• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୬ ତାରିଖ ଶନିବାର। ଚନ୍ଦ୍ର- ମିଥୁନ ରାତ୍ରି ୧୦.୩୫ ଗତେ କର୍କଟ ,ତିଥି- ପ୍ରତିପଦ ରାତ୍ରି ୦୪.୨୬ ଗତେ ୨ୟା,ଘାତଚନ୍ଦ୍ର- କନ୍ୟା ରାଶିର ରାତ୍ରି ୧୦.୩୫ ପର୍ଯ୍ୟନ୍ତ ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ,ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୪.୨୬ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ନିଶାନ୍ତ ୦୪.୪୮ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ

ଶୁଭ ସମୟ:

ଦିବା- ୧୦.୧୨ ରୁ ୧୨.୧୭

ଦିବା- ୦୩.୦୮ ରୁ ୦୩.୪୮

ରାତ୍ରି-୦୭.୪୭ ରୁ ୦୭.୫୨

ରାତ୍ରି- ୧୧.୨୯ ରୁ ୦୧.୪୦

ରାତ୍ରି- ୦୩.୦୬ ରୁ ୦୩.୫୫

ଅଶୁଭ ସମୟ:

ରାହୁକାଳ- ଦିବା ୦୮.୩୪ ରୁ ୧୦.୧୨

କାଳବେଳା- ପ୍ରାତଃ ୦୫.୧୬ ରୁ ୦୬.୫୫ ଓ ଦିବା ୦୪.୪୭ ରୁ ୦୬.୨୬

ବାରବେଳା- ଦିବା ୦୧.୩୦ ରୁ ୦୩.୦୮

କାଳରାତ୍ରି- ସନ୍ଧ୍ୟା ୦୬.୨୬ ରୁ ୦୭.୪୭ ଓ ରାତ୍ରି ୦୩.୫୫ ରୁ ୦୫.୧୭

OTV is now on Whatsapp

Join and get latest news update delivered to you via whatsapp

Join Now