୁ ନାହିଁ। ଘରେ ରହି ବିନା କୋଚିଂରେ ବି ଆପଣ UPSC ଟପ୍ପର ହୋଇପାରିବେ। କିନ୍ତୁ ପ୍ରସ୍ତୁତି ପାଇଁ କିଛି ଜିନିଷକୁ ଧ୍ୟାନରେ ରଖିବାକୁ ହେବ। ଆସନ୍ତୁ ସେ ବିଷୟରେ ଜାଣିନେବା।

Railway group d physical efficiency test
ରେଲ୍‌ୱେ ଗ୍ରୁପ୍ ଡି ରେଜଲ୍ଟ ପରେ କ’ଣ କରିବେ… ଏବେଠୁ ହୁଅନ୍ତୁ ପ୍ରସ୍ତୁତ

RRB ପରୀକ୍ଷା ଫଳାଫଳ ଖୁବ ଶୀଘ୍ର ଘୋଷଣା କରିବ। ଫଳାଫଳ ଆସିବା ପୂର୍ବରୁ ଆପଣ ଆଗକୁ ପ୍ରସ୍ତୁତି ହେବା ଉଚିତ। ପରବର୍ତ୍ତୀ ପ୍ରକ୍ରିୟା କ’ଣ ହେବ ଏବଂ RRB ଗ୍ରୁପ୍ ଡି ଫଳାଫଳ ଘୋଷଣା ପରେ ପ୍ରାର୍ଥୀମାନେ କ’ଣ କରିବେ ସେ ସମ୍ବନ୍ଧରେ ଆସନ୍ତୁ ଜାଣିନେବା।

southern railway recruitment 2022
ଭାରତୀୟ ରେଳବାଇରେ ଚାକିରି; ୧୨ଶ, ସ୍ନାତକ କରିଥିଲେ ଆବେଦନ କରିପାରିବେ

ଭାରତୀୟ ରେଳବାଇରେ ଚାକିରି ଖୋଜୁଥୁବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଦକ୍ଷିଣ ରେଳବାଇ ଖେଳ କୋଟା ଅଧିନରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Benefits of government jobs
Career: ଆଜିର ଯୁବପିଢି କାହିଁକି ସରକାରୀ ଚାକିରି ପାଇଁ ପାଗଳ… ଜାଣନ୍ତୁ ଏହାର କାରଣ

ଆଜିକାଲି ସମସ୍ତେ ସରକାରୀ ଚାକିରି ପଛରେ ଦୌଡୁଛନ୍ତି। ଏନେଇ ବର୍ଷ ବର୍ଷ ମଧ୍ୟ ପରିଶ୍ରମ କରୁଛନ୍ତି। ଅନେକ ମଧ୍ୟ ଖାଇବା ପିଇବା ଭୁଲି ଯାଉଛନ୍ତି। କ’ଣ ରହିଛି ଏହାର କାରଣ? ଏଥିରୁ କ’ଣ ମିଳୁଛି ଲାଭ? ଆସନ୍ତୁ ଜାଣିବା।

Indian navy agniveer ssr mr recruitment
୧୦ମ, ୧୨ଶ ପାଶ୍‌ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ନୌସେନାରେ ପାଇପାରିବେ ଚାକିରି

ନୌସେନାରେ ଚାକିରି ପାଇବାର ଏକ ସୁବର୍ଣ୍ଣ ସୁଯୋଗ। ବିଶେଷ କରି ଏହି ନିଯୁକ୍ତି ପାଇଁ ୧୦ମ, ୧୨ଶ ପାଶ୍ ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ। ଏଭଳି ପରିସ୍ଥିତିରେ, ସମୟ ନଷ୍ଟ ନକରି ଆବେଦନ ପାଇଁ ତୁରନ୍ତ ପ୍ରସ୍ତୁତ ହୋଇଯାଆନ୍ତୁ।

Government Jobs NPCIL
ଫାର୍ମାସିଷ୍ଟ, ଷ୍ଟାଇପେଣ୍ଡାରୀ ଟ୍ରେନି, ନର୍ସ ଆଦି ପାଇଁ ବାହାରିଲା ନିଯୁକ୍ତି

NPCIL ବୈଜ୍ଞାନିକ ସହାୟକ, ଫାର୍ମାସିଷ୍ଟ, ଷ୍ଟାଇପେଣ୍ଡାରୀ ଟ୍ରେନି, ନର୍ସ, ଆସିଷ୍ଟାଣ୍ଟ ଗ୍ରେଡ୍ -୧ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଏହି ପୋଷ୍ଟଗୁଡିକରେ ଚାକିରି କରିବାକୁ ଚାହାନ୍ତି ଏବଂ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରିଛନ୍ତି ସେମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

Tips how to become ias officer in first attempt
Career: ଆପଣ UPSC ପରୀକ୍ଷାରେ ଏକାଥରେ ସଫଳ ହେବାକୁ ଚାହାନ୍ତି କି… ଆପଣଙ୍କ ପାଇଁ ଟିପ୍ସ

ଯିଏ UPSC ପରୀକ୍ଷାରେ ବସିଛି ସିଏ ଜାଣିଛି ଏହା କେତେ କଷ୍ଟକର। ଏହାକୁ ପ୍ରଥମ ଚେଷ୍ଟାରେ ସଫଳ କରିବା ନିହାତି କଷ୍ଟକର। କିନ୍ତୁ ଆପଣ ଯଦି ଏହାକୁ ଏକାଥରେ ସମ୍ଭବ କରିବାକୁ ଚାହାନ୍ତି ତେବେ ଏହି ଟିପ୍ସକୁ ଅନୁସରଣ କରିବାକୁ ପଡିବ।

Big Vacancy In Kendriya Vidyalaya
ବଡ଼ ନିଯୁକ୍ତି: କେନ୍ଦ୍ରୀୟ ବିଦ୍ୟାଳୟରେ ପୂରଣ ହେବ ୬,୦୦୦ରୁ ଅଧିକ ଶିକ୍ଷକ ପଦବୀ

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନରେ ଖାଲି ପଡ଼ିଥିବା ପ୍ରାଇମେରୀ ଶିକ୍ଷକ ପଦବୀ ପାଇଁ KVS ଆବେଦନପତ୍ର ଆହ୍ୱାନ କରୁଛି। ଇଚ୍ଛୁକ ଓ ଆଶାୟୀ ପ୍ରାର୍ଥୀ KVS ୱେବ୍‌ସାଇଟ୍‌-  www.kvsangathan.nic.in କୁ ଯାଇ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। 

Bumper vacancy in animal husbandry department
କେନ୍ଦ୍ର ସରକାରରେ ଚାକିରି ସୁଯୋଗ; ତୁରନ୍ତ ଆବେଦନ କରନ୍ତୁ

ସରକାରୀ ଚାକିରି ତାହା ପୁଣି କେନ୍ଦ୍ର ସରକାରରେ, କିଏ ବା ଖୁସି ନ ହେବ। ଦଶମ ପାଶ୍ କରିଥିଲେ ବି ଆବେଦନ କରିପାରିବେ। BPNL ଏନେଇ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।

Coconut development board recruitment deputy director and other posts
କୋକୋନଟ୍ ଡେଭଲପମେଣ୍ଟ୍ ବୋର୍ଡରେ ଅନେକ ପଦବୀ ଖାଲି; ତୁରନ୍ତ ଆବେଦନ କରନ୍ତୁ

କୋକୋନଟ୍ ଡେଭଲପମେଣ୍ଟ୍ ବୋର୍ଡ ଅନେକ ପଦବୀରେ ନିଯୁକ୍ତି ବାହାର କରିଛି। ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ। ଅନ୍ୟାନ୍ୟ ସୂଚନା ପାଇଁ ପଢନ୍ତୁ।

Golden opportunity to get a job in OSSC
ଓଡିଶାରେ ସରକାରୀ ଚାକିରି; ପୂରଣ ହେବ ୧୨୨୫ଟି ପଦବୀ

OSSC ଗ୍ରୁପ୍ ବି ଷ୍ଟେଟ୍ କ୍ୟାଡର ଅଧୀନରେ ଜୁନିୟର ଇଞ୍ଜିନିୟର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୨୨୫ଟି ପଦବୀ ପୂରଣ ହେବ।