• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Congress 10 Guarantee
ଓଡ଼ିଶାରେ କଂଗ୍ରେସର କର୍ଣ୍ଣାଟକ ଓ ତେଲେଙ୍ଗାନା ଫର୍ମୂଲା, ଇସ୍ତାହାରରେ ଦେଲା ୧୦ ଗ୍ୟାରେଣ୍ଟି

ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାବାସୀଙ୍କୁ କଂଗ୍ରେସରର ୧୦ଟି ଗ୍ୟାରେଣ୍ଟି। ପ୍ରଥମରେ ରହିଛି ବୋନସ୍ ସହିତ ଧାନ କ୍ୱିଣ୍ଟାଲ ପିଛା ୩ ହଜାର ଟଙ୍କା ପ୍ରଦାନ, କୃଷି ଋଣ ଛାଡ଼ ଓ ଚାଷୀଙ୍କୁ ମାସିକ ୨ ହଜାର ଟଙ୍କାର ପେନସନ୍।

ECI
କାଲି ବାଜିବ ସାଧାରଣ ନିର୍ବାଚନ ବିଗୁଲ୍, ତାରିଖ ଘୋଷଣା ସହିତ ଲାଗୁ ହେବ ଆଦର୍ଶ ଆଚରଣ ବିଧି

୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା କାଉଣ୍ଟଡାଉନ୍ ଆରମ୍ଭ। ଆସନ୍ତାକାଲି ଅପରାହ୍ନ ୩ଟାରେ ବିସ୍ତୃତ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବେ ECI।

Actor Arindam Roy
ପଦ୍ମ ଶିବିରରେ ଅରିନ୍ଦମ...କିଛି ସମୟ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା

ବିଜେଡ଼ି ଛାଡ଼ି ବିଜେପିରେ ମିଶିଲେ ଅଭିନେତା ଅରିନ୍ଦମ ରାୟ । ଭୁବନେଶ୍ୱର ବିଜେପି ମୁଖ୍ୟାଳୟରେ ପହଞ୍ଚି ବିଜେପିରେ ମିଶିଛନ୍ତି ଅରିନ୍ଦମ ରାୟ ।

Arindam Roy quits BJD
BJDକୁ ଅରିନ୍ଦମଙ୍କ ବାଏ ବାଏ...କହିଲେ ‘ମୋ କାମକୁ ଦଳରେ ମିଳୁନି ମର୍ଯ୍ୟାଦା’...

ବିଜେଡିରୁ ଇସ୍ତଫା ଦେଲେ ଅଭିନେତା ଅରିନ୍ଦମ ରାୟ । ସାଧାରଣ ସଂପାଦକ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । 

BJD programme
ଆଲୋ ନାନୀ ରହିଯା’.. ବିଜେଡି, ବିଜେପି କୁଆଡ଼ୁ ଆଇଲା ଯେ !

ହଇରେ ନାରଣ.. ଭଉଣୀ କଣ ଡରିଗଲେ କି ! ଆଲୋ ଆଲୋ ବିଜେପି ଜିନ୍ଦାବାଦ କଣ କହିଲେଣି.. ନାଇଁ ନାଇଁ କରେକ୍ସନ୍ ହେଲା ନା..

Congress
‘କଂଗ୍ରେସ ଜିତିଲେ ୫୦୦ ଟଙ୍କାରେ ଗ୍ୟାସ, ଧାନ କ୍ୱିଣ୍ଟାଲ ୩୦୦୦’

ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ କରିବାକୁ ମଧ୍ୟ ଘୋଷଣା କରିଛି ଦଳ ।

Prashant Jagdev
BJDରେ ୧୦୦୦୦ ଆଶାୟୀ ! ପ୍ରଣବଙ୍କ କଥାକୁ କାଉଣ୍ଟର କଲେ ପ୍ରଶାନ୍ତ

ନିର୍ବାଚନ ପାଇଁ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ବିଜେଡି ବିଧାୟକ ସୁଧୀର ସାମଲ ।

Election Date 2024
Big Breaking: କାଲି ନିର୍ବାଚନ ତାରିଖ ଘୋଷଣା

କାଲି ଲୋକସଭା ଓ କିଛି ରାଜ୍ୟର ବିଧାନସଭା ତାରିଖ ଘୋଷଣା ହେବା ନେଇ ସୂଚନା ମିଳିଛି।

Samiti Sabhya Protest
ରାଜଧାନୀରେ ଗର୍ଜିଲେ ୩୦ ଜିଲ୍ଲାର ସବୁ ସମିତିସଭ୍ୟ

ପଞ୍ଚାୟତ ଓ ପଞ୍ଚାୟତ ସମିତିକୁ ଆସୁଥିବା ଅନୁଦାନ କାର୍ଯ୍ୟରେ ସମିତିସଭ୍ୟ ବା ସଭ୍ୟାଙ୍କର ସ୍ବାକ୍ଷର ରଖିବାକୁ ସେମାନେ ଦାବି କରିଛନ୍ତି।

Black Rose Ship
ପୁଣି ହାଇକୋର୍ଟରେ ଉଠିଲା ବ୍ଲାକ୍‌ରୋଜ ବୁଡ଼ି ଘଟଣା

ମାମଲାର ପ୍ରାରମ୍ଭିକ ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦୀପଙ୍କ ପ୍ରସଙ୍ଗରେ ଆପତ୍ତି ଉଠାଇଥିଲେ ଆଡ଼ଭୋକେଟ ଜେନେରାଲ।

Mamata Banerjee
ମମତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି କହିଲା TMC

ପ୍ରଧାନମନ୍ତ୍ରୀ ମୋଦି ମମତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Prasanna Acharya
ଗ୍ୟାସ୍‌ ଟ୍ୟାଙ୍କରକୁ ଧକ୍କା ଦେଲା ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍, ଚୁରମାର ହୋଇଗଲା

ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପିଏସଓ ଗୁରୁତର ଆହତ ହୋଇଛନ୍ତି। ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି।

Manmohan Samal
ହଟୁନି ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ସସପେନ୍ସ

ଦିଲ୍ଲୀରୁ ଫେରି ଭିନ୍ନ ଭିନ୍ନ ମନ୍ତବ୍ୟରେ ଦ୍ବନ୍ଦ୍ବକୁ ଆହୁରି ବଢ଼ାଇଲେ ମନମୋହନ ।

BJP
ମେଣ୍ଟ ଚର୍ଚ୍ଚା ବେଳେ ରାଜ୍ୟ ବିଜେପିର ନିର୍ବାଚନ କମିଟି ବୈଠକ, ବାହାରିବ କି ନିଷ୍କର୍ଷ !

ଆସନ୍ତାକାଲି ରାଜ୍ୟ ବିଜେପିର ନିର୍ବାଚନ କମିଟି ବୈଠକ । କାଲି ଅପରାହ୍ନରେ ବୈଠକ ହେବ ବୋଲି କହିଲେ ସଭାପତି ମନମୋହନ ସାମଲ । ନିର୍ବାଚନ କମିଟି ମିଟିଂରେ ସମସ୍ତ ସିଟ୍‌ ପାଇଁ ପରୀକ୍ଷା ନିରୀକ୍ଷା କରାଯିବ ବୋଲି କହିଲେ ମନମୋହନ ।

Manmohan Samal
ମନମୋହନଙ୍କ ବଡ଼ ବୟାନ; ରାଜ୍ୟରେ ଏକା ଲଢ଼ି ସରକାର କରିବ ବିଜେପି..

ଓଡ଼ିଶାରେ ବିଜେପି ସରକାର ହେବ କହିଲେ ମନମୋହନ ସାମଲ।

Manmohan Samal
ଦ୍ୱନ୍ଦ୍ୱ ବଢୁଛି, ସସପେନ୍ସ ହଟୁନି; ମେଣ୍ଟ ହେବ ନା ହେବନି ?

ଗତକାଲି ଅମିତ୍ ଶାହଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଆଜି ଭୁବନେଶ୍ୱର ଫେରିଛନ୍ତି ମନମୋହନ ସାମଲ। ଫେରିବା ପରେ କହିଛନ୍ତି ସବୁ ଆସନ ନେଇ ବିଚାର ବିମର୍ଶ ଚାଲିଛି।

Amit Shah on CAA
ସାମ୍ନାକୁ ଆସନ୍ତୁ ରାହୁଲ ଗାନ୍ଧି.. CAA କୁ ବିରୋଧ କରିବାର କାରଣ ଦର୍ଶାନ୍ତୁ: ଅମିତ ଶାହ

୨୪ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ଼ ପଦକ୍ଷେପ। ସାରା ଦେଶରେ ଲାଗୁ ହୋଇଛି ନାଗରିକତା ସଂଶୋଧନ ଆଇନ। ଆଇନ୍‌ ଲାଗୁ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୟାନ। କହିଲେ CAA ପ୍ରତ୍ୟାହାର ହେବନି।

Odisha Politics
ପଞ୍ଚାୟତିରାଜ ପ୍ରତିନିଧିଙ୍କ ପରେ ମହାନଗର, ପୌର ଓ NAC ପ୍ରତିନିଧିଙ୍କ ପାଳି

ସରପଞ୍ଚଙ୍କ ପାରିତୋଷିକକୁ ୨ ହଜାର ୩୫୦ରୁ ଏକାବେଳକେ ୪ ଗୁଣ ବଢ଼ାଇ ୧୦ ହଜାର କରିବା ପରେ ଆଜି ମେୟରଙ୍କ ଦରମାକୁ ବି ୫୦ ହଜାର ଛୁଆଁଇ ଦେଇଛନ୍ତି ସରକାର।

NAC
୧୩ଟି ଜିଲ୍ଲାରେ ୨୨ଟି ନୂତନ NAC ଗଠନ

୨୨ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ହେବା ପରେ କେଉଁଠି ସେଲିବ୍ରେସନ ତ କେଉଁଠି ନିରାଶା। ସେପଟେ ନିର୍ବାଚନ ପୂର୍ବରୁ ଏଭଳି ଘୋଷଣାକୁ ନେଇ ଶାସକକୁ ଘେରିଛି ବିରୋଧୀ।

Odisha Politics
ଖୁବ ଶୀଘ୍ର ଫିଟିବ ବିଜେପି-ବିଜେଡି ମେଣ୍ଟ ଗଣ୍ଠି

ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସଂପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସହ ଆଲୋଚନା କରିଛନ୍ତି ଶାହ। 

Odisha Politics
ଭୋଟ୍ ପୂର୍ବରୁ ଫ୍ରି ସ୍କିମ୍ ପରେ ଦରମା ବଢ଼ା ପର୍ବ

୫୦ ହଜାରକୁ ବଢ଼ିଲା ମେୟରଙ୍କ ଦରମା । କନିଷ୍ଠ ଶିକ୍ଷକଙ୍କ ଦରମା ୨୦ ହଜାରକୁ ବୃଦ୍ଧି ।

Odisha Politics
ଖୁବଶୀଘ୍ର ଫିଟିବ ବିଜେପି-ବିଜେଡି ମେଣ୍ଟ ଗଣ୍ଠି ! ଶାହଙ୍କ ଘରେ ଜରୁରୀ ବୈଠକ

ଶାହଙ୍କୁ ଭେଟିଲେ ରାଜ୍ୟ ବିଜେପି ନେତୃତ୍ୱ । କାଲି ନବୀନ ନିବାସରେ ବିଜେଡିର ବଡ଼ ବୈଠକ ।

NAC
ଭୋଟରଙ୍କୁ ଥୋପ ପରେ ଥୋପ, ଆଉ ୨୨ ନୂଆ NAC ଘୋଷଣା କଲେ ସରକାର

ଗତମାସରେ ୩୫, ଆଜି ଆଉ ୨୨ ଏନଏସି ଘୋଷଣା। ଗଲା ମାସରେ ୫ ଏନଏସିକୁ ମୁନିସିପାଲିଟି ଘୋଷଣା କରିଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏନଏସି ପାଇଛି ମୁନିସିପାଲିଟିର ମାନ୍ୟତା।

BJP Candidate List
ଆଉ ୭୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି, ଏଥର ବି ନାହିଁ ଓଡ଼ିଶା

ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୭୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି।

Mamata Banerjee
ନିଜ ଭାଇ ସହ ସମ୍ପର୍କ ଭାଙ୍ଗିଲେ ମମତା ବାନାର୍ଜୀ, ଏହି କାରଣ ପାଇଁ ସୃଷ୍ଟି ହେଲା ଫାଟ...

ସ୍ୱପନ ବାନାର୍ଜୀଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ, ସେ ଯାହା ଚାହିଁବେ ତାହା କରିପାରିବେ। ମୁଁ ଚାହୁଁ ନାହିଁ ଆମ ପରିବାରର ନାମ ତାଙ୍କ ସହିତ ଜଡିତ ହେଉ’।