Advertisment

ଜୁନ୍‌ରେ ଓଡ଼ିଶାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା: IMD ଡିଜି

ଜୁନରେ ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ଏନେଇ IMD ପକ୍ଷରୁ ଆକଳନ କରାଯାଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Odisha likely to experience below-normal rainfall this monsoon season: IMD

Odisha likely to experience below-normal rainfall this monsoon season: IMD

ଜୁନ୍ ମାସରେ ଓଡ଼ିଶାରେ ଭଲ ବର୍ଷା ହେବ । ଏହାସହ ଚଳିତ ମୌସୁମୀ ଋତୁରେ ରାଜ୍ୟରେ ମିଶ୍ରିତ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । କେଉଁଠି ସ୍ୱାଭାବିକଠାରୁ ଅଧିକ ତ ଆଉ କେଉଁଠି ସ୍ୱାଭାବିକଠାରୁ କମ୍ ବର୍ଷା ହେବ । ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

Advertisment

ବିଶେଷ ଭାବେ କେନ୍ଦ୍ର ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ କମ୍ ବର୍ଷା ହେବା ସମ୍ଭାବନା ରହିଛି ।ଏବେ ମୌସୁମୀ କେରଳ ସଂପୂର୍ଣ୍ଣ ଭାବେ ଛୁଇଁ ସାରିଲାଣି । କର୍ଣ୍ଣାଟକ, ଆସାମ,ମେଘାଳୟରେ ମୌସୁମୀ ପ୍ରବେଶ କରୁଛି । ସାଧାରଣତଃ ଜୁନ୍ ୧୨ରୁ ୧୫ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁଥାଏ । ହେଲେ ଏହି ବର୍ଷ ମଧ୍ୟ ସେହିପରି ହୋଇପାରେ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି ।

Advertisment
Odisha Rainfall IMD Odisha Below Normal Rainfall Monsoon Season
Advertisment
Advertisment