• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Budget Session

Elaborate security
ବିଧାନସଭାର ବଜେଟ୍ ଅଧିବେଶନ; ସୁରକ୍ଷା ପାଇଁ ମୁତୟନ ହେବେ ୨୮ ପ୍ଲାଟୁନ୍ ଫୋର୍ସ

ବିଧାନସଭାରୁ ଆରମ୍ଭ କରି ଲୋୟର ପିଏମଜି, ରବୀନ୍ଦ୍ର ମଣ୍ଡପ ଛକ ଓ ତାର ନିକଟବର୍ତ୍ତୀ ରାସ୍ତାରେ ସିସିଟିଭି ଲଗାଯାଇଛି । ୫ଟି ସ୍ଥାନରେ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ୍ କରାଯାଇଛି ।

Odisha Assembly
ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ; କମ୍ପିବ ଗୃହ ! ଉଠିବ ଅର୍ପଣ ରଥ, ନିଯୁକ୍ତିରେ ଦୁର୍ନୀତି ପ୍ରସଙ୍ଗ

ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇଥିବା ବେଳେ, ରାଜ୍ୟପାଳ ରଘୁବର ଦାସ ପ୍ରଥମ ଥର ପାଇଁ ଗୃହରେ ଅଭିଭାଷଣ ରଖିବେ ।

Budget Session
ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ, ସୁରକ୍ଷା ପାଇଁ ମୁତୟନ ହେବେ ୨୮ ପ୍ଲାଟୁନ୍ ଫୋର୍ସ

ବିଧାନସଭାରୁ ଆରମ୍ଭ କରି ଲୋୟର ପିଏମଜି, ରବୀନ୍ଦ୍ର ମଣ୍ଡପ ଛକ ଓ ତା’ର ନିକଟବର୍ତ୍ତୀ ରାସ୍ତାରେ ସିସିଟିଭି ଲଗାଯାଇଛି । ସନ୍ଦିଗ୍ଧଙ୍କ ସହ ଆନ୍ଦୋଳନକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବ ।

Budget 2024 Budget definition meaning and type
Budget 2024: ବଜେଟ୍ କେତେ ପ୍ରକାର; ଏହା କିପରି ଦେଶବାସୀଙ୍କୁ ସହଯୋଗ କରେ

ବଜେଟ୍ ଉପସ୍ଥାପନା ପୂର୍ବରୁ, ଲୋକଙ୍କ ମନରେ ବଜେଟ୍ ସହିତ ଜଡିତ ଅନେକ ପ୍ରକାରର ପ୍ରଶ୍ନ ଉଙ୍କିମାରେ। ଯେପରିକି ବଜେଟ୍ କ’ଣ, ବଜେଟର ଅର୍ଥ କ’ଣ, ବଜେଟ୍ କେତେ ପ୍ରକାରର ଇତ୍ୟାଦି? ଆପଣ ଯଦି ଏ ବିଷରେ ଜାଣିବାକୁ ଇଚ୍ଛୁକ ତେବେ ଆସନ୍ତୁ ବଜେଟ୍ ସହିତ ଜଡିତ ସମ୍ପୂର୍ଣ୍ଣ ସୂଚନା ଜାଣିନେବା

Budget in 12 Points
କିପରି ଆରମ୍ଭ ହେଲା ବଜେଟ...କିଏ ପ୍ରଥମେ ଆଗତ କରିଥିଲେ...ଜାଣନ୍ତୁ ୧୨ଟି ରୋଚକ ତଥ୍ୟ

ମୋରାଜୀ ଦେଶାଇ ସର୍ବାଧିକ ସଂଖ୍ୟକ ବଜେଟ୍ ଉପସ୍ଥାପନ କରିବାର ରେକର୍ଡ କରିଛନ୍ତି। ୧୯୬୨-୬୯ମଧ୍ୟରେ ମୋଟ ୧୦ଟି ବଜେଟ ଉପସ୍ଥାପନ କରିଥିଲେ। ସେଥିମଧ୍ୟରୁ ୮ଟି ପୂର୍ଣ୍ଣ ବଜେଟ୍ ଏବଂ ଦୁଇଟି ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଥିଲା।

Budget Session
ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ...ନୂଆ ଭାରତ, ଶ୍ରେଷ୍ଠ ଭାରତ ପାଇଁ ଦେଲେ ଆହ୍ୱାନ

ଚଳିତ ବର୍ଷ ପ୍ରଥମ ଥର ପାଇଁ ନୂଆ ସଂସଦରେ ନିଜର ଅଭିଭାଷଣ ରଖିଛନ୍ତି ମହାମହିମ ରାଷ୍ଟ୍ରପତି । ବହୁ ଲୋକଙ୍କ ଧୈର୍ଯ୍ୟ, ପ୍ରତୀକ୍ଷା, ତପସ୍ୟାର ଅବସାନ ଘଟିଛି । ରାମ ମନ୍ଦିର ଆକାଂକ୍ଷା ପୂରଣ ହୋଇଛି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Budget
ବଦଳିବ ନିୟମ, ବଜେଟ ପୂର୍ବରୁ ଏହି ୬ଟି ପରିବର୍ତ୍ତନ

ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ସ୍ପଷ୍ଟ କରିଛନ୍ତି ଯେ, ବିନା କେୱାଇସି ଥିବା ସମସ୍ତ ଫାସଟ୍ୟାଗ ୩୧ଜାନୁଆରୀ ପରଠାରୁ ବନ୍ଦ କରାଯିବ। ୭କୋଟି ଫାସଟ୍ୟାଗ ଜାରି କରାଯାଇଥିବା ବେଳେ କେବଳ ୪କୋଟି ଆକ୍ଟିଭ ରହିଛି।

Budget Session
ଆଜିଠୁ ବଜେଟ ଅଧିବେଶନ, ଉଭୟ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

ଲୋକସଭା ଓ ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ସମସ୍ତ ୧୪୬ ଜଣ ସାଂସଦଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହୋଇଛି। ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ। ୨୦୨୪ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଏହା ଶେଷ ବଜେଟ୍।

Budget Session
ଫେବ୍ରୁଆରୀ ୫ରୁ ବିଧାନସଭା, ଆଗତ ହେବ କାମଚଳା ବଜେଟ୍

ଏହି ଅଧିବେଶନରେ କାମଚଳା ବଜେଟ ଆଗତ କରାଯିବ।

Karnataka Assembly
ବିଧାନସଭାକୁ ପଶିଲେ, ବିଧାୟକଙ୍କ ଚେୟାରରେ ବସିଲେ; ପୋଲିସକୁ କହିଲେ, ମୁଁ ବିଧାୟକ

ବିଧାୟକଙ୍କ ଆସନରେ ବସିଥିବା ସମୟରେ ତାଙ୍କୁ ଏ ନେଇ ପଚରାଉଚରା କରାଯିବା ସହ ଗିରଫ କରିଛି ପୋଲିସ ।

CM Baghel
ଏଣିକି ବେକାରୀଙ୍କୁ ମାସକୁ ମିଳିବ ୨୫ ଶହ ଟଙ୍କା, ଜାଣନ୍ତୁ କେମିତି?

୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୧ଲକ୍ଷ ୨୧ହଜାର ୫୦୦ କୋଟି ଟଙ୍କା ବ୍ୟୟ ଆଗତ କରିଛନ୍ତି । ଚଳିତଥର ବଜେଟ୍‌ରେ ବିଶେଷକରି ଅଙ୍ଗନୱାଡି କର୍ମୀ, ହୋମଗାର୍ଡ ଏବଂ ମହିଳାଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଅଙ୍ଗନୱାଡି କର୍ମୀଙ୍କ ଭତା ୬ ହଜାର ୫୦୦ରୁ ୧୦ହଜାର ଟଙ୍କା ବୃଦ୍ଧି କରାଯାଇଛି । ସେହିପରି ଅଙ୍ଗନୱାଡି ସହକର୍ମୀଙ୍କ ଭତା ୩ହଜାର ୫୫୦ରୁ ୫ହଜାର ଟଙ୍କା କରାଯାଇଛି

Before general elections efforts in state budget to attract all categories
ସାଧାରଣ ନିର୍ବାଚନ ପୂର୍ବରୁ ସବୁ ବର୍ଗକୁ ଆକୃଷ୍ଟ କରିବାକୁ ରାଜ୍ୟ ବଜେଟ୍‌ରେ ପ୍ରୟାସ

ନୂଆ ବଜେଟ୍‌ରେ ଅଣାଯାଇଛି ବିଭିନ୍ନ ସ୍କିମ୍। ଏହାକୁ କ୍ୟାମ୍ପେନ ମୋଡ୍‌ରେ ପ୍ରଚାର ପ୍ରସାର କରିବା ଲାଗି ଦଳୀୟ ମନ୍ତ୍ରୀ, ବିଧାୟକ ଓ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଜେପି କହିଛି, କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ଏଥିରେ କେବଳ କପି ପେଷ୍ଟ ଲାଗି ଉଦ୍ୟମ ହୋଇଛି।

Ruckus in both Houses over Adani row
ସଂସଦରେ ଅଦାନୀ ଝଡ଼: ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ସଂସଦର ଉଭୟ ଗୃହରେ ତାତି

ଅଦାନୀ ପ୍ରସଙ୍ଗରେ ଆସନ୍ତା ସୋମବାର କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। 

Budget 2023 at a glance
ବଜେଟ୍: ପିଏମ୍ ଆବାସ୍ ଯୋଜନା ପାଇଁ ଖର୍ଚ୍ଚ ୬୬% ବୃଦ୍ଧି

କୃଷି ଓ କୃଷକଙ୍କ ବିକାଶ ପାଇଁ ଏକାଧିକ ନୂଆ ବ୍ୟବସ୍ଥା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।

38,000 teachers and staff to be recruited
ଖୋଲିବ ୭୪୦ ଏକଲବ୍ୟ ମଡେଲ ସ୍କୁଲ, ମିଳିବ ୩୮,୮୦୦ ଶିକ୍ଷକ ନିଯୁକ୍ତି

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶରେ ୭୪୦ ଏକଲବ୍ୟ ମଡେଲ ସ୍କୁଲ ଓ ୩୮, ୮୦୦ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଦେବା ନେଇ କହିଛନ୍ତି ।

Budget 2023
Budget 2023: ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବଜେଟ, ଆକାଉଣ୍ଟକୁ ଆସିବ ୨ ଲକ୍ଷ ଟଙ୍କା

ଛୋଟ ଛୋଟ ପିଲା ଓ ମହିଳାଙ୍କ ନାଁରେ ସ୍ଥାୟୀ ଜମା ଟଙ୍କା ରଖାଯାଇପାରିବ ବୋଲି ନିର୍ମଳା କହିଛନ୍ତି ।

Budget- Pan Card
Budget 2023: ପାନ କାର୍ଡକୁ ମିଳିଲା ଅଧିକ ଗୁରୁତ୍ୱ, ଏଣିକି ଏହା ପରିଚୟ ପତ୍ର

ଏବେ ସୁଦ୍ଧା ପାନ କାର୍ଡ କେବଳ ବ୍ୟାଙ୍କ ଖାତା ଖୋଲିବା ସହ ଜଡ଼ିତ ରହିଥିବା ବେଳେ ମ୍ୟୁଚୁଆଲ୍‌ ଫଣ୍ଡ ଆଦିରେ ନିବେଶ ବେଳେ ଆବଶ୍ୟକ ହେଉଥିଲା ।

Big Announcement For Agricultural Sector
ଖୁସି ଖବର: ପ୍ରାକୃତିକ ଚାଷ ପାଇଁ ୧ କୋଟି ଚାଷୀଙ୍କୁ ମିଳିବ ସହାୟତା

ବଜେଟ୍‌ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୃଷି ଓ କୃଷକଙ୍କ ବିକାଶ ପାଇଁ ଏକାଧିକ ନୂଆ ବ୍ୟବସ୍ଥା ଘୋଷଣା କରିଛନ୍ତି। ୬୩ ହଜାର ପ୍ରାଥମିକ କୃଷି ଋଣ ସୋସାଇଟିକୁ କମ୍ପ୍ୟୁଟରୀକରଣ କରାଯିବ।

President Draupadi Murmu
ଏଥର ବି ଶାଢ଼ିକୁ ନେଇ ଚର୍ଚ୍ଚା ! ରାଷ୍ଟ୍ରପତି-ଅର୍ଥମନ୍ତ୍ରୀ ପିନ୍ଧିଲେ ଦେଶୀ ଶାଢ଼ି...

ସୀତାରମଣ ସବୁବେଳେ ନିଜ ଶାଢ଼ି ଓ ତାଙ୍କ ଲୁକ୍‌ସ ପାଇଁ ଚର୍ଚ୍ଚାରେ ରହିଥାନ୍ତି ।

Nirmala sitharaman and morarji desai presented budget maximum number of times
ଅପରାହ୍ନ ୫ଟାରେ ଉପସ୍ଥାପିତ ହେଉଥିଲା ବଜେଟ୍; କିଏ କଲେ ପରିବର୍ତ୍ତନ…

ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍‌କୁ ଉପସ୍ଥାପନ ହୋଇଛି। କେତେକ ଜିନିଷ ଶସ୍ତା ହୋଇଛି ତ ପୁଣି କେତେକ ମହଙ୍ଗା ହୋଇଛି। ତେବେ ଆସନ୍ତୁ ଏପର୍ଯ୍ୟନ୍ତ ଉପସ୍ଥାପିତ ହୋଇଥିବା ବଜେଟ୍ ସହିତ ଜଡିତ କେତେକ ଗୁରୁତ୍ୱପୂର୍ଣ୍ଣ ଏବଂ ଆକର୍ଷଣୀୟ ତଥ୍ୟଗୁଡିକ ଉପରେ ନଜର ପକେଇବା।

Nirmala Sitharaman
ସିକଲ ସେଲ୍‌ ଆନେମିଆ ରୋଗ ନାଶ ପାଇଁ କେନ୍ଦ୍ରର ବଡ଼ ବଜେଟ, ଖୋଲିବ ୧୫୭ ନର୍ସିଂ କଲେଜ

ଦେଶର ବଡ଼ ବଡ଼ ସହରରେ ଏହି ୧୫୭ ନର୍ସିଂ କଲେଜ ପ୍ରତିଷ୍ଠା ହେବ ।

Here are 5 films on budget that relax you
ବଜେଟ୍‌କୁ ନେଇ ଆପଣ ନିରାଶ କି; ଦେଖିନିଅନ୍ତୁ ଏହି ୫ ଫିଲ୍ମ

ବଜେଟ୍‌କୁ ନେଇ ସମସ୍ତେ ଆଶାବାଦୀ। ବଜେଟ୍ ଉପସ୍ଥାପନ ପରେ ଅନେକ ମଧ୍ୟ ଏହାକୁ ନେଇ ନିରାଶ ହୋଇଥିବେ। ତେବେ ଆପଣଙ୍କ ମନକୁ ହାଲୁକା କରିବା ନେଇ ବଜେଟ୍ ଆଧାରିତ ଏହି ଫିଲ୍ମଗୁଡିକୁ ଥରେ ଦେଖି ନିଅନ୍ତୁ। ବଜେଟ୍‌କୁ ନେଇ ଆପଣଙ୍କ ମନ ଯଦି ନିରାଶ ହୋଇଯାଇଥିବ ତେବେ ନିଶ୍ଚିତ ହାଲୁକା ଲାଗିବ।

Nirmala Sitharaman Announces Rs 2.4 Lakh Crore For Railways
ବଜେଟରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କା ଘୋଷଣା

ବଜେଟରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଯାଏ ଏତେ ପରିମାଣରୁ ପୁଞ୍ଜି କେବେ ହେଲେ ରେଳବାଇ ପାଇଁ ଘୋଷଣା ହୋଇ ନଥିଲା।

Budget 2023
ବଜେଟରେ ବଡ ଘୋଷଣା : କ’ଣ ଶସ୍ତା, କ’ଣ ମହଙ୍ଗା ?

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରୁଛନ୍ତି।