Advertisment

କଂଗ୍ରେସ କଲା ପଲିଟିକାଲ୍ ବାହାଘର; ବିଜେପି ବରକୁ ବିଜେଡି କନିଆ !

ଡିଜେ ତାଳରେ ନାଚିଲେ ବରଯାତ୍ରୀ। ବାହାଘର ବିଜେଡି ଓ ବିଜେପି ଭିତରେ ଥିଲା । ନିମନ୍ତ୍ରଣ କାର୍ଡ ବି ଛପା ଯାଇଛି। ବିଜେପି ବର ସାଜିଥିବା ବେଳେ କନିଆଁ ସାଜିଥିଲା ବିଜେଡି।

author-image
Tanmay Kumar Mahalik

ବାଜା ବାଜିଲା, ବାଣ ଫୁଟିଲା । ଡିଜେ ତାଳରେ ନାଚିଲେ ବରଯାତ୍ରୀ। ବାହାଘର ବିଜେଡି ଓ ବିଜେପି ଭିତରେ ଥିଲା । ନିମନ୍ତ୍ରଣ କାର୍ଡ ବି ଛପା ଯାଇଛି। ବିଜେପି ବର ସାଜିଥିବା ବେଳେ କନିଆଁ ସାଜିଥିଲା ବିଜେଡି। ହାତଗଣ୍ଠି ପଡିବା ସହ ସାତ ଫେରା ବି ନେଇଛନ୍ତି ।

Advertisment
BJD BJP Congress Marriage
Advertisment
Advertisment