ଏଥିରେ ଓଡ଼ିଶା ପୋଲିସକୁ ମଧ୍ୟ ଧନ୍ୟବାଦ ଦିଆଯାଇଛି।
ଶ୍ରୀମନ୍ଦିର ଭିତରକୁ କିପରି କ୍ୟାମେରା ଗଲା ସେ ନେଇ ପ୍ରଶ୍ନ ଉଠିଛି।
ପତ୍ନୀଙ୍କ ରିଲ୍ସ କରିବା ସ୍ୱାମୀଙ୍କୁ ଆସିଲା ନାହିଁ ପସନ୍ଦ। ବାରମ୍ବାର ମନାକଲେ। ନ ଶୁଣିବାରୁ ଝଗଡା ହେଲା। କ୍ରୋଧ ଚରମ ସୀମାରେ ପହଞ୍ଚିବାରୁ ଗଳା ଚିପି ପତ୍ନୀଙ୍କୁ ମାରିଦେଲେ।
ମାଟ୍ରିକ ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଉଛନ୍ତି ପ୍ରଧାନଶିକ୍ଷକ। ପ୍ରତି ପିଲା ପିଛା ଆଦାୟ ହେଉଥିଲା ୩ ଶହ ଟଙ୍କା । ତେଲକୋଇର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ପଟିଆ ରେଳ ଷ୍ଟେସନ ନିକଟ ଧାରଣାରୁ ମୃତଦେହ ଉଦ୍ଧାର କରାଯାଇଛି ।
ସବୁବେଳେ ନିଜ ଫ୍ୟାଶନ ସେନ୍ସକୁ ନେଇ ଚର୍ଚ୍ଚାରେ ରହୁଥିବା ରଣବୀର ସିଂହ ଏବେ ଏମିତି ଫଟୋସୁଟ୍ କରିଛନ୍ତି ଯାହାକୁ ଦେଖି ଆପଣ ନ ହସି ରହିପାରିବେ ନାହିଁ। ତାଙ୍କ ନ୍ୟୁଡ୍ ଫଟୋକୁ ନେଇ ଅନେକ ମୀମ୍ସ କରୁଛନ୍ତି।
ଟ୍ରୋଲ୍ ହେଉଛନ୍ତି ଦିଶା ପାଟନୀ। ଅଙ୍ଗ ପ୍ରଦର୍ଶନ ପୋଷାକ ଯୋଗୁଁ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। ତାଙ୍କୁ ଉର୍ଫି ଜାଭେଦଙ୍କ ସହ ତୁଳନା କରୁଛନ୍ତି ଲୋକେ।
ଅଲି ଜାଫରଙ୍କ ଗୀତ 'ଝୁମ୍' ପୁଣି ଥରେ ପ୍ରଶଂସକଙ୍କଠାରୁ ବହୁତ ଭଲ ପାଇବା ପାଇଛି। ତାଞ୍ଜାନିଆର ସୋସିଆଲ୍ ମିଡିଆ ସେନ୍ସେସ୍ କିଲି ପଲ୍ ମଧ୍ୟ ଏହି ଗୀତରେ ଏକ ଭିଡିଓ ତିଆରି କରିବା ଠାରୁ ଦୂରେଇ ରହିପାରି ନାହାନ୍ତି। ଆସନ୍ତୁ ଦେଖିବା…
ସୀମାକୁ ମିଳିଲା କୁତ୍ରିମ ଗୋଡ । ଏବେ ସୀମା ନିଇତି ସ୍କୁଲ ଯିବ, ନିଜର ଦୁଇ ଗୋଡରେ ଚାଲିକି ଯିବ । କାହିଁକି ନା ୧୦ ବର୍ଷର ସୀମାକୁ ଲଗାଯାଇଛି କୃତ୍ରିମ ଗୋଡ । ସୀମା ଏବେ ପୁରା ଫିଟ୍ । ଦୁଇ ଗୋଡରେ ଚାଲିପାରିବ, ଖେଳିପାରିବ, ଅନ୍ୟମାନଙ୍କ ଭଳି ସ୍କୁଲ ଯାଇପାରିବ ।
ଜ୍ଞାନବାପି ମସ୍ଜିଦ୍ ପରିସରରୁ ଶିବଲିଙ୍ଗ ମିଳିବା ଘଟଣାକୁ ନେଇ ପରିହାସ କରିବା ଅଭିଯୋଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର୍ ରତନ ଲାଲ ଗିରଫ ହୋଇଛନ୍ତି ।
ରାତିରାତି ବାପାଙ୍କୁ ଫେମସ କଲା ପୁଅ । ହାଇଦ୍ରାବାଦରୁ ସାମ୍ନାକୁ ଆସିଛି ଏହି ଘଟଣା।
ଶ୍ରୀଲଙ୍କାରେ ସୋସିଆଲ୍ ମିଡିଆ ଉପରେ ଲାଗିଲା ରୋକ୍ । ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ୍, ହ୍ୱାଟ୍ସଆପ୍, ଟିକ୍ଟକ୍ ଉପରେ ରୋକ୍ । ଆନ୍ଦୋଳନାତ୍ମକ ସ୍ଥିତି ନିୟନ୍ତ୍ରଣ ପାଇଁ ସରକାର ରୋକ୍ ଲଗାଇଛନ୍ତି ।
ବୁଲିବୁଲି ବାଦାମ ବିକୁଥିବା ଜଣେ ବେପାରୀ ଖାଲି ନିଜେ ନାଚୁନାହାନ୍ତି, ସାରା ଦୁନିଆକୁ ନିଜ ଗୀତରେ ନଚାଉଛନ୍ତି । ଭୁବନ ବାଦ୍ୟକାର ଫେସ୍ବୁକ୍ ସର୍ଟ୍, ଇନଷ୍ଟାଗ୍ରାମ ରିଲ୍ରେ ସେନସେସନ୍ ପାଲଟି ଯାଇଛନ୍ତି ।
କାଚା ବାଦାମ୍। ପକ୍କା ବାଦାମ। ଆଜିକାଲି ଏହି ଗୀତଟି ସୋସିଆଲ୍ ମିଡିଆ ସେନସେସନ୍ ପାଲଟି ଯାଇଛି। ଏମିତିକି କାଚା ବାଦାମ ଗୀତରେ ଅନେକ ରିଲ୍ ଓ ସର୍ଟସ୍ ଭାଇରାଲ୍ ହେବାରେ ଲାଗିଛି।
ହରନାଜ୍ କୌର ସାନ୍ଧୁ ମିସ୍ ୟୁନିଭର୍ସ ୨୦୨୧ ଜିତିଲା ପରେ ଉତ୍ସବମୁଖର ହୋଇଉଠିଛି ସୋସିଆଲ୍ ମିଡିଆ। ଅଭିନନ୍ଦନରେ ପୋତିହୋଇ ପଡୁଛନ୍ତି ହର୍ନାଜ୍। ଆସନ୍ତୁ ଜାଣିବା କ’ଣ କୁହନ୍ତି ଲାରା ଦତ୍ତା ଓ ପ୍ରିୟଙ୍କା ଚୋପ୍ରା।
ମହିଳାଙ୍କ ନାମରେ ଆସିଥିଲା ମିଛ ଅଭିଯୋଗ। ବାହାନା କରି ଛୁଟି ନେଇଥିବା କୁହାଯାଇଥିଲା। ଏହା ପରେ ଏହି ମହିଳା ଛାଡି ଦେଇଥିଲେ ପୁଲିସ୍ ଚାକିରି। ଏବେ ସୋସିଆଲ ମିଡିଆରେ ନିଜ ଚେହେରାର ଯାଦୁରେ ଉଡଉଛନ୍ତି ଲୋକଙ୍କ ହୋସ୍ ଆଉ କମଉଛନ୍ତି ଢେର ଟଙ୍କା।
ଓଡ଼ିଶାରେ ଆରମ୍ଭ ହୋଇଯାଇଛି ଡିଜିଟାଲ ଗ୍ୟାଙ୍ଗୱାର। ସୋସିଆଲ୍ ମିଡିଆରେ ଗୋଟିଏ ଗ୍ୟାଙ୍ଗ ଭିଡିଓ ଛାଡ଼ିଲେ, ଏହାର ଜବାବ ଦେଉଛି ଆଉ ଗୋଟିଏ ଗ୍ୟାଙ୍ଗ୍। ତାହା ପୁଣି ସେଇ ଭିଡିଓରେ। ଆଉ ସେ ଭିଡିଓର ଦୃଶ୍ୟ ଓ ଭାଷା ଅତ୍ୟନ୍ତ ଅରୁଚିକର ଓ ଭୟାନକ। ଦେଖନ୍ତୁ ଆମର ଏହି ଷ୍ଟୋରି।
ଟିଭି ଦୁନିଆର ନାଗୁଣୀ ଭାବେ ପରିଚିତ ମୋନୀ ରାୟ ବଲିଉଡ୍ରେ ପାଦ ଦେଇଛନ୍ତି। ସେ ମଧ୍ୟ ନିଜ କାମ ଉପରେ ଧ୍ୟାନ ରଖିଛନ୍ତି। ତାଙ୍କ ସୋସିଆଲ୍ ମିଡିଆ ମଧ୍ୟ ହଟ୍ ଆଉ ଆକର୍ଷଣୀୟ ଫଟୋରେ ଭରି ହୋଇଛି। ଆଜିକାଲି ମୋନୀଙ୍କର ସବୁ ଗ୍ଲାମରସ୍ ଫଟୋ ଓ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏମିତିରେ ବି ସୋସିଆଲ୍ ମିଡିଆରେ ତାଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି। ତେଣୁ ତାଙ୍କ ଫଟୋ ପୋଷ୍ଟ ହେବା ମାତ୍ରେ ଲାଇକ୍-କମେଣ୍ଟର ସୁଅ ଛୁଟୁଛି। ବର୍ତ୍ତମାନ ତାଙ୍କର ସେମିତି କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଖୁବ୍ ଗ୍ଲାମର ଓ ହଟ୍ ଲାଗୁଛନ୍ତି।
୬ ଘଣ୍ଟାରୁ ଅଧିକ ସମୟ ଅଚଳ ପରେ ଧୀରେଧୀରେ ସ୍ୱାଭାବିକ ହେଉଛି ସୋସିଆଲ ମିଡିଆ ଫେସବୁକ, ହ୍ୱାଟସଆପ୍ ଓ ଇନଷ୍ଟାଗ୍ରାମ୍।
ଅନେକ ସମୟରେ ସୋସିଆଲ ମିଡିଆ ବଡ ବଡ କାମ କରିଥାଏ। କେତେବେଳେ ଗରିବକୁ ରାତାରାତି ଧନୀ କରିଦିଏ ତ ପୁଣି କେତେବେଳେ ହଜିଯାଇଥିବା ପୁଅକୁ ଫେରେଇଦିଏ। ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ମା’ ଠାରୁ ଅଲଗା ହୋଇଯାଇଥିବା ପୁଅକୁ ସୋସିଆଲ ମିଡିଆ ମିଶେଇ ଦେଇଛି। ୭୦ ବର୍ଷ ପରେ ମା’ କୋଳକୁ ଫେରି ଆସିଛି ପୁଅ। ଏଭଳି ଏକ ଖବର ବାଂଲାଦେଶରୁ ଆସୁଛି। ଏକ ପୁଅ ୭୦ ଦଶନ୍ଧି ପରେ ତା’ର ୧୦୦ ବର୍ଷର ବୃଦ୍ଧ ମାଆଙ୍କୁ ଭେଟିବାକୁ ସକ୍ଷମ ହୋଇଛି।
ବଲିଉଡ ଜଗତର ଦୁଇ ଆଗ ଧାଡିର ଅଭିନେତ୍ରୀ ହେଲେ ଦୀପିକା ପାଦୁକୋନ୍ ଓ କାଟ୍ରିନା କୈଫ୍। ଏହି ଦୁଇ ଅଭିନେତ୍ରୀଙ୍କୁ ଗୋଟିଏ ଫ୍ରେମ୍ରେ ଦେଖିବା ଏତେ ସହଜ ନୁହେଁ। କେବେ କେବେ ଏମିତି ସୁଯୋଗ ଆସିଥାଏ ଯେତେବେଳେ ଏହି ଦୁଇ ଅଭିନେତ୍ରୀଙ୍କୁ ଗୋଟିଏ ଫ୍ରେମ୍ରେ ଦେଖିବାକୁ ମିଳେ। ତେବେ ଉଭୟଙ୍କ ଏକ ବିଗତ ଦିନର ଫଟୋ ବର୍ତ୍ତମାନ ସୋସିଆଲ୍ ମିଡିଆରେ ହଇଚଇ ଖେଳଉଛି।
ବଲିଉଡ୍ ଅଭିନେତା ତଥା ମଡେଲ୍ ମିଲିନ୍ଦ ସୋମନ ସବୁବେଳେ ନିଜ ଫିଟ୍ନେସ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଅଭିନେତା ଅନେକ ଲୋକଙ୍କ ପାଇଁ ପ୍ରେରଣ ହୋଇଛନ୍ତି। ଟଫ୍ ୱାର୍କଆଉଟ୍ର ଫଟୋ ଓ ଭିଡିଓ ସେୟାର କରି ମିଲିନ୍ଦ ନିଜ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି। ୫୫ ବର୍ଷ ବୟସରେ ବି ମିଲିନ୍ଦ ସୁପର ଫିଟ୍ ଓ ସ୍ୱାସ୍ଥ୍ୟବାନ ଅଛନ୍ତି। ନିକଟରେ ମିଲିନ୍ଦ ସୋମନ ତାଙ୍କର ରୁଟିନ୍ ଚେକ୍ଅପ୍ର ଏକ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି। ଫଟୋ ସେୟାର କରି ସେ ଏମିତି କିଛି ଉପଦେଶ ଦେଇଛନ୍ତି ଯାହା ପାଇଁ ସେ ବହୁତ ଟ୍ରୋଲ୍ ହେବାରେ ଲାଗିଛନ୍ତି।
ଆତଙ୍କୀ ସଂଗଠନ ସୋସିଆଲ ମିଡିଆ ସହାୟତାରେ ଯେମିତି ନିଜ ପ୍ରୋପାଗାଣ୍ଡା ଚଳାଇ ନପାରିବ, ସେଥିଲାଗି ତତ୍ପର ହୋଇଛନ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମ । ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ୍ ତାଲିବାନ ବିରୋଧରେ ଗ୍ରହଣ କରିଛନ୍ତି କଡ଼ା ଆଭିମୁଖ୍ୟ ।
ପଞ୍ଚମ ଶ୍ରେଣୀରେ ଗାଇଥିଲେ, ଏବେ ସପ୍ତମ ଶ୍ରେଣୀରେ ଭାଇରାଲ୍ । ସ୍କୁଲରେ ଶିକ୍ଷକଙ୍କ ଆଗରେ ସହଦେବ ଗାଇଥିବା ବଚପନ୍ କା ପ୍ୟାର୍ ଗୀତକୁ ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁଣୁଗୁଣାଉଛନ୍ତି
ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ପୁଣି ଓଟିଭି ଖବର ନାଁରେ ଗୁଜବ ପ୍ରଚାର। ଯାଜପୁର, ବ୍ୟାସନଗର ଓ ଚଣ୍ଡିଖୋଲ ସଟ୍ଡାଉନ ହେଉଛି ବୋଲି ଏକ ମିଛ ଖବର ସୋସିଆଲ୍ ମିଡିଆରେ ପ୍ରସାର କରାଯାଉଛି। ପୁଣିଥରେ କହି ରଖୁଛୁ ଏହା ଏକ ଗୁଜବ ବା ମିଛ ଖବର। ଏଭଳି ତଥ୍ୟ ସମ୍ବଳିତ କୌଣସି ଖବର ଓଟିଭି କେବେ ପ୍ରସାରଣ କରିନାହିଁ। ଓଟିଭିରେ ପ୍ରସାରିତ ଏକ ପୁରୁଣା ଖବର ଗ୍ରାଫିକ୍ସ ପ୍ଲେଟ୍କୁ ଏବେ ପ୍ରଚାର କରାଯାଉଛି। ଏହାକୁ ଆଦୌ ବିଶ୍ୱାସ କରନ୍ତୁ […]