• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Pravat Biswal
ତେଜିଲା ଦେବାଶିଷ-ପ୍ରଭାତ କଳି; BJD ର ପରାଜୟ ପରେ ଦୁଇ ନେତାଙ୍କ ବୟାନବାଜି

ବିଜେଡି ହାରିବା ଓ ଦଳର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଥିବା ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସମାଲୋଚନା କରିବା ବାହାନାରେ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଛନ୍ତି ଦେବାଶିଷ ସାମନ୍ତରାୟ।

Brahma Taladhwaja chariot
ଅଧାରେ ଫସିଲା ବ୍ରହ୍ମ ତାଳଧ୍ବଜ ରଥ; ଶ୍ରଦ୍ଧାଳୁ ଟାଣିବା ବେଳେ ବାମ ମୋଡ଼ ନେଇ ଅଟକିଲା

ଦେବୋତ୍ତର କାର୍ଯ୍ୟାଳୟ ପାଖରେ ଅଟକିଲା ବ୍ରହ୍ମ ତାଳଧ୍ବଜ ରଥ । ମେସିନ ସାହାଯ୍ୟରେ ରଥକୁ ଟ୍ରାକ୍‌କୁ ଆଣିବାକୁ ଉଦ୍ୟମ କରାଯାଉଛି ।

New song of tarang music mo jagannath
ଗୀତରେ ଭକ୍ତର ଭାବନା; ବାପାକୁ ଭଲ ଲାଗିଲାନି ପୁଅର ନାଁ, କାଳିଆକୁ ପଚାରିଲା…

‘ତରଙ୍ଗ ମ୍ୟୁଜିକ୍‌’ର ନୂଆ ଭଜନ। ଏହି ଭଜନଟିର ଶୀର୍ଷକ ‘ମୋ ଜଗନ୍ନାଥ’ ଥିବାବେଳେ ଏହାକୁ ବିଶିଷ୍ଠ ଗୀତିକାର ନିର୍ମଳ ନାୟକ ରଚନା କରିଛନ୍ତି ଓ ଏହାକୁ ସଂଗୀତରେ ସଜେଇଛନ୍ତି ବିନାୟକ ପଣ୍ଡା। ଗୀତ କହୁଛି ଭକ୍ତର ଭାବନା।

 Singer Humane Sagar
ହ୍ୟୁମାନଙ୍କ ନାଁରେ ଥାନାରେ ଏତଲା; ଜଗନ୍ନାଥ ଭଜନକୁ କଦର୍ଥ କରିଥିବା ଅଭିଯୋଗ

କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଇଛି ଇଣ୍ଟରନ୍ୟାସନାଲ୍ ହ୍ୟୁମାନ୍ ରାଇଟ୍ସ କମିଶନ୍। 

All Three Chariots At Maa Gundicha Temple
ଶରଧାବାଲିରେ ତିନିରଥ; ରତ୍ନବେଦି ଛାଡ଼ି ଜନ୍ମବେଦି ଆସିଛନ୍ତି ମହାବାହୁ

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ। ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ସମ୍ମୁଖରେ ଲାଗିଛି।

Olympics
ଅଲିମ୍ପିକ୍ସରେ ଚମକିବେ ୨ ଓଡ଼ିଆ; ୧୫ ଲକ୍ଷ ଲେଖାଏଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କ୍ରୀଡ଼ାର ମହାକୁମ୍ଭ ହେଉଛି ଅଲିମ୍ପିକ୍ସ । ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଉଭୟ ଯୋଗ୍ୟତା ଅର୍ଜନ କରିଛନ୍ତି। କିଶୋର ଜେନା ଜାଭଲିନ୍‍ ଥ୍ରୋ ପାଇଁ ଓ ଅମିତ ରୋହିଦାସ ହକି ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

Tiger
ଭଞ୍ଜନଗରରେ ବୁଲୁଛି ବାଘ, ଲୋକେ ଆତଙ୍କିତ

ଗାଁକୁ ଗାଁ ବୁଲୁଛି, ଗାଈ ବାଛୁରୀ ଶିକାର କରି ଖାଉଛି । ଯାହାକୁ ନେଇ ସ୍ଥାନୀୟ ଲୋକ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସେପଟେ ମହାବଳକୁ ଠାବ କରିପାରୁନି ବନ ବିଭାଗର କ୍ୟାମେରା ।

Ratha jatra
ଆରମ୍ଭ ହେଲା ରଥଟଣା, ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଲା ରଥ

ବଡ଼ଦାଣ୍ଡରେ ଅଟକି ରହିଥିବା ରଥ ଆଜି ପୁଣି ଥରେ ଗଡ଼ିଛି । ପ୍ରଥମେ ଗଡ଼ିଲା ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ । ମରିଚିକୋଟ ଛକରୁ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ।

President Of India
ମହୋଦଧି କୂଳରେ ପ୍ରାତଃ ଭ୍ରମଣ କଲେ ରାଷ୍ଟ୍ରପତି

ପୁରୀ ରାଜଭବନ ପଛ ପାଖରେ ଥିବା ବ୍ଲୁ ଫ୍ଲାଗ ବିଚରେ ରାଷ୍ଟ୍ରପତି ମର୍ଣ୍ଣିଂ ୱାକ୍ କରିଛନ୍ତି। ସମୁଦ୍ର କୂଳରେ ରାଷ୍ଟ୍ରପତି ଅନେକ ବାଟ ଚାଲିଥିଲେ ।

Ratha Jatra
ରତ୍ନବେଦୀରୁ ଜନ୍ମବେଦୀ, ଅଧାବାଟରେ ଅଟକିଥିବା ୩ ରଥକୁ ଆଜି ଟାଣିବେ ଶ୍ରଦ୍ଧାଳୁ

ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ । ବଡ଼ଦାଣ୍ଡରେ ଅଟକି ରହିଥିବା ରଥ ଆଜି ପୁଣି ଟଣାଯିବ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 08 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 08 July 2024
BJD
ହଟିଲେ ବିଜେଡିର ରାଜ୍ୟସ୍ତରୀୟ କର୍ମକର୍ତ୍ତା; ସନ୍ତୃପ୍ତ ମିଶ୍ର ହେଲେ ନବୀନଙ୍କ ରାଜନୈତିକ ସଚିବ

ସଭାପତି ନବୀନ ପଟ୍ଟନାୟକଙ୍କ ସ୍ୱାକ୍ଷରରେ ଜାରି ନିର୍ଦ୍ଦେଶ କ୍ରମେ ରାଜ୍ୟ ଓ ଜାତୀୟସ୍ତରୀୟ ନୂଆ ମୁଖପାତ୍ର ମଣ୍ଡଳୀ ଗଠନ କରାଯାଇଛି।

Ratha Jatra
ଏଥର ଦୁଇ ଦିନିଆ ରଥ ଟଣା; ବାଟରେ ଅଟକିଲେ ତିନି ଠାକୁର

ରତ୍ନବେଦୀରୁ ଜନ୍ମବେଦୀ। ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ।

Ratha Jatra
୫୩ ବର୍ଷ ପରେ ବିରଳ ରଥଯାତ୍ରା: ଶ୍ରୀଜୀଉଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ, ଛେରାପହଁରା କଲେ ଗଜପତି

କାଳିଆର ଦିବ୍ୟଲୀଳା। ପୁଣି ଜନ ସମୁଦ୍ରରେ ଭାବର ଠାକୁରଙ୍କ ଘୋଷଯାତ୍ରା। ୫୩ ବର୍ଷ ପରେ ଦୁଇଦିନିଆ ରଥଟଣାର ବିରଳ ସଂଯୋଗ। ଆଉ ଏ ଯାତ୍ରାରେ ସାମିଲ ହୋଇ ଜଗତଠାକୁରଙ୍କ ଦିବ୍ୟସାନିଧ୍ୟ ପାଇଁ ଭକ୍ତିିରେ ଉଛୁଳୁଥିଲା ଭକ୍ତର ମନ।

Puri Rath Yatra 2024
ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନରେ କୃତ୍ୟ କୃତ୍ୟ ଭକ୍ତ; ଭକ୍ତିରେ ବିଭୋର ହେଲେ ମହାମହିମ...

ସୂରୁଜ ଉଇଁଲା ବେଳକୁ ଆଜି ଭାବ ରସରେ ଭିଜି ସାରିଥିଲା ଶ୍ରୀକ୍ଷେତ୍ର... ମହୋଦଧି ବେଳାଭୂମିରୁ ମହାମାର୍ଗ ବଡ଼ଦାଣ୍ଡ... ସବୁଠି ଶୁଭୁଥିଲା ଜଗତ ଠାକୁରଙ୍କ ଜୟ ଜୟ କାର...

Padmakesarpur
ପଦ୍ମକେଶରୀପୁରରେ ପୁଣି ଗୋଷ୍ଠୀ ସଂଘର୍ଷ; ପୁରୁଷ ଶୂନ୍ୟ ଗାଁ, କାହା ଛତ୍ରଛାୟାରେ ଚାଲିଛି ସୁଧ ବେପାର ?

ଗତବର୍ଷେ ଧରି ପଦ୍ମକେଶରୀପୁର ରକ୍ତରଂଜିତ ହେଉଥିବାବେଳେ କାହିଁକି ହୋଇପାରୁନି ଏହାର ସ୍ଥାୟୀ ସମାଧାନ? କାହା ଛତ୍ରଛାୟାରେ ରହି ସୁଧ ବେପାର ଚଳାଉଛନ୍ତି ନିର୍ଦ୍ଦିଷ୍ଟ ଗୋଷ୍ଠୀ ? ସେନେଇ ଲାଗିରହିଛି ନାନା ଚର୍ଚ୍ଚା।

Puri Rath Yatra 2024
ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସବୁଠି ସୀମାହୀନ ଉତ୍ସାହ; ଅହମ୍ମଦାବାଦ ରଥଯାତ୍ରାରେ ସାମିଲ ହେଲେ ଗୃହମନ୍ତ୍ରୀ ଶାହ

ତୁଳସୀ କ୍ଷେତ୍ର ହେଉ କି ଶାବର ଶ୍ରୀକ୍ଷେତ୍ର, ରଥ ଉପରେ ଚୁତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି କୃତକୃତ୍ୟ ଭକ୍ତ। ଖାଲି ରାଜ୍ୟ କାହିଁକି, ଦେଶର ବିଭିନ୍ନ ସ୍ଥାନରେ ବି ଧୁମଧାମରେ ପାଳନ ହୋଇଛି ଶ୍ରୀଜିଉଙ୍କ ଘୋଷଯାତ୍ରା।

Sambit Routray
ବିଜେଡିରେ ମୂଷା କିଏ? ନବୀନଙ୍କୁ ହରାଇବାକୁ କିଏ କରିଥିଲା ଷଡ଼ଯନ୍ତ୍ର..

ବିଜେଡି ହାରିବା ପଛରେ ଦାୟୀ କିଏ ? କିଏ ସୁଚିନ୍ତିତ ଭାବେ ହରାଇଛି ବିଜେଡିକୁ ? ବିଜେଡି ହାରିବାର କାରଣ କହୁ କହୁ ଆଜି ଏମିତି କିଛି ଢଙ୍ଗରେ ଗଣମାଧ୍ୟମକୁ ମୂଷା ଉପାଖ୍ୟାନ କହିଛନ୍ତି ପାରାଦୀପର ପୂର୍ବତନ ବିଜେଡି ବିଧାୟକ ସମ୍ବିତ ରାଉତରାୟ।

Devotees
ପୁରୀ ରଥଟଣା ବେଳେ ଅଘଟଣ; ଜଣେ ପୁରୁଷ ଶ୍ରଦ୍ଧାଳୁ ମୃତ

ଜଣେ ପୁରୁଷ ଶ୍ରଦ୍ଧାଳୁ ତାଳଧ୍ୱଜ ରଥଟଣା ବେଳେ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଛନ୍ତି।

Ratha Jatra
ଘର୍‌ ଘର୍‌ ନାଦରେ ଗଡ଼ିଲା ତାଳଧ୍ୱଜ; ପଛରେ ଆସୁଛନ୍ତି ହଳଦୀ ମୁହିଁ..ଶେଷରେ କାଳିଆ ସାଆନ୍ତ

ତେବେ ଅପେକ୍ଷାର ଅନ୍ତ ଘଟିଛି। ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି। ବଡ଼ଦାଣ୍ଡରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଛି ।

Special Story
ପିଲା ଆଉ ନାହିଁ କହି ହାତ ଟେକିଦେଲେ ଡାକ୍ତର; ଜୀବନ ଦେଲେ ଜଗା

ବଡ଼ଦାଣ୍ଡରେ ଏମିତି ଏକ ଛବି ଯାହାର କାହାଣୀ ଶୁଣିଲେ ମନେ ହେବ ସତରେ କାଳିଆ ଖାଲିଟାରେ ଏତେ ବଡ଼ ଠାକୁର ନୁହଁ। ଦେଖିଲେ ବି ବିଶ୍ୱାସ ହେବନି। ଦଣ୍ଡପ୍ରଣାମ ଜଣାଇ ଯାଉଥୁବା କୁନି ଭକ୍ତଟି ନିଜ କାହାଣୀ କହୁକହୁ ଆଖି ଛଳଛଳ ହୋଇଯାଉଛି।

Rath Yatra 2024
ରଥାରୂଢ଼ ୩ ଠାକୁର: ଛେରା ପହଁରା ଆରମ୍ଭ କଲେ ଗଜପତି ମହାରାଜା...

ଛେରା ପହଁରା ଆରମ୍ଭ କଲେ ଗଜପତି ମହାରାଜା। ତାଳଧ୍ବଜ ରଥରେ ଛେରା ପହଁରା କଲେ ଗଜପତି । ଅପରାହ୍ନ ୫ଟାରେ ରଥ ଟାଣିବାକୁ ନୀତି ନିର୍ଘଣ୍ଟ ହୋଇଛି। 

Unique Bike
ବାଃ ବାଃ ଲଇବାରା ! ତିଆରି କଲେ ଏମିତି ଗାଡ଼ି, କେବେ ଦେଖିନଥିବେ..

ବାଇକ୍ ପଛରେ ଲାଗିଛି ଡାଲା । ଆଉ ଡାଲା ଭିତରେ ରହିଛି କାନ୍ଦି କାନ୍ଦି ସତେଜ କଦଳୀ । ଖୁବ୍ ସହଜରେ କଦଳି କାନ୍ଦି ଗୁଡ଼ିକୁ ନେଇ ବଜାରକୁ ଯାଉଛନ୍ତି ବ୍ୟକ୍ତି ଜଣକ । ଏପରି ଗାଡ଼ି ନା ବଜାରରେ ବିକ୍ରି ହେଉଛି, ନା ଆପଣ ବଜାରରେ କେବେ ଦେଖିବାକୁ ପାଉଥିବେ ।

Sambit Routray
ହାରିବା ପରେ ମୁହଁ ଖୋଲିଲେ ସମ୍ବିତ; କହିଲେ, ‘ନବୀନ ହାରିନାହାନ୍ତି, ତାଙ୍କୁ ହରାଇ ଦିଆଯାଇଛି’

ଗତ ନିର୍ବାଚନରେ ନବୀନ ପଟ୍ଟନାୟକ ହାରି ନାହାନ୍ତି ତାଙ୍କୁ ହରାଯାଇଛି। ସୁଚିନ୍ତିତ ଭାବେ ନବୀନ ପଟ୍ଟନାୟକଙ୍କୁ ହରାଇ ଦିଆଯାଇଛି ବୋଲି ସେ କହିଛନ୍ତି ।

Ratha Jatra 2024 six odia film based on Lord Jagannath
Ratha Jatra 2024: ପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଏହି ୬ଟି ଓଡ଼ିଆ ଫିଲ୍ମ ଦେଖନ୍ତୁ, ଭକ୍ତିରେ ହଜିଯିବ ମନ

ଆଜି ପୁରୀ ଶ୍ରୀକ୍ଷେତ୍ର ଭକ୍ତ ପ୍ରେମରେ ଜନସମୁଦ୍ରରେ ପରିଣତ। ଆପଣ ଯଦି ପୁରୀ ନ ଯାଇ ଘରେ ଅଛନ୍ତି ତେବେ ଜଗନ୍ନାଥଙ୍କୁ ନେଇ ଆଧାରିତ ଏହି ୬ଟି ଓଡ଼ିଆ ଫିଲ୍ମ ନିଶ୍ଚିତ ଦେଖନ୍ତୁ, ଯାହାର ଲିଙ୍କ୍‌ ଆମେ ଏଠାରେ ଦେଉଛୁ।