SBI ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୭୧୪ଟି ପଦବୀ ପୂରଣ ହେବ। ତୁରନ୍ତ ଆବେଦନ କରନ୍ତୁ।
FCI ରେ ବାହାରିଛି ଅନେକଗୁଡିଏ ପଦବୀ। ଏହି ଦିନ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ୫୦୪୩ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।
ପଶ୍ଚିମୀ ରେଳବାଇ ତରଫରୁ ଲେବଲ୍ ୨, ୩, ୪ ଏବଂ ୫ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ଜାରି କରାଯାଇଛି। ରହିଛି ଭଲ ଦରମା। ଏହି ଯୋଗ୍ୟତା ଥିଲେ ବିନା ପରୀକ୍ଷାରେ ମିଳିବ ଚାକିରି।
AAI ଜୁନିଅର ଆସିଷ୍ଟାଣ୍ଟ ଏବଂ ସିନିୟର ଆସିଷ୍ଟାଣ୍ଟ ପଦବୀ ପୂରଣ କରିବାକୁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଅନେକଗୁଡିଏ ପଦବୀ ପୂରଣ ହେବାକୁ ଥିବାବେଳେ ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା।
ଅନେକ ପ୍ରାର୍ଥୀ ନିଜ ଇଛା ଅନୁସାରେ ଦରମା ଦାବି କରି ପାରନ୍ତି ନାହିଁ। ଫଳରେ ସବୁବେଳେ ଏହାକୁ ନେଇ ଚିନ୍ତାରେ ରୁହନ୍ତି। ଏହା ପଛରେ ରହିଛି ଦରମା ଦାବି ନ କରି ପାରିବାର କୌଶଳ। ଏହି ଟିପ୍ସ ମାନିଲେ ନିଜ ଇଛା ଅନୁସାରେ ମିଳିପାରିବ ଦରମା।
ୱାର୍ଡ ଆଟେଣ୍ଡାଣ୍ଟ୍ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ CIP ଆବେଦନ ଜାରି କରିଛି। ମୋଟ ୯୭ଟି ପଦବୀ ପୂରଣ ହେବ। ଆବେଦନ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୩୦।
RCFL ମ୍ୟାନେଜ୍ମେଣ୍ଟ୍ ଟ୍ରେନୀ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ହାତରେ ଆଉ ମାତ୍ର ୧୦ ଦିନ ବାକି ଅଛି।
ISRO, SDSC SHARରେ PRT, PGT, TGT ସମେତ ବିଭିନ୍ନ ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ବାହାରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଅଗଷ୍ଟ ୨୮ ରହିଛି ଶେଷ ତାରିଖ। ଅନ୍ୟାନ୍ୟ ସୂଚନା ଜାଣିବା ପାଇଁ ପଢନ୍ତୁ।
ଆପଣ ୧୦ମ ପାଶ୍ କରି ସରକାରୀ ଚାକିରି ଖୋଜୁଛନ୍ତି କି? ତେବେ ଏହି ସୂଚନା ଆପଣଙ୍କ ପାଇଁ। HAL ରେ ରହିଛି ଚାକିରି ସୁଯୋଗ। ଏହି ଖବର ପଢି ତୁରନ୍ତ ଆବେଦନ କରନ୍ତୁ।
NALCO ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନିଂ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୧ରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ ଆବେଦନର ଶେଷ ତାରିଖ ଓ ଅନ୍ୟାନ୍ୟ ସୂଚନା।
LICରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର। ବାହାରିଛି ଅନେକଗୁଡିଏ ପଦବୀ। ଦେଖନ୍ତୁ କେଉଁ ପଦବୀ ପାଇଁ ରହିଛି କ’ଣ ଯୋଗ୍ୟତା ଓ କେତେ ପାଇବେ ଦରମା।
ରାଜ୍ୟରେ ୧୦ ଲକ୍ଷ ନିଯୁକ୍ତି ପ୍ରଦାନ କରିବ ବରଂ ଆଉ ୧୦ ଲକ୍ଷ ଲୋକଙ୍କୁ ମଧ୍ୟ ରୋଜଗାର ପ୍ରଦାନ କରିବ। ଅର୍ଥାତ୍ ୨୦ ଲକ୍ଷ ଲୋକଙ୍କୁ ଚାକିରି ଓ ରୋଜଗାର ପ୍ରଦାନ କରାଯିବ। ସ୍ୱାଧୀନତା ଦିବସ ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ବଡ଼ ଘୋଷଣା କରିଛନ୍ତି।
GAIL ଇଣ୍ଡିଆ ଲିମିଟେଡ୍ ଏକ ସଂକ୍ଷିପ୍ତ ବିଜ୍ଞପ୍ତି ଜାରି କରିଛି। ଏହି ଦିନ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୨୮୨ଟି ପଦ ପୂରଣ ହେବ।
SSC ଜୁନିୟର ଇଞ୍ଜିନିୟର ପଦବୀ ପୂରଣ କରିବାକୁ ଆବେଦନକୁ ଜାରି କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ଅନେକ ପୋଷ୍ଟ୍ ପୂରଣ ହେବ।
SSC ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ଫୋର୍ସରେ ୪ ହଜାରରୁ ଅଧିକ ସବ୍-ଇନ୍ସପେକ୍ଟର ପଦବୀ ପୂରଣ କରିବାକୁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୪୩୦୦ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ସୂଚନା।
BSF ରେ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ। ୧୩୦୦ରୁ ଅଧିକ ପଦବୀ ପାଇଁ ନିଯୁକ୍ତି କରାଯାଉଛି। ଜାଣନ୍ତୁ କେଉଁମାନେ ଆବେଦନ କରିପାରିବେ ଓ କେତେ ଦରମା ମିଳିବ।
RCFL ରେ ଟ୍ରେଡ୍, ଟେକ୍ନିସିଆନ୍ ଏବଂ ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ ପଦ ପାଇଁ ନିଯୁକ୍ତି ବାହାରିଛି। ଏନେଇ ଆବେଦନ ପ୍ରକ୍ରିୟା ଚାଲିଥିବା ବେଳେ ଏହାର ଶେଷ ତାରିଖ ବହୁତ କମ ଦିନ ଅଛି। ତୁରନ୍ତ ଆବେଦନ କରନ୍ତୁ।
ସିନେମାଟୋଗ୍ରାଫି କିମ୍ବା ଫଟୋଗ୍ରାଫିରେ ଡିପ୍ଲୋମା କରିଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆପଣ ବି କରିପାରିବେ ସରକାରୀ ଚାକିରି। ଜାଣନ୍ତୁ କେବେଠାରୁ କରିବେ ଆବେଦନ।
ସିବିଏସ୍ଇ ଯୁଗ୍ମ ସଚିବ ଏବଂ ଅନ୍ୟାନ୍ୟ ପଦବୀ ପୂରଣ କରିବାକୁ ଆବେଦନ ଜାରି କରିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୫ ରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ କେବେ ଅଛି ଶେଷ ତାରିଖ।
ଏସ୍ଏସ୍ସି ଅଧୀନରେ ଅଧିକାରୀ ପଦବୀ ପୂରଣ ପାଇଁ ଭାରତୀୟ ନୌସେନା ଆବେଦନ ଜାରି କରିଛି। ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୫ରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ କେତେ ପଦବୀ ଖାଲି ଆଉ ଆବେଦନର ଶେଷ ତାରିଖ।
ITBP କନଷ୍ଟେବଳ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୦୮ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଠାରୁ ଆରମ୍ଭ ହେବ ଏନେଇ ଆବେଦନ ପ୍ରକ୍ରିୟା।
IBPS PO / ମ୍ୟାନେଜ୍ମେଣ୍ଟ୍ ଟ୍ରେନୀ ପାଇଁ ବମ୍ପର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆଇବିପିଏସ୍ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମୋଟ ୬୪୩୨ଟି ପଦବୀ ଖାଲି ଅଛି। ଜାଣନ୍ତୁ ଅନ୍ୟାନ୍ୟ ସୂଚନା।
ECIL ଅନେକ ଟ୍ରେଡ୍ ଆପ୍ରେଣ୍ଟିସ୍ ପୋଷ୍ଟ୍ ପୂରଣ ପାଇଁ ଆବେଦନ ଜାରି ହୋଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୮୪ଟି ପଦବୀ ପୂରଣ ହେବ।
ଆପଣ ୧୦ମ ପାଶ୍ ସହିତ ITI କରିଛନ୍ତି କି? ତେବେ ଧ୍ୟାନ ଦିଅନ୍ତୁ। ଆପଣଙ୍କ ପାଇଁ ଅଛି ସରକାରୀ ଚାକିରି। ଏହି ଖବରକୁ ପଢନ୍ତୁ ଆଉ ବିଜ୍ଞପ୍ତି ବିଷୟରେ ଜାଣନ୍ତୁ।
ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଯଦି ସେମାନଙ୍କ ପାଖରେ ଏହିସବୁ ଯୋଗ୍ୟତା ଅଛି ତେବେ ସେମାବେ ପରୀକ୍ଷା ନ ଦେଇ ପାଇପରିବେ ଚାକିରି। ଧ୍ୟାନର ସହ ଏହି ଖବର ପଢନ୍ତୁ।