• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 20 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

କିଟ୍ ନାଁରେ ପୁଣି ସରକାରୀ ଜମି ହଡପ ଅଭିଯୋଗ: ଜଳାଶୟ ପୋତି ନିର୍ମାଣ କରୁଛି କୋଠା

ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ କିଟ୍ ବିଶ୍ୱବିଦ୍ୟାଳୟର ମାଲିକ ହୋଇଥିବାରୁ ତାଙ୍କୁ ଅହେତୁକ ଅନୁକମ୍ପା ଦେଖାଇଛି କି ପ୍ରଶାସନ? More
  • Satyendu Shekher Mishra
  • 2 years ago

MDM ଚାଉଳ ମହାଘୋଟାଲା ପାର୍ଟ-୨ ! ୫ ମାସର ଚାଉଳ କୋଟା ଗାଏବ୍

ବଲାଙ୍ଗିରରେ ବି ମଧ୍ୟାହ୍ନ ଭୋଜନ ଚାଉଳରେ ଦୁର୍ନୀତିର ଗନ୍ଧ । ଗୋଦାମରୁ ଉଠିଛି ହେଲେ ସ୍କୁଲରେ ପହଞ୍ଚିନି ଚାଉଳ । More
  • Satyendu Shekher Mishra
  • 2 years ago

କିଏ ହେବେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ? ଦ୍ରୌପଦୀଙ୍କ ପାଇଁ ହେଲାଣି ହୋମ ଯଜ୍ଞ

କାହା ସପକ୍ଷରେ ଯାଇଛି ବିଧାୟକ ଓ ସାଂସଦଙ୍କ ମତ ? ଆସନ୍ତାକାଲି ଭୋଟ୍ ଗଣତି, ବଢୁଛି ଉତ୍କଣ୍ଠ । More
  • Satyendu Shekher Mishra
  • 2 years ago

କଟକରେ ରାସ୍ତା ଅବସ୍ଥା ଶୋଚନୀୟ, ମେୟରଙ୍କ କରୁଛନ୍ତି ଚିରାଚରିତ ଯୁକ୍ତି

ସହରର ପ୍ରବେଶ ପଥ ଲିଙ୍କ ରୋଡ଼ରୁ ବାଦାମବାଡ଼ି ପର୍ଯ୍ୟନ୍ତ ରାସ୍ତାରେ ଜାଇକା କାମ ଯୋଗୁଁ ସୃଷ୍ଟି ହୋଇଛି ବଡ ବଡ ଖାଲ । ପୁରୀଘାଟ, ଗଣେଶ ଘାଟ, ସିଡିଏ କାଠଯୋଡ଼ି ବନ୍ଧ, ସବୁଠି ରାସ୍ତାରେ ଖାଲ । More
  • Chandan Shishu
  • 2 years ago

ଭୁଶୁଡିଲା ନିର୍ମାଣାଧୀନ ଛାତ, ତଳେ ଫସିରହିଛନ୍ତି ଶ୍ରମିକ

ସ୍ଥାନୀୟ ଲୋକ, ଓଡ୍ରାଫ୍ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।  More
  • Prangyan Parimita
  • 2 years ago

ମୃତ୍ୟୁ ପରେ ଭୁତ ହୋଇ ଜମି ବିକିଦେଲେ ସୁରେନ୍ଦ୍ର, ଏବେ ପୁରା ପରିବାର ଚିନ୍ତାରେ

ଜାଲ ଆଧାର, ଜାଲ ଫଟୋ, ଜାଲ ଦସ୍ତଖତରେ ହେଲା ଜମି କିଣାବିକା ହୋଇଥିବା ଅଭିଯୋଗ ହୋଇଛି । More
  • Otv Khabar Bureau
  • 2 years ago

ଫ୍ରଡ୍ 'ପ୍ରିୟା ଗୁପ୍ତା' ନେଇଗଲା ୨୪ ଲକ୍ଷ ଟଙ୍କା

ଠକଙ୍କ ମାୟା ଜାଲରେ ଫସିଗଲେ ଆଇଟି ପ୍ରଫେସନାଲ୍‌। କାଲିଫର୍ନିଆର ଏମ୍‌ବିବିଏସ୍‌ ଡାକ୍ତର କହି ଲୁଟି ନେଲା ୨୪ ଲକ୍ଷ ଟଙ୍କା। ଏପରି ଅଭିଯୋଗ ଆସିଛି ଭୁବନେଶ୍ୱର ଉପକଣ୍ଠ ଜଟଣୀ ଅଞ୍ଚଳରୁ। More
  • Satyendu Shekher Mishra
  • 2 years ago

ମିଡ୍‌ ଡେ’ ମିଲ୍‌ ଚାଉଲ ହରିଲୁଟ୍‌ ପ୍ରସଙ୍ଗ, ଡିଇଓଙ୍କୁ ରିପୋର୍ଟ ତଲବ

CRCC ମାନଙ୍କୁ ନେଇ କମିଟି କରି ରିପୋର୍ଟ ଦେବେ ବିଇଓ । ବିଇଓମାନଙ୍କ ରିପୋର୍ଟ ପରେ ଠିକା ସଂସ୍ଥାକୁ ପଚରାଯିବ କହିଲେ ଡିଇଓ । More
  • Satyendu Shekher Mishra
  • 2 years ago

କେବଳ ମୋକିମ୍‌ ନୁହନ୍ତି ଆଉ ଜଣେ କଂଗ୍ରେସ ବିଧାୟକ ବି କରିଛନ୍ତି କ୍ରସ୍‌ ଭୋଟିଂ: ମୋହନ ମାଝି

ବିଜେପି ନେତା ମୋହନ ମାଝି କହିଛନ୍ତି ମୋକିମ୍‌ଙ୍କ ବ୍ୟତୀତ ଆଉ ଜଣେ ନେତା ବି ଦ୍ରୌପଦୀଙ୍କୁ ଦେଇଛନ୍ତି ଭୋଟ । More
  • Otv Khabar Bureau
  • 2 years ago

ଚୁଲି ମୁଣ୍ତରୁ ଟ୍ରକ୍‌ ଷ୍ଟେରିଂ, ଭାଇରାଲ ହେଲା ଭିଡ଼ିଓ..

ମହିଳାମାନେ ଘର ଭିତରେ ରହି କାମ କରନ୍ତି। ଏ କଥା ଆମେ କହୁନୁ ସମସ୍ତେ ଭାବିଥାନ୍ତି। ତେବେ ଏହାକୁ ଭୁଲ୍ ପ୍ରମାଣିତ କରି ଦେଖାଇଛନ୍ତି ଏହି ମହିଳା ଜଣକ। ଏନଏଚ ଉପରେ ମହିଳାଙ୍କ ଡ୍ରାଇଭିଂ ଦେଖିଲେ ଆପଣ ତାଜୁବ୍ ହୋଇଯିବେ.. More
  • Chandan Shishu
  • 2 years ago

ବିଜେବି କଲେଜରେ ପୁଣି ରାଗିଂ ! ହଷ୍ଟେଲରୁ ଭିଡ଼ି ଆଣିଲେ, ରାସ୍ତା ଉପରେ ପଟିଲେ !

ସେତେବେଳେ ପୋଲିସ କହିଥିଲା- ରାଂଗି ହୋଇନି, ଏବେ କଣ କରିବ? More
  • Otv Khabar Bureau
  • 2 years ago

'ବ୍ରିଟିଶ୍‌ ଲୁଣ ଉପରେ କର ଲଗାଇଲେ, ଆଉ ଏ ସରକାର ମୁଢ଼ି ଉପରେ'

ମୁଢି ଉପରେ ଲାଗିଲା ଜିଏସ୍‌ଟି । ଏବେ ପ୍ୟାକେଟ୍‌ ମୁଢି ଉପରେ ଦେବାକୁ ପଡ଼ିବ ଅଧିକ ଟଙ୍କା । ଚିନ୍ତାରେ ମୁଢି ବ୍ୟବସାୟୀ । ଲୋକେ କହୁଛନ୍ତି ବ୍ରିଟିଶ ଲୁଣ ଉପରେ କର ଲଗାଇଥିଲା, ଏ ସରକାର ମୁଢି ଉପରେ କର ଲଗାଇଲା। ପ୍ରକୃତରେ ଜିଏସଟି ଲାଗିବା ପରେ କଣ କହୁଛନ୍ତି ଦୋକାନୀ ଓ ଗ୍ରାହକ? ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ.. More
  • Otv Khabar Bureau
  • 2 years ago

ପିଲାଙ୍କ ନାଁରେ ଟଙ୍କା ଆଉ ଚାଉଳ ଉଠାଇଲେ କିନ୍ତୁ ସାର୍‌ ନିଜେ ଖାଇଦେଲେ

ଏ କେମିତିକା ଶିକ୍ଷକ ? ପିଲାଙ୍କ ପାଇଁ ସରକାର ଦେଇଥିଲେ ମଧ୍ୟାହ୍ନ ଭୋଜନ । ଲକ୍ଷେ ନୁହେଁ କି ଦୁଇଲକ୍ଷ ନୁହେଁ ବରଂ ୪ ଲକ୍ଷ ଟଙ୍କା ଖାଇଗଲେ ପ୍ରଧାନ ଶିକ୍ଷକ । ପିଲା ଚାଉଳ ପାଇନଥିବାରୁ ରାଗିଲେ ଅଭିଭାବକ। More
  • Rajalaxmi Sahoo
  • 2 years ago

ଭାଇରାଲ୍‌ ହେଉଛି ଲାଞ୍ଚୁଆ ଡାକ୍ତରଙ୍କ ରସିକିଆ ରିଲ୍ସ

ଲାଞ୍ଚ ନେବା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆଙ୍କୁ ଗିରଫ କରାଯାଇଛି। ମୃତ୍ୟୁ ପ୍ରମାଣପତ୍ର ବାବଦରେ ଫର୍ମରେ ଦସ୍ତଖତ କରାଇ ଦେବା ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ। More
  • Rajalaxmi Sahoo
  • 2 years ago

ଛୁଆ ଆଗରେ ଭୋକରେ ଛଟପଟ ହୋଇ ମରିଗଲା ନାଗୁଣୀ

ଏକ ବଡ଼ ନାଗୁଣୀ ଭୋକରେ ମରିଗଲା ପଛେ, ଛୋଟ ଛୋଟ ସାପଙ୍କୁ ଖାଇଲା ନାହିଁ।  କାରଣ ସେହି ଛୋଟ ଛୋଟ ସାପ ଗୁଡ଼ିକ ସେଇ ନାଗୁଣୀର ଛୁଆ ଥିଲେ। More
  • Rajalaxmi Sahoo
  • 2 years ago

ଅସୁସ୍ଥ ହେବାରୁ ହସ୍ପିଟାଲ୍‌ ଗଲେ, ହେଲେ ଏକ୍ସପାଏରୀ ମେଡିସନ୍‌ ଖାଇ ପୁଣି ଭର୍ତ୍ତି ହେଲେ

ଏକ୍ସପାଏରୀ ମେଡିସନ୍‌ ଖାଇବା ପରେ ଛାତ୍ର ଗୁରୁତର। ଅସୁସ୍ଥ ଅନୁଭବ କରିବାରୁ ଗତ ୧୬ ତାରିଖରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। More
  • Prangyan Parimita
  • 2 years ago

ଏମଡିଏମ୍‌ ଦୁର୍ନୀତି ପ୍ରସଙ୍ଗରେ ଗୃହ ସରଗରମ : ପ୍ରସଙ୍ଗ ଉଠାଇଲେ ବିରୋଧୀଦଳ ମୁଖ୍ୟ ସଚେତକ

ଜୟପୁରର ବିଭିନ୍ନ ସ୍କୁଲ୍‌ରେ ଏମଡିଏମ୍‌ ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା । More
  • Otv Khabar Bureau
  • 2 years ago

ୟୁଟ୍ୟୁବ୍‌ ଦେଖି ତିଆରି କଲେ ଜୁସ୍‌ ମେସିନ୍‌; ୩ ମାସ ଯାଏଁ ସତେଜ ରହୁଛି ଜୁସ୍‌

ଦେଶୀ ମେକାନିକ୍‌। ୟୁଟ୍ୟୁବ୍‌ ଦେଖି ଦେଖି ତିଆରି କଲେ ଆଖୁ ଜୁସ୍‌ ମେସିନ୍‌ । ଏଇ ମେସିନ୍‌ରେ ତିଆରି ହେଉଥିବା ଜୁସ୍‌ ସପ୍ତାହେ କି ଦୁଇ ସପ୍ତାହେ ନୁହେଁ ବରଂ ପୂରା ୧୨ ସପ୍ତାହ ପର୍ଯ୍ୟନ୍ତ ରହିବ ସତେଜ୍‌ । ଜାଣନ୍ତୁ ଏଇ ସ୍ୱତନ୍ତ୍ର ଶୈଳୀରେ ତିଆରି ହୋଇଥିବା ମେସିନ୍‌କୁ.. More
  • Rajalaxmi Sahoo
  • 2 years ago

ଆଜିଠୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ

ଯୁକ୍ତ ୨ ପ୍ରଥମ ବର୍ଷ ପାଇଁ ଆଜିଠୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିପାରିବେ। More
  • Rajalaxmi Sahoo
  • 2 years ago

Daily Horoscope 20th July 2022: ଏହି ରାଶିର ବ୍ୟକ୍ତି ସତର୍କ ରୁହନ୍ତୁ, ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି

ସୌର କର୍କଟ ମାସ  ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ, ବୁଧବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More
  • Rajalaxmi Sahoo
  • 2 years ago

ମରଣଯନ୍ତା ପାଲଟିଛି ଘାଟି ରାସ୍ତା: ବୋଲେରୋ ଉପରେ ଓଳଟି ପଡ଼ିଲା ଟ୍ରକ୍‌

ବାଙ୍ଗିରିପୋଷି ଘାଟିରେ ଏକ ପିଆଜ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ବୋଲେରୋ ଉପରେ ଓଲଟି ପଡ଼ିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। More
  • Prangyan Parimita
  • 2 years ago

ILS ନିର୍ଦ୍ଦେଶକ ଡା. ଅଜୟ ପରିଡ଼ାଙ୍କ ଆଜି ଶେଷକୃତ୍ୟ : ILS କାର୍ଯ୍ୟାଳୟରେ ଚାଲିଛି ଶେଷ ଦର୍ଶନ

ଯାଜପୁର ଭଗବାନପୁର ଗାଁରେ କରାଯିବ ଅନ୍ତିମ ସତ୍କାର More
  • Rajalaxmi Sahoo
  • 2 years ago

ଓଡ଼ିଶାରେ ଖୋଲିବ ରାସନ୍ ATM, ଟଙ୍କା ବଦଳରେ ବାହାରିବ ରାସନ୍‌

ATMରୁ ଟଙ୍କା ବାହରିଲା ଭଳି ଏଣିକି ରାସନ୍‌ ବାହାରିବ। ପାଇଲଟ ପ୍ରୋଜେକ୍ଟ ଭାବେ ରାଜଧାନୀ ଭୁବନେଶ୍ୱରରେ ଏହି ଯୋଜନା ଆରମ୍ଭ ହେବ।  More
  • Prangyan Parimita
  • 2 years ago

କାଶୀପୁରରେ ହଇଜା ଆତଙ୍କ :  ମୋଟ ୧୦୪ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ  

୫୦ ପ୍ରତିଶତ ନମୁନାରେ ମାରାତ୍ମକ ଭିବ୍ରିଓ କୋଲେରା ବୀଜାଣୁ More
  • Rajalaxmi Sahoo
  • 2 years ago

ପାଣିପାଗ ବିଭାଗର ସତର୍କ ସୂଚନା- ଏହି ୨ ଦିନ ପ୍ରବଳ ବର୍ଷିବ !

ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ମଧ୍ୟ ରହିଛି। More
  • Satyendu Shekher Mishra
  • 2 years ago

ହଇଜା କବଳରେ କାଶୀପୁର ! ଶହେ ପାର୍ ଝାଡ଼ାବାନ୍ତି ସଂକ୍ରମିତଙ୍କ ସଂଖ୍ୟା, ଗଲାଣି ୭ ଜୀବନ

୫୦ ପ୍ରତିଶତ ନମୁନାରେ ମାରାତ୍ମକ ଭିବ୍ରିଓ କଲେରା ଜୀବାଣୁ । ପୁଣି ମନେ ପଡ଼ିଲା ୨୦୦୭ର ଝାଡ଼ାବାନ୍ତି ଭୟାବହତା । More
  • Satyendu Shekher Mishra
  • 2 years ago

ସ୍କୁଲ ପିଲାଙ୍କ ପେଟକୁ ଲାତ ! ୫୦ କିଲିଆ ବସ୍ତାରୁ ଅଢ଼େଇ କେଜି ଚାଉଳ ଗାଏବ..

ଧରାପଡ଼ିଲା ଚାଉଳ ଓଜନ ପରେ ସତ । ବେଧଡ଼କ୍ ଚାଲିଛି ମଧ୍ୟାହ୍ନ ଭୋଜନ ଚାଉଳ ହରିଲୁଟ୍  । ଉପଜିଲ୍ଲାପାଳ କହିଲେ ଯୋଗାଣ ବିଭାଗକୁ ମାଗିବୁ ରିପୋର୍ଟ । More
  • Satyendu Shekher Mishra
  • 2 years ago

ଏଥର ଓଡ଼ିଶା ପାଲଟିବ ତ IT ହବ୍ ? ନୂଆ IT ନୀତିିକୁ ଅନୁମୋଦନ କଲା ରାଜ୍ୟ କ୍ୟାବିନେଟ୍

ଆଗ୍ରହୀ କମ୍ପାନିକୁ ନିବେଶ ଅର୍ଥର ୨୫ ପ୍ରତିଶତ ଦେବେ ରାଜ୍ୟ ସରକାର । ସରକାରଙ୍କୁ ଉଦ୍ୟୋଗୀ କହିଲେ ଯୋଗାଇ ଦିଅ ମାଗଣା ଜମି । More
  • Satyendu Shekher Mishra
  • 2 years ago

BJDରେ ମିଶିବେ କି ମୋକିମ୍ ? କ୍ରସ୍ ଭୋଟିଂ ପରେ ପଲିଟିକାଲ କ୍ୟାରିୟରକୁ ନେଇ ଚର୍ଚ୍ଚା

ମୋକିମ୍ କହିଲେ କଂଗ୍ରେସରେ ଅଛି ରହିବି । କାର୍ଯ୍ୟାନୁଷ୍ଠାନ ଦାବି କଲେ ତାରା-ସୁର । ଶରତ କହିଲେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା । More
  • Satyendu Shekher Mishra
  • 2 years ago

ଏଥର ନାହିଁ ଛାଡ଼ ! ଶତପ୍ରତିଶତ ସିଲାବସ୍‌ରେ ହେବ ପାଠପଢ଼ା ଆଉ ପରୀକ୍ଷା

କରୋନା ପାଇଁ ଗତବର୍ଷ ଯୁକ୍ତ ୨ ସିଲାବସ୍‌କୁ ହ୍ରାସ କରାଯାଇଥିଲା । ୭୦ ପ୍ରତିଶତ ସିଲାବସରେ ପାଠ ପଢା ସହ ପରୀକ୍ଷା ବି ହୋଇଥିଲା । More