• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Khurdha Politics
ଚିଲିକା ବିଜେଡି ଦୁଇ ଫାଳ ! କିଏ କାଟିବ କାହାକୁ ?

ଚିଲିକାରେ ଏଥର ବିଜେଡି କର୍ମୀ କର୍ମୀ ଲଢେଇ । ଆଗରେ ରହିବେ ନେତା । ଯିଏ ଜିତିବ ସିଏ ଆଗକୁ ବଢିବ । ଆଉ ଯିଏ...

BJP Yuva Morcha To Gherao Odisha Assembly On Dec 9 Seeking Justice For Mamita Meher
ବିଜେପି ଯୁବମୋର୍ଚ୍ଚା ଟାର୍ଗେଟରେ ସରକାର

ମମିତା ହତ୍ୟା ମାମଲାରେ ନ୍ୟାୟ ମାଗୁଛି ସାରା ରାଜ୍ୟ । ହେଲେ ରାଦ୍ୟ ସରକାରଙ୍କ ଅପାରଗତା ଉପରେ ପ୍ରଶ୍ନ ଉଠାଇ ଏମିତି କହି…

bjp
ଏତେ ସହଜରେ ଲିଭିବନି ମମିତା ନିଆଁ ! DGPଙ୍କୁ ଭେଟିଲା କଂଗ୍ରେସ, BJP ଘେରିବ ବିଧାନସଭା

ମମିତା ମେହେର ହତ୍ୟା ମାମଲାରେ ଆନ୍ଦୋଳନକୁ ଜୋରଦାର କରିବ ବିଜେପି । ଆସନ୍ତା ୯ ତାରିଖରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ନିଷ୍ପତ୍ତି ନିଆଯାଇଛି

Loka Seva Bhawan
କାମ ଚାପରେ ଅଛନ୍ତି କି ଏକାଧିକ ବିଭାଗ ଚାର୍ଜରେ ଥିବା ଆଇଏଏସ୍

କାମ ଚାପରେ ଅଛନ୍ତି କି ଏକାଧିକ ବିଭାଗ ଚାର୍ଜରେ ଥିବା ଆଇଏଏସ୍ I ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କ ଉନ୍ନୟନ କମିଶନରଙ୍କୁ ଚିଠିକୁ ନେଇ ଚର୍ଚ୍ଚା I କାହାକୁ ମେଞ୍ଚେ ତ କାହାକୁ କେଞ୍ଚେ ଦାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନ ।

Mamita Meher Murder Case
ଦିବ୍ୟ ଶଙ୍କରଙ୍କୁ ଗୃହରେ ପୂରାଇ ନଦେବାକୁ ଦୁଆର ଜଗିଲା କଂଗ୍ରେସ୍, କଳା ଗାମୁଛା ଦେଖାଇଲା ବିଜେପି

ମମିତା ମାମଲାରେ ଦିବ୍ୟ ଶଙ୍କରଙ୍କୁ ଗୃହରେ ପୂରାଇ ନଦେବାକୁ ଦୁଆର ଜଗିଲା କଂଗ୍ରେସ୍ I କଳା ଗାମୁଛା ଓ ବ୍ୟାନର ଦେଖାଇ ବିଜେପିର ହୋହଲ୍ଲା I ଆବାସ୍ ସ୍କିମରେ କେନ୍ଦ୍ର ଅବହେଳା ଅଭିଯୋଗ ଆଣି ବିଜେଡିର କାଉଣ୍ଟର I

BJP Pressmeet
କୁନ୍ଦୁଲି ଓ ପରୀ ଘଟଣାରେ SIT ତଦନ୍ତ ହୋଇଥିଲା, ଫଳ କଣ ମିଳିଲା?

ଗୃହର ମଧ୍ୟଭାଗକୁ ଆସି କଳା ଗାମୁଛା ଦେଖାଇ ପ୍ରତିବାଦ କରିଛନ୍ତି। କଳା ଗାମୁଛା ଓ ବ୍ୟାନର ପୋଷ୍ଟର ଦେଖାଇ ବିଜେପି ହୋହଲ୍ଲା କରିଛି। କଂଗ୍ରେସ ସଭ୍ୟ ମଧ୍ୟ ବ୍ୟାନର, ପୋଷ୍ଟର ଦେଖାଇ ହୋହଲ୍ଲା କରିଛନ୍ତି। ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ହୋହଲ୍ଲା କରିଛନ୍ତି। 

BJD Should Reduce State Share On Fuel: BJP MLA Bishnu Sethi
'ବିଜେଡି ଗୋଟେ ବାହୁବଳୀ ଦଳ... ବିଜେଡି କ'ଣ ଭଗବାନ କି?'

'ବିଜେଡି ଗୋଟେ ବାହୁବଳୀ ଦଳ। ଏ ଦଳ ଆଗେ କହୁ ଗ୍ଯାସ୍ ଓ ପେଟ୍ରୋଲରୁ କେତେ ଲୁଟୁଛି। ବିଜେଡି କଣ ଭଗବାନ କି?'

BJP Urges Speaker Not To Allow MoS Dibya Shankar Mishra To Attend The Proceedings
ଜଣେ ମନ୍ତ୍ରୀଙ୍କ ନାଁରେ ମାମଲା ଥିବା ବେଳେ ସେ ଗୃହରେ ପଶିଲେ କେମିତି

ଜଣେ ମନ୍ତ୍ରୀଙ୍କ ନାଁରେ ମାମଲା ଥିବା ବେଳେ ସେ ଗୃହରେ ପଶିଲେ କେମିତି? ଉତ୍ତର ଦିଅନ୍ତୁ ବାଚସ୍ପତି : ମୋହନ ମାଝୀ

Santosh Saluja
ଝିଅଙ୍କୁ ଯୋଶ୍ ଚଢ଼ାଉଥିଲେ . . ଆଉ ୟଙ୍ଗ୍ ହୋଇଯାଉଥିଲେ ? ଏପରି କାହିଁକି କହିଲେ କଂଗ୍ରେସ ବିଧାୟକ

କଳଙ୍କିତ ମନ୍ତ୍ରୀଙ୍କୁ ଗୃହରେ ପୂରାଇ ଦେବୁ ନାହିଁ । ମନ୍ତ୍ରୀ ହତ୍ୟା ଘଟଣାରେ ପୂରା ସାମିଲ ଅଛନ୍ତି । କିନ୍ତୁ ସରକାର କିଛି କରୁନାହାନ୍ତି ।

Mamita Murder Case : Congress Leaders Protest Against Min Dibya Sankar Mishra At Odisha Assembly
ବିଧାନସଭା ଆରମ୍ଭରୁ ଗେଟ୍‌ରେ ତାଲା ପକାଇଲା କଂଗ୍ରେସ

ବିଧାନସଭା ଆରମ୍ଭରୁ ଗେଟ୍‌ରେ ତାଲା ପକାଇଲା କଂଗ୍ରେସ : ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି କରି ପକାଇଲା ତାଲା

 Congress Legislators Stage Dharna
ବିଧାନସଭା ଗେଟ୍‌ ଆଗରେ କଂଗ୍ରେସର ଧାରଣା

ବିଧାନସଭା ଆରମ୍ଭରୁ କଂଗ୍ରେସ ବିଧାୟକ ଧାରଣା ଦେଇଛନ୍ତି। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଧାନସଭାର ପ୍ରବେଶ ଦ୍ୱାରରେ ବସି କଂଗ୍ରେସ ବିଧାୟକ ଧାରଣା ଦେଇଛନ୍ତି। 

Bjp capture odisha in 2024
୨୦୨୪ ରେ ଓଡ଼ିଶା ଦଖଲ କରିବା ଲକ୍ଷ୍ୟରେ ବିଜେପି

୨୦୨୪ ରେ ଓଡ଼ିଶା ଦଖଲ କରିବା ଲକ୍ଷ୍ୟରେ ବିଜେପି : ପଂଚାୟତ ନିର୍ବାଚନ ଦଳ ପାଇଁ ସେମି ଫାଇନାଲ ମ୍ୟାଚ୍‌ ସଦୃଶ୍ୟ

BJP\'s Youth Wing Displays Black Flags To BJD Ministers In Rourkela
କ୍ରୀଡା ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

ରାଉରକେଲା ଗସ୍ତରେ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ଭିନୀଲ୍ କ୍ରିଷ୍ଣା, କ୍ରୀଡ଼ା ସଚିବ ଆସୁଛନ୍ତି I ବିଜେପିର ଯୁବ ମୋର୍ଚ୍ଚା ମନ୍ତ୍ରୀଙ୍କର ଗସ୍ତକୁ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି l ଆଜି ସ୍ପେସ୍ ଛକ ନିକଟରୁ ବିରୋଧ ବେଳେ ଉଠାଇ ନେଇଛି ପୁଲିସ I

Assembly Session
ଦିନକ ପରେ ଶୀତ ଅଧିବେଶନ, ହେଲେ ଏବେଠୁ ତାତିଲେଣି ବିରୋଧୀ ! ସରକାରଙ୍କୁ କରିବେ ଘାଇଲା

ଶୀତ ଦିନିଆ ପରିବେଶ ଥଣ୍ଡା, ହେଲେ ପଲିଟିକାଲ୍ ମାହୋଲ୍ ଗରମ । ତାତିବ ବିଧାନସଭାର ଶୀତ ଅଧିବେଶନ । ଯାହାର ଝଲକ୍ ଦେଖିବାକୁ ମିଳିଛି ଅଧିବେଶନ ପୂର୍ବର ସର୍ବଦଳୀୟ ବୈଠକରେ ।

politics
ମାତ୍ର ୪ ମିନିଟ୍‌ରେ ପ୍ରତ୍ୟାହାର ହେଲା କୃଷି ଆଇନ

ଗୃହରେ ହୋହାଲ୍ଲା କରୁଥିଲେ ବିରୋଧୀ । ଆଉ ଏତିକି ବେଳେ ପ୍ରତ୍ୟାହାର ହେଲା କୃଷି ଆଇନ । ମାତ୍ର ୪ ମିନିଟ୍‌ ପରେ ପାର୍‌ ହେଲା ବିଲ୍‌ ।

Assembly Session
ବିରୋଧୀଙ୍କ ପାଖରେ ପୁଳାଏ ପ୍ରସଙ୍ଗ, ଏଥର ଉଠିବ ପଡ଼ିବ ବିଧାନସଭା

ବିରୋଧୀଙ୍କ ପାଖରେ ପୁଳାଏ ପ୍ରସଙ୍ଗ । ଏଥର ଉଠିବ ପଡ଼ିବ ବିଧାନସଭା । ଏଥର ପ୍ରଶ୍ନକାଳରେ ହୋହାଲ୍ଲା କରିବେ ନାହିଁ ବିଧାୟକ ।

Baijayanta Panda
ଆସୁଛି ନିର୍ବାଚନ; ବିଜେପିର ନୂଆ ରଣନୀତି, ୧୫ ଜଣିଆ କୋର କମିଟିରେ ବୈଜୟନ୍ତ ସାମିଲ

ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ଓଡ଼ିଶାରେ ନିଜର ସଂଗଠନକୁ ସୁଦୃଢ଼ କରିବା ସହ ନିର୍ବାଚନୀ ସଫଳତା ହାସଲ ନିମନ୍ତେ ନୂଆ ରଣନୀତି ପ୍ରସ୍ତୁତ କରିଛି । ପ୍ରଥମଥର ପାଇଁ ଦଳ ରାଜ୍ୟରେ ସଂଗଠନକୁ ପରିଚାଳନା ନିମନ୍ତେ ଏହି ୧୫ ଜଣିଆ କୋର୍ ଟିମ ଗଠନ କରିଛି ।

bishnu-sethi
ସର୍ବଦଳୀୟ ବୈଠକରେ ବିରୋଧୀଙ୍କୁ ଗୁରୁତ୍ୱ ନାହିଁ, ଅଧାରୁ ଉଠି ଆସିଲେ ବିଷ୍ଣୁ ସେଠି

ପ୍ରଥମ ଦିନ ଅପରାହ୍ନ ୫ଟାରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ମୁଲତବୀ ପ୍ରସ୍ତାବ ୯୦ ମିନିଟର ରହିବ । ବିରୋଧୀଙ୍କ ପାଇଁ ୫୫ ମିନିଟ୍ ଥିବା ବେଳେ ମନ୍ତ୍ରୀଙ୍କ ଉତ୍ତର ସହ ଶାସକ ଦଳଙ୍କ ପାଇଁ ୩୫ ମିନିଟ୍ ସମୟ ଧାର୍ଯ୍ୟ କରାଯାଇଛି ।

Soumya ranjan Patnaik
ନରମିଲେ ସୌମ୍ୟ, ବିଜେପି ଉପରେ ବର୍ଷିଲେ; ମୋହନ ମାଝି କଲେ ସମାଲୋଚନା

ପୂର୍ବରୁ ସମ୍ପାଦକୀୟ ଲେଖି ସରକାର ଓ ଦଳକୁ ଘାଇଲା କରିଥିବା ସୌମ୍ୟ ଏବେ ଦଳ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ମମିତା ମେହେର ହତ୍ୟା ପ୍ରସଙ୍ଗରେ ପଚାରିବାରୁ ପାଲଟା କେନ୍ଦ୍ରମନ୍ତ୍ରୀ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିଛନ୍ତି ସୌମ୍ୟ ।

tripura BJP
ଥମିନି ମୋଦି ଲହର ! ତ୍ରିପୁରାରେ ବିଜେପିର କ୍ଲିନ୍‌ ସ୍ୱିପ୍‌, କଂଗ୍ରେସ ଖାତା ଖୋଲିପାରିଲାନି

ଅଗରତାଲା ମହାନଗର ନିଗମ ସମେତ ୧୪ଟି ପୌରାଞ୍ଚଳରେ ହୋଇଥିବା ଭୋଟ୍‌ରେ ଜନମତ ପୋଛିନେଲା ଭାରତୀୟ ଜନତା ପାର୍ଟି ।

parliament
ଏଥର ସଂସଦରେ ଗୁଞ୍ଜରିତ ହେବ ମମିତା ସ୍ୱର

ପରୀ ଠାରୁ ମମିତା ଯାଏଁ ସବୁ ଘଟଣାରେ ରାଜ୍ୟ ସରକାର ନିରବ ବୋଲି ସୁରେଶ ଅଭିଯୋଗ କରିଛନ୍ତି । ତା’ସହ ଓଡ଼ିଶା ସୀମା ବିବାଦ ପ୍ରସଙ୍ଗ ମଧ୍ୟ ସଂସଦରେ ଉଠାଇବ ଦଳ ।

Egg Attack
ପୁଣି ୩ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼, ଜାଣନ୍ତୁ କିଏ କାହାକୁ ମାରିଛି ଅଣ୍ଡା ?

ବଲାଙ୍ଗୀର ଜିଲ୍ଲାର ନାରାୟଣଟିକ୍ରା ଠାରେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରିଛନ୍ତି କଂଗ୍ରେସ କର୍ମୀ ।

Aparajita Sarangi
ପୁଣି ଅପରାଜିତାଙ୍କୁ ବିରୋଧ, ସାଂସଦ କହିଲେ ଏହା ବିରୋଧ ନୁହେଁ ଅଭିମାନ

ଆଜିର ଘଟଣା ବିରୋଧ ନୁହେଁ ବରଂ ଅଭିମାନ ଓ ଅଳି ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ । ସେ ଭୁବନେଶ୍ୱରର ସାଂସଦ, ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କ କିଛି କାରଣ ପାଇଁ ଅଭିମାନ ରହିଛି ।

Aparajita Sarangi
ରାଜଧାନୀରେ ଆକ୍ରୋଶ ରାଜନୀତି, ନିରଞ୍ଜନ ବି କହିଲେ ସୁରକ୍ଷା ଲୋଡ଼ା

ଗ୍ରୀଲ ବାଡ଼େଇ ଶହ ଶହ ସଂଖ୍ୟାରେ ଶାସକ ଦଳର କର୍ମୀ ସାଂସଦ ଥିବା ଘର ଭିତରକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ । ପୋଲିସ ଥାଇ ବି ନଥିଲା ଭଳି । ରଣକ୍ଷେତ୍ର ପାଲଟିଯାଇଥିଳା ଆଚାର୍ଯ୍ୟ ବିହାର ଅଞ୍ଚଳ ।

Aparajita Sarangi
"ମୁଁ ସୁରକ୍ଷିତ ନୁହେଁ, ମତେ ସୁରକ୍ଷା ଦରକାର" ଏମିତି କହିଲେ ଅପରାଜିତା

"ମୁଁ ସୁରକ୍ଷିତ ନୁହେଁ, ମତେ ସୁରକ୍ଷା ଦରକାର" ଏମିତି କହିଲେ ଅପରାଜିତା। ଏହାସହ ଅଭିଯୋଗ କଲେ ଥରେ ମୋ ଅଫିସ ସିଲ୍‌ କରିଥିଲେ ଏବେ ନିଜ ଦଳର କର୍ମୀମାନଙ୍କୁ ପଠାଇ ଆକ୍ରମଣ କଲେ ।