• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Odisha Elections Updates

VK Pandian
ନେତା ହେବା ଆଶା ଧୂଳିସାତ୍ କରିଦେଲେ ଜନତା, ରାଜନୀତିରୁ ସନ୍ନ୍ୟାସ ନେଲେ ପାଣ୍ଡିଆନ୍

ରାଜନେତା ହେବାର ଆଶାକୁ ଧୂଳିସାତ କଲେ ଜନତା। ମାତ୍ର ୬ ମାସ ୧୨ ଦିନରେ ଭି.କେ. ପାଣ୍ଡିଆନ ସନ୍ନ୍ୟାସ ନେଲେ ସକ୍ରିୟ ରାଜନୀତିରୁ।

 Odisha Assembly
ନୂଆ ନେତା ଲେଖିବେ ଓଡ଼ିଶାର ଭାଗ୍ୟ ! ଏଥର ବିଧାନସଭାରେ ୮୨ ନୂଆ MLA

ଓଡ଼ିଶା ବିଧାନସଭାର ମୋଟ୍‌ ୧୪୭ ଆସନରୁ ୮୨ ଜଣ ନୂଆ ବିଧାୟକଙ୍କ ପାଦ ପ୍ରଥମ ଥର ପାଇଁ ଗୃହରେ ପଡ଼ିବାକୁ ଯାଉଛି । ଓଡ଼ିଶାର ଏଭଳି ଜନମତ ସାରା ଦେଶକୁ ଚମକାଇ ଦେଇଛି । 

BJD
ପାରିବାରିକ ରାଜନୀତିରେ ପଡ଼ଲା ପୂର୍ଣ୍ଣଛେଦ; ପାଗ ବଦଳିଲା, ଯୋଗ ବିଗିଡ଼ିଲା

ତାଲିକାରେ ପ୍ରଥମେ ରହିଛନ୍ତି ବିଜେଡିର ହେଭିୱେଟ୍‌ କୁହାଯାଉଥିବା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍‌ ବବି। ବବିଙ୍କ ରାଜନୀତି କ୍ୟାରିୟର ଏବେ କେଉଁ ମୋଡ଼ ନେବ ତାହା ସମସ୍ତଙ୍କ ନଜରରେ ରହିଛି।

PM Narendra Modi to hold roadshow
ପୁଣି ଭୁବନେଶ୍ବରରେ ରୋଡ୍‌ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ରାଜଧାନୀ ଦେଖିବ ମୋଦିଙ୍କ ବିଶାଳ ରୋଡ୍ ସୋ’। ୧୨ ତାରିଖରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ରହିଛି।

VK Pandian
ରାଜନୀତି ଛାଡ଼ିଲେ ଭିକେ ପାଣ୍ଡିଆନ୍‌

ରାଜନୀତି ଛାଡ଼ିବା ସହ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ ପାଣ୍ଡିଆନ୍ ।

BJD
ମୋଦି ଝଡ଼ରେ ମାଟି କାମୁଡ଼ିଲେ BJD ର ଗଣ୍ତା ଗଣ୍ତା ମନ୍ତ୍ରୀ

ଚଳିତ ବିଧାନସଭା ନିର୍ବାଚନରେ ୧୦ ଜଣ ମନ୍ତ୍ରୀଙ୍କୁ ହାର୍‌ର ସମ୍ମୁଖୀନ ହେବାଆକୁ ପଡ଼ିଛି।

Babu Singh
୧୫ ବର୍ଷର ବିଜେଡି ଗଡ଼କୁ ଭାଙ୍ଗିଲେ ବାବୁ ସିଂ

୧୫ ବର୍ଷର ବିଜେଡି ଗଡ଼କୁ ଭାଙ୍ଗିଲେ ବାବୁ ସିଂ। ଏକ୍ରାମ ଭୁବନେଶ୍ୱରର ୩ଥରର ବିଧାୟକ ବିଜେଡି ହେବିଓ୍ୱେଟ ଅଶୋକ ପଣ୍ଡାଙ୍କୁ ଦେଲେ ଚେକମେଟ୍। ରାଜନୈତିକ ଗୋଟି ଚାଳନାରେ ପଛରେ ପଡ଼ିଗଲେ ଅଶୋକ।

first-time MLA
ଏଥର ୮୨ନୂଆ ବିଧାୟକ

ଓଡ଼ିଶା ବିଧାନସଭା ଦେଖିବ ୮୨ ନୂଆ ବିଧାୟକଙ୍କ ମୁହଁ । ନୂଆ ନେତା ଲେଖିବେ ଓଡ଼ିଶାର ଭାଗ୍ୟ ! ସାଧାରଣ ଜନତାଙ୍କ ସମସ୍ୟାକୁ ଉଠାଇବେ ! ସମାଧାନ କରିବାକୁ ପକ୍ଷ ରଖିବେ । ମୋଟ୍ ୧୪୭ ଆସନରୁ ୮୨ ଜଣ ନୂଆ ବିଧାୟକଙ୍କ ପାଦ ପ୍ରଥମ ଥର ପାଇଁ ଗୃହରେ ପଡ଼ିବାକୁ ଯାଉଛି ।

Oath Taking Ceremony
ନୂଆ ମୁଖ୍ୟମନ୍ତ୍ରୀ ନେଇ ବଢୁଛି ସସ୍‌ପେନ୍ସ; ୧୦ ନୁହେଁ ୧୨ ରେ ହେବ ଶପଥ ସମାରୋହ

ରାଜ୍ୟରେ ବିଜେପିର ପ୍ରଥମ ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ ? ମନ୍ତ୍ରିମଣ୍ଡଳରେ ସାମିଲ ହେବେ କେଉଁ କେଉଁ ବିଧାୟକ ?

Prashant Jagdev
'ମୁଖ୍ୟମନ୍ତ୍ରୀଙ୍କର ପାଣ୍ତିଆନଙ୍କ ପାଇଁ ପ୍ରେମ ଏବେ ବି ରହିଛି'

ନବୀନଙ୍କ ପାଣ୍ଡିଆନ୍ ପ୍ରେମ ସରିନି । ଜାମିନରେ ଜେଲରୁ ବାହାରିବା ପରେ ଏଭଳି ଟାର୍ଗେଟ କରିଛନ୍ତି ଖୋର୍ଦ୍ଧା ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏଥିସହ ସେ କହିଛନ୍ତି, ଲୋକଙ୍କ ଭଲ ପାଇବା ମୋ ପ୍ରତି ରହିଛି ।

BJD
୨୪ ପଲିଟିକ୍ସରେ ‘ପରିବାର’ ଫେଲ୍‌

୨୪ ନିର୍ବାଚନ ଛାରଖାର କରିଛି ପାରିବାରିକ ରାଜନୀତି । ଜନମତରେ ଟଳିପଡ଼ିଛି ବର୍ଷ ବର୍ଷର ଗଡ଼ । ଠିକଣା ଭୁଲିଯାଇଛନ୍ତି ହେଭିୱେଟ୍‌ । ୨୪ ଫଳାଫଳ କ୍ୟାରିୟରରେ ଲଗାଇ ଦେଇଛି ପରାଜୟର ଦାଗ ।

BJD
ମୋଦି ମହାବାତ୍ୟା, ମାଟି କାମୁଡ଼ିଲେ ମନ୍ତ୍ରୀ

୨୪ ଫଳାଫଳ ଭାଙ୍ଗିଛି କ୍ଷମତା । ନବୀନ ସରକାରର ଗଣ୍ତା ଗଣ୍ତା ମନ୍ତ୍ରୀ ଓ ବରିଷ୍ଠ ନେତା ଧାରାସାୟୀ ହୋଇଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ୧୦ ଜଣ ମନ୍ତ୍ରୀଙ୍କୁ ହାର୍‌ର ସମ୍ମୁଖୀନ ହେବାଆକୁ ପଡ଼ିଛି । ଜାଣନ୍ତୁ..

Odisha Election
BJPର ପ୍ରଥମ ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ? ସାମିଲ ହେବେ କେଉଁ କେଉଁ ବିଧାୟକ?

ରାଜ୍ୟରେ ବିଜେପିର ପ୍ରଥମ ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ ? ମନ୍ତ୍ରିମଣ୍ଡଳରେ ସାମିଲ ହେବେ କେଉଁ କେଉଁ ବିଧାୟକ ? ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସସ୍ପେନ୍ସ ଲାଗି ରହିଥିବା ବେଳେ ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବେ ତାକୁ ନେଇ ନେତାଙ୍କ ବାୟୋଡାଟା ଯାଞ୍ଚ ଆରମ୍ଭ ହୋଇଛି ।

Speculation rife over New CM
ରାଜ୍ୟରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ?

ରାଜ୍ୟରେ ବିଜେପିର ପ୍ରଥମ ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ ? ମନ୍ତ୍ରିମଣ୍ଡଳରେ ସାମିଲ ହେବେ କେଉଁ କେଉଁ ବିଧାୟକ ? ତାକୁ ନେଇ ଜାରି ରହିଛି କଳ୍ପନା ଜଳ୍ପନା।

Naveen Patnaik & VK Pandian
ପାଣ୍ତିଆନ୍‌ଙ୍କ ପାଇଁ ଓକିଲାତି କଲେ ନବୀନ

ବିଜେଡିର ଶୋଚନୀୟ ପରାଜୟ ପାଇଁ ପାଣ୍ଡିଆନ୍‌ଙ୍କୁ ନେଇ ଦଳରେ ଝଡ଼। ଏପଟେ ଦଳପତି ନବୀନଙ୍କ ପାଣ୍ଡିଆନ୍ ଚାଳିଶା। ଦଳର ବିପର୍ଯୟ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଆଜି ପାଣ୍ଡିଆନ୍‌ଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ସଭାପତି ନବୀନ ପଟ୍ଟନାୟକ।

Asish Singh
ମିଛ କହି ଛୁଟିରେ ଥିଲେ IPS ଆଶିଷ ସିଂ

ମିଛ କହିଥିଲେ ଆଇପିଏସ୍ ଆଶିଷ ସିଂ। ଫିଟ୍ ଥାଇ ନିଜ ସ୍ବାସ୍ଥ୍ୟ ବାବଦରେ ଦେଇଥିଲେ ଭୁଲ୍ ତଥ୍ୟ। ତେଣୁ ତାଙ୍କ ବିରୋଧରେ ହେବ ଆକ୍ସନ।

BJD workers oppose VK Pandian
ସଭାପତିଙ୍କ ଉଦ୍ୟମ ସତ୍ତ୍ୱେ ଥମୁନି ପାଣ୍ଡିଆନ୍ ବିରୋଧୀ ଝଡ଼

୨୪ ନିର୍ବାଚନରେ କାହିଁକି କ୍ଷମତାଚ୍ୟୁତ ହେଲା ବିଜେଡି ? କାହିଁକି ଭୁଶୁଡ଼ିଲା ବିଶାଳ ଦୁର୍ଗ ? ଯଦିଓ ବିଜେଡି ସୁପ୍ରିମୋ ନବୀନ ପଚ୍ଚନାୟକ ଏହାର କାରଣ ଖୋଜୁଛନ୍ତି, ହେଲେ ଦଳର ବିପର୍ଯ୍ୟୟ ପାଇଁ ସିଧା ପାଣ୍ଡିଆନ୍ ଙ୍କୁ ଦାୟୀ କରି ଦଳରେ ଜୋର ଧରିଲାଣି ଅସନ୍ତୋଷ।

Manmohan Samal
‘୨ ଦିନ ଧୈର୍ଯ୍ୟ ଧର ୧୦ରେ ଓଡ଼ିଆ ଅସ୍ମିତାର ପ୍ରତିଫଳନ ଜନତା ମଇଦାନରେ ଦିଶିବ’

ବଡ଼ କଥା ହେଲା, ବିଜେପିର ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ କିଛି ହାତ ଗଣତି ହେଭିୱେଟଙ୍କୁ ଛାଡ଼ିଦେଲେ ୬୭ ପ୍ରତିଶତ ହେଉଛନ୍ତି ନୂଆ ମୁହଁ। ଆଉ ପ୍ରଥମ ଥର ପାଇଁ ବିଧାନସଭାକୁ ଆସୁଛନ୍ତି। ତେଣୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଚୟନର ଆଧାର କ’ଣ ରହିବ, ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

Speculation rife over New CM
ରାଜ୍ୟରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ? ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ କେଉଁ ଗୁରୁତ୍ୱପୂର୍ଣ୍ଣ ବିଭାଗ ?

ରାଜ୍ୟରେ ବିଜେପିର ପ୍ରଥମ ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ ? ମନ୍ତ୍ରିମଣ୍ଡଳରେ ସାମିଲ ହେବେ କେଉଁ କେଉଁ ବିଧାୟକ ? ତାକୁ ନେଇ ଜାରି ରହିଛି କଳ୍ପନା ଜଳ୍ପନା।

Naveen Patnaik & VK Pandian
ଦଳ ଏତେ ସରି ଭୋଗିଲା, ତଥାପି ପାଣ୍ତିଆନ୍‌ଙ୍କ ପାଇଁ ଓକିଲାତି କଲେ ନବୀନ

ବିଜେଡିର ଶୋଚନୀୟ ପରାଜୟ ପାଇଁ ପାଣ୍ଡିଆନ୍‌ଙ୍କୁ ନେଇ ଦଳରେ ଝଡ଼। ଏପଟେ ଦଳପତି ନବୀନଙ୍କ ପାଣ୍ଡିଆନ୍ ଚାଳିଶା। ଦଳର ବିପର୍ଯୟ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଆଜି ପାଣ୍ଡିଆନ୍‌ଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ସଭାପତି ନବୀନ ପଟ୍ଟନାୟକ।

BJD workers oppose VK Pandian
ସଭାପତିଙ୍କ ଉଦ୍ୟମ ସତ୍ତ୍ୱେ ଥମୁନି ପାଣ୍ଡିଆନ୍ ବିରୋଧୀ ଝଡ଼, ଶଙ୍ଖ ଭବନରେ ଶୁଭିଲା ବିଦ୍ରୋହର ଧ୍ୱନି

୨୪ ନିର୍ବାଚନରେ କାହିଁକି କ୍ଷମତାଚ୍ୟୁତ ହେଲା ବିଜେଡି ? କାହିଁକି ଭୁଶୁଡ଼ିଲା ବିଶାଳ ଦୁର୍ଗ ? ଯଦିଓ ବିଜେଡି ସୁପ୍ରିମୋ ନବୀନ ପଚ୍ଚନାୟକ ଏହାର କାରଣ ଖୋଜୁଛନ୍ତି, ହେଲେ ଦଳର ବିପର୍ଯ୍ୟୟ ପାଇଁ ସିଧା ପାଣ୍ଡିଆନ୍ ଙ୍କୁ ଦାୟୀ କରି ଦଳରେ ଜୋର ଧରିଲାଣି ଅସନ୍ତୋଷ।

Asish Singh
ମିଛ କହି ଛୁଟିରେ ଥିଲେ IPS ଆଶିଷ ସିଂ, କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ECIଙ୍କ ନିର୍ଦ୍ଦେଶ

ମିଛ କହିଥିଲେ ଆଇପିଏସ୍ ଆଶିଷ ସିଂ। ଫିଟ୍ ଥାଇ ନିଜ ସ୍ବାସ୍ଥ୍ୟ ବାବଦରେ ଦେଇଥିଲେ ଭୁଲ୍ ତଥ୍ୟ। ତେଣୁ ତାଙ୍କ ବିରୋଧରେ ହେବ ଆକ୍ସନ।

Umakanta Samantaray
ଏହି କାରଣରୁ ହାରିଲେ ପୂର୍ବତନ ବିଧାୟକ ଉମା ସାମନ୍ତରାୟ; ଦେଲେ ବିସ୍ଫୋରକ ବୟାନ..

ବାଧ୍ୟ କରାଯାଇ ସତ୍ୟବାଦୀରୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀକୁ ପଠାଇ ଦିଆଯାଇଥିଲା ।ସେ ଚାରି ଚାରିଥର ସତ୍ୟବାଦୀ ନଛାଡ଼ିବା ପାଇଁ କହିଥିଲେ ମଧ୍ୟ ତାଙ୍କୁ ବାଧ୍ୟ କରାଯାଇ ବ୍ରହ୍ମଗିରିକୁ ପଠାଯାଇଥିଲା।

Outgoing CM Naveen Patnaik
‘ଭି. କେ. ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ ’

ପରାଜୟ ପରେ ପ୍ରଥମ ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ। କହିଲେ, ଗଣତନ୍ତ୍ରରେ ଜିତିବା, ହାରିବା ନିରନ୍ତର ପ୍ରକ୍ରିୟା । ଦୀର୍ଘଦିନ କ୍ଷମତାରେ ରହିବା ପରେ ପରାଜୟକୁ ସ୍ବୀକାର କରୁଛୁ। 

IPS Ashish Singh
ବଢିଲା IPS ଆଶିଷ ସିଂଙ୍କ ପାଇଁ ଅଡୁଆ; ଫିଟ୍‌ ବୋଲି ସ୍ପଷ୍ଟ କଲେ ECI

ଆସିଲା ଆଇପିଏସ୍ ଆଶିଷ ସିଂଙ୍କ ମେଡିକାଲ୍ ରିପୋର୍ଟ । ଶାରିରୀକ ଓ ମାନସିକସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ । ରିପୋର୍ଟ ଦେଇଛି ଭୁବନେଶ୍ବର ଏମ୍ସର ସ୍ବତନ୍ତ୍ର ମେଡିକାଲ୍ ବୋର୍ଡ ।