ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ NHAI ଆଞ୍ଚଳିକ ଅଫିସ୍ କୁ ଚିଠି । ଏ ସଂପର୍କରେ ଡିପିଆର୍ ପ୍ରସ୍ତୁତ କରି ମୁଖ୍ୟ ସଚିବଙ୍କୁ ଜଣାଇବାକୁ ନିର୍ଦ୍ଦେଶ ।
ଜଲପାଇଗୁଡ଼ିରେ ପ୍ରାୟ ୫ଶହ ବାଂଲାଦେଶୀଙ୍କୁ ବାଂଲାଦେଶକୁ ଫେରାଇ ଦେଇଛି ବିଏସ୍ଏଫ୍। ଝାପରଟୋଲା ଚେକପୋଷ୍ଟ ପାଖରେ ୩ଟି ପର୍ଯ୍ୟାୟରେ ସେମାନେ ଅବୈଧ ଭାବେ ଭାରତରେ ପଶିବାକୁ ଉଦ୍ୟମ କରିଥିଲେ।
ଭାରତରେ ପ୍ରଥମ ଥର ପାଇଁ ଶିମିଳିପାଳରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଥିବା କହିଛନ୍ତି ଶିମିଳିପାଳ ଡେପୁଟି ଡାଇରେକ୍ଟର।
ମହାନଦୀର ବ୍ୟାକ୍ ୱାଟର ଯୋଗୁଁ ଚାଷ ଜମି ଜଳମଗ୍ନ । ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ SRCଙ୍କ ନିର୍ଦ୍ଦେଶ ।
ଭୂସ୍ଖଳନ ଦ୍ୱାରା ପ୍ରଭାବିତ ଅଞ୍ଚଳର ଉଦ୍ଧାର କାର୍ଯ୍ୟର କରିବେ ଅନୁଧ୍ୟାନ । ରିଲିଫ୍ କ୍ୟାମ୍ପ୍ ଓ ହସ୍ପିଟାଲରେ ମୃତାହତଙ୍କ ପରିବାରକୁ ଭେଟିବେ ।
ବର୍ତ୍ତମାନ ସୁଦ୍ଧା ଭାରତକୁ ମିଳିଛି ୫ ବ୍ରୋଞ୍ଜ, ଗୋଟିଏ ସିଲଭର । ଅମନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ।
ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ଶନିବାର। ଚନ୍ଦ୍ର- କନ୍ୟା ଦିବା ୦୪.୧୮ ଗତେ ତୁଳା। ତିଥି- ୬ଷ୍ଠୀ ଅହୋରାତ୍ର। ଘାତଚନ୍ଦ୍ର- ବୃଷ ରାଶିର ଦିବା ୦୪.୧୮ ପର୍ଯ୍ୟନ୍ତ। ଘାତବାର- ବୃଷ , ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ।
ବୋଏପାସ୍ ATR-72 ବିମାନଟି ପୂର୍ବାହ୍ନ ୧୧ଟା ୩୦ରେ ଉଡ଼ାଣ ଆରମ୍ଭ କରି ସାଓ ପଲୋ ଅଭିମୁଖେ ଯାଉଥିଲା। ଏଥିରେ ମୋଟ୍ ୫୮ ଜଣ ଯାତ୍ରୀ ଏବଂ ୪ ଜଣ ବିମାନ କର୍ମଚାରୀ ଥିଲେ। ହଠାତ୍ ଅପରାହ୍ନ ୧ଟା ୩୦ରେ ବିମାନ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।
କେନ୍ଦୁଝରରେ ଶୂନ ହୋଇଯିବ କି ବିଜେଡି ? ସଦର ଓ ବାଂଶପାଳର ବିଜେଡି ନେତା ଓ କର୍ମୀ ବିଜେପି ମୁହାଁ । ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ଭେଟିଲେ ମୁଖ୍ୟମନ୍ତ୍ରୀଙ୍କୁ ।
ଉପରମୁଣ୍ଡରୁ ହୀରାକୁଦ ପାଣି, ତଳମୁଣ୍ଡରେ ଲଗାଣ ବର୍ଷା କଟକ, ପୁରୀ, ଖୋର୍ଦ୍ଧା ଓ ଜଗତସିଂପୁରରେ ବନ୍ୟାସ୍ଥିତି ।
ଯାଜପୁରକୁ ରାଜ୍ୟସଭା ସାଂସଦ ପାଣ୍ଠି ବର୍ଷା । ୪ ବର୍ଷରେ ୧୧ ସାଂସଦ ଗୋଟିଏ ଜିଲ୍ଲାକୁ ଦେଇଛନ୍ତି ୧୪ କୋଟି ୮୨ ଲକ୍ଷ ଟଙ୍କା ।
ଘିରି ଘିରେ ହୋଇ ହେଲିକପଟରରେ ଘୁରୂଥିଲେ, ହେଲେ ଖର୍ଚ୍ଚର ହିସାବ ନାହିଁ ତାହାଲେ କାହା ଟଙ୍କାରେ ହେଲିକପଟରରେ ଉଡୁଥିଲେ ଭି.କେ. ପାଣ୍ଡିଆନ୍ ? ପାଣ୍ଡିଆନ୍ଙ୍କ ହେଲିକପଟର ଉଡ଼ାରେ ପାଣି ଭଳି ଖର୍ଚ୍ଚ ହୋଇଛି କେତେ ଟଙ୍କା ?
ଆଳୁକୁ ନେଇ ଅଶାନ୍ତି । ଆଳୁ ପାଇଁ ହଲ୍ଲାବୋଲ୍ । ଭାଙ୍ଗି ଆସିଲାଣି ସାଧାରଣ ଜନତାଙ୍କ ଧୈର୍ଯ୍ୟ । ଆଉ ଚଳିବନି ଆଳୁ ରାଜନୀତି । ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ସ୍ବର ଉତ୍ତୋଳନ ସହ ପୋଷ୍ଟର ପୋଡ଼ି ଜାତୀୟ ରାଜପଥ ଅବରୋଧ କଲେ ।
ରଙ୍ଗିଲା ସତ୍ୟ ସାମଲର ରଙ୍ଗୀନ ଦୁନିଆ । ଦିନ ଗଡିବା ସହ ବଢୁଛି ଅଭିଯୋଗର ଫର୍ଦ୍ଦ । ଯେତେ ଖୋଳିଲେ ସେତେ ବାହାରୁଛି ଚାଂଚଲ୍ୟକର ତଥ୍ୟ । ଲକଡାଉନରେ ଆରମ୍ଭ କରିଥିଲା ‘ମିଶନ ଡିଭୋର୍ସି ଓ ୱିଡୋ’ ।
ଜଣେ ପର୍ଯ୍ୟଟକ ଗାଡ଼ି ଭିତରୁ ସିଂହକୁ ଛୁଇଁବାକୁ ଚେଷ୍ଟା କରିଥିଲେ । ତେବେ ଥରେ ନୁହେଁ ବରଂ ଦୁଇ ଦୁଇ ଥର ସିଂହ ମୁଣ୍ଡରେ ହାତ ମାରିଥିଲେ ସେହି ପର୍ଯ୍ୟଟକ ଜଣକ ।
ବାଂଲାଦେଶରେ ଜଳୁଥିବା ବିଦ୍ରୋହର ନିଆଁ ପ୍ରଶମିତ ହୋଇନଥିବା ବେଳେ ଶପଥ ନେଇଛି ଅନ୍ତରୀଣ ସରକାର । ଅନ୍ତରୀଣ ସରକାରର ପ୍ରମୁଖ ଉପଦେଷ୍ଟା ଭାବେ ଶପଥ ନେଇଛନ୍ତି ୮୪ ବର୍ଷୀୟ ମହମ୍ମଦ ୟୁନୁସ୍ |
କଟକ ଏସ୍ସିବି ସଂପ୍ରସାରଣ କାମ ବେଳେ ଘଟିଲା ବଡ଼ ଅଘଟଣ । ଏସ୍ସିବି ନିର୍ମାଣ କାର୍ଯ୍ୟରେ ଲାଗିଥିବା କ୍ରେନ୍ ଭାଙ୍ଗିପଡ଼ିଲା ନେଇ ସୂଚନା ।
ଆପଣ ଯଦି GAILରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥାନ୍ତି ସୁଯୋଗ ଆପଣଙ୍କ ପାଇଁ। ଏନେଇ GAIL ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁସାରେ ଅଣ-କାର୍ଯ୍ୟନିର୍ବାହୀ ପଦବୀ ପୂରଣ ହେବ। ଆପଣ ଯଦି ଏନେଇ ଇଛୁକ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଏହି ଖବରଟି ପଢନ୍ତୁ।
ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭାରତରେ ରହିବା ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି ମହମ୍ମଦ ୟୁନୁସ । ଯାହାକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି ।
ଇରାକର ଶିୟା ଦଳଗୁଡ଼ିକ ସଂସଦରେ ବ୍ୟକ୍ତିଗତ ଆଇନରେ ସଂଶୋଧନ ଆଣିବାକୁ ଦାବି କରୁଛନ୍ତି, ଯାହା ନଅ ବର୍ଷରୁ କମ୍ ପିଲାମାନଙ୍କୁ ବିବାହ କରିବାକୁ ଅନୁମତି ଦେବ ।
କଥା କଟାକଟି ହେଲେ ଜୟା ବଚ୍ଚନ ଓ ଉପରାଷ୍ଟ୍ରପତି । ରାଜ୍ୟସଭାରେ ସାଂସଦ ଜୟା ବଚ୍ଚନଙ୍କ ଉପରେ ତାତିଲେ ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ଜଗଦୀପ ଧନକଡ ।
ପ୍ୟାରିସ ଅଲିମ୍ପିକ୍ସରେ ଏବେ ଚର୍ଚ୍ଚାରେ ଏହି ପାକିସ୍ତାନୀ ଆଥଲେଟ୍ । ୯୨.୯୭ ମିଟର ଜାଭେଲିନ୍ ଥ୍ରୋ କରି ସେ ଆଥଲେଟିକ୍ସରେ ପାକିସ୍ତାନ ପାଇଁ ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିବାର ରେକର୍ଡ କରିଛନ୍ତି ।
ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ଖର୍ଚ୍ଚ କେଉଁଠୁ ଆସିଛି । କିଏ ବହନ କରିଛି ଏତେ ଟଙ୍କା ?
ଭିସା ବାତିଲକୁ ନେଇ ସଞ୍ଜୟ ଦତ୍ତ ପ୍ରତିକ୍ରିୟା ଦେଇଛନ୍ତି। ଭିସା ବାତିଲ୍ ହେବା ପରେ ତାଙ୍କୁ ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ 'ସନ୍ ଅଫ୍ ସର୍ଦ୍ଦାର ୨' ହରାଇବାକୁ ପଡିଛି ବୋଲି ଶୁଣାଯାଉଥିଲା। ଏହାକୁ ନେଇ ଏବେ ଯେଉଁ ନୂଆ ରିପୋର୍ଟ ସାମ୍ନାକୁ ଆସିଛି ତାହା ଖୁବ ଚକିତ କରିଦେବା ଭଳି।