• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Narendra Modi
ଉତ୍ତରାଖଣ୍ଡରେ ମୋଦିଙ୍କ ନିର୍ବାଚନୀ ପ୍ରଚାର, କଂଗ୍ରେସକୁ ପ୍ରବଳ ଧୋଇଲେ

'କଂଗ୍ରେସ ସରକାର ଥିଲେ ସବୁ କିଛି ଲୁଟ୍ ହୋଇ ସାରିଥାନ୍ତା । ଏହି ଲୁଟକୁ ମୋଦି ସରକାର ବନ୍ଦ କରିଛନ୍ତି ।'

Ganjam Politics
ବ୍ରହ୍ମପୁର ବିଜେଡିକୁ ବଡ଼ ଘାଟା; ଚ୍ୟାଉ ଓ ସୁବାସ ସମ୍ପର୍କରେ ଫାଟ

ସରଗରମ ହେଉଛି ଗଂଜାମ ରାଜନୀତି। ୩୫ ବର୍ଷର ସଂପର୍କରେ ଘଳିଆ। ରମେଶ ଚ୍ୟାଉପଟ୍ଟନାୟକ-ସୁବାସ ମହାରଣା ସଂପର୍କରେ ଫାଟ ଦେଖିବାକୁ ମିଳିଛି।

Vision 5T
ରାଜ୍ୟ ସରକାରଙ୍କ ୱେବସାଇଟରୁ VISION 5T ଗାଏବ !

ରାଜ୍ୟ ସରକାରଙ୍କ ଅଫିସିଆଲ୍ ୱେବସାଇଟରେ ନାହିଁ 5T ।

BJD Politics
ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଲକ୍ଷ୍ମୀପୁରରୁ ପ୍ରଭୁ ଜାନି, ପାରାଦୀପ- ଗୀତାଞ୍ଜଳି ରାଉତରାୟ ।

BJP Press Meet
କେତେ ଦୂର ଓଡ଼ିଶା ୧ ଟ୍ରିଲିୟନ ଡଲାର ଅର୍ଥନୀତି ? ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ହାସ୍ୟାସ୍ପଦ କହିଲା BJP

ପୂରଣ ହେବ ତ ଓଡ଼ିଶା ୧ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବାର ସ୍ୱପ୍ନ । ମୁଖ୍ୟମନ୍ତ୍ରୀଙ୍କ ୨୦୨୨ର ଏହି ଘୋଷଣା ହାସ୍ୟାସ୍ପଦ ବୋଲି କହିଲା ବିଜେପି ।

PM Modi
ବିଦେଶ ପତ୍ରିକା କଭରରେ ପ୍ରଧାନମନ୍ତ୍ରୀ, ଇନ୍ଦିରାଙ୍କ ପରେ ସ୍ଥାନ ପାଇଲେ ନରେନ୍ଦ୍ର ମୋଦି

ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନ୍ୟୁଜ ୱିକ ମାଗାଜିନର କଭର ପେଜ୍ ରେ ସ୍ଥାନ ପାଇଛନ୍ତି ନରେନ୍ଦ୍ର ମୋଦି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନ୍ୟୁଜ୍ ୱିକ୍ ର ଏପ୍ରିଲ ୧୯୬୬ କଭରରେ ସ୍ଥାନ ପାଇଥିଲେ ।

Odisha Politics
ନେତାଙ୍କ ପରେ ନେତ୍ରୀ ଦେଲେ ଇସ୍ତଫା, ସ୍ତ୍ରୀଙ୍କ ପଛେ ପଛେ ସ୍ୱାମୀ ବି ଛାଡ଼ିଲେ ଦଳ

ବିଜେଡି ଛାଡ଼ିଛନ୍ତି ରାଜ୍ୟ ମହିଳା କମିଶନଙ୍କ ପୂର୍ବତନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ । ସେ ବିଜୁ ମହିଳା ଜନତା ଦଳର ସିନିୟର ଭାଇସ୍ ପ୍ରେସିଡେଣ୍ଟ ଓ ସୁନ୍ଦରଗଡ଼ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଥିଲେ ।

Odisha Politics
ଦଳ ବଦଳ ପାଇଁ ମିଳିଲା ଦଣ୍ତ, ୨ ବିଧାୟକଙ୍କ ସଭ୍ୟପଦ ରଦ୍ଦ କଲେ ବାଚସ୍ପତି

ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଦ । ଉଭୟଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।

BJP Candidate List
ଆଜି ସନ୍ଧ୍ୟା ସୁଦ୍ଧା ବିଜେପି ତାଲିକା ! ୨୦ ଆସନରେ ଘୋଷଣା ହୋଇପାରେ ପ୍ରାର୍ଥୀଙ୍କ ନାଁ

ବାକି ଥିବା ୩୫ଟି ବିଧାନସଭା ସିଟରୁ ଆଜି ପ୍ରାୟ ୨୦ ସିଟରେ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ତା ସହ ୨୦ ତାରିଖ ପୂର୍ବରୁ ଅନ୍ୟ ସିଟରେ ପ୍ରାର୍ଥୀ ଘୋଷଣା ହେବ ବୋଲି କହିଛନ୍ତି ବିଜେପିର ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ।

EVM
କଡା ସୁରକ୍ଷା ବଳୟରେ ପହଞ୍ଚିଲା ୫ ଟ୍ରକ EVM

ନିର୍ବାଚନ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ଇଭିଏମ୍ । ବିଜେବି ମହାବିଦ୍ୟାଳୟରେ ଇଭିଏମ୍ ରହିବାର ବ୍ୟବସ୍ଥା ।

Bhawanipatna Politics
ଭବାନୀପାଟଣାରେ ପୁଣି ପଦ୍ମ ଫୁଟିବ ନା ବଦଳିବ ବାଜି ?

ମୈଦାନରେ ପୁଣି ବିଜେପିର ସିଟିଂ MLA ପ୍ରଦୀପ୍ତ ନାୟକ । ମହିଳା କାର୍ଡ ଖେଳି ଦୁଷ୍ମନ୍ତଙ୍କ ସ୍ତ୍ରୀ ଲଳିତାଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

Khurdha Politics
ଅଙ୍କ ଛିଣ୍ଡୁନି ନା ବିଦ୍ରୋହୀ ଡର ? ବେଗୁନିଆ-ଖୋର୍ଦ୍ଧାରେ ଛିଣ୍ଡୁନି ତିନି ଦଳଙ୍କ ଟିକେଟ୍ ଗଣିତ

ପ୍ରାର୍ଥୀ ରିପିଟ୍ କରିବେ ନା ସପ୍ରାଇଜ୍ କାର୍ଡ ଖେଳିବେ ତାକୁ ନେଇ ଦ୍ୱନ୍ଦ୍ୱ । ଚିଲିକାରେ ପୃଥୀରାଜଙ୍କ ବିପକ୍ଷରେ ବିଜେଡି ଯୋଦ୍ଧା କିଏ ଚିତ୍ର ଅସ୍ପଷ୍ଟ ।

Odisha Politics BJD
କାମ ଦେବ ତ ବିଜେଡିର ଆସନ ବଦଳ ରଣନୀତି ?

ବ୍ରହ୍ମଗିରିରୁ ଉମା, ସତ୍ୟବାଦୀରୁ ସଂଜୟଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଭଦ୍ରକରେ ସଂଜୀବ-ପ୍ରଫୁଲ୍ଲଙ୍କୁ ବି ବିଜେଡି କରିଛି ଅଦଳବଦଳ ।

Congress
ଓଡ଼ିଶାରେ ଭୁଶୁଡୁଛି କି କଂଗ୍ରେସ ଗଡ଼ ? ଦଳ ଛାଡ଼ୁଛନ୍ତି ଜଣକ ପରେ ଜଣେ ପୁରୁଖା ନେତା

ଭୁଶୁଡୁଛି କି କଂଗ୍ରେସ୍ ଗଡ଼ ? ଦୁର୍ବଳ ହେଉଛି କି ଏହି ସର୍ବ ପୁରାତନ ପାର୍ଟି ? ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ତାରିଖ ପାଖେଇ ଆସୁଥିବା ବେଳେ କଂଗ୍ରେସ ଏଯାଏ ମାତ୍ର ୪୭ଟି ବିଧାନସଭା ଏବଂ ୮ଟି ଲୋକସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।

Tejashwi Yadav
ନବରାତ୍ରୀରେ ମାଛ ଖାଇଲେ ତେଜସ୍ୱୀ, ଟ୍ରୋଲ୍‌ କଲା ବିଜେପି

ନବରାତ୍ରୀ ସମୟରେ ତେଜସ୍ୱୀ ଯାଦବ ମାଛ ଖାଉଥିବାରୁ ବିଜେପି ତାଙ୍କୁ ଟ୍ରୋଲ୍‌ କରିଛି।

Mohammed Moquim
ମୋକିମଙ୍କୁ ହାଇକୋର୍ଟ ଝଟକା...ଲଢ଼ି ପାରିବେ ତ ଆଗାମୀ ନିର୍ବାଚନ... ଜୋର୍ ଧରିଲା କଳ୍ପନାଜଳ୍ପନା

ମୋକିମ କହିଛନ୍ତି ଯେ, ଆଇନର ବ୍ୟବସ୍ଥା ଅନୁସାରେ ଆଗକୁ ଆଉ କ’ଣ ପଦକ୍ଷେପ ନିଆଯାଇପାରିବ ସେନେଇ ଓକିଲଙ୍କ ସହ ଆଲୋଚନା କରିବି ।

Aparajita Sarangi
ତେଜିଲା ଭୁବନେଶ୍ୱର ‘ମଧ୍ୟ’ ରାଜନୀତି, ଅପରାଜିତାଙ୍କୁ ଭେଟିଲେ ବୁନୁ ବିରୋଧୀ ଗୋଷ୍ଠୀ

ଗତକାଲି ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତାଙ୍କୁ ଭେଟିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧୀ ଗୋଷ୍ଠୀ ।

Modi on DMK
ପୁଣି ଷ୍ଟାଲିନ୍‌ଙ୍କ ଉପରେ ବର୍ଷିଲେ ମୋଦି... କହିଲେ, ‘ତାମିଲନାଡୁକୁ ଲୁଟ୍‌ କରୁଛି ପୂରା ପରିବାର’

ତାମିଲନାଡୁର ଭେଲୋରରେ ଏକ ରାଲିରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଦୁର୍ନୀତି ଉପରେ DMKର ସମ୍ପୂର୍ଣ୍ଣ କପିରାଇଟ୍ ରହିଛି, ପୂରା ପରିବାର ତାମିଲନାଡୁକୁ ଲୁଟ୍‌ କରୁଛି ବୋଲି କହିଛନ୍ତି ନରେନ୍ଦ୍ର ମୋଦି ।

Delhi Politics
ହାଇକୋର୍ଟଙ୍କ ପରେ ସୁପ୍ରିମକୋର୍ଟଙ୍କ ଝଟକା, ଆହୁରି ୪ ଦିନ ଜେଲରେ ରହିବେ କେଜରିୱାଲ

ଦିଲ୍ଲୀ ହାଇକୋର୍ଟରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଝଟକା ପରେ ସୁପ୍ରିମକୋର୍ଟରୁ ବି ହେଲେ ନିରାଶ । ଇଡିର ଗିରଫଦାରୀକୁ ଠିକ କହିଥିବା ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଆବଦେନ କରିଥିଲେ କେଜରିୱାଲ ।

BJP
ମୁଁ ବିଜେପିରେ ହିଁ ଅଛି, ତେବେ ଦଳୀୟ ନିଷ୍ପତ୍ତି ସର୍ବମାନ୍ୟ: ଦିଲୀପ ରାୟ

ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ଥି ପରେ ରାଉରକେଲାରେ ପହଞ୍ଚିଲେ ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ । ମିଳିଲା ଉଚ୍ଛ୍ୱସିତ ସଂବର୍ଦ୍ଧନା ।

Debashis Nayak takes a dig at BJD
‘ନବୀନ ବାବୁ ଯଦି ସରକାର ଚଳାଇ ପାରୁନାହାଁନ୍ତି, ଅବସର ନେଇଯାଆନ୍ତୁ’

ଦେବାଶିଷଙ୍କ କଡ଼ା ସମାଲୋଚନା । ବିଜେଡିକୁ କଡ଼ା ସମାଲୋଚନା କଲେ ଦେବାଶିଷ ନାୟକ । କହିଲେ, ‘ନବୀନ ବାବୁ ଯଦି ସରକାର ଚଳାଇ ପାରୁନାହାନ୍ତି, ଅବସର ନେଇଯାଆନ୍ତୁ । ୨୫ ବର୍ଷ ମୁଖ୍ୟମନ୍ତ୍ରୀ ରହିଲେଣି, ଏବେ ଅବସର ନିଅନ୍ତୁ ନବୀନ । ’ 

BJP Candidate list
'୨୦ ତାରିଖ ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି'

୨୦ ତାରିଖ ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ । ସେହିପରି ଘୋଷଣା ହୋଇଥିବା ଗୋଟିଏ ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀଙ୍କ ନାଁ ମଧ୍ୟ ବଦଳିପାରେ ବୋଲି ସେ ସୂଚନା ଦେଇଛନ୍ତି ।

kisses woman during campaign
ନିର୍ବାଚନ ପ୍ରଚାର ବେଳେ ମହିଳାଙ୍କୁ ଚୁମ୍ବନ ଦେଲେ ନେତା, ଭାଇରାଲ ହେଲା ଫଟୋ...

ସଂପୃକ୍ତ ପ୍ରାର୍ଥୀ ମହିଳାଙ୍କୁ ଚୁମ୍ବନ ଦେଉଥିବା ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । କେବଳ ଏତିକି ନୁହେଁ, ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛି ।

Politics
ଦଳ ଛାଡ଼ୁଛନ୍ତି ଜଣଙ୍କ ପରେ ଜଣେ ନେତା, BJDରୁ ଆଉ ଜଣେ ଦେଲେ ଇସ୍ତଫା

ଗଞ୍ଜାମ କବିସୂର୍ଯ୍ୟନଗରର ବିଜେଡି ନେତା ସୀତାରାମ ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇଛନ୍ତି । ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ସୀତାରାମ ପାଣିଗ୍ରାହୀ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଜେଡ଼ି ନେତା ଥିଲେ ।

High Court
ମହମ୍ମଦ ମୋକିମଙ୍କ ପିଛା ଛାଡ଼ୁନି ବିବାଦ, ପୁଣି ବାଜିଲା ହାଇକୋର୍ଟଙ୍କ ଛାଟ

ମୋକିମ୍‌ଙ୍କୁ ହାଇକୋର୍ଟଙ୍କ ଝଟ୍‌କା । ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମ୍‌ଙ୍କ ଉପରେ ବାଜିଲା ହାଇକୋର୍ଟଙ୍କ ଛାଟ ।