• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "165" result for "କୋଲକାତା" in https://otvkhabar.in

Sanjay Roy
କୋଲକାତା କେସ୍‌ରେ ଘାଣ୍ଟୁଛି CBI, ପାପୀ ସଞ୍ଜୟର ଚାଲିଛି ପଲିଗ୍ରାଫ୍ ଟେଷ୍ଟ

କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ପାପର ପାପୀ ସଞ୍ଜୟ ରାୟର ଚାଲିଛି ପଲିଗ୍ରାଫ୍ ଟେଷ୍ଟ । ଅଭିଯୁକ୍ତ ସଂଞ୍ଜୟ ରାୟର ପଲିଗ୍ରାଫ୍ ଟେଷ୍ଟ ପୂର୍ବରୁ ଗତକାଲି ୬ ଜଣଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା ।

Sandip Ghosh
କୋଲକାତା ଲଜ୍ଜା: ବନ୍ଧା ହେବେ ସନ୍ଦୀପ ଘୋଷ ! ଘରେ ପଶିଲା CBI

କୋଲକାତା RG କର ମେଡିକାଲ୍ କଲେଜ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଘାଣ୍ଟୁଛି ସିବିଆଇ। ସ୍କାନରରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ।ତାଙ୍କ ଘରେ ଆଜି ରେଡ୍ କରିଛି ସିବିଆଇ।

Kolkata Murder Case
କୋଲକାତା ଲଜ୍ଜା: ଆଜି ମୁଖ୍ୟ ଅଭିଯୁକ୍ତ ସଞ୍ଜୟର ପଲିଗ୍ରାଫ ଟେଷ୍ଟ

କୋଲକାତା RG କର ମେଡିକାଲ୍ କଲେଜ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ସଂଜୟର ଆଜି ପଲିଗ୍ରାଫ ଟେଷ୍ଟ । ପ୍ରେସିଡେନ୍ସି ଜେଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ସିବିଆଇ ।

CCTV
କୋଲକାତା ଲଜ୍ଜାର ବଡ଼ ପ୍ରମାଣ: ସାମ୍ନାକୁ ଆସିଲା ଅଭିଯୁକ୍ତ ସଞ୍ଜୟର ସିସିଟିଭି ଫୁଟେଜ୍

ଦିନ ଯେତେ ଗଡୁଛି ପ୍ରତିବାଦ ସେତେ ବଢୁଛି । ନ୍ୟାୟ ଦାବିରେ କି ଦିନ କି ରାତି ପ୍ରତିବାଦ ଦିନକୁ ଦିନ ବ୍ୟାପକ ହେଉଛି । କୋଲକାତା ଆରଜି କର ମେଡିକାଲ କାଣ୍ଡର ଅଭିଯୁକ୍ତକୁ କଠୋରରୁ କଠୋର ଶାସ୍ତି ଏବଂ ପୀଡିତାଙ୍କୁ ନ୍ୟାୟ ଦାବିରେ କୋଲକାତା ରାଜରାସ୍ତାରେ ଅଭୟା ପାଇଁ ନ୍ୟାୟ ଯାତ୍ରା କରାଯାଇଛି ।

Kolkata Case accused Sanjay Roy
କୋଲକାତା ଲଜ୍ଜା: ଅଭିଯୁକ୍ତ ସଞ୍ଜୟର ନିଶା ଥିଲା ପର୍ଣ୍ଣ ଭିଡିଓ, ପଶୁ ଭଳି ଥିଲା ଆଚରଣ

କୋଲକାତା ମେଡିକାଲ କଲେଜ ଜଘନ୍ୟ ହତ୍ୟାକାଣ୍ଡର ଅଭିଯୁକ୍ତ ସଞ୍ଜୟ ବିଷୟରେ ମିଳିଲା ଚାଞ୍ଚଲ୍ୟକର ତଥ୍ୟ । ସେ ଥିଲା ପଶୁ ପ୍ରବୃତ୍ତିର ବ୍ୟକ୍ତି ଓ ପର୍ଣ୍ଣ ଭିଡିଓ ଦେଖିବାରେ ଥିଲା ଅଭ୍ୟସ୍ତ ।

Kolkata Police
କୋଲକାତା ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା

ଅଭୟାକାଣ୍ଡରେ କୋଲକାତା ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା। ପଶ୍ଚିମବଙ୍ଗ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ ।

Supreme Court
କୋଲକାତା ଲଜ୍ଜା: ଜଷ୍ଟିସ୍‌ ପାରଦିୱାଲାଙ୍କ କଡ଼ା ଟିପ୍ପଣୀ; କହିଲେ, ୩୦ ବର୍ଷରେ ଦେଖିନି ଏଭଳି ଦାୟିତ୍ୱହୀନତା

ପଶ୍ଚିମବଙ୍ଗ ପୋଲିସର ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ । ଆନ୍ଦୋଳନରତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଶୁଣାଣି ବେଳେ ଏଭଳି କହିଛନ୍ତି ସୁପ୍ରିମକୋର୍ଟ ।

Kolkata rape-murder case
କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା; ଆଜି ସୁପ୍ରିମକୋର୍ଟରେ ହେବ ମାମଲାର ଶୁଣାଣି...

କୋଲକାତା ଆର ଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଆଜି ଦିନ ୧୦ଟା ୩୦ରେ ଏହି ମାମଲାର ଶୁଣାଣି ହେବ। 

Sourav Ganguly
କୋଲକାତା ପୀଡିତାଙ୍କୁ ନ୍ୟାୟ ଦାବି, ଆନ୍ଦୋଳନରେ ସାମିଲ ହେବେ ଗାଙ୍ଗୁଲି

କୋଲକାତା ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପୀଡିତାଙ୍କୁ ନ୍ୟାୟ ଦାବି । ଆନ୍ଦୋଳନରେ ସାମିଲ ହେବେ ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ।

Supreme Court
କୋଲକାତା ଦୁଷ୍କର୍ମ-ହତ୍ୟା ମାମଲା; ଗୁରୁବାର ସୁଦ୍ଧା ରିପୋର୍ଟ ଦେବାକୁ CBIକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ମମତା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା । ଡାକ୍ତରଙ୍କ ସୁରକ୍ଷା ପାଇଁ ଗଠନ କଲେ 10 ଜଣିଆ ଟାସ୍କଫୋର୍ସ ।

Kolkata Doctor Case
କୋଲକାତା ଡାକ୍ତର ମର୍ଡର କେସ୍; ଖପ୍ପା ହେଲେ ସର୍ବୋଚ୍ଚ ଅଦାଲତ, କହିଲେ ...

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମମତା ସରକାର ଓ ପଶ୍ଚିମବଙ୍ଗ ପୋଲିସ ଉପରେ ପ୍ରବଳ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଏଥି ସହିତ ଏହି ମାମଲାରେ ସିବିଆଇକୁ ଷ୍ଟାଟସ୍ ରିପୋର୍ଟ ତଲବ କରିଛନ୍ତି ।

Supreme Court
କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା; ସୁପ୍ରିମକୋର୍ଟରେ ହେବ ଶୁଣାଣି

ନିଜ ଆଡ଼ୁ ହସ୍ତକ୍ଷେପ କରି ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଇଛନ୍ତି ସର୍ବୋଚ୍ଚ ଅଦାଲତ। ଆସନ୍ତାକାଲି ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ। 

Kolkata Rape-Murder
Special Story: କୋଲକାତା ଦୁଷ୍କର୍ମ ଘଟଣା; ଖୋଲୁଛି ନର ରାକ୍ଷସ ପାପର ପେଡ଼ି...

କୋଲକାତା ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ । ଏ କେବଳ ରାକ୍ଷସ ନୁହେଁ । ନର ରାକ୍ଷସ । ଇତିହାସ ଶୁଣିଲେ ନିଶ୍ଚୟ ଆପଣ ମୁଣ୍ଡରେ ହାତ ଦେବେ ।

Kolkata rape-murder case
କଲିଜା ଥରାଇ ଦେଇଛି କୋଲକାତା କାଣ୍ଡ; ଓଡ଼ିଶାରେ ବି ଅସୁରକ୍ଷିତ ମଣୁଛନ୍ତି ମହିଳା ଡାକ୍ତର

ନିଜ ଛାଇକୁ ଦେଖିଲେ ଛନକା ପଶୁଛି । ନିଛାଟିଆ ଜାଗାରେ ଅଣନିଶ୍ବାସୀ ଲାଗୁଛି। ମହିଳା ଡାକ୍ତର ଓ ଡାକ୍ତରୀ ଛାତ୍ରୀଙ୍କ କଲିଜା ଥରାଇ ଦେଇଛି କୋଲକାତା 'ଅଭୟା' କାଣ୍ଡ। 

Kolkata
କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ୧୦ରୁ ଅଧିକ କର୍ମଚାରୀଙ୍କୁ ଉଠାଇ ନେଲା ସିବିଆଇ

ସନ୍ଦେହରେ କିଛି ଷ୍ଟାଫ୍‌ଙ୍କୁ ସିବିଆଇ ନିଜ ହେପାଜତରେ ବି ରଖିଥିବା ସୂଚନା ମିଳିଛି ।

CBI
କୋଲକାତାରେ CBIର ସ୍ପେଶାଲ ଟିମ, ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ହେବ ତଦନ୍ତ

କୋଲକାତାରେ ପହଞ୍ଚିଲା CBIର ସ୍ପେଶାଲ ଟିମ । ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ ।

Kolkata woman doctor
କୋଲକାତାରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା; ତେଜୁଛି ପ୍ରତିବାଦ...

କୋଲକାତା ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତେଜୁଛି ଆନ୍ଦୋଳନ।

Sourav Ganguly
୫୨ ବର୍ଷରେ ପାଦ ଦେଲେ ପ୍ରିନ୍ସ ଅଫ୍ କୋଲକାତା, ଜାଣନ୍ତୁ କେମିତି ଥିଲା ଖେଳ ଜୀବନ...

ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର ଆଜି ହେଉଛି ଜନ୍ମଦିନ । କପିଲ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟକୁ ଜୀବଦାନ ଦେଇଥିବା ଅଧିନାୟକ ସେ ।

IPL
କୋଲକାତାକୁ ୨୦ କୋଟି, ହାଇଦ୍ରାବାଦକୁ ୧୨.୫ କୋଟି; ଜାଣନ୍ତୁ ଅନ୍ୟମାନଙ୍କୁ ମିଳିଲା କେତେ...

ଗତକାଲି ଶେଷ ହୋଇଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଫାଇନାଲରେ ହାଇଦ୍ରାବାଦକୁ ହରାଇ ଚାମ୍ପିଅନ୍ ହୋଇଛି କୋଲକାତା ନାଇଟ ରାଇଡର୍ସ । କୋଲକାତା ନାଇଟ୍ ରାଇଡର୍ସ ନିଜର ତୃତୀୟ ଟାଇଟଲ୍ ହାସଲ କରିଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ କେବଳ ରନର୍ସ ଅପ୍ ରେ ସନ୍ତୁଷ୍ଟ ରହିଛି ।

KKR vs SRH
IPL ଟ୍ରଫି ଜିତିଲା କୋଲକାତା, ଫାଇନାଲରେ ହାଇଦ୍ରାବାଦକୁ ହରାଇ ହାତେଇଲା ଟାଇଟଲ୍‌

ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ କେକେଆର ଫାଇନାଲ୍‌ ମ୍ୟାଚ୍‌ରେ ସନ୍‌ ରାଇଜର୍ସ ହାଇଦ୍ରାବାଦକୁ ... ୱିକେଟ୍‌ରେ ପରାସ୍ତ କରି ତୃତୀୟ ଥର ପାଇଁ ହାତେଇଛି ଆଇପିଏଲ ଟାଇଟଲ ।

KKR Vs SRH
ରାଜସ୍ଥାନକୁ ମାତ୍ ଦେଲା ହାଇଦ୍ରାବାଦ; ୨୬ରେ କୋଲକାତା-ହାଇଦ୍ରାବାଦ ଫାଇନାଲ ଟକ୍କର

ଆଜି ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାଇଂ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୩୬ ରନରେ ମାତ୍ ଦେଇଛି ହାଇଦ୍ରାବାଦ।

IPL 2024
IPL ଫାଇନାଲରେ କୋଲକାତା ନାଇଟ ରାଇଡର୍ସ

ଆଇପିଏଲ୍ ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ ଜିତିଲା କୋଲକାତା । ହାଇଦ୍ରାବାଦକୁ ୮ ୱିକେଟ୍ ରେ ହରାଇ ଫାଇନାଲରେ କୋଲକାତା ।

IPL 2024
ଏକତରଫା ଭାବେ ଜିତିଲା ମ୍ୟାଚ, ହାଇଦ୍ରାବାଦକୁ ହରାଇ ଫାଇନାଲରେ କୋଲକାତା

ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି କୋଲକାତା ନାଇଟ୍ ରାଇଡର୍ସ । ଏହା ସହ ଏକତରଫା ଭାବେ ଏହି ମ୍ୟାଚ ଜିତି ନେଇଛି KKR । ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଯାଇଛି କେକେଆର୍ ।

Fire Mishap
କୋଲକାତାର ଦମଦମ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ

ନିଆଁ ପ୍ରଥମେ କେଉଁଠୁ ଲାଗିଲା ଓ ବ୍ୟାପିଲା ତାହା ଏଯାଏ ଜଣାପଡ଼ିନାହିଁ।

RCB vs KKR
ଏହା ଲଢ଼ିଲେ ବିରାଟ, ବେଙ୍ଗାଲୁରୁକୁ ଅତି ସହଜରେ ହରାଇଲା କୋଲକାତା

ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୭ ଓ୍ବିକେଟରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ ।