ଚାଷୀଙ୍କ ଜମିକୁ ପାଣି ଯୋଗାଇବା ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଲା ଚେକ୍ ଡ୍ୟାମ୍ ।
ଲଘୁଚାପ ପ୍ରଭାବରେ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ।
ଅଜୟ ଭାରତ... ବିରାଟ ବିଜୟ । ହାର୍ଦ୍ଦିକ ଶୁଭେଚ୍ଛା । ସାରା ଦେଶରେ ସେଲିବ୍ରେସନ । ଟି-୨୦ ବିଶ୍ୱକପ୍ ଚାମ୍ପିଅନ ଭାରତ ।
ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଟି-୨୦ ବିଶ୍ୱକପ୍ ବିଜୟ ସହ ପ୍ରଶଂସକଙ୍କ ପାଇଁ ବିରାଟ ଝଟକା । ଟି-୨୦ ଫର୍ମାଟରୁ ଅବସର ଘୋଷଣା କଲେ ରନ ମେସିନ ବିରାଟ କୋହଲି ଓ ହିଟ୍ ମ୍ୟାନ ରୋହିତ ଶର୍ମା ।
ଅନେକ ବାପାମାଆ ବାରମ୍ବାର ଅଭିଯୋଗ କରନ୍ତି ଯେ ସେମାନଙ୍କର ପିଲାମାନେ ସେମାନଙ୍କ କଥା ଶୁଣୁ ନାହାନ୍ତି। କିନ୍ତୁ ଅଭିଯୋଗ କରିବା ପୂର୍ବରୁ, ଆପଣ ନିଜେ ନିଜର ଲାଳନପାଳନ କରିବା ପଦ୍ଧତିକୁ ଥରେ ଧ୍ୟାନ ଦେଇଛନ୍ତି କି? ଯଦି ଦେଖି ନାହାନ୍ତି ତେବେ ଜାଣନ୍ତୁ ପିତାମାତାଙ୍କ କେଉଁ ଭୁଲ ଯୋଗୁଁ ପିଲାମାନେ ସେମାନଙ୍କ କଥା ଶୁଣନ୍ତି ନାହିଁ।
ଦୂର ହେଲା ଆଇସିସି ଟ୍ରଫି ଜିତିବା ଆଶା । ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍ ଜିତିଲା ଭାରତ । ଦଷିଣ ଆଫ୍ରିକାକୁ ୭ ରନ୍ରେ ପରାସ୍ତ କରି ଟାଇଟଲ୍ ହାତେଇଲା ଟିମ୍ ଇଣ୍ଡିଆ ।
ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ । ସେପ୍ଟେମ୍ବର ୧୭ରେ ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା ।
କୋହଲିଙ୍କ ଅର୍ଦ୍ଧଶତକ ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୭୬ ରନ୍ କରିବାରେ ସଫଳ ହୋଇଛି । ଯାହାଫଳରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ସାମ୍ନାରେ ୧୭୭ ରନ୍ ଟାର୍ଗେଟ ରଖିଛି ।
ହଟିଲା ୨ ବର୍ଷର ପ୍ରତିବନ୍ଧକ, ପୁଣି ଆରମ୍ଭ ହେଲା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନିୟମ ଆସିବାର ୪ ମାସ ପରେ ଆରମ୍ଭ ହୋଇଛି ଆପାର୍ଟମେଣ୍ଟ ପଞ୍ଜୀକରଣ।
ପାତ୍ରପଡ଼ା ଜମି ହଡପ୍ ଘଟଣାରେ ୪ ଆଇପିଏସ୍ଙ୍କ ସଂପୃକ୍ତିକୁ ନେଇ ହଇଚଇ । ଗଣମାଧ୍ୟମରେ ନାଗେଶ୍ବର ରାଓ-ସଞ୍ଜିବ ମାରିକ ଦୋଷ ଲଦାଲଦି, ଗୋହି ଖାଳାଖୋଳି ।
ସୋମବାରରୁ ଓଡିଶା ପ୍ରଶାସନର ମଙ୍ଗ ଧରିବାକୁ ଯାଉଥିବା ମନୋଜ ଆହୁଜାଙ୍କ ଆଗରେ ଭରପୂର ଚାଲେଞ୍ଜ । କେମିତି ସୁଧୁରିବ ବ୍ୟୁରୋକ୍ରେସିର ଭାବମୂର୍ତ୍ତି ? କିଭଳି ରହିବ ଓଡିଆ-ଅଣଓଡିଆ ଅଧିକାରୀଙ୍କ ଭିତରେ ବାଲାନ୍ସ ?
ନାଁକୁ ଥିଲା ଢାବା...କିନ୍ତୁ ବିଜେଡି ନେତାଙ୍କ ସାଜିଥିଲା ମଉଜର ଠିକଣା...କିଏ କହିଲେଣି ଚାଲିଥିଲା ରଙ୍ଗଶାଳା...ଜମୁଥିଲା ମଦମାଂସର ଆସର ତ ଆଉ କିଏ କହୁଛନ୍ତି ହେଉଥିଲା ବେଆଇନ ଆର୍ଥିକ କାରବାର ।
ଏହି ହାଇଭୋଲଟେଜ୍ ମ୍ୟାଚ୍ରେ ଟସ୍ ଜିତିଛି ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କ୍ୟାପଟେନ୍ ରୋହିତ ଶର୍ମା ।
ଉତ୍କଣ୍ଠାରେ ଅନ୍ତ ଲାଗି ଆଉ ମାତ୍ର କିଛି ମୁହୂର୍ତ୍ତର ଅପେକ୍ଷା। ୱେଷ୍ଟଇଣ୍ଡିଜର ବାର୍ବାଡସରେ ଆରମ୍ଭ ହେବ ଟି ଟ୍ବେଣ୍ଟି ଗ୍ରାଣ୍ଡ ଫିନାଲେ। ଓଭାଲ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା।
ମୃତ ନାବାଳକଟି ଟିକରପଡ଼ା ଘାଟ ସାହି ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଦେଖାଦେଇଛି।
ପୂର୍ବରୁ ନାଗେଶ୍ବର ରାଓ CRPF ଆଇଜି ଥିବା ବେଳେ ମାରିକ ଓଡ଼ିଶାରେ ଏଡ଼ିଜି ଅପରେସନ ଦାୟିତ୍ୱରେ ଥିଲେ । ସେହି ସମୟରେ ଭୁଲ ବଶତଃ CRPFଙ୍କୁ ନିୟୋଜିତ ଯୋଗୁଁ ଜଣେ କମାଣ୍ଡାଣ୍ଟଙ୍କ ମୃତ୍ୟୁ ହୋଇଥିଲା ।
ଏହି ନନ୍ଦୀ ମୂର୍ତ୍ତି ଦେହରେ ଘଣ୍ଟି, ମାଳ ଏବଂ ଦଉଡ଼ିକୁ ମଧ୍ୟ ନିଖୁଣ ଭାବେ ପଥରରେ ଉତାରିଛନ୍ତି ଶିଳ୍ପୀ ଅରୁଣ ଯୋଗୀରାଜ । କିଛି ଦିନ ତଳେ ଏହି ମୂର୍ତ୍ତି ମହୀଶୁରରୁ ପଠାଯାଇ ଅମରାନାଥ ପୀଠ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି ।
ବାଲ୍ୟ ବିବାହ ନେଇ ଆସିଲା ଚିନ୍ତାଜନକ ତଥ୍ୟ। ବାଲ୍ୟ ବିବାହ ନେଇ ଜାତିସଂଘ ପ୍ରକାଶ କରିଥିବା ରିପୋର୍ଟ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ନିକଟରେ ପ୍ରକାଶ କରିଥିବା ଏକ ରିପୋର୍ଟରୁ ଜଣାପଡିଛି ଯେ ଭାରତରେ ୨୦୦ ମିଲିୟନରୁ ଅଧିକ ନାବାଳିକା ବାଲ୍ୟ ବିବାହ କରିଛନ୍ତି।
ଗୋଡ଼ ସର୍ଜରୀ ବଦଳରେ ୯ ବର୍ଷ ବାଳକର ପ୍ରାଇଭେଟ୍ ପାର୍ଟର ସର୍ଜରୀ କରିଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ।
ସରକାରୀ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କର୍ମଚାରୀ ଚୟନ ଆୟୋଗ (SSC) ଏହି ସୁଯୋଗ ନେଇଆସିଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଭାରତ ସରକାରର ଏହି ବିଭାଗରେ ଚାକିରି କରିବାକୁ ଚାହାନ୍ତି ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ଖତ ଖାଉଛି ଲକ୍ଷ୍ମୀ ବସ୍। କିଣାଯିବାର ମାସ କେଇଟା ଭିତରେ ରକ୍ଷଣାବେକ୍ଷଣ ଅଭାବରୁ ଲକ୍ଷ୍ମୀ ବସ୍ର ସ୍ଥାୟିତ୍ୱକୁ ନେଇ ଉଠିଲାଣି ପ୍ରଶ୍ନ।
ଏହି ଢାବା କାହାକୁ ମିଳିଥିଲା, ପ୍ରକାଶ କଲେ ସ୍ଥାନୀୟ ଅଞ୍ଚଳର ସଂଜୀବ ଜେନା । ଏହି ‘ବଲ୍ଲେ ବଲ୍ଲେ ଢାବା ଜଣେ ବିଜେଡି ନେତ୍ରୀଙ୍କ ସ୍ବାମୀଙ୍କୁ ଚଳାଇବାକୁ ଦିଆଯାଇଥିଲା ବୋଲି ସେ କହିଛନ୍ତି ।
ଆଜି ସିଏମଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ନେଇ ସ୍ଥିତି ଅନୁଧ୍ୟାନ କରିଛି ସାଧାରଣ ପ୍ରଶାସନ ବିଭାଗ । ଜୁଲାଇ ୧ ତାରିଖରୁ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶୁଣାଣି କରିବେ।
ବର୍ତ୍ତମାନ ଗୋଟିଏ ଆଇଡିରେ ଅତି ବେଶିରେ ୯ ଟି ସିମ୍ କାର୍ଡ ନିଆଯାଇପାରିବ | ଜାମ୍ମୁ କାଶ୍ମୀର ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ୬ଟି ସିମ୍ ନିଆଯାଇପାରିବ ।