ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଇଣ୍ଟରନେଟରେ ଆସିବା ମାତ୍ରେ ଲୋକଙ୍କ ମଧ୍ୟରେ ଏକ ନକରାତ୍ମକ ଆଲୋଚନା ଆରମ୍ଭ ହୋଇଯାଇଛି। ଲୋକେ ଏହାକୁ ନେଇ ନକରାତ୍ମକ ପ୍ରତିକ୍ରିୟା ଦେଉଛନ୍ତି ଏବଂ ଅନେକ ଏହାକୁ ନୈତିକତା ବିରୁଦ୍ଧ ବୋଲି କହିଛନ୍ତି।
ନିକଟରେ ଅଭିନେତ୍ରୀ ପ୍ରତୀକ ବାବର ଦ୍ୱିତୀୟ ଥର ପାଇଁ ଅଭିନେତ୍ରୀ ପ୍ରିୟା ବାନାର୍ଜୀଙ୍କୁ ବାହା ହୋଇଛନ୍ତି। ବର୍ତ୍ତମାନ ଉଭୟ ଗୋଆରେ ହନିମୁନ୍ ଉପଭୋଗ କରୁଛନ୍ତି। ଏହି ଅଭିନେତା ପ୍ରଶଂସକଙ୍କୁ ଏହାର ଝଲକ ମଧ୍ୟ ଦେଖାଇଛନ୍ତି। ଏହି ଫଟୋଗୁଡ଼ିକରେ ଉଭୟ ବେଡ୍ରୁମ୍ରେ ପୋଜ୍ ଦେଉଥିବା ନଜର ଆସିଛନ୍ତି।
ଭୋଜପୁରୀ ରାଣୀ ମୋନାଲିସା ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ହଟ୍ ଓ ବୋଲ୍ଡ ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ମାହିର। ଇଣ୍ଟର୍ନେଟ୍ରେ ପୋଷ୍ଟ ହେବା ମାତ୍ରେ ପ୍ରଶଂସକଙ୍କ ମଧ୍ୟରେ ତାଙ୍କର ବୋଲ୍ଡ ଲୁକ୍ ଛାଇଯାଏ। ଅନେକ ଲୋକ ତାଙ୍କ ଫଟୋକୁ ମୋବାଇଲ୍ରେ ସେଭ୍ କରି ରଖନ୍ତି।
ବଲିଉଡ୍ ଅଭିନେତ୍ରୀ ଜାହ୍ନଭୀ କପୁର ପ୍ରତିଦିନ ଇନ୍ଷ୍ଟାଗ୍ରାମରେ ତାଙ୍କର ବୋଲ୍ଡ ଆଉ ହଟ୍ ଲୁକ୍ରେ ପ୍ରଶଂସକଙ୍କ ନିଦ ହଜାନ୍ତି। ତାଙ୍କତ ଫଟୋ ପୋଷ୍ଟ ହେଉ ହେଉ ଭାଇରାଲ୍ ହୁଏ। ତାଙ୍କ ଘାତକ ଅବତାର ଇଣ୍ଟରନେଟରେ ଟ୍ରେଣ୍ଡ କରିବା ଆରମ୍ଭ କରେ।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି(AAP) ଖରାପ ପ୍ରଦର୍ଶନ କରିଛି। କଂଗ୍ରେସ ମଧ୍ୟ ଅମାନତ ହରାଇଛି। ଏକ୍ଜିଟ୍ ପୋଲ୍ ଫଳାଫଳ ଅନୁଯାୟୀ ଦୀର୍ଘ ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ ସରକାର ଗଠନ ଆଡକୁ ଗତି କରୁଥିବା ଜଣାପଡିଛି। ଦିଲ୍ଲୀ ରାଜନୀତିକୁ ନେଇ ସୋସିଆଲ୍ ମିଡିଆରେ ଏବେ ଅନେକ ମଜାଳିଆ ମିମ୍ସ ଭାଇରାଲ୍ ହେବାରେ ଲାଗିଛି।
ବଲିଉଡ୍ ଅଭିନେତ୍ରୀ ଅବନୀତ କୌର୍ ସୋସିଆଲ୍ ମିଡିଆରେ ବେଶ୍ ଲୋକପ୍ରିୟ। ଅଭିନେତ୍ରୀ ପ୍ରତିଦିନ ଇନ୍ଷ୍ଟାଗ୍ରାମ୍ରେ ନିଜର ଲାଟେଷ୍ଟ୍ ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ନିଜର ଆଧିପତ୍ୟ ଜାରି ରଖିଛନ୍ତି। ସେ ଯେତେବେଳେ ବି ଇନ୍ଷ୍ଟାଗ୍ରାମ୍ରେ ତାଙ୍କ ଫଟୋ ପୋଷ୍ଟ କରନ୍ତି, ସେସବୁ କିଛି ମିନିଟ୍ରେ ଭାଇରାଲ୍ ହେବା ଆରମ୍ଭ କରେ।
୨୦୨୫ ଆରମ୍ଭ ହେଉ ହେଉ ଖେସରୀ ଲାଲ ନିଜ ଗୀତ ସହିତ ଇଣ୍ଟରନେଟ୍କୁ ଦୋହଲାଇ ଦେଇଛନ୍ତି। ଆଜିକାଲି ଯେତେବେଳେ 'ପୁଷ୍ପା ୨'ର ରୋଜଗାର ବଡ଼ ବଡ଼ ଚଳଚ୍ଚିତ୍ର ନିର୍ମାତାଙ୍କ ଝାଳ ବୁହାଇ ଦେଉଛି, ସେତେବେଳେ ଭୋଜପୁରୀ ସିନେମା ମେଗାଷ୍ଟାର ଖେସରି ଲାଲ ଯାଦବଙ୍କ ଏକ ଗୀତ ଚର୍ଚ୍ଚାରେ ଅଛି।
ଯଦି ସୋସିଆଲ୍ ମିଡିଆ ସଠିକ୍ ଭାବରେ ବ୍ୟବହୃତ ନ ହୁଏ, ତେବେ ଏହା ଅନେକ ସମସ୍ୟା ସୃଷ୍ଟି କରିପାରେ। ସୋସିଆଲ ମିଡିଆ ବ୍ୟବହାର କରିବା ସମୟରେ କେତେକ ସାଧାରଣ ତ୍ରୁଟିରୁ ଦୂରେଇ ରହିବା ଅତ୍ୟନ୍ତ ଜରୁରୀ। ତେବେ ସେହି ତ୍ରୁଟିଗୁଡିକ କ’ଣ ଆସନ୍ତୁ ଜାଣିବା...
ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀ ତଥା ଫିଲ୍ମ ନିର୍ମାତା ବୋନି କପୁରଙ୍କ ସାନ ଝିଅ ଖୁସି କପୁର ସୋସିଆଲ ମିଡିଆରେ ବହୁତ ସକ୍ରିୟ। ‘ଦି ଆର୍ଚିଜ୍’ ତାରକା ପ୍ରାୟତଃ ନିଜ ଫଟୋ ସେୟାର କରି ନିଜ ପ୍ରଶଂସକଙ୍କୁ ନିଜ ବିଷୟରେ ଅପଡେଟ୍ ପ୍ରଦାନ କରିଥା’ନ୍ତି।
ବଲିଉଡ୍ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ମସାବା ଗୁପ୍ତା ମା’ ହୋଇଛନ୍ତି। ମସାବା ଗୁପ୍ତା ଛୋଟ ପରୀଙ୍କୁ ଜନ୍ମ ଦେଇଛନ୍ତି। ଦଶହରା ଦିନ ମସାବା ଏବଂ ତାଙ୍କ ସ୍ୱାମୀ ସତ୍ୟଦୀପ ମିଶ୍ର ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ଫ୍ୟାଶନ ଡିଜାଇନର୍ ମସାବା ଗୁପ୍ତା ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଫଟୋ ଶେୟାର କରି ତାଙ୍କ ଝିଅର ଝଲକ ଦେଖାଇଛନ୍ତି।
ଆଜିକାଲି ସୋସିଆଲ୍ ମିଡିଆ ସେନ୍ସେସ୍ର ଏକ ତାଲିକା କଲେ ଟପ୍ ୱାନ୍ରେ ଉର୍ଫି ଜାଭେଦ୍ ହିଁ ରହିବେ। ନିଜର ଅନନ୍ୟ ଫ୍ୟାଶନ୍ ସେନ୍ସ କାରଣରୁ ସେ ପ୍ରତିଦିନ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ତାଙ୍କ ବୋଲ୍ଡ ଚେହେରା ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି।
ବଲିଉଡ ଅଭିନେତ୍ରୀ କରୀନା କପୁର ଯେଉଁଆଡେ ଯାଆନ୍ତି, ପାପାରାଜିଙ୍କ ଆଖି ତାଙ୍କ ଉପରେ ଥାଏ। ତାଙ୍କର ଲାଟେଷ୍ଟ୍ ଲୁକ୍ ପ୍ରାୟତଃ ଇଣ୍ଟରନେଟ୍କୁ ଆସିବା ମାତ୍ରେ ହଙ୍ଗାମା ସୃଷ୍ଟି କରେ। ବର୍ତ୍ତମାନ, ଅଭିନେତ୍ରୀଙ୍କୁ ପୁଣି ଥରେ ପାପାରାଜି ଫଲୋ କରିଛନ୍ତି ଆଉ ତାଙ୍କୁ ନିଜ କ୍ୟାମେରାରେ କଏଦ କରିଛନ୍ତି।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲେ ସୁହାନା ଖାନ; ଫଟୋ ଦେଖି ଲୋକେ କହୁଛନ୍ତି ହାର୍ଟବିଟ୍ ବଢିଯାଉଛି ବଲିଉଡ୍ ବାଦଶାହ ଶାହରୁଖ୍ ଖାନଙ୍କ ରାଜକୁମାରୀ ସୁହାନା ଖାନ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ଇନ୍ଷ୍ଟାରେ ତାଙ୍କର ନୂଆ ଫଟୋ ଶେୟାର କରିଛନ୍ତି। ତାଙ୍କ ଏହି ପଟୋଗୁଡିକ ଭାଇରାଲ୍ ହେଉଛି। ସୁହାନାଙ୍କୁ ପ୍ରଶଂସକମାନେ ଏସବୁକୁ ଖୁବ୍ ପସନ୍ଦ କରୁଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା ଓ ଜିଲ୍ଲା ବିଜେପି ଉପସଭାପତି ସଞ୍ଜୟ ରଥ ଅତନୁଙ୍କ ଉପରେ ପ୍ରବଳ ବର୍ଷି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ରେଳପଥ ସ୍ୱପ୍ନ ସାକାର କରିବାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅବଦାନ ବିନ୍ଦୁ ନୁହେଁ ସିନ୍ଧୁ ପରି ।
ଅରିନ୍ଦମ ରାୟଙ୍କ ଇସ୍ତଫା ପରେ ନେତାମାନେ ଏମିତି ମତ ଦେଇଥିବା ଚର୍ଚ୍ଚା । ଗତକାଲି ବବିଙ୍କ ଭିଣୋଇ ଅରିନ୍ଦମ ବିଜେଡି ଛାଡ଼ି ବିଜେପି ଯାଇଥିଲେ । କିଛି ଦିନ ତଳେ ବବିଙ୍କ ମାମୁ ଭବାନୀ ଜଗଦ୍ଦେବ ବି ପଦ୍ମ ଧରିଥିଲେ । ତେବେ ନେତାମାନଙ୍କ ଏଭଳି ମନ୍ତବ୍ୟ ନେଇ ବିଜେଡିର ପ୍ରତିକ୍ରିୟା ମିଳିନି ।
ରାଣୀଙ୍କ ଭାରତ 'ଦୁନିଆର ସର୍ବୋତ୍ତମ ଚଳଚ୍ଚିତ୍ର ନିର୍ମାଣ କରେ' ପ୍ରତିକ୍ରିୟାରେ X ରେ ହେଲେ ଟ୍ରୋଲ୍। ଲୋକେ ଯାହା ପାଇଲେ ତାହା କହିଲେ। ଜାଣନ୍ତୁ କ’ଣ କହିଲେ ୟୁଜର୍।
ରାଜଧାନୀର ଯୁବ ଲେଖିକା ବନସ୍ମିତା ପତିଙ୍କ ସହ ଆର୍ଥିକ କାରବାରକୁ ନେଇ ଉପୁଜିଥିବା ବିବାଦରେ ଗିରଫ ହୋଇଛନ୍ତି ମୌସୁମୀ। IPC ଧାରା ୩୮୫-ଦାଦାବଟି ଆଦାୟ କରିବା, ୨୯୪-ଗାଳିଗୁଲଜ କରିବା, ୫୦୬-ଅପରାଧିକ ଧମକ ଏବଂ ୫୦୭- ଧମକ ଚମକ ଭଳି ସଂଗୀନ ଦଫା ଲଗାଇ ମୌସୁମୀଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି ଭୁବନେଶ୍ବର ଇନଫୋସିଟି ପୋଲିସ।
ଆଜି ସକାଳେ ସୋସିଆଲ୍ ମିଡିଆରେ ନୂଆ ଭିଡ଼ିଓ ଛାଡ଼ିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ବର୍ଷାଙ୍କ ଚରିତ୍ର ସଂହାର କରିବା ମୋ ଉଦ୍ଦେଶ୍ୟ ନୁହେଁ ବୋଲି ଅନୁଭବ କହିବା ସହ କୋର୍ଟଙ୍କ ଐତିହାସିକ ରାୟକୁ ଆମେ ଚ୍ୟାଲେଞ୍ଜ କରିବୁ ବୋଲି ସେ କହିଛନ୍ତି ।
ବେଙ୍ଗାଲୁରୁର ଜଣେ ମହିଳା ତାଙ୍କ ସୋସିଆଲ୍ ମିଡିଆରେ ଏମିତି କିଛି ଲେଖିଛନ୍ତି ଯେ ଏହା ଦେଖୁ ଦେଖୁ ଭାଇରାଲ ହୋଇଛି। ଜଣେ ଟ୍ୱିଟର ବ୍ୟବହାରକାରୀ ତାଙ୍କ ପ୍ରୋଫାଇଲର ଏକ ସ୍ନାପ୍ସଟ୍ ଶେୟାର କରିଛନ୍ତି, ଯାହା ପରେ ଏହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି।
UPSC ରେଜଲ୍ଟ ୨୦୨୨ରେ ବେଦିକା ବିହାଣୀ ନିଜ ପଦବୀକୁ ସୁନିଶ୍ଚିତ କରିନେଇଛନ୍ତି। ଅନେକ ବର୍ଷର କଠିନ ପରିଶ୍ରମ ଦ୍ୱାରା ସେ ଏହି ପଦବୀ ହାସଲ କରିଛନ୍ତି। ଏହି ଯାତ୍ରାରେ ତାଙ୍କୁ ଅନେକ କିଛି ବଳିଦାନ ଦେବାକୁ ପଡିଛି।
ହଠାତ୍ ପ୍ରଚଣ୍ଡ ଶବ୍ଦ, ବଗି ଅନ୍ଧାର, ଆର୍ତ୍ତ ଚିତ୍କାର..ଦେଖିଲେ ଲାଗୁଛି ଏହା ଏକ ସ୍ଲିପର କ୍ଲାସ୍ ବଗି।
୨୪ ବର୍ଷ କ୍ଷମତାରେ ରହିବା ପରେ ବିଜେଡିକୁ କାହିଁକି ଶଙ୍ଖ ମୋ ଗର୍ବ ବୋଲି କହିବାକୁ ପଡ଼ିଲା ବୋଲି ପ୍ରଶ୍ନ ଉଠିଛି । କୁହାଯାଉଛି, ବିଜେଡିକୁ ଏବେ ଭବିଷ୍ୟତ ଚିନ୍ତା ଘାରିଥିବାରୁ, ସେଇଥିପାଇଁ ଏ କ୍ୟାମ୍ପେନ୍ । ସେପଟେ ବିଜେପି ବି ସୋସିଆଲ୍ ମଡିଆରେ ଏହାକୁ ଭିନ୍ନ ବାଗରେ କାଉଣ୍ଟର କରିଛି ।
୨୪ ବର୍ଷ କ୍ଷମତାରେ ରହିବା ପରେ ବିଜେଡିକୁ କାହିଁକି ଶଙ୍ଖ ମୋ ଗର୍ବ ବୋଲି କହିବାକୁ ପଡ଼ିଲା ବୋଲି ପ୍ରଶ୍ନ ଉଠିଛି । କୁହାଯାଉଛି, ବିଜେଡିକୁ ଏବେ ଭବିଷ୍ୟତ ଚିନ୍ତା ଘାରିଥିବାରୁ, ସେଇଥିପାଇଁ ଏ କ୍ୟାମ୍ପେନ୍ । ସେପଟେ ବିଜେପି ବି ସୋସିଆଲ୍ ମଡିଆରେ ଏହାକୁ ଭିନ୍ନ ବାଗରେ କାଉଣ୍ଟର କରିଛି ।
ଆଜିକାଲି ପ୍ରାୟ ସମସ୍ତେ ସୋସିଆଲ୍ ମିଡିଆର ବିଭିନ୍ନ ପ୍ଲାଟ୍ଫର୍ମରେ ଖୁବ ଆକ୍ଟିଭ୍ ରହୁଥିବା ଦେଖାଯାଏ। କିଛି ଲୋକ ଇନ୍ଷ୍ଟାଗ୍ରାମ୍ କେବଳ ରିଲ୍ସ ଅପକୋଡ୍ କରୁଥିବା ବେଳେ ଆଉ କିଛି ଲୋକ ଏହା ଦ୍ୱାରା ଭଲ ରୋଜଗାର ମଧ୍ୟ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ଯୁବ ଉଦ୍ୟୋଗୀ ଆଞ୍ଚଲ୍ ଅଗ୍ରୱାଲ୍ଙ୍କ ସଫଳତାର କାହାଣୀ।
ଏଥିରେ ଓଡ଼ିଶା ପୋଲିସକୁ ମଧ୍ୟ ଧନ୍ୟବାଦ ଦିଆଯାଇଛି।