• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 27 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

କଂଗ୍ରେସରେ ତେଜିଲା ସୁର-ନିରଞ୍ଜନ କଳି

୨୦୧୯ ନିର୍ବାଚନର ଟିକେଟବଣ୍ଟା ଓ ଫଳାଫଳ ଉପରେ ଯେଉଁମାନେ ବିବୃତ୍ତି ଦେଇଥିଲେ ତାହା ଦଳର ଗାରିମା ବଢ଼ାଇଛି କି ? More
  • Pramod Behera
  • 2 years ago

ପ୍ରଶାସନର ବାରଣ ସତ୍ତ୍ୱେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ଅପରାଜିତା

ପଦଯାତ୍ରାକୁ ପ୍ରଶାସନର ବାରଣ ସତ୍ତ୍ୱେ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ତେବେ ତାଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଛି ରାଜନୈତିକ ଝଡ଼। More
  • Chandan Shishu
  • 2 years ago

ଦଳୀୟ ପଦରୁ ତାରା ବାହିନୀପତିଙ୍କ ଇସ୍ତଫା !

କଂଗ୍ରେସ ଦଳ ମୁଖ୍ୟ ସଚେତକ ପଦରୁ ତାରା ବାହିନୀପତି ଇସ୍ତଫା ଦେଇଥିବା କୁହାଯାଉଛି। More
  • Chandan Shishu
  • 2 years ago

ପକ୍ଷାଘାତରେ ପୀଡିତ ସ୍ତ୍ରୀକୁ ପୋଖରୀରେ ବୁଡେଇ ମାରିଦେଲା ପିଶାଚ ସ୍ୱାମୀ

ଲକ୍ଷ୍ମୀଙ୍କ ସ୍ୱାମୀ ଦିଲ୍ଲୀପ ବେହେରା ଫେରାର ଥିବା ସୂଚନା ମିଳିଛି। More
  • Pramod Behera
  • 2 years ago

ବେଘର ହେଲେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଓଡ଼ିଶୀ ନୃତ୍ୟ ଗୁରୁ ମାୟାଧର ରାଉତ

ରାଜରାସ୍ତାକୁ ଆସିଲେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଓଡ଼ିଶୀ ନୃତ୍ୟ ଗୁରୁ ମାୟାଧର ରାଉତ। କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଗୁରୁ ମାୟାଧର ପ୍ରଦାନଙ୍କ ଘରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି। ଫଳରେ ୯୧ ବର୍ଷୀୟ ଓଡ଼ିଶୀ ନୃତ୍ୟ ଗୁରୁ ଏବେ ନିରାଶ୍ରୟ ପାଲଟିଛନ୍ତି। More
  • Pramod Behera
  • 2 years ago

ସୁରଟ୍‌ରେ ଓଡିଆ ଯୁବକଙ୍କୁ ହତ୍ୟା; ଡଷ୍ଟ୍‌ବିନ୍‌ରୁ ମିଳିଲା ଶବ

ଓଡିଆ ଯୁବକଙ୍କୁ ସୁରଟରେ ହତ୍ୟା। ଡଷ୍ଟ୍‌ବିନ୍‌ରେ ଲୁଚାଯାଇଥିଲା ଶବ। ବୁଟ୍‌ର ରକ୍ତ ଦାଗରୁ ହତ୍ୟାକାରୀଙ୍କୁ ଧରିଲା ପୋଲିସ୍। More
  • Rajalaxmi Sahoo
  • 2 years ago

କାଲିଠୁ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି

ଆସନ୍ତାକାଲିଠୁ ମେ ୨ ଯାଏ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।  More
  • Rajalaxmi Sahoo
  • 2 years ago

କଂଗ୍ରେସ ଭବନ ସାମ୍ନାରେ ଖଣ୍ଡା ବୁଲାଇଲେ ସୁର

ଭୁବନେଶ୍ୱର କଂଗ୍ରେସ ଭବନ ସମ୍ମୁଖରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଖଣ୍ଡା ବୁଲାଇ ଥିବା ଦେଖିବାକୁ ମିଳିଛି।  More
  • Chandan Shishu
  • 2 years ago

ସେକେଣ୍ଡ ସିଟିଂରେ ହେବନି ମାଟ୍ରିକ ପରୀକ୍ଷା

ଖରାକୁ ଦେଖି ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। More
  • Rajalaxmi Sahoo
  • 2 years ago

‘ଦଳରେ ଗୋଡ଼ ଟଣାଟଣି ଜୋର, ଆଉ ମୁଁ କହିଦେଲି ଯେ ଭାସିଗଲା’

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କାରଣ ଦର୍ଶାଅ ନୋଟିସର ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଆଜି କଂଗ୍ରେସ ଭବନକୁ ଆସି ଲିଖିତ ଭାବେ ଉତ୍ତର ଦାଖଲ କରିଛନ୍ତି ସୁର ରାଉତରାୟ।  More
  • Pallipuspa Samal
  • 2 years ago

ତାତିରୁ ତ୍ରାହି ତ୍ରାହି ଡାକୁଛି ସାରା ରାଜ୍ୟ,୨୯ ଯାଏ ରାଜ୍ୟରେ ଗ୍ରୀଷ୍ମପ୍ରବାହ

ପୁଣି ଥରେ ହିଟ୍ ୱେଭ୍ ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା । ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲ୍ଲା ପାଇଁ ସତର୍କତା । ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବା ନେଇ ସମ୍ଭାବନା ରହିଛି । ଆଭ୍ୟନ୍ତରରେ ୩ରୁ ୫ ଓ ଉପକୂଳରେ ୨ରୁ ୩ ଡିଗ୍ରୀ ଅଧିକ ରହିବ । More
  • Rajalaxmi Sahoo
  • 2 years ago

ହସି ହସି ଜେଲ୍‌ରୁ ବାହାରିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ଜେଲ୍‌ରୁ ମୁକୁଳିଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଅନ୍ତରୀଣ ଜାମିନ ବଳରେ ସେ ଜେଲ୍‌ରୁ ବାହାରିଛନ୍ତି।  More
  • Otv Khabar Bureau
  • 2 years ago

'ସରକାର କିଛି ଲୁଚାଇବାକୁ ଚାହୁଁଛନ୍ତି, ସେଥିପାଇଁ ମତେ ଜଗୁଛନ୍ତି'

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପରେ ଅପରାଜିତାଙ୍କ ପ୍ରତିକ୍ରିୟା ମିଳିଛି । ବହୁ ଘାତ ପ୍ରତିଘାତ, ଅବରୋଧ ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିଛୁ ବୋଲି ସେ କହିଛନ୍ତି । More
  • Otv Khabar Bureau
  • 2 years ago

୭୦ ପିଲାକୁ ଜଣେ ଶିକ୍ଷକ; ଏମିତି ଗଢ଼ାଯିବ ପିଲାଙ୍କ ଭବିଷ୍ୟତ ?

ସ୍କୁଲରେ ଥିବା ପିଲାମାନେ ସରକାରଙ୍କ ନିକଟରେ ନିଜ ଦାବି ରଖିଛନ୍ତି । ନିଜର ପାଠ ପଢିବାର ନିଶା ଆଉ ତାଙ୍କ ସ୍କୁଲର ଅସୁବିଧା ସରକାରଙ୍କ ସାମ୍ନାରେ ବେଶ୍‌ ଶାଣିତ ଢଙ୍ଗରେ ରଖିଛନ୍ତି ସ୍କୁଲ ପିଲା। କେବଳ ଦାବି କରିନାହାନ୍ତି ବରଂ କହିଛନ୍ତି ଅସୁବିଧାର ସମାଧାନ କର, ସ୍କୁଲରେ ଶିକ୍ଷକ ନିଯୁକ୍ତି କର। More
  • Otv Khabar Bureau
  • 2 years ago

ବିମାନ ଉଡିପାରିବନି କି ବଡ଼ ଗାଡ଼ି ଯାଇପାରିବନି, ତେବେ JCBକୁ ଖୋଳିବା ଅନୁମତି ଦେଲା କିଏ ?

ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ କରିଛନ୍ତି ଅପରାଜିତା । କାହିଁକି ହାଉସ୍ କମିଟି ଶ୍ରୀମନ୍ଦିର ତଦାରଖ ପାଇଁ ଆସି ନାହାନ୍ତି ବୋଲି ସେ କହିଛନ୍ତି । ASI ଅନୁମତି ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ହେଉଛି କି ବୋଲି ପଚାରିଛନ୍ତି । More
  • Satyendu Shekher Mishra
  • 2 years ago

ଅନେକ ହଟହଟା ହୋଇ ପୁରୀରେ ପହଞ୍ଚିଲେ ଅପରାଜିତା, ପୁଣି ବଡ଼ଦାଣ୍ଡରେ କଲେ ପଦଯାତ୍ରା

ପୁରୀ ଗସ୍ତ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିକୁ ଚନ୍ଦନପୁର କାଠପୋଲ ନିକଟରେ ପୋଲିସ୍‌ ଅଟକାଇ ଥିଲା। ଏହାପରେ ସାଂସଦ ଅପରାଜିତା ଚାଲି ଚାଲି ପୁରୀ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। More
  • Rajalaxmi Sahoo
  • 2 years ago

ସାଂସଦ ଅପରାଜିତାଙ୍କୁ ଡରୁଛନ୍ତି କି ଓଡ଼ିଶା ସରକାର ? କାହିଁକି ପୁରୀ ଗସ୍ତ ବେଳେ ଅଟକାଇଲେ ?

ସାଂସଦ ଅପରାଜିତା କହିଛନ୍ତି, ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଅନୁମତି ନେବାର କୌଣସି ଆବଶ୍ୟକ ନାହିଁ। ଯଦି ସରକାର ସତ୍‌ମାର୍ଗରେ ଅଛନ୍ତି, ତାହେଲେ ଏତେ ଡର କାହିଁକି ?  More
  • Rajalaxmi Sahoo
  • 2 years ago

ସାମ୍ନାକୁ ଆସିଲା ନିଶାନ୍ତଙ୍କ ମୃତ୍ୟୁ ବେଳର ଦୃଶ୍ୟ, ଚିକିତ୍ସା ବଦଳରେ ହୋଇଥିଲା ପକେଟ୍‌ ଯାଞ୍ଚ !

ଭୀମଭୋଇ ମେଡ଼ିକାଲ କଲେଜ ଛାତ୍ର ନିଶାନ୍ତଙ୍କ ମୃତ୍ୟୁରେ ନୂଆ ଟ୍ୱିଷ୍ଟ୍‌ ଆସିଛି। ଓଟିଭି ହାତରେ ଲାଗିଥିବା ନିଶାନ୍ତଙ୍କ ମୃତ୍ୟୁ ବେଳର ଭିଜୁଆଲ ଏବେ ସାମ୍ନାକୁ ଆସିଛି। More
  • Otv Khabar Bureau
  • 2 years ago

ମୁଁ ଚାଲି ଚାଲି ଯିବି ପୁରୀ: ଅପରାଜିତା

ପୁରୀ ଗସ୍ତ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା । ଚନ୍ଦନପୁର କାଠପୋଲ ନିକଟରେ ପ୍ରତିକ୍ରିୟା ରଖିଲେ । More
  • Pallipuspa Samal
  • 2 years ago

ଲୁଟେରାଙ୍କ ଟାର୍ଗେଟରେ ସୁନା ବ୍ୟବସାୟୀ, ୨ ମାସରରେ ତିନି ସୁନା ବ୍ୟବସାୟୀଙ୍କୁ ଟାର୍ଗେଟ୍

ଲୁଟେରାଙ୍କ ଗନ୍ ପଏଣ୍ଟରେ ଗହଣା ବ୍ୟବସାୟୀ । ସହରର ଭିତରେ ହେଉ ଅବା ଉପକଣ୍ଠ, ତିନି ତିନି ଜଣ ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଲୁଟ ହେଲା , ମାତ୍ର ଲୁଟେରାଙ୍କ ଟେର ପାଉନି ପୋଲିସ । ଏହା ପଛର କାରଣ କଣ ? ଅପରାଧୀଙ୍କ ଗୁପ୍ତତଥ୍ୟ ରଖିବାରେ ଫେଲ ମାରୁଛି କି ପୋଲିସ? ଅନଭିଜ୍ଞ ଅଫିସରଙ୍କ ଫାଇଦା ଉଠାଇଛନ୍ତି କି ଲୁଟେରା ? ବାରମ୍ବାର ବିଫଳତାର ସ୍ୱାଦ ଚାଖିଥିବା କମିଶନରେଟ ପୋଲିସ ଆଗରେ ଏବେ ଏଭଳି ଅନେକ ପ୍ରଶ୍ନ । More
  • Satyendu Shekher Mishra
  • 2 years ago

ମନୋଜ କିଶୋର ସାହିତ୍ୟ ପ୍ରତିଭା ପୁରସ୍କାର ରାଶି, ୨ ଲକ୍ଷ ଟଙ୍କାକୁ ବୃଦ୍ଧି

ବିଭିନ୍ନ ସ୍ତରରେ ସାହିତ୍ୟିକ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କର ମତ ସଂଗ୍ରହ କରାଯାଇ ପୁରସ୍କାରରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । More
  • Otv Khabar Bureau
  • 2 years ago

ଏପଟେ ସ୍ମାର୍ଟ ସ୍କୁଲ ପାଇଁ ବାହାବାହା; ସେପଟେ ଭଙ୍ଗା ଘରେ ପଢ଼ୁଛନ୍ତି ପିଲା

ଛାତ ଫାଟି ଆଁ କରି ରହିଛି । କାନ୍ଥ ଭାଙ୍ଗି ଯାଇଛି, ଅଳିଆରେ ପୋତି ହୋଇଯାଇଛି ଶୌଚାଳୟ, ଚାରିଆଡ଼େ ଅସ୍ୱାସ୍ଥକର ପରିବେଶ । ଏଭଳି ଅବସ୍ଥାରେ ବସି ପାଠ ପଢ଼ୁଛନ୍ତି ଆମ ଆଗାମୀ ଭବିଷ୍ୟତ । More
  • Pallipuspa Samal
  • 2 years ago

ଆଜି ଶ୍ରୀଜିଉଙ୍କର ବନକ ଲାଗି ନୀତି, ଦିନ ୪ଟାରୁ ରାତି ୮ ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି । ସିଂହାରୀ ସେବାୟତଙ୍କ ଗୋଡ଼ ଖୁଣ୍ଟିଆ ସେବାୟତଙ୍କ ଦେହରେ ବାଜିବାରୁ ମହାସ୍ନାନ କରାଯାଇଛି । ତେବେ ଆଜି ଶ୍ରୀଜିଉଙ୍କର ବନକ ଲାଗି ନୀତି ହେବ । ଏନେଇ ଦ୍ୱିତୀୟ ଭୋଗ ମଣ୍ଡପ ପରେ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ଗୁପ୍ତ ସେବା ନୀତି ପାଇଁ ଦିନ ୪ଟାରୁ ରାତି ୮ ଦର୍ଶନ ବନ୍ଦ ରହିବ । More
  • Satyendu Shekher Mishra
  • 2 years ago

ଓଡ଼ିଶାର ଲୋକ କଳା, ଯାହା କହେ ଓଡ଼ିଆଙ୍କ କଥା ଓ ଗାଥା

କଳିଙ୍ଗର ଗର୍ବ ଆଉ ଗୌରବର କାହାଣୀ ବର୍ଣ୍ଣନା କରେ ଓଡ଼ିଆଙ୍କ ଏହି ପାରମ୍ପରିକ କଳା । କେତେ ବୀର ଥିଲେ ଆମ ପୂର୍ବଜ, କେତେ ସମୃଦ୍ଧ ଥିଲା ଆମ ସଂସ୍କୃତି । More
  • Otv Khabar Bureau
  • 2 years ago

ଶ୍ରୀମନ୍ଦିର ଅଭିମୁଖେ ସାଂସଦ ଅପରାଜିତା ଷଡ଼ଙ୍ଗୀ; କଣ କରିବେ, ରହିଛି ସମସ୍ତଙ୍କ ନଜର

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ବିବାଦ ମଧ୍ୟରେ ଆଜି ପୁରୀ ଗସ୍ତ କରୁଛନ୍ତି ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଜି ପୂର୍ବାହ୍ନରେ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ସାଂସଦ ଟ୍ୱିଟ୍‌ କରିଛନ୍ତି । More
  • Satyendu Shekher Mishra
  • 2 years ago

୨୦୨୧-୨୨ରେ ଆୟକର ବିଭାଗର ସର୍ବକାଳୀନ ରେକର୍ଡ କର ସଂଗ୍ରହ

ଇ-ଫାଇଲିଙ୍ଗ ପୋର୍ଟାଲରେ ୭ କୋଟି ୧୪ ଲକ୍ଷ ଅଧିକ ଆୟକର ରିଟର୍ନ ଭରିଛନ୍ତି ଆୟକର ଦାତା । More
  • Otv Khabar Bureau
  • 2 years ago

ଓଟିଭି ହାତରେ ଲାଗିଛି ଦସ୍ତାବିଜ; OSRTC ସହୁଛି କୋଟି କୋଟି ଟଙ୍କାର କ୍ଷତି

ପରିବହନ ନିଗମର ଲାଭ କମିବାର କାରଣ କଣ? କାହିଁକି ଏମିତି ଦେବାଳିଆ ସ୍ଥିତିରେ ନିଗମ? ଘରୋଇ ବସ ଗୁଡିକ ଲାଭରେ ଚାଲୁଥିବା ବେଳେ କାହିଁକି କ୍ଷତି ସହୁଛି ପରିବହନ ନିଗମ ? ଭିତ୍ତିଭୂମିର ଅଭାବ ନା ରହୁଛି ସରକାରଙ୍କ ଆନ୍ତରିକତା ଅଭାବ ? More
  • Satyendu Shekher Mishra
  • 2 years ago

‘ହିନ୍ଦୁଙ୍କୁ ଦିଆଯିବ ସବୁ ପ୍ରକାର ସହଯୋଗ, ଜାରି ହେବ ଟୋଲ୍ ଫ୍ରି ହିନ୍ଦୁ ହେଲ୍ପ ଲାଇନ୍ ନମ୍ବର’

ହିନ୍ଦୁଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଜାରି କରାଯିବ ଟୋଲ୍ ଫ୍ରି ହିନ୍ଦୁ ହେଲ୍ପ ଲାଇନ୍ ନମ୍ବର । ହିନ୍ଦୁଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ନିୟୋଜିତ ହେବେ ୧୦ ହଜାର ଡାକ୍ତର । More
  • Satyendu Shekher Mishra
  • 2 years ago

ସୁରତରେ ପୁଣି ଜଣେ ଓଡ଼ିଆ ଯୁବକଙ୍କୁ ହତ୍ୟା, ଅଳିଆ ଗଦାରୁ ମୃତଦେହ ଉଦ୍ଧାର

ହୋଟେଲର ବେସମେଣ୍ଟରେ ଏକ ଅଳିଆ ଗଦାରୁ ତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା । ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା । More
  • Otv Khabar Bureau
  • 2 years ago

ରୋଗୀଙ୍କ ମୃତ୍ୟୁ ପରେ ସମ୍ପର୍କୀୟଙ୍କୁ ଘରେ କବାଟ ଦେଇ ପିଟିଲେ ଡାକ୍ତର

ଏସସିବି ମେଡିକାଲ ମେଡିସିନ ୱାର୍ଡରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ମୁହାଁମୁହିଁ ହୋଇଥିଲେ ରୋଗୀ ସଂପର୍କୀୟ ଓ ଡାକ୍ତର । ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁ ଅଭିଯୋଗ କରିବାରୁ ରୋଗୀଙ୍କ ସଂପର୍କୀୟଙ୍କୁ ଗୋଟିଏ ଘରେ ପୁରାଇ କବାଟ ବନ୍ଦ କରିଦେବା ସହ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । More
  • Satyendu Shekher Mishra
  • 2 years ago

ଜୁନ୍‌ ପ୍ରଥମ ସପ୍ତାହରେ ଜୟପୁରରୁ ଉଡ଼ିବ ବିମାନ

ମିଶନ ଶକ୍ତି ଦ୍ୱାରା ର୍ନିମାଣ ହୋଇଥିବା ପ୍ରକଳ୍ପ ପରିଦର୍ଶନ କରିଛନ୍ତି ଉଷା ପାଢ଼ୀ । More
  • Satyendu Shekher Mishra
  • 2 years ago

ପୁଣି କଂଗ୍ରେସରେ ତୁତୁ- ମେଁମେଁ ! ଏଥର ସୁର-ନିରଞ୍ଜନ

କୌଣସି କ୍ଷମା ପ୍ରାର୍ଥନା କରିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି ସୁର ।  More
  • Otv Khabar Bureau
  • 2 years ago

କିଏ ଧରିବ ପିସିସି ମଙ୍ଗ ? ରେସ୍‌ରେ ଏହି ତିନି ନେତା..

ଖୁବ ଶୀଘ୍ର ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ । ଏଥିପାଇଁ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ପ୍ରଭାରୀ ଚେଲା କୁମାର । ତିନୋଟି ନାଁ କୁ ନେଇ ହେଉଛି ଜୋରଦାର ଚର୍ଚ୍ଚା । More
  • Otv Khabar Bureau
  • 2 years ago

ଆନ୍ଦୋଳନକୁ ମିଳିଲାନି ଅନୁମତି, ତଥାପି ଜିଦ୍‌ରେ ଅଟଳ ଅପରାଜିତା ! ବାତିଲ ହେବନି ପୁରୀ ଗସ୍ତ

ଐତିହ୍ୟ କରିଡର ନାଁରେ ଶ୍ରୀମନ୍ଦିର ଚାରିପାଖେ ବେଆଇନ୍ ଖନନକୁ ବିରୋଧ କରି ଶରଧାବାଲିରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯିବାକୁ ସଜବାଜ ହୋଇଥିବା ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ଆଇନଶୃଙ୍ଖଳାକୁ ସମ୍ମାନ ଜଣାଇ ଆସନ୍ତାକାଲିର ଶୋଭାଯାତ୍ରାକୁ ସ୍ଥଗିତ ରଖିଛି । More