କଟକ ଓ ଖୋର୍ଦ୍ଧାକୁ ବି ହେଲିକପଟରରେ ଉଡିଥିଲେ ପାଣ୍ଡିଆନ୍ । RTI ତଥ୍ୟରେ ୩ ନିର୍ବାଚନ ମଣ୍ଡଳୀରେ ହେଲିପ୍ୟାଡ୍ ଖର୍ଚ୍ଚ ୭୫ ଲକ୍ଷ । ପ୍ରାବଧାନ ନଥାଇ କିଏ ଦେଇଥିଲା ଅନୁମତି ?
କୋରାପୁଟରେ ରାଜ୍ୟର ପ୍ରଥମ ଟନେଲ ରାସ୍ତାକୁ ନେଇ ଉତ୍ସାହ । ଆରବର୍ଷ ଟନେଲ୍ କାମ ସାରିବାକୁ ଟାର୍ଗେଟ୍ ।
୭୮ତମ ସ୍ୱାଧୀନତା ଦିବସ ପାଇଁ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ପରେଡ୍ ରିହର୍ସାଲ୍ । ଅଂଶଗ୍ରହଣ କରିବେ ୫୮ ଟି ଟ୍ରୁପ ।
ଚୋର ଜଗିବା ଭଳି ଆଳୁ ଗାଡ଼ି ଉପରେ ପଶ୍ଚିମବଙ୍ଗ ସରକାରଙ୍କ ତୀକ୍ଷ୍ଣ ନଜର ଗୋଟିଏ ବି ଗାଡ଼ି ଖସିନଯିବାକୁ ସୀମାନ୍ତ ଗାଁରେ ଲାଗିଛି ସିସିଟିଭି କ୍ୟାମେରା ।
ଦେଶ ପାଳିବ ୭୮ ତମ ସ୍ୱାଧୀନତା ଦିବସ । ଭୁବନେଶ୍ୱରରେ ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ୧୦ ଡିସିମିଲ୍ ଲେଖାଏଁ ଜମି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଘୋଷଣା । ପୂରଣ ହେବ ଦୀର୍ଘ ବର୍ଷର ଦାବି ।
ପ୍ୟାରିସ ଅଲିମ୍ପିକ୍ସରେ ପଦକ ଜିତିବା ପରେ ସରକାର ଯାଚିଲେ ବଡ଼ ଚାକିରି । ମନା କରିଦେଲେ ଯୁବ ସୁଟର ସରବଜୋତ ।
ଆପଣ ଯଦି ଭାରତୀୟ ରେଳବାଇରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ସୁଯୋଗ ଆପଣଙ୍କ ପାଇଁ। ଏନେଇ RRB ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁସାରେ ପାରାମେଡିକାଲ୍ ପଦବୀ ପୂରଣ ହେବ। ଆପଣ ଯଦି ଏନେଇ ଇଛୁକ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଏହି ଖବରଟି ପଢନ୍ତୁ।
ଓଡ଼ିଶାକୁ ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ହତ୍ୟାରେ ବ୍ୟବହୃତ ଛୁରୀକୁ ପାଞ୍ଚଗାଁ ଗାଙ୍ଗୁଆ କୂଳରେ ଫିଙ୍ଗିଥିଲେ ଅଭିଯୁକ୍ତ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି ।
ଖୁବଶୀଘ୍ର ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଯାଞ୍ଚ । ଭାରତରେ ରହିବା ପାଇଁ ବୈଧ ପ୍ରମାଣ ପତ୍ର ନଥିଲେ ନିଜ ଦେଶକୁ ଫେରିବାକୁ ପଡ଼ିବ ।
ଫଟୋଗ୍ରାଫର ପ୍ରଦୀପ ବାନ୍ଦେକର ୭୦ ବର୍ଷ ବୟସରେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ANIରେ ପ୍ରଦୀପଙ୍କ ପୁଅ ପ୍ରଥମେଶ ତାଙ୍କ ଦେହାନ୍ତ ଦେଇ କହିଛନ୍ତି ଯେ ରବିବାର ସକାଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଛି।
ସୁନାବେଡାରୁ ଡୁମୁରିପୁଟ ଦେଇ କୋରାପୁଟ ମାତ୍ର ୧୨ କିମି, ହେଲେ ଏହି ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି ।
ଗତ ବର୍ଷ ସ୍ୱାମୀ ଜୋରୱାର ସିଂହ ଅହଲୁୱାଲିଆଙ୍କଠାରୁ ଅଲଗା ହେବା ପରେ ସୋସିଆଲ ମିଡିଆ ସେନ୍ସେସ୍ କୁଶା କପିଲାଙ୍କ ନାମ ଅର୍ଜୁନ କପୁରଙ୍କ ସହ ଜଡିତ ଥିଲା। ସେମାନଙ୍କ ଲିଙ୍କ୍ଅପ୍କୁ ନେଇ ଅନେକ ଆଲୋଚନା ହୋଇଥିଲା। ଏବେ ଏହାକୁ ଚର୍ଚ୍ଚା ପୁଣି ବଢିଛି।
ଦିଲ୍ଲୀର ଲାଲକିଲ୍ଲା ଠାରେ ଆୟୋଜିତ ହେବାକୁ ଥିବା ୭୮ ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ ଦିଦି ଲିଲି ପୁଷ୍ପିକା ଏକ୍କା ।
ପାଣ୍ଡିଆନଙ୍କ ଉପରେ ତଦନ୍ତକୁ ନେଇ ପୁଣି ଦୋହରାଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଭିକେ ପାଣ୍ଡିଆନ ହେଲିକପ୍ଟର ପିଛା କେତେ ଖର୍ଚ୍ଚ ହୋଇଛି ସେନେଇ ସମ୍ପୂର୍ଣ୍ଣ ତଦନ୍ତ ହେବ ।
ଓଡ଼ିଶା-ପଶ୍ଚିମବଙ୍ଗ ସୀମା ନୀଳଦା ଗାଁର ରାସ୍ତା କଡ଼ରେ ପଶ୍ଚିମବଙ୍ଗ ପୋଲିସ୍ ସିସିଟିଭି ଲଗାଇ ଆଳୁ ଗାଡ଼ି ରୋକିବାକୁ ଯୋଜନା କରିଛନ୍ତି ।
ତିନି ତିନିଟା ପୁଅ ଜନ୍ମକରି ଏ ମା’ଟା ବୃଦ୍ଧା କାଳରେ ଟିକେ ଖୁସିରେ ରହିବ ବୋଲି ଭାବିଥିଲା । ହେଲେ ସବୁ ଇଚ୍ଛା ଯେମିତି ଏବେ ମରିଯାଇଛି ।
ଆଦାନୀ ଗ୍ରୁପର ବିଦେଶୀ ଅଂଶଧନ ସମ୍ପର୍କରେ ତଦନ୍ତ ପାଇଁ ସେବି ଯଥେଷ୍ଟ ଆଗ୍ରହ ନଦେଖାଇବାର ଏହା ଏକ କାରଣ ବୋଲି ଦାବି କରିଛି ହିଣ୍ଡେନବର୍ଗ ରିସର୍ଚ୍ଚ ।
ତେବେ ଚଳିତ ଅଲିମ୍ପିକ୍ସରେ ଭାରତର ୧୧୨ ଜଣ ଖେଳାଳି ଅଂଶଗ୍ରହଣ ବେଳେ ମାତ୍ର ୬ଟି ପଦକ ପାଇଛନ୍ତି ।
CAS ଭିନେଶଙ୍କ ଅବେଦନକୁ ଗ୍ରହଣ କରିଥିବା ବେଳେ ୧୧ରେ ଏହାର ରାୟ ପ୍ରକାଶ ପାଇବାର ଥିଲା । ତେବେ ଏହା ପୁଣି ଥରେ ୧୩ ତାରିଖକୁ ଘୁଂଚିଛି ।
ପିତାମାତାଙ୍କ ସହିତ ପିଲାର ସମ୍ପର୍କ ଏବଂ ଏକାଠି ବିତାଇଥିବା ସମୟ ପିଲାମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ। ଆଜିକାଲି, ଉଭୟ ପିତାମାତା ବ୍ୟସ୍ତ ରହୁଥିବାରୁ ସେମାନେ ପିଲାମାନଙ୍କୁ ଅଧିକ ସମୟ ଦେବାରେ ସକ୍ଷମ ହେଉ ନାହାନ୍ତି। ଏଭଳି ପିତାମାତାଙ୍କ ପାଇଁ କିଛି ଟିପ୍ସ…
୧୪ରୁ ପୁଣି ବର୍ଷାର ବିସ୍ତୃତି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ରବିବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି- ୬ଷ୍ଠୀ (ମଳ) ପ୍ରାତଃ ୦୫.୪୫ ଗତେ ୭ ମୀ। ଘାତଚନ୍ଦ୍ର- ନାସ୍ତି। ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ପ୍ରାତଃ ୦୫.୪୫ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ।
ଦିନ ନା ରାତିରେ ବିବାହ କେତେବେଳେ ହେବା ଉଚିତ? ଏହି ପ୍ରଶ୍ନର ଉତ୍ତର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀଶ୍ରୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଜୀ ପ୍ରଦାନ କରିଛନ୍ତି। ଶାସ୍ତ୍ର ଅନୁଯାୟୀ ବିବାହ ପାଇଁ ରାତି ନା ଦିନ କେଉଁ ସମୟ ଠିକ ଆସନ୍ତୁ ଜାଣିବା।