/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741612896.jpg)
Prateik babbar priya banerjee honeymoon private photos went viral
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741612896.jpg)
1/6
ପ୍ରତୀକ ବାବର ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ପ୍ରିୟା ବାନାର୍ଜୀଙ୍କୁ ୧୪ ଫେବୃଆରୀରେ ବିବାହ କରିଥିଲେ। ଉଭୟଙ୍କ ବିବାହ ଅତି ସାଧାରଣ ଭାବେ ନିଜ ଘରେ ହୋଇଥିଲା।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741612953.jpg)
2/6
ପ୍ରିୟାଙ୍କ ସହିତ ଏହା ହେଉଛି ପ୍ରତୀକ ବାବରଙ୍କ ଦ୍ୱିତୀୟ ବିବାହ। ଏହାପୂର୍ବରୁ ସେ ୨୦୧୯ରେ ସାନ୍ୟା ସାଗରଙ୍କୁ ବିବାହ କରିଥିଲେ। କିନ୍ତୁ ୪ବର୍ଷ ପରେ ଦୁହେଁ ଛାଡପତ୍ର ଦେଇଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741612987.jpg)
3/6
ଏବେ ବିବାହ ପରେ ଦୁହେଁ ଗୋଆରେ ହନିମୁନ୍କୁ ଉପଭୋଗ କରୁଛନ୍ତି। ଏହି ହନିମୁନ୍ର କିଛି ବ୍ୟକ୍ତିଗତ ଫଟୋ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741613038.jpg)
4/6
ଏହି ଫଟୋ ଗୁଡ଼ିକରେ ପ୍ରତୀକ ତାଙ୍କ ପତ୍ନୀଙ୍କ ସହିତ କିଛି ଗୁଣାତ୍ମକ ସମୟ ବିତାଉଥିବାର ନଜର ଆସିଛନ୍ତି। ଦୁହେଁ ବେଡ ଉପରେ ବସିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741613070.jpg)
5/6
ପ୍ରତୀକ ଏବଂ ପ୍ରିୟାଙ୍କ ବେଡ୍ରେ ଗୋଲାପ ଫୁଲର ପାଖୁଡା ବିଛା ଯାଇଥିବାର ଦେଖାଯାଏ। ଗୋଟିଏ ଫଟୋରେ ଉଭୟ ମଧ୍ୟାହ୍ନ ଭୋଜନ ଉପଭୋଗ କରୁଥିବା ଦେଖିବାକୁ ମିଳେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741613097.jpg)
6/6
କିଛି ଫଟୋରେ, ଏହି ନବ ବିବାହିତ ଦମ୍ପତିଙ୍କ ସହିତ ସେମାନଙ୍କର କିଛି ବିଶେଷ ବନ୍ଧୁ ମଧ୍ୟ ନଜର ଆସିଛନ୍ତି। ଯାହାଙ୍କ ସହ ସେ ଗୋଆରେ ବହୁତ ମଜ୍ଜା କରୁଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)