• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1693" result for "ଓଡ଼ିଶା" in https://otvkhabar.in

kk
ଓଡ଼ିଶା ସହ କେ.କେଙ୍କର ନିବିଡ଼ ସମ୍ପର୍କ : ଗୋପାଳପୁର, ପୁରୀ, ଭୁବନେଶ୍ୱରରେ କରିଛନ୍ତି ଶୋ . . .

ଆଜି ବି ପ୍ରେମରେ ବିରହକୁ ସହୁଥିବା ପ୍ରେମିକ ଶୁଣେ ଆଇକନିକ୍ ତଡ଼ପ ତଡ଼ପ ଇସ୍ ଦିଲ ସେ ।

Odisha likely to experience below-normal rainfall this monsoon season: IMD
ଜୁନ୍‌ରେ ଓଡ଼ିଶାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା: IMD ଡିଜି

ଜୁନରେ ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ଏନେଇ IMD ପକ୍ଷରୁ ଆକଳନ କରାଯାଇଛି ।

Nepal Plane Missing
ନେପାଳ ବିମାନ କ୍ରାସ : ନିଖୋଜ ୪ ଭାରତୀୟ ଓଡ଼ିଶାର ସୂଚନା

ନିଖୋଜ ୨୨ ଯାତ୍ରୀଙ୍କ ମଧ୍ୟରେ ୪ ଜଣ ଓଡ଼ିଶାର ବୋଲି ସୂଚନା ମିଳିଛି

IMD predicts rise in temp, humidity in several Odisha districts
ସିଝିବ ସାରା ଓଡ଼ିଶା; ଆଗାମୀ ୩ ଦିନ ତାତିରୁ ନାହିଁ ନିସ୍ତାର

ରାଜ୍ୟରେ ଆଗାମୀ ୩ ଦିନ ମଧ୍ୟରେ ଆହୁରି ବଢ଼ିବ ତାତି...

tomato flu
ଓଡ଼ିଶାରେ ବି ଟମାଟୋ ଫ୍ଲୁ ଛନକା

ଓଡ଼ିଶାରେ ବି ଟମାଟୋ ଫ୍ଲୁ ଶଙ୍କା। ଭୁବନେଶ୍ୱର ଏମ୍ସ୍ ଓ କ୍ୟାପିଟାଲ ହସ୍ପିଟାଲକୁ ଗତ କିଛି ଦିନ ଧରି ଏହି ଫ୍ଲୁର ଲକ୍ଷଣ ଥିବା ରୋଗୀ ଆସୁଥିବାରୁ ଚିନ୍ତା ବଢ଼ିଛି।  ତେବେ ସାଧାରଣ ଔଷଧରେ ରୋଗୀ ଭଲ ହୋଇଯାଉଥିବା କୁହାଯାଇଥିଲେ ବି ଅବହେଳା ନକରିବାକୁ ପରାମର୍ଶ ଦିଆଯାଇଛି। 

tomato flu
ଓଡ଼ିଶାରେ ବି ଟମାଟୋ ଫ୍ଲୁ ଛନକା : ଭୁବନେଶ୍ୱର AIIMS ଓ କ୍ୟାପିଟାଲ ହସ୍ପିଟାଲ ମୁହାଁ ଲକ୍ଷଣଯୁକ୍ତ ରୋଗୀ

ପ୍ରତିଦିନ ୪ରୁ ୫ ଜଣ ଟମାଟୋ ଫ୍ଲୁ ଲକ୍ଷଣ ଥିବା ପେସେଣ୍ଟ ଆସୁଥିବା ନେଇ ସ୍ପଷ୍ଟ କରିଛନ୍ତି ଏମ୍ସର ଆଡିସନାଲ ସୁପରିଣ୍ଟଣ୍ଡେଣ୍ଟ । ତାଙ୍କ ସୂଚନା ଅନୁସାରେ ପ୍ରାୟ ୨ ସପ୍ତାହ ହେଲା ଦୈନିକ ଏଭଳି ଲକ୍ଷଣ ଥିବା ରୋଗୀ ଆସୁଛନ୍ତି

SC puts Odisha Universities Amendment Act on hold for 3 months, seeks Odisha govt reply
ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ଉପରେ ସୁପ୍ରିମ ରୋକ୍

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ମାମଲାର ଶୁଣାଣି କରି ୩ ମାସ ପାଇଁ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ ।

Amit Rohidas
ଓଡ଼ିଶାର ଅମିତ ରୋହିଦାସ ଭାରତୀୟ ହକି ଦଳର ଅଧିନାୟକ

ରୋହିଦାସଙ୍କ ସହ ଓଡ଼ିଶାର ଶିଳାନନ୍ଦ ଲାକ୍ରା ବି ଦଳରେ ସାମିଲ ହୋଇଛନ୍ତି ।

Mahanadi Yatra
ଓଡ଼ିଶା ନଦୀ ବଞ୍ଚାଅ ସମିତିର ମହାନଦୀ ଯାତ୍ରା

୩ ଦିନିଆ ଛତିଶଗଡ଼ ଗସ୍ତରେ ଓଡ଼ିଶା ନଦୀ ବଞ୍ଚାଅ ସମିତି ପକ୍ଷରୁ ୧୩ ଜଣିଆ କମିଟି । ଗ୍ରାଉଣ୍ଡରେ ସ୍ଥିତି ପରଖି ରିପୋର୍ଟ ପ୍ରସ୍ତୁତ କରିବ ଏହି ଟିମ୍‌ ।

Power Cuts
ଗ୍ରୀଷ୍ମ ଓ ଅସହ୍ୟ ଗୁଳୁଗୁଳିରେ ଏବେ ଦହଗଞ୍ଜ ପୁରା ଓଡ଼ିଶା

 ଟାଟା ପାୱାର କହିଛି, ଗତ ବର୍ଷ ମେଣ୍ଟେନାନ୍ସ ହୋଇ ନ ଥିବାରୁ ଏବେ ମେଣ୍ଟେନାନ୍ସ କାମ ଚାଲିଛି ।

Odisha Border
ଓଡ଼ିଶା ଉପରୁ ହଟୁନି ଆନ୍ଧ୍ରର ଲୋଲୁପ ନଜର; ଆବାସ ସହ ସ୍କୁଲ ନିର୍ମାଣ କରି ଓଡ଼ିଆଙ୍କୁ କରୁଛି ପ୍ରଲୋଭିତ

ମାନ୍ୟମ ଜିଲ୍ଲା ଗଠନ ପରେ ଆନ୍ଧ୍ର ଜାରି ରଖିଛି ତାର ବିସ୍ତାରବାଦୀ ନୀତି । କୋଟିଆ ପରେ ଆନ୍ଧ୍ରର ଆଉ ଏକ ଟାର୍ଗେଟ । ଓଡ଼ିଶାରେ ଧସେଇ ପଶିଛି ପ୍ରାୟ ୧୩ କିଲୋମିଟର

After Kotia Andhra Plans To Further Intrude Into Odisha Territory
କୋଟିଆ ପରେ ଓଡ଼ିଶାର ଆହୁରି ଭିତରକୁ ପ୍ରବେଶ କରିବା ପାଇଁ ଆନ୍ଧ୍ରର ପ୍ଲାନ୍‌

୧୩ କିଲୋମିଟର ଓଡ଼ିଶା ଭିତର ଗାଁକୁ ଅକ୍ତିଆର କରିବାକୁ ଆନ୍ଧ୍ର ଯୋଜନା କରୁଥିବା ଜଣାପଡ଼ିଛି।  ଓଡ଼ିଶାର ଲୋକଙ୍କୁ ପ୍ରଭାବିତ କରିବାକୁ ଘର ନିର୍ମାଣ କରୁଛି ଆନ୍ଧ୍ର।

Odisha On Alert After Delhi Fire Mishap
ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା ପରେ ଓଡ଼ିଶାରେ ଆଲର୍ଟ: ମଲ୍‌, ହଲ୍‌ ଓ ବିଲ୍ଡିଂରେ ଅଚାନକ ଚଢ଼ଉ

ଗତକାଲି ଅଗ୍ନିଶମ ଡିଜି ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ପରେ ଆଜି ବାଲେଶ୍ୱର ଅଗ୍ନିଶମ ବାହିନୀ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ବିଭିନ୍ନ ସପିଂ ମଲ୍‌, କ୍ଲିନିକ, ସିନେମା ହଲ୍‌ ଓ ବଡ଼ କୋଠାରେ ଅଗ୍ନିଶମ ବିଭାଗ ଚଢାଉ କରିଛି।   

 No Impact Of Cyclone Asan In Odisha Anymore
‘ବାତ୍ୟାର ଆଉ କୌଣସି ପ୍ରଭାବ ଓଡ଼ିଶା ଉପରେ ନାହିଁ’

ଆଜି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମାତ୍ର ଆଜିର ବର୍ଷା ସହ ବାତ୍ୟାର କୌଣସି ସମ୍ପର୍କ ନାହିଁ।

police
ଓଡ଼ିଶାରୁ ଗୋଚାଲାଣରେ ପୋଲିସ କର୍ମଚାରୀଙ୍କ ଲିଙ୍କ୍ : ଦଲାଲଙ୍କ ସହ ଡିଲ୍ କରି ମୋଟା ଅଙ୍କର ଟଙ୍କା ନେଉଛନ୍ତି !

ଗୋରୁ ଚାଲାଣରେ ପୋଲିସ୍‌ର ବି ହାତ ? ମୋଟା ଅଙ୍କର ଟଙ୍କା ନେଇ ଦଲାଲକୁ ସହଯୋଗ କରୁଛନ୍ତି ପୋଲିସ୍‌ ଅଧିକାରୀ ।

cyclone
ଆସନ୍ତାକାଲି ସ୍ପଷ୍ଟ ହେବ ବାତ୍ୟା ସ୍ଥିତି ! ଓଡ଼ିଶା ମୁହାଁ ହେବ କି ନା ଏବେ ବି ଅସ୍ପଷ୍ଟ . .

୬ ତାରିଖରେ ଲଘୁଚାପ କ୍ଷେତ୍ର ହେଲା ପରେ ହିଁ ବାତ୍ୟା ହେବ କି ନାହିଁ, ଏହାର ତୀବ୍ରତା ଏବଂ ଲ୍ୟାଣ୍ଡଫଲ ସ୍ଥାନ ନେଇ ସଠିକ ଆକଳନ କରିହେବ ।

Narendra Modi At Denmark
ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଓଡ଼ିଶାର ପଟ୍ଟଚିତ୍ର

ଦ୍ୱିତୀୟ ଇଣ୍ଡିଆ-ନର୍ଡିକ ରାଷ୍ଟ୍ର ସମ୍ମିଳନୀରେ ଯୋଗଦେବେ । ଏଥିରେ ଡେନମାର୍କ, ଆଇସଲାଣ୍ଡ, ଫିନଲାଣ୍ଡ, ସ୍ୱିଡେନ ଓ ନରେଓ୍ୱର ପ୍ରଧାନମନ୍ତ୍ରୀ ସାମିଲ ହେବେ ।

 India's Power Demand
ବିଜୁଳି ବଳକା ରାଜ୍ୟ ଓଡ଼ିଶାରେ କାହିଁକି ହେଉଛି ବିଜୁଳି କାଟ ?

ବିଜୁଳି ବଳକା ରାଜ୍ୟ ଓଡ଼ିଶାରେ କାହିଁକି ହେଉଛି ବିଜୁଳି କାଟ ? ୧୦ ହଜାର ମେଗାଓ୍ବାଟ୍‌ର ଉତ୍ପାଦନ କ୍ଷମତା ସତ୍ତ୍ୱେ କାହିଁକି ପିକ୍ ଚାହିଦା ମେଣ୍ଟାଇ ପାରୁନି ରାଜ୍ୟ ? କେଉଁଠି ରହୁଛି ତ୍ରୁଟି ? ଭିତ୍ତିଭୂମିର ଅଭାବ ନା ଡିମାଣ୍ଡ ସାଇଡ୍ ମ୍ୟାନେଜମେଣ୍ଟରେ ଅଧିକାରୀଙ୍କ ବିଫଳତା ?

Cyclone
ମେ ମାସରେ ପୁଣି ଓଡ଼ିଶାକୁ ବାତ୍ୟା ଭୟ

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ପୂର୍ବାନୁମାନ। ସମ୍ଭାବ୍ୟ ବାତ୍ୟା ନେଇ ଦେଉଛି ସଙ୍କେତ। ମେ ମାସ ପ୍ରଥମ ସପ୍ତାହରେ ଆସିପାରେ। ସାଇକ୍ଲୋନ ମେ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ନିକଟସ୍ଥ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ତାପରେ ତାହା ସାଇକ୍ଲୋନର ରୂପ ନେବାର ସମ୍ଭାବନା ରହିଛି।  

Ranapa Dance
ଓଡ଼ିଶାର ଲୋକ କଳା, ଯାହା କହେ ଓଡ଼ିଆଙ୍କ କଥା ଓ ଗାଥା

କଳିଙ୍ଗର ଗର୍ବ ଆଉ ଗୌରବର କାହାଣୀ ବର୍ଣ୍ଣନା କରେ ଓଡ଼ିଆଙ୍କ ଏହି ପାରମ୍ପରିକ କଳା । କେତେ ବୀର ଥିଲେ ଆମ ପୂର୍ବଜ, କେତେ ସମୃଦ୍ଧ ଥିଲା ଆମ ସଂସ୍କୃତି ।

Power Outage
ବିଦ୍ୟୁତ୍ ବଳକା ରାଜ୍ୟ କୁହାଯାଉଥିବା ଓଡ଼ିଶା କାହିଁକି ୨୪ ଘଣ୍ଟିଆ ବିଜୁଳି ଯୋଗାଣରେ ବିଫଳ?

ଘନ ଘନ ବିଜୁଳି କାଟ୍ ଅଘୋଷିତ ଭାବେ ମନଇଛା ହେଉଥିବା ପାୱାର କଟ୍‌କୁ ନେଇ ବଢୁଛି ଅସନ୍ତୋଷ । ପ୍ରବଳ ଖରା ଓ ଗରମ ସମୟରେ ବିଜୁଳିର ଲୁଚକାଳି ଖେଳ ଲୋକଙ୍କୁ ଆକ୍ତାମାକ୍ତା କରିପକାଯାଉଛି ।

Power Outage
ବିଜୁଳି ବଳକା ରାଜ୍ୟ ବୋଲି ଦାବି କରୁଥିବା ଓଡ଼ିଶାରେ କାହିଁକି ନିଅଣ୍ଟ ପଡୁଛି ବିଦ୍ୟୁତ୍ ?

ଘନ ଘନ ପାଓ୍ୱାର କଟ୍‌କୁ ନେଇ ଜନ ଅସନ୍ତୋଷ ପରେ ଚେତିଲେ ରାଜ୍ୟ ସରକାର। ଆଜି ସ୍ଥିତିର ସମୀକ୍ଷା କରି ଦିନରେ ପାଓ୍ୱର କଟ୍ ନକରିବା ଏବଂ ନିରବଛିନ୍ନ ଭାବେ ବିଜୁଳି ଯୋଗାଇ ଦେବାକୁ ଡିସ୍କମ୍ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ତେବେ ବିଜୁଳି ବଳକା ରାଜ୍ୟ ବୋଲି ଦାବି କରୁଥିବା ଓଡ଼ିଶାରେ କାହିଁକି ନିଅଣ୍ଟ ପଡୁଛି ବିଦ୍ୟୁତ୍ ?

Heat Wave Warning
ସୂର୍ଯ୍ୟଙ୍କ ପ୍ରଚଣ୍ଡ କୋପରେ ତ୍ରାହି ତ୍ରାହି ଓଡ଼ିଶା

ଚଳଚଞ୍ଚଳ ରାଜଧାନୀରେ ଖାଁଖାଁ ରାସ୍ତାଘାଟ। ସୂର୍ଯ୍ୟଦେବଙ୍କ ଅଗ୍ନି ବର୍ଷା କାରଣରୁ ରାସ୍ତାକୁ ବାହାରିବାକୁ ସାହାସ କରିପାରୁନାହାନ୍ତି ଲୋକେ। ହେଲେ ଏଠି କିନ୍ତୁ ବିପରିତ ଚିତ୍ର। ଧୁ ଧୁ ଖରାକୁ ବଳି ଯାଉଛି ପେଟର ତାତି।

Yellow Warning For Heat Wave Issued In 5 Districts Of Odisha
ତତଲା କଢେଇରେ ସିଝୁଛିି ଓଡ଼ିଶା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଏପ୍ରିଲ ୨୫ ଠାରୁ ୨୮ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ।