ଆପଣ କୌଣସି ସରକାରୀ କମ୍ପାନୀରେ ଚାକିରି ଖୋଜୁଛନ୍ତି କି? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। IOCL ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ ଆବେଦନ ପ୍ରକ୍ରିୟା ଚାଲିଛି। ଜାଣନ୍ତୁ କିପରି କରିବେ ଆବେଦନ…
ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ମାନବ ସମ୍ବଳ ବିକାଶ ବିଭାଗ ମୁଖ୍ୟ ପରିଚାଳକ ନିଯୁକ୍ତି ପାଇଁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି। ବିଭିନ୍ନ ମ୍ୟାନେଜର ପଦବୀରେ ନିଯୁକ୍ତି କରାଯିବ। ମାସିକ ଦରମା ପାଖାପାଖି ୧ ଲକ୍ଷ ରହିଛି।
ଖୁବ୍ଶୀଘ୍ର ଓଡ଼ିଶା ସରକାର ଖାଲି ପଡ଼ିଥିବା ଶିକ୍ଷକ ଓ ଅଣ-ଶିକ୍ଷକ ପଦବୀ ପାଇଁ ମେଗା ନିଯୁକ୍ତି ମେଳା ଲଞ୍ଚ୍ କରିବାକୁ ଯାଉଛନ୍ତି। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।
UPSC ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ସହକାରୀ ନିର୍ଦ୍ଦେଶକ, ସହକାରୀ ଲାଇବ୍ରେରୀ ଏବଂ ସୂଚନା ଅଧିକାରୀ, ଖଣିଜ ଅଧିକାରୀ ଏବଂ ଅନ୍ୟାନ୍ୟ ପଦବୀରେ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପାଇଁ ଆୟୋଗ ଆବେଦନ କରିଛି।
ପରୀକ୍ଷା ସମ୍ବନ୍ଧିତ ସମସ୍ତ ତଥ୍ୟ jointindianarmy.nic.in ୱେବସାଇଟରେ ଉପଲବ୍ଧ ରହିବ। ଦେଶରେ ୧୭୬ଟି କେନ୍ଦ୍ରରେ ପରୀକ୍ଷା କରାଯାଉଥିବା ବେଳେ ରାଜ୍ୟରେ ୬ଟି କେନ୍ଦ୍ରରେ ହେବ ପରୀକ୍ଷା । କଟକ, ଭୁବନେଶ୍ୱର, ବ୍ରହ୍ମପୁର,ବାଲେଶ୍ୱର, ରାଉରକେଲା ଓ ଢେଙ୍କାନାଳକୁ ପରୀକ୍ଷା କେନ୍ଦ୍ର କରାଯାଇଛି ।
BSF କନଷ୍ଟେବଳ ଏବଂ ହେଡ୍ କନଷ୍ଟେବଳ (ପ୍ରାଣୀ ଚିକିତ୍ସା) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ମାସିକ ଦରମା ୯୨ ହଜାର ରହିଛି।
GAIL କାର୍ଯ୍ୟନିର୍ବାହୀ ପ୍ରଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରାର୍ଥୀମାନେ ବୟସ ସୀମା, ଆବେଦନ ଶୁଳ୍କ, ଯୋଗ୍ୟତା ଇତ୍ୟାଦି ବିଷୟରେ ଜାଣିବା ପାଇଁ ପଢନ୍ତୁ।
ବ୍ୟାଙ୍କ୍ ଅଫ୍ ବରୋଦାରେ ଅଫିସର୍ ପଦବୀ ପାଇଁ ନିଯୁକ୍ତି ବାହାର କରିଛି। ବିଜ୍ଞପ୍ତି ଅନୁଯାୟୀ, ବ୍ୟାଙ୍କ ଅଫ୍ ବରୋଦା ଏକ୍ୱିଜିସନ ଅଫିସର୍ ପଦ ପାଇଁ ୫୦୦ଟି ପଦବୀ ବାହାର କରିଛି। ଚୟନ ପ୍ରାର୍ଥୀ ବର୍ଷକୁ ୫ ଲକ୍ଷ ଟଙ୍କା ପାଇବେ।
ସରକାରଙ୍କ କିଛି ବିଭାଗ ପକ୍ଷରୁ ନିଯୁକ୍ତି ଦିଆଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହା ପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଯେଉଁମାନେ ଚାକିରି କରିବାକୁ ଇଚ୍ଛୁକ ଅଛନ୍ତି, ସେମାନେ ଏବେଠାରୁ ଆବେଦନ କରିପାରିବେ । HPSC, JNU ଓ IWST ପରି ଅନେକ ବିଭାଗରେ ଚାକିରି କରିବାର ସୁଯୋଗ ମିଳିବ ।
IIMରେ ଅଧ୍ୟାପକ ପଦ ପାଇଁ ପ୍ରାର୍ଥୀ ନିଯୁକ୍ତ କରିବ। ଏ କ୍ଷେତ୍ରରେ ଚାକିରି ଖୋଜୁଥିବା ପ୍ରାର୍ଥୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏହାର ଯୋଗ୍ୟତା, ଚୟନ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ବିବରଣୀ ପାଇଁ ପଢନ୍ତୁ।
ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ। କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ ଅଧୀନରେ ଏନଫୋର୍ସମେଣ୍ଟ୍ ଅଫିସର୍ ତଥା ଆସିଷ୍ଟାଣ୍ଟ କମିଶନର(AO)ରେ ୫୭୭ ପଦବୀ ପୂରଣ ହେବ।
JNU ରେ ଚାକିରି ପାଇବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଖୁସି ଖବର। ଏଥିପାଇଁ ରେଜିଷ୍ଟ୍ରାର, ସୁରକ୍ଷା ଅଧିକାରୀ, ଆସିଷ୍ଟାଣ୍ଟଙ୍କ ସମେତ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି।
IOCLରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଇଞ୍ଜିନିୟର୍ ପଦବୀରେ ନିଯୁକ୍ତି ପାଇଁ IOCL ଆବେଦନ ମାଗିଛି। ୫୧୩ଟି ପ୍ରାର୍ଥୀ ପାଇବେ ନିଯୁକ୍ତି। ଦରମା ୧ ଲକ୍ଷ ଉପରେ।
IDBI ବ୍ୟାଙ୍କ ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରିକରିଛି। ଆବେଦନ ପ୍ରକ୍ରିୟା ଫେବୃଆରୀ ୧୭ରୁ ଆରମ୍ଭ ହୋଇଛି। ମନୋନୀତ ପ୍ରାର୍ଥୀ ମାସକୁ ୬୩ ହଜାର ଉପରେ ଦରମା ପାଇବେ।
ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ବ୍ରଡ୍କାଷ୍ଟ ଇଞ୍ଜିନିୟରିଂ କନ୍ସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ (BECIL) ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଦେଖନ୍ତୁ…
ଜାଣନ୍ତୁ ଆବେଦନ ପ୍ରକ୍ରିୟା, ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା
IDBI ସ୍ପେଶାଲିଷ୍ଟ୍ ଅଫିସର୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଗ୍ରୁପ୍ ବି, ସି ଏବଂ ଡି ପଦବୀ ପାଇଁ ମୋଟ ୨୨୮ଟି ପଦବୀ ପୂରଣ ହେବ।
କେନ୍ଦ୍ରୀୟ ବିଦ୍ୟାଳୟରେ PGT, TGT ସମେତ ଅନ୍ୟାନ୍ୟ ପୋଷ୍ଟ୍ରେ ଦମଦାର ନିଯୁକ୍ତି ହେବାକୁ ଯାଉଛି। ଏହି ନିଯୁକ୍ତି ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ(କେଭିଏସ୍) ପରୀକ୍ଷାର ଆୟୋଜନ କରୁଛି। ବର୍ତ୍ତମାନ ଏହି ପରୀକ୍ଷା ପାଇଁ କେଭିଏସ୍ ଆଡମିଟ୍ କାର୍ଡ ଜାରି କରିଛନ୍ତି।
ଭାରତୀୟ ନୌସେନା ଟ୍ରେଡ୍ସମ୍ୟାନ୍ ପାଇଁ ବିଜ୍ଞପ୍ତି ବାହାର କରିଛି। ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ମୋଟ ପୋଷ୍ଟ ସଂଖ୍ୟା ହେଉଛି ୨୪୮।
Indian Bank ରେ SO ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ୨୦୦ରୁ ଅଧିକ ପଦବୀରେ ନିଯୁକ୍ତି ହେବ। ଦରମା ୮୦ ହଜାରରୁ ଅଧିକ ରହିଛି।
ପ୍ରତିରକ୍ଷା ମନ୍ତ୍ରଣାଳୟ ଟ୍ରେଡ୍ସମ୍ୟାନ୍ ମେଟ୍ ଏବଂ ଫାୟାରମ୍ୟାନ୍ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଟ୍ରେଡ୍ସମ୍ୟାନ୍ ମେଟ୍ ଏବଂ ଫାୟାରମ୍ୟାନ୍ ପଦବୀରେ ୧୭୯୩ ଟି ପଦବୀ ପୂରଣ ହେବ।
BROରେ ବାହାରିଛି ଜବରଦସ୍ତ ନିଯୁକ୍ତି। ବିଶେଷ କଥା ହେଉଛି ୧୦ମ ପାସ୍ ସହିତ ଅନ୍ୟ କିଛି ସାର୍ଟିଫିକେଟ୍ ଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଅଧିକ ସୂଚନା ପାଇଁ ଦେଖନ୍ତୁ…
BSF କନ୍ଷ୍ଟେବଳ (ଟ୍ରେଡ୍ସମ୍ୟାନ୍) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୧୪୧୦ଟି ପୋଷ୍ଟ୍ ପୂରଣ ହେବ। ଏଥିରେ ପୁରୁଷ ପ୍ରାର୍ଥୀଙ୍କ ପାଇଁ ୧୩୪୩ଟି ପଦବୀ ଥିବାବେଳେ ମହିଳା ପ୍ରାର୍ଥୀଙ୍କ ପାଇଁ ୬୭ଟି ପଦବୀ ଅଛି।
UPSC ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୩ର ବିଜ୍ଞପ୍ତି ପ୍ରକାଶ ପାଇଛି। ସଂଘ ଲୋକ ସେବା ଆୟୋଗ, UPSC ଏହାର ଅଫିସିଆଲ୍ ୱେବସାଇଟ୍ upsc.gov.in ରେ ବିଜ୍ଞପ୍ତି ପ୍ରକାଶ କରିଛି।
UGC NET ପରୀକ୍ଷା ଫେବୃଆରୀ ୨୧ରୁ ଆରମ୍ଭ ହେବ। ଯେଉଁମାନେ ଏହି ପରୀକ୍ଷା ପାଇଁ ପଞ୍ଜୀକୃତ କରିଛନ୍ତି ସେମାନେ ଆଡ୍ମିଟ୍ କାର୍ଡକୁ ଅପେକ୍ଷା କରିଛନ୍ତି। ଜାଣନ୍ତୁ…