• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

PM Modi
କାହାକୁ ମୁଣ୍ତିଆ ମାରିଲେ ପ୍ରଧାନମନ୍ତ୍ରୀ ମୋଦି, କିଏ ସେହି ମହିଳା...

ଆଜି ସଭା ସ୍ଥଳରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ବ୍ରହ୍ମପୁର ସଭାରେ ପ୍ରଧାନମନ୍ତ୍ରୀଙ୍କୁ ସମାଜସେବୀ କୁମାରୀ ସ୍ୱାଗତ ଜଣାଇଥିଲେ । ମାଳ ପକାଇ ସ୍ୱାଗତ ଜଣାଇବା ବେଳେ ଗୋଡ଼ ଧରି ମୁଣ୍ଡିଆ ମାରିବାକୁ ନଇଁଥିଲେ ।

ICSE Result
ଓଡ଼ିଶାର ICSE ଦଶମରେ ପାସ୍ ହାର ରହିଛି  ୯୯.୦୮ ପ୍ରତିଶତ

ଝିଅଙ୍କ ପାସ୍ ହାର ୯୮.୯୫ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ୍ ହାର ରହିଛି ୯୮.୮୫ ।

gold necklace
Gold Price Today 6th May 2024: ବଢିଲା ସୁନା ଦର,ଜାଣନ୍ତୁ କେତେ ରହିଛି ଦାମ୍

ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୦୫୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୦୫୦ ଟଙ୍କା ରହିଛି ।

Narendra Modi In Nabarangpur
ବ୍ରହ୍ମପୁରରେ ଗ୍ୟାରେଣ୍ଟି ଦେବା ପରେ ଏବେ ନବରଙ୍ଗପୁରରେ ମୋଦି

ସିଧାସଳଖ ନବୀନ- ପାଣ୍ଡିଆନ୍‌ଙ୍କ ନାଁ ନେଇ ବି ସେ ରାଜ୍ୟ ସରକାରଙ୍କୁ ଖୁବ୍‌ ସମାଲୋଚନା କରିଛନ୍ତି । ସେ ଏଠାରେ ଅନେକ କଥା ଓଡ଼ିଆରେ ମଧ୍ୟ କହିଛନ୍ତି ।

Jharkhand ED
ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକଙ୍କ ଘରୁ ଧରା ପଡ଼ିଲା ପୁଳା ପୁଳା ଟଙ୍କା, କ’ଣ କରୁଥିଲେ ଏତେ ନଗଦ !

ଝାଡ଼ଖଣ୍ତରୁ ଧରା ପଡ଼ିଲା ବିପୁଳ ପରିମାଣର ଟଙ୍କା । ଦେଶରେ ଜାରି ରହିଛି ନିର୍ବାଚନୀ ତାତି । ଭୋଟରଙ୍କୁ ହାତେଇବାକୁ ରାଜନୈତିକ ଦଳର ସମସ୍ତ ପ୍ରୟାସ ଜାରି ରହିଛି । ଏହି ସମୟରେ ବିଭିନ୍ନ ଜାଗାରୁ ପୁଳା ପୁଳା ଟଙ୍କା ଧରା ପଡ଼ିବା, ନିର୍ବାଚନରେ ସ୍ୱଚ୍ଛତାକୁ ନେଇ ଆଶଙ୍କାରେ ବଢ଼ାଇଛି ।

PM Modi
ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ, 'ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ପରି ନୁହେଁ ...'

ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ତେରଚ୍ଛା ବାଣ । ବ୍ରହ୍ମପୁରରେ ନିର୍ବାଚନୀ ପ୍ରଚାର ଅବସରରେ ଓଡ଼ିଶା ଓ ଏହାର ଲୋକଙ୍କର ବିକାଶ କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ପ୍ରୀତି କଥା ମଧ୍ୟ କହିଛନ୍ତି ।

drink dal soup for weight loss
ଓଜନ କମାଇବା ପାଇଁ ଚାହୁଁଛନ୍ତି କି...ପି‌ଅନ୍ତୁ ଏହି ୫ଟି ସୁପ୍...

ବେଳେବେଳେ ଓଜନ କମାଇବା ଚକ୍କରରେ ଅନେକ ସମୟରେ ନିଜ ପ୍ରିୟ ଖାଦ୍ୟକୁ ବି ତ୍ୟାଗ କରିବାକୁ ବି ପଡ଼ିଥାଏ। ମାତ୍ର ଏପରି କେତେ ଦିନ ବା କରିହେବ। ଆପଣ ଯଦି ନିଜ ଓଜନ କମାଇବାକୁ ଚାହାନ୍ତି , ତେବେ ପ୍ରତିଦିନ ଖାଇବା ପୂର୍ବରୁ ପିଅନ୍ତୁ ଏହି ସୁପ୍...

Narendra Modi
‘ଓଡ଼ିଶାରେ ସବୁ ଅଛି, ହେଲେ ଓଡ଼ିଶା ଲୋକ ଗରିବ କାହିଁକି ?’

‘ଜଳ ଜୀବନ ମିଶନରେ କେନ୍ଦ୍ର ୧୦ ହଜାର କୋଟି ଦେଇଛି । ଉକ୍ତ ଟଙ୍କାକୁ ଏଠା ସରକାର ଠିକ ଭାବେ ଖର୍ଚ୍ଚ କରିପାରିଲେନି । ମୋଦି ମାଗଣା ଚାଉଳ ଦେଉଛି, ଏଠିକାର ସରକାର ସେଥିରେ ନିଜ ଫଟୋ ଛାପୁଛି । ନିଜେ କିଛି କରିନାହାନ୍ତି, ତେଣୁ ବେଇମାନୀ କରିବାକୁ ପଡୁଛି ।’

Narendra Modi
ମୋଦି ଗ୍ୟାରେଣ୍ଟି; ‘ଜୁନ ୧୦ରେ ଓଡ଼ିଶାରେ BJPର ମୁଖ୍ୟମନ୍ତ୍ରୀ ଶପଥ ନେବେ, ଆପଣଙ୍କୁ ନିମନ୍ତ୍ରଣ’

ଗୋଟିଏ ଯଜ୍ଞ କେନ୍ଦ୍ରରେ ତୃତୀୟବାର ସରକାର ପାଇଁ ହେଉଛି । ଆଉ ଗୋଟିଏ ଓଡ଼ିଶାରେ ବିଜେପି ନେତୃତ୍ୱର ମଜବୁତ ରାଜ୍ୟ ସରକାର ପାଇଁ ହେଉଛି ।

Berhampur
ବ୍ରହ୍ମପୁରରେ ମୋଦି, ଘଣ୍ଟାଏ ପର୍ଯ୍ୟନ୍ତ ରହିବେ ତାପରେ ନବରଙ୍ଗପୁର ଯିବେ...

ମୋଦିଙ୍କଠାରୁ ମଧ୍ୟ ଓଡ଼ିଶା ବିଜେପି, ରାଜ୍ୟ ସରକାରଙ୍କ ଉପରେ ଡବଲ ଆଟାକ୍‌ ଆଶା କରୁଛି । ତେବେ ବ୍ରହ୍ମପୁରରେ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ରହିବେ ପ୍ରଧାନମନ୍ତ୍ରୀ।

Shreemandira
ଆଜି ଶ୍ରୀଜିଉଙ୍କ ପଇତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ଶ୍ରୀଜିଉଙ୍କ ଆଜି ପଇତାଲାଗି ନୀତି ଥିବାରୁ ୪ ଘଣ୍ଟା ଧରି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ସଂଧ୍ୟା ୬ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

DRDO DMRL Apprentice Recruitment 2024
DRDO Recruitment 2024: ITI କରି ଘରେ ବସିଛନ୍ତି କି…. DRDOରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ

ଆପଣ ଯଦି ITI ଘରେ ବସିଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ଆପଣ ମଧ୍ୟ ଭାରତୀୟ ପ୍ରତିରକ୍ଷା ଏବଂ ଅନୁସନ୍ଧାନ ସଂଗଠନ (DRDO)ରେ ଚାକିରି କରିପାରିବେ। ଏନେଇ DRDO ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Over dieting can cause serious health problem
International No Diet Day 2024: ଆପଣ ଡାଏଟିଂ କରୁଛନ୍ତି କି, ହୋଇପାରେ ମୁଣ୍ଡ ବିନ୍ଧା-କିଡ୍‌ନୀ ଷ୍ଟୋନ୍; ଜାଣନ୍ତୁ କାରଣ...

ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ଠିକ୍ ଭାବେ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଫିଟ୍ ରହିବା ପାଇଁ ସେମାନଙ୍କର ଖାଦ୍ୟକୁ ନିୟନ୍ତ୍ରଣ କରନ୍ତି। ଏହା ବେଳେବେଳେ ସେମାନଙ୍କ ପାଇଁ କାଳ ହୋଇଥାଏ।

DGP
ଆନ୍ଧ୍ର ଡିଜିପିଙ୍କୁ ବଦଳି,ନିର୍ବାଚନ କମିଶନଙ୍କ ବଡ଼ ପଦକ୍ଷେପ

ଆନ୍ଧ୍ରପ୍ରଦେଶ ଡିଜିପିଙ୍କୁ ତୁରନ୍ତ ବଦଳି ନିର୍ଦ୍ଦେଶ । ଡିଜିପି କେ.ଭି. ରାଜେନ୍ଦ୍ରନାଥ ରେଡ୍ଡୀଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି । ବିରୋଧୀଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ରାଜ୍ୟ ସରକାରଙ୍କୁ ସହଯୋଗ କରୁଥିବା ନେଇ ଅଭିଯୋଗ

weather update
ତାତିରୁ ମିଳିପାରେ ଆଶ୍ୱସ୍ତି, ଆଗାମୀ ୪ ଦିନ ଯାଏ କାଳବୈଶାଖୀ ସମ୍ଭାବନା

ଆଜିଠୁ ରାଜ୍ୟରେ ପାଗରେ ଆସିପାରେ ପରିବର୍ତ୍ତନ । ଆଗାମୀ ୪ ଦିନ ଯାଏ କାଳବୈଶାଖୀ ସମ୍ଭାବନା। ୯ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ଝଡ ତୋଫାନ ସହ ବର୍ଷା । ୭ ଓ ୮ରେ ଅଧିକ ରହିବ ବର୍ଷାର ପରିମାଣ ।

Narendra Modi
ବ୍ରହ୍ମପୁର-ନବରଙ୍ଗପୁରରେ ବିଶାଳ ଜନସମାବେଶ

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ଆଜି ୨ଟି ସ୍ଥାନରେ ବିଶାଳ ଜନସଭାକୁ କରିବେ ସମ୍ବୋଧନ । ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ମୋଦିଙ୍କ ସଭା।

Panchang
Panchang Today 6th May 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ନୂତନ ଦ୍ରବ୍ୟ କ୍ରୟ କରନ୍ତୁ

ସୌର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୬ ତାରିଖ ସୋମବାର। ଚନ୍ଦ୍ର- ମୀନ ସନ୍ଧ୍ୟା ୦୫.୪୩ ଗତେ ମେଷ। ତିଥି- ତ୍ରୟୋଦଶୀ ଦିବା ୦୨.୪୦ ଗତେ ଚତୁର୍ଦ୍ଦଶୀ।। ଘାତଚନ୍ଦ୍ର- ଧନୁ ରାଶିର , ସନ୍ଧ୍ୟା ୦୫.୪୩ ଗତେ ମେଷ ରାଶିର। ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ନାସ୍ତି ।

Suffering from nausea during travel do shunya yoga mudra
Yogasana: ଆପଣ ଗାଡ଼ିରେ ଯିବା ବେଳେ ବାନ୍ତି ଲାଗୁଛି କି; କରନ୍ତୁ ଏହି ଯୋଗ ମୁଦ୍ରା, ମିଳିବ ମୁକ୍ତି

ଅନେକ ଲୋକ ଅଛନ୍ତି ଯେଉଁମାନେ କାର୍‌, ବସ୍, ଟ୍ରେନ୍, ଜାହାଜ କିମ୍ବା ଯେକୌଣସି ଯାନବାହନରେ ବସିବା ମାତ୍ରେ ବାନ୍ତି ଭଳି ଅସୁସ୍ଥତାର ସମସ୍ୟାରେ ଆକ୍ରାନ୍ତ ହୁଅନ୍ତି। ଆପଣ ଯଦି ଏହି ସମସ୍ୟା ସହିତ ସଂଘର୍ଷ କରୁଛନ୍ତି ତେବେ ଯୋଗ ଆପଣଙ୍କୁ ସାହାଯ୍ୟ କରିପାରିବ।

Aparajita Sarangi
ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଯାଏ ମୋଦିଙ୍କ ରୋଡ୍‌ ଶୋ !

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିଛି ସମୟ ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ। ଏହାପରେ କଡ଼ା ସୁରକ୍ଷାବଳୟ ମଧ୍ୟରେ ବିମାନ ବନ୍ଦରରୁ ରାଜଭବନକୁ ଯାଇଛନ୍ତି।

PM Modi
ଭୁବନେଶ୍ୱରରେ ମୋଦି; କାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ପ୍ରଚାର

ଆସନ୍ତାକାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Unique Candidates
ଏଥର ମଇଦାନରେ ବହୁ ନିଆରା ପ୍ରାର୍ଥୀ...କାହା ପାଖେ ନାହିଁ ଅର୍ଥ, କାହା ପାଖେ ନାହିଁ ଦଳ ସମର୍ଥନ

ଏଥର ନିର୍ବାଚନ ମୈଦାନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ବହୁ କୋଟିପତି ପ୍ରାର୍ଥୀ। ହେଲେ ଏଥର ନିର୍ବାଚନରେ କିଛି ନିଆରା ନେତା ସାଜିଛନ୍ତି ସ୍ବାଧୀନ ପ୍ରାର୍ଥୀ।

BJP
ବିଜେପିର ଫୋକସ୍‌ ଓଡ଼ିଶା...ଆଜି ମୋଦି, ୧୨ରେ ପୁଣି ଆସିବେ ଶାହ

୨୪ ମହାସମର ଅବସରରେ ଓଡ଼ିଶା ଉପରେ ବିଜେପି ଶୀର୍ଷ ନେତାଙ୍କ ଜବରଦସ୍ତ ଫୋକସ୍ । ପ୍ରଥମେ ଶାହ, ପରେ ମୋଦି, ନଡ୍ଡା ଓ ଜୟଶଙ୍କରଙ୍କ ପରେ ପୁଣି ମୋଦି, ରାଜନାଥଙ୍କ ଆଗାମୀ କାର୍ଯ୍ୟକ୍ରମକୁ ନେଇ ଉତ୍ସାହିତ ବିଜେପି ଶିବିର ।

Attack on Congress Candidate
ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ଆକ୍ରମଣ, ମୁଣ୍ଡ ଓ ମୁହଁରେ ଲାଗିଛି ଆଘାତ

ଏହି ଆକ୍ରମଣରେ ଉମାବଲ୍ଲଭଙ୍କ ମୁଣ୍ଡ ଫାଟିଥିବା ବେଳେ ମୁହଁରେ ବି ଆଘାତ ଲାଗିଛି।

BJD
ଟିକଟ ଦେଲନି, ଏବେ ସମ୍ଭାଳ: ବରିଷ୍ଠଙ୍କ ଅଭିଶାପରେ ହାରିବେ କନିଷ୍ଠ !

ବରିଷ୍ଠ ସାଜିବେ କି ବାଧକ? ବିଜେଡିର ବାଟ ଉଗାଳିବେ କି ବାଦ ପଡିଥିବା ବରିଷ୍ଠ ନେତା? ସମୀର ଦାଶ, ଅମର ଶତପଥୀ, ଭୂପିନ୍ଦର ସିଂହ, ଶଶିଭୂଷଣ ବେହେରାଙ୍କ ଟିକଟ୍ କଟିବା ପରେ ନେତାଙ୍କ ନିରବତା ନେଇ ଉଠିଲା ପ୍ରଶ୍ନ।

PM Modi
ରାମଲାଲାଙ୍କୁ ଦର୍ଶନ ପରେ ମୋଦିଙ୍କ ବିଶାଳ ରୋଡ୍ ଶୋ’

ଆଜି ଅଯୋଧ୍ୟା ପହଁଚି ରାମଲାଲାଙ୍କୁ ଦର୍ଶନ କରିବା ସହ ମନ୍ଦିରରେ ଆଳତୀ କରିଥିଲେ ପ୍ରଧାନମନ୍ତ୍ରୀ। ରାମଲାଲାଙ୍କୁ ଦଣ୍ଡବତ ପ୍ରଣାମ ଜଣାଇଥିଲେ।