• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Suresh Pujari
୫ ବର୍ଷ ପରେ ଓଡ଼ିଶାରେ କେହି ଭୂମିହୀନ ଓ ବାସହୀନ ରହିବେନି

ଜମି ମିଳିବା ପରେ ବାସଗୃହ, ପାନୀୟ ଜଳ, ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଯୋଗାଇ ଦିଆଯିବ । ଆସନ୍ତା ୧୫ ତାରିଖରେ କଳାହାଣ୍ଡିରେ କିଛି ହିତାଧିକାରୀଙ୍କୁ ଜଙ୍ଗଲ ଜମିପଟ୍ଟା ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Naveen trying to make his presence felt
କଳା ବାଦଲ ଆଢୁଆଳେ ସତ୍ତା ଖୋଜୁଛନ୍ତି ନବୀନ

ରାଜ୍ୟରେ ମୋହନ ଚରଣ ମାଝିଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଇତି ମଧ୍ୟରେ କ୍ଷମତାରେ ଦୁଇ ମାସ ପୂର୍ଣ୍ଣ କରିବା ପାଇଁ ଯାଉଛି । ଏହା ମଧ୍ୟରେ ଦଳ ନିର୍ବାଚନ ପୂର୍ବରୁ ଦେଇଥିବା କିଛି ପ୍ରମୂଖ ପ୍ରତିଶ୍ରୁତି ପାଳନ କରିସାରିଛି ଏବଂ ଆଉ କିଛି ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ନିଷ୍ପତି ନେଇସାରିଛି ।

ITBP Constable Recruitment 2024
ITBP Constable Recruitment 2024: ITBPରେ ପୂରଣ ହେବ କନଷ୍ଟେବଲ ପଦବୀ; ଦଶମ ପିଲା କରିପାରିବେ ଆବେଦନ

ITBPରେ ସରକାରୀ ଚାକିରି ପାଇ ଦେଶ ସେବା କରିବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର ଅଛି। ନିଯୁକ୍ତି ପାଇଁ ITBP ଦ୍ୱାରା ବିଜ୍ଞପ୍ତି ଜାରି କରିଛି। ଆପଣ ଯଦି ଏନେଇ ଇଛୁକ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଏହି ଖବରଟି ପଢନ୍ତୁ।

Sudha Murty
ସ୍ୱାମୀଙ୍କୁ ଲୋନ୍ ଆକାରରେ ଦେଇଥିଲେ ୧୦ ହଜାର, ଏବେ ୭.୩୪ ଲକ୍ଷ କୋଟିର କମ୍ପାନୀ

ବର୍ଷ ୧୯୮୧ରେ ଭାରତୀୟ IT ସେକ୍ଟରରେ ଆରମ୍ଭ ହୋଇଥିଲା ଏକ ବିପ୍ଳବ । ଏହା କୌଣସି ପୁରୁଷଙ୍କ ଦ୍ୱାରା ନଥିଲା, ବରଂ ନିଜ ସ୍ୱାମୀଙ୍କ ସ୍ୱପ୍ନକୁ ବିଶ୍ୱାସ କରୁଥିବା ଜଣେ ମହିଳାଙ୍କ ଦ୍ୱାରା ଏହାର ମୂଳଦୁଆ ପଡ଼ିଥିଲା ।

Road Issue, Fraud
ଦେଢ଼ବର୍ଷରେ ଗୋଟିଏ ସ୍ଥାନରେ ତିନିଥର ରାସ୍ତା ନିର୍ମାଣ କରି ସରକାରୀ ଅର୍ଥ ଲୁଟ୍

ପୂର୍ବରୁ ୪୩ କୋଟି ଟଙ୍କା ବ୍ୟୟରେ ଖଲ୍ଲିକୋଟ ବେଲଗୁଣ୍ଠା ରାସ୍ତା ଉନ୍ନତି କରଣ ନାମରେ ଏଠି କାର୍ଯ୍ୟ ମଧ୍ୟ ହୋଇଥିବା ବେଳେ ଗୋଟିଏ ସ୍ଥାନରେ କିଛି ବର୍ଷ ମଧ୍ୟରେ ବାରମ୍ବାର ରାସ୍ତା ନିର୍ମାଣକୁ ନେଇ ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ l

In Odisha politics is seeing 'surprise' and 'return surprise'
ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳୁଛି ଗୋଟିଏ ପରେ ଗୋଟିଏ ‘ସର୍‌ପ୍ରାଇଜ୍‌’, ବଢୁଛି ଉତ୍କଣ୍ଠା

ମମତା ମହାନ୍ତ ଉଭୟ ଦଳ ଓ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇ ଏବଂ ବିଜେପିରେ ମିଶି ସମସ୍ତଙ୍କୁ ‘ସର୍‌ପ୍ରାଇଜ୍‌’ ଦେଇଛନ୍ତି। ସେହିଭଳି ନିର୍ବାଚନ ପରେ ଅଚାନକ ନବୀନଙ୍କ ଆକ୍ଟିଭ୍‌ନେସ୍‌ ମଧ୍ୟ ଆଣିଛି ସର୍‌ପ୍ରାଇଜ୍‌ ! ଏହା ଛଡା ଆହୁରି ନୂଆ ନୂଆ ସର୍‌ପ୍ରାଇଜ୍‌ ସାମ୍ନାକୁ ଆସୁଛି!

hidden camera
ଚାଞ୍ଚଲ୍ୟକର ଘଟଣା; ଗାର୍ଲସ୍ ୱାଶରୁମ୍‌ରେ ମୋବାଇଲ୍‌ ରଖି ଭିଡ଼ିଓ ରେକର୍ଡିଂ କରୁଥିଲେ କାଫେ କର୍ମଚାରୀ... 

ଗାର୍ଲସ୍ ୱାଶରୁମ୍‌ରେ ମୋବାଇଲ୍‌ ଫୋନ୍‌ ରଖି କରୁଥିଲେ ଭିଡ଼ିଓ ରେକର୍ଡିଂ । ଶୈଚାଳୟର ଡଷ୍ଟବିନ୍‌ ଭିତରେ ମୋବାଇଲ୍‌ ଫୋନ୍‌ ଲୁଚାଇ ରଖି କରୁଥିଲେ ଭିଡ଼ିଓ ରେକର୍ଡିଂ । 

Kanguva trailer released
Kanguva Trailer: ଆସିଲା ‘କଙ୍ଗୁଭା’ର ଧୂଆଁଧାର୍ ଟ୍ରେଲର୍; ‘ଆନିମଲ୍’ ଠାରୁ ଆହୁରି ଭୟଙ୍କର ବବି ଦେଓଲ୍

ଆଜି ନିର୍ମାତା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କଙ୍ଗୁଭା’ର ଚମତ୍କାର ଟ୍ରେଲର ରିଲିଜ୍ କରିଛନ୍ତି, ଯାହା ୟୁଟ୍ୟୁବରେ ଆସିବା ମାତ୍ରେ ଟ୍ରେଣ୍ଡ୍‌ କରୁଥିବା ଦେଖାଯାଉଛି। ଏଥିରେ ଫିଲ୍ମ ‘ଆନିମଲ୍’ ଠାରୁ ଆହୁରି ଭୟଙ୍କର ଦେଖାଯାଉଛନ୍ତି ବବି ଦେଓଲ୍।

Mamata Banerjee
ବାଂଲାଦେଶୀ ସନ୍ଦେହରେ ବେଙ୍ଗଲ ଶ୍ରମିକଙ୍କ ଉପରେ ଅତ୍ୟାଚାର ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କଲେ ମମତା

ବାଂଲାଦେଶୀ ସନ୍ଦେହରେ ବେଙ୍ଗଲ ଶ୍ରମିକଙ୍କ ଉପରେ ଅତ୍ୟାଚାର ଅଭିଯୋଗ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଫୋନ୍ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

Bitti Hottra Mohanty
ଜର୍ମାନ ଯୁବତୀ ଦୁଷ୍କର୍ମ ଅଭିଯୁକ୍ତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ

୨୦୦୬ରେ ଚର୍ଚ୍ଚାରେ ଥିଲେ ବିତ୍ତିହୋତ୍ର ମହାନ୍ତି । ବିତ୍ତିହୋତ୍ରଙ୍କ ନାଁରେ ଜଣେ ଜର୍ମାନ ସହପାଠୀ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଥିଲା ।

Special Story
Special Story: ଭକ୍ତ ଦେଉଛି ଭକ୍ତିର ପରୀକ୍ଷା; ଆଶାବାଡ଼ିରେ ୩୫ କି.ମି ଯାତ୍ରା...

କାନ୍ଧରେ ପଡ଼ିଛି ପାଣିଗଡ଼ୁ । ଚାଲିବାକୁ ପାଦରେ ବଳ ନାହିଁ । ଦୁଇ ହାତରେ ଆଶାବାଡ଼ିକୁ ସାହାରା କରି  ଚାଲିଚାଲି ଯିବାକୁ ବାକି ଅଛି ୩୫ କିଲୋମିଟର । 

Odisha Teacher
ଶିକ୍ଷକ ହେବ ତ ଏମିତି; ସ୍କୁଲକୁ କରିଦେଲେ ଷ୍ଟାର୍ ହୋଟେଲ !

ସୁନ୍ଦର ପ୍ରୟାସ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଶିକ୍ଷକ ବିଭୀଷଣ ବାରିକ । ପିଲାଦିନୁ ଇଚ୍ଛା ଥିଲା ଯେଉଁଠି କର୍ମମୟ ଜୀବନ ଆରମ୍ଭ କରିବେ ସେଠି କିଛି ନୂଆକରି ଦେଖାଇବେ । ଆଉ ଆଜି ତାହା ବାସ୍ତବ ରୂପ ନେଇଛି । 

Manu Bhaker , Neeraj Chopra
Video: ନୀରଜଙ୍କୁ ଭେଟିଲେ ମନୁଙ୍କ ମା’; ବିବାହ ପକ୍କା ? ଭାଇରାଲ ହେଉଛି ଭିଡ଼ିଓ... 

ସରିଲା ବିଶ୍ବ କ୍ରୀଡ଼ା ମହାକୁମ୍ଭ। ଜାଭେଲିନ ଥ୍ରୋ’ରେ ନୀରଜ ଚୋପ୍ରା ଏକ ମାତ୍ର ରୌପ୍ୟ ପଦକ ହାସଲ କରିଥିବା ବେଳେ, ସୁଟିଂରୁ ସର୍ବାଧିକ ୩ଟି ଏବଂ ହକି ଓ କୁସ୍ତିରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ମିଳିଛି। ତେବେ ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି। 

Vigilance raids
ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ଯନ୍ତ୍ରୀ; ରେଡ୍ ବେଳେ ମିଳିଲା ବିପୁଳ ସମ୍ପତ୍ତି

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । 

International Youth Day 2024 five steps a govt should take to develop youth
International Youth Day 2024: ଯୁବକମାନଙ୍କ ବିକାଶ ପାଇଁ ସରକାର ଏହି ପଦକ୍ଷେପ ନେବା ଜରୁରୀ

ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ଅବସ୍ଥା ପାଇଁ ଯୁବକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେବେ ଯୁବକମାନଙ୍କ ବିକାଶ ପାଇଁ ସରକାର ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ। ତେବେ ଏମିତି କିଛି ପଦକ୍ଷେପ ଅଛି, ଯୁବକମାନଙ୍କ ବିକାଶ ପାଇଁ ସରକାର ନେବା ଜରୁରୀ। ଆସନ୍ତୁ ସେସବୁ ଜାଣିବା।

Punjab Floods
ଉତ୍ତର ଭାରତରେ ବର୍ଷା ବିତ୍ପାତ; ଭାସିଗଲା କାର, ଗୋଟିଏ ପରିବାରର ୯ ଜଣଙ୍କ ମୃତ...

ପଞ୍ଜାବ-ହିମାଚଳ ସୀମାରେ ବନ୍ୟା ପାଣିରେ ଭାସିଗଲା କାର । ଗୋଟିଏ ପରିବାରର ୯ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଜଣକୁ ଜୀବନ୍ତ ଉଦ୍ଧାର କରାଯାଇଛି ।

Bangladesh Hindus Protest
ବାଂଲାଦେଶରେ ତାତିଲେ ହିନ୍ଦୁ; ହିଂସା ଓ ନିର୍ଯାତନାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲେ ଲକ୍ଷ ଲକ୍ଷ ଲୋକ...

ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ଓ ନିର୍ଯାତନା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇ ଲକ୍ଷ ଲକ୍ଷ ହିନ୍ଦୁଙ୍କ ଆନ୍ଦୋଳନ। ଜନସମୁଦ୍ର ପାଲଟିଲା ରାଜଧାନୀ ଢାକା ଓ ଦ୍ବିତୀୟ ବୃହତ ସହର ଚିଟ୍ଟାଗଙ୍ଗ।

Kolkata woman doctor
କୋଲକାତାରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା; ତେଜୁଛି ପ୍ରତିବାଦ...

କୋଲକାତା ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତେଜୁଛି ଆନ୍ଦୋଳନ।

pilgrims
ମହାଦେବଙ୍କୁ ଜଳଲାଗି ହେଲା ଜୀବନର ଶେଷଯାତ୍ରା; ଚାଲିଗଲା ୭ ଜୀବନ

ମନ୍ଦିରରେ ଘଟିଲା ବଡ଼ ଅଘଟଣ । ଚାଲିଗଲା ଜୀବନ । ମହାଦେବଙ୍କୁ ଜଳଲାଗି ହେଲା ଜୀବନର ଶେଷଯାତ୍ରା । ଏମିତି ଦୁଃଖ ଘଟଣା ଘଟିଛି ବିହାର ଜେହନାବାଦ ଜିଲ୍ଲାର ଏକ ସିଦ୍ଧେଶ୍ୱର ମନ୍ଦିରରେ ।

Panchanga
Panchang Today 12th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ଘାତଚନ୍ଦ୍ର- ନାସ୍ତି। ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ପ୍ରାତଃ ୦୭.୫୫ ପର୍ଯ୍ୟନ୍ତ, ପରେ ଦିବା ୦୮.୩୨ ଗତେ ୧। ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।

Weather Update
କାଲିଠୁ ପୁଣି ବଢ଼ିବ ବର୍ଷା; ଆସନ୍ତାକାଲି ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

ଆଜି ଶୁଖିଲା ରହିବ ପାଗ, ତେବେ କାଲି ପୁଣି ବଢ଼ିବ ବର୍ଷା। ଆସନ୍ତାକାଲି ପାଇଁ ୧୮ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। 

Behavior that impresses a girl’s parents
Relationship Tips: ପ୍ରେମିକାର ବାପାମା'ଙ୍କ ହୃଦୟ ଜିତିବାକୁ ଚାହୁଁଛନ୍ତି କି… ଏହି ୬ଟି କଥା ମାନନ୍ତୁ

ଯଦି ଜଣେ ପୁଅ କୌଣସି ଝିଅକୁ ପସନ୍ଦ କରେ ଆଉ ବିବାହ କରିବାକୁ ଚାହେଁ ତେବେ ଏଥିରେ ସବୁଠାରୁ ବଡ ଆହ୍ୱାନ ହେଉଛି ଝିଅର ବାପାମାଆଙ୍କ ହୃଦୟ ଜିତିବା। ଆମ ସମାଜରେ କିନ୍ତୁ ଏମିତି କିଛି ଆଚରଣ ଅଛି ଯାହା ଦ୍ୱାରା ଜଣେ ସେମାନଙ୍କ ଭରସାକୁ ଜିତିପାରେ। ଆସନ୍ତୁ ଜାଣିବା…

Sujeet Kumar
କେନ୍ଦ୍ରକୁ ସୁଜିତ କୁମାରଙ୍କ ପ୍ରଶଂସା, ବିଜେପି ଆଡକୁ ଢଳୁଛନ୍ତି କି ବିଜେଡି ସାଂସଦ ?

ମମତା ମହାନ୍ତଙ୍କ ରାସ୍ତାରେ କି ସୁଜିତ୍ କୁମାର ? ରାଜ୍ୟକୁ ମିଳିଥିବା ନୂଆ ରେଳପ୍ରକଳ୍ପ ପାଇଁ କେନ୍ଦ୍ରକୁ ସୁଜିତଙ୍କ ପ୍ରଶଂସା ।

Ratnabhandar
କେବେଠୁ ରତ୍ନଭଣ୍ଡାର ମରାମତି ? ସରକାରଙ୍କ ଗ୍ରୀନ୍ ସିଗନାଲ ଅପେକ୍ଷାରେ ASI

ଆଗେଇ ପାରିନି ଭଣ୍ଡାର ଗୃହ ମରାମତି କି ଅଳଙ୍କାର ଗଣତି ପ୍ରକ୍ରିୟା । ରତ୍ନଭଣ୍ଡାର ଖୋଲାଯାଇ ଦୁଇଟି ପର୍ଯ୍ୟାୟରେ ଅଳଙ୍କାର ସ୍ଥାନାନ୍ତରଣକୁ କିଛିଦିନ ପରେ ମାସେ ପୂରିଯିବ ।

VK Pandian Chopper Rides
ସାମ୍ନାକୁ ଆସିଲା ନୂଆ ତଥ୍ୟ; ପାଣ୍ଡିଆନଙ୍କ ପାଇଁ ବଢିଲା ଅଡୁଆ !

କଟକ ଓ ଖୋର୍ଦ୍ଧାକୁ ବି ହେଲିକପଟରରେ ଉଡିଥିଲେ ପାଣ୍ଡିଆନ୍ । RTI ତଥ୍ୟରେ ୩ ନିର୍ବାଚନ ମଣ୍ଡଳୀରେ ହେଲିପ୍ୟାଡ୍ ଖର୍ଚ୍ଚ ୭୫ ଲକ୍ଷ । ପ୍ରାବଧାନ ନଥାଇ କିଏ ଦେଇଥିଲା ଅନୁମତି ?