UPSC ଅଧ୍ୟାପକ ସହିତ ବିଭିନ୍ନ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହିସବୁ ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆପଣଙ୍କୁ ମାତ୍ର ୨୫ ଟଙ୍କା ଦେଇ ଆଦେବନ କରିବାକୁ ପଡ଼ିବ।
୨୦୨୧-୨୨ରେ କରାଯାଇଥିବା ଦୁଇଟି ଚୟନ ପ୍ରକ୍ରିୟାରେ ୧୩ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ପଦବୀ ପୂରଣ କରାଯାଇଥିଲା।
ୟୁନିୟନ ପବ୍ଲିକ୍ ସର୍ଭିସ କମିଶନ (ୟୁପିଏସ୍ସି) ପକ୍ଷରୁ ଷ୍ଟେନୋଗ୍ରାଫର ପୋଷ୍ଟ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।
ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ IWAI ବିଜ୍ଞପ୍ତି ଜାରି କରିଛି। ଯୋଗ୍ୟ ପ୍ରାର୍ଥୀମାନେ ଅନ୍ଲାଇନ୍ ମାଧ୍ୟରେ ଆବେଦନ କରିପାରିବେ। ଅନ୍ୟାନ୍ୟ ତଥ୍ୟ ଜାଣିବା ପାଇଁ ପଢନ୍ତୁ।
ଭାରତୀୟ ଡାକ ବିଭାଗ ବିଜ୍ଞପ୍ତି ବାହାର କରିଛି। ଦଶମ ଏବଂ ଦ୍ୱାଦଶ ପାସ୍ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ଦରମା ୮୦ହଜାର ଉପରେ ରହିଛି।
IT ମନ୍ତ୍ରଣାଳୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧୀନରେ NICରେ ବୈଜ୍ଞାନିକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ମୋଟ ୧୨୭ ଟି ପଦବୀ ପୂରଣ ହେବ। ଦରମା ୨ ଲକ୍ଷ।
ପ୍ରାର୍ଥୀମାନେ ପ୍ରିଲିମିନାରୀ ଓ ମେନ୍ ପରୀକ୍ଷା ଭଳି ଦୁଇ କଠିନ ରାଉଣ୍ଡରେ ସଫଳ ହେବା ପରେ ମଧ୍ୟ UPSC ସାକ୍ଷାତକାର ରାଉଣ୍ଡରେ ବିଫଳ ହୁଅନ୍ତି। ଏହା ପଛର କାରଣ ମନୋବଳ ଭାଙ୍ଗିଯିବା। ସାକ୍ଷାତକାର ସମୟରେ କ’ଣ କରିବେ ଆସନ୍ତୁ ଜାଣିବା।
ଯଦି ଆପଣ ଜଣେ ମିଡିଆ ପ୍ରଫେସନାଲ୍ ଓ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ।
OSSC ଦ୍ୱାରା ସରକାରୀ ଚାକିରି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ପରୀକ୍ଷା ମାଧ୍ୟମରେ ମୋଟ ୯୪୩ ଜଣ ପ୍ରାର୍ଥୀ ନିଯୁକ୍ତ ହେବେ। ଜାଣନ୍ତୁ କିପରି କରିବେ ଆବେଦନ।
SBI ରେ କ୍ଲର୍କ ପଦବୀ ପାଇଁ ପ୍ରିଲିମିନାରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀଙ୍କ ପାଇଁ ବଡ ଖବର। ଏସ୍ବିଆଇ କ୍ଲର୍କ ପ୍ରିଲିମସ୍ ଆଡମିଟ୍ କାର୍ଡ ୨୦୨୨ ର ଡାଉନଲୋଡ୍ ପାଇଁ ୩୦ ଅକ୍ଟୋବର ରବିବାର ଦିନ ଲିଙ୍କ୍ ବ୍ୟାଙ୍କ ଦ୍ୱାରା ଜାରି ହୋଇଛି।
SSC GD କନଷ୍ଟେବଳ ନିଯୁକ୍ତିକୁ ନେଇ ପ୍ରାର୍ଥୀଙ୍କ ଅପେକ୍ଷାର ଅନ୍ତ ହୋଇଛି। SSC ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୨୪,୩୬୯ ପଦବୀରେ ନିଯୁକ୍ତ କରିବ। ଏଥିରେ ବିଭିନ୍ନ ସୁରକ୍ଷା ବାହିନୀର ପୋଷ୍ଟ ଯେପରିକି BSF, CRPF, ITBP ଏବଂ ଅନ୍ୟାନ୍ୟ ପଦ ସାମିଲ୍ ରହିଛି।
ଆପଣ ୧୦ ପାଶ୍ କରିଛନ୍ତି କି? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ପରମାଣୁ ଉର୍ଜା ବିଭାଗରେ ଅଛି ସରକାରୀ ଚାକିରି। ମୋଟ ୩୨୧ଟି ପଦବୀ ଖାଲି ଅଛି। ଏନେଇ ଅନ୍ଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଅନ୍ୟାନ୍ୟ ସୂଚନା ପାଇଁ ପଢନ୍ତୁ।
IB ରେ ଚାକିରି ସୁଯୋଗ। ୧୦ମ ପାଶ୍ କରିଥିଲେ ମିଳିପାରେ ଚାକିରି। ସୁରକ୍ଷା ସହାୟକ ଏବଂ ମଲ୍ଟି ଟାସ୍କିଂ ଷ୍ଟାଫ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି।
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଯୋଗ୍ୟ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ୭ ନଭେମ୍ବର ରହିଛି ଶେଷ ତାରିଖ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ମି ଅର୍ଡାନ୍ସ ଡିପୋ ଏବଂ ୟୁନିଟ୍ରେ ମେଟେରିଆଲ୍ ଆସିଷ୍ଟାଣ୍ଟ୍ ଯୁକ୍ତିର ବିଜ୍ଞପ୍ତି ପ୍ରକାଶ ପାଇଛି। କେଉଁମାନେ କରିପାରିବେ ଆବେଦନ ଜାଣିବା ପାଇଁ ପଢନ୍ତୁ।
ଅଫିସର୍ ପଦବୀ ପାଇଁ UPSC ବିଜ୍ଞପ୍ତି ଜାରି କରିଛି। ଏନେଇ ଆବେଦନ ପ୍ରକ୍ରିୟା ଜାରି ରହିଛି। ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ବିନା ପରୀକ୍ଷାରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ରହିଛି। ଜାଣନ୍ତୁ କିପରି କରିବେ ଆବେଦନ।
ଭାରତୀୟ ନୌସେନା ssc ଅଧିକାରୀ ପଦ ପାଇଁ ବିଜ୍ଞପ୍ତି ଜାରି କରିଛି। ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ କେବେ ଅଛି ଶେଷ ତାରିଖ ଓ କିପରି କରିବେ ଆବେଦନ?
ଭାରତୀୟ ସେନା ଜୁନିଅର କମିଶନ ଅଫିସର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ଅକ୍ଟୋବର ୮ ରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ କେବେ ରହିଛି ଶେଷ ତାରିଖ।
ITBPରେ ପୂରଣ ହେବ ହେଡ୍ କନଷ୍ଟେବଳ ପଦବୀ। ୮୧ ହଜାର ଟଙ୍କା ଦରମା ମିଳିବ। ଆବେଦନ ପ୍ରକ୍ରିୟା କେବେ ଆରମ୍ଭ ହେବ ଜାଣିବା ପାଇଁ ପଢନ୍ତୁ।
ସୀମା ସଡକ ସଂଗଠନ MTS ସହିତ ଅନ୍ୟାନ୍ୟ ଅନେକ ପଦବୀ ପୂରଣ ପାଇଁ ଆବେଦନ କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସମୁଦାୟ ୩୨୭ ଟି ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ବିବରଣୀ।
UPSSSC ଫରେଷ୍ଟ୍ ଗାର୍ଡ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଏହି ଦିନରୁ ଆରମ୍ଭ ହେବ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୭୦୧ଟି ପଦବୀ ପୂରଣ ହେବ।
ଆପଣଙ୍କର ଗାଡି ପ୍ରତି ଆଗ୍ରହ ଅଛି କି? ଏହା ସହ ଆପଣ ପାଖରେ କିଛି କ୍ରିଏଟିଭ୍ ଆଇଡିଆ ଅଛି କି? ତେବେ ଆପଣ ବି ହୋଇପାରିବେ ଅଟୋମୋବାଇଲ୍ ଡିଜାଇନର୍। ୧୦ ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଦରମା ବି ପାଇପାରିବେ।
CISFରେ ହେଡ୍ କନଷ୍ଟେବଳ ଏବଂ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ପଦବୀ ଖାଲି ପଡିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୫୪୦ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ସୂଚନା।
OSSCର ଅର୍ଥନୀତି ଏବଂ ପରିସଂଖ୍ୟାନ ବିଭାଗ ଅନୁସନ୍ଧାନକାରୀ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ପୂରଣ ହେବ ୩୬ ଟି ପଦବୀ। ଆପଣ ଯଦି ଆବେଦନ କରିବାକୁ ଚାହୁଛନ୍ତି ତେବେ ଏହି ଖବର ପଢନ୍ତୁ।