ଖୋଲୁଛି ବବି ଓରଫ ପ୍ରଣବ ପ୍ରକାଶ ଦାସଙ୍କ ଯାଜପୁର ବିକାଶର ମଡେଲ୍ । ଖାଲି ମମତା ନୁହଁନ୍ତି ଗତ ୪ ବର୍ଷରେ ୧୧ ସାଂସଦ ଯାଜପୁରକୁ ଦେଇଛନ୍ତି ୧୪ କୋଟି ୮୨ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କା ।
ମନ୍ଦିର ଭିତରେ ଶ୍ରୀଜିଉଙ୍କର ଦର୍ଶନ ସହ ମା' ବିମଳା ଓ ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ନେଇଥିଲେ ମୋହନ ଭାଗବତ ।
ଆଜି ରାତି ସୁଦ୍ଧା ପିକ୍ ଜଳସ୍ତର ମୁଣ୍ଡଳୀରୁ ଅତିକ୍ରମ କରିବ । ଦୟା, ଭାର୍ଗବୀର ତଳ ଅଞ୍ଚଳକୁ ପାଣି ପଶିପାରେ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।
କୌଣସି ଟ୍ରେନିଂ ଇନଷ୍ଟିଚ୍ୟୁଟରେ ନିଯୁକ୍ତି ନଦେବାକୁ ପରାମର୍ଶ । ବିଶେଷ କରି ଅଧିକ ମହିଳା କାର୍ଯ୍ୟ କରୁଥିବା ସଂସ୍ଥାରେ ନିଯୁକ୍ତି ନଦେବାକୁ ସୁପାରିଶ ।
ଏହି ଦିନକୁ ଭାରତର ସ୍ୱାଧୀନତା ଆନ୍ଦୋଳନରେ କ୍ରାନ୍ତି ଦିବସ ଭାବେ ମଧ୍ୟ ପାଳନ କରାଯାଏ।
୫ଟି କ୍ଲାସରେ ଏଠି ମୋଟ୍ ୨୩୧ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ୨ ଜଣ ଶିକ୍ଷକ ଥିବାରୁ ପାଠପଢ଼ା ମଧ୍ୟ ସଠିକ୍ ଭାବେ ହୋଇପାରୁନାହିଁ ।
ତିନୋଟି ସର୍ତ୍ତରେ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି ।
ସନ୍ଧ୍ୟା ସୁଦ୍ଧା ମୁଣ୍ଡଳି ବ୍ୟାରେଜ୍ ଦେଇ ୫ ଲକ୍ଷ ୮୭ ହଜାର କ୍ୟୁସେକ୍ ବନ୍ୟା ପାଣି ପାସ କରୁଥିଲା।
ଅଭିଜିତ ମଜୁମଦାରଙ୍କ ସଂଗୀତ ନିର୍ଦ୍ଦେଶିତ ଚମତ୍କାର ଗୀତ ସହିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଏକ ନୂତନ ସ୍ୱାଦର ରସର ଚିନ୍ତା କରିବାକୁ ଶିଖାଇବ l ନିକଟରେ ଏହି ସିନେମାର ସୁଟିଂ ଶେଷ ହୋଇଛି। ପୋଷ୍ଟ ପ୍ରଡକସନ କାର୍ଯ୍ୟ ଚାଲିଛି ।
ପ୍ୟାରିସ୍ ଅଲିମ୍ପିକରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗଟ କୁସ୍ତିରୁ ସନ୍ୟାସ ନେଇ ବଡ଼ ଘୋଷଣା କରିସାରିଛନ୍ତି।
ଅନ୍ତରୀଣ ସରକାରର ମୁଖିଆ ଭାବେ ଶପଥ ନେଲେ ୟୁନୁସ୍ । ହଟୁନି ଶେଖ୍ ହାସିନାଙ୍କ ଶରଣ ସସପେନ୍ସ ।
ଚତୁର୍ଥ ଭାରତୀୟ ଭାବେ ବ୍ୟକ୍ତିଗତ ଦୁଇଟି ଅଲିମ୍ପିକରେ ମେଡାଲ । ପାକିସ୍ତାନର ଅର୍ସଦ ନଦୀମ ଜିତିଲେ ସ୍ବର୍ଣ୍ଣପଦକ ।
ଆଣବିକ ଅସ୍ତ୍ରର ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ‘ନାଗାସାକି ଦିବସ’ ସାରା ବିଶ୍ୱରେ ପାଳନ କରାଯାଏ। ଏହା ହିରୋସିମା ନାଗାସାକି ଦିବସ ଭାବରେ ମଧ୍ୟ ଜଣାଶୁଣା।
ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ଶୁକ୍ର ବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୫ମୀ ରାତ୍ରି ୦୩.୧୪ ଗତେ ୬ଷ୍ଠୀ। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- ବୃଷ , ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ନାସ୍ତି।
ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ୱର, କଟକ, ରାଉଲକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ସରକାରୀ ଖୁଚୁରା ଦୋକାନ ମାଧ୍ୟମରେ ଉପଲବ୍ଧ ହେବ।
ଗିରଫଦାରି ଏଡ଼ାଇବାକୁ ମୁହଁ ଲୁଚାଇ ବୁଲୁଛନ୍ତି ସମୀର । ତଥ୍ୟ ପ୍ରମାଣ ସହ ଗତ ଜୁନ୍ ୨୩ରେ ଓଟିଭି ପକ୍ଷରୁ ଏତଲା ।
କଟାକ୍ଷ କରି ବିଜେପି କହିଛି, ପୂର୍ବରୁ ଦଳୀୟ ନେତାଙ୍କୁ ପଚାରୁ ନଥିବା ନବୀନ ଏବେ ଗଡ ଭୁଶୁଡୁଥିବା ଦେଖି ଘନ ଘନ ବୈଠକ କରୁଛନ୍ତି।
ହାଟ ବଜାର, ଘର ଦୁଆର । ଯୁଆଡ଼େ ଯାଆନ୍ତୁ, ସବୁଠି ଏବେ ଆଳୁ ଚର୍ଚ୍ଚା । କାରଣ କେଉଁଠି ଆଳୁ ଗାୟବ ତ ଆଉ କେଉଁଠି ଆକାଶଛୁଆଁ ଦର।
କାର୍ଡ ନମ୍ବର ମାରି ଫିଙ୍ଗର ପ୍ରିଣ୍ଟ୍ ଦେଲେ ମେସିନରୁ ବାହାରିବ ଚାଉଳ । ସଫଳ ହେଲେ ପ୍ରତି ବ୍ଲକରେ ଖୋଲାଯିବ ଚାଉଳ ଏଟିଏମ୍ ।
ଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ଥିବା ଖଣିକୁ ବି ଛାଡ଼ିଲେନି ମାଫିଆ। ଚୁକ୍ତି ଖିଲାପ କରି ପଥର ତାଡ଼ି ବିକି ଦେଇଥିବା ୧୯ ଜଣ ଖଣି ଲିଜଧାରୀଙ୍କୁ କଡ଼ା ଜୋରିମାନା ନୋଟିସ୍ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।
ଟାମ୍ପରିଂ ହେଲା ୫୧ଟା ସିଟ୍ ପାଇଲେ କେମିତି। ଗତ ୨୪ ବର୍ଷରେ ବିଜେଡି କେତେ ଥର ଇଭିଏମ ଗଣ୍ଡଗୋଳ କରିଛି କହୁ ବୋଲି କହିଛି ବିଜେପି।
ବାଂଲାଦେଶରେ ରାଜନୈତିକ ଅସ୍ଥିରତା ପରେ, ଭାରତ ଭିତରକୁ ବଢ଼ିଛି ଅନୁପ୍ରବେଶ ଆଶଙ୍କା । ସ୍ଥଳପଥ ଅପେକ୍ଷା ଜଳପଥ ସହଜ ଅନୁପ୍ରବେଶର ମାଧ୍ୟମ ହୋଇଥିବାରୁ, ବାଂଲା ଅନୁପ୍ରବେଶକାରୀଙ୍କ ଟାର୍ଗେଟରେ ଓଡ଼ିଶା।
ସ୍ପେନକୁ ୨-୧ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ମେଡାଲ ନିଜ ନାମରେ କରିଛି ଭାରତ ।
‘ଆଦି’ ଉତ୍ସବ ପାଇଁ ଏହି ହୋର୍ଡିଂ ଲଗାଯାଇଥିଲା । ତେବେ ଏହି ଉତ୍ସବରେ ତାମିଲନାଡୁର ବିଭିନ୍ନ ମନ୍ଦିରରେ ଦେବୀ ଅମ୍ମାନ (ପାର୍ବତୀ)ଙ୍କ ପୂଜା କରାଯାଇଥାଏ । କିନ୍ତୁ ଏହି ଉତ୍ସବରେ ଲଗାଯାଇଥିବା ପୋଷ୍ଟରରେ ମିୟା ଖଲିଫାଙ୍କ ଫଟୋ ଲାଗିଥିବାର ଦେଖିବାକୁ ମିଳିଥିଲା ।