ହିତାଧିକାରୀଙ୍କୁ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିବା କହିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ଭୁବନେଶ୍ବରରୁ ସିମ୍ ବକ୍ସ ଜବତ ଘଟଣାରେ ପୋଲିସ କମିଶନରଙ୍କ ବଡ଼ ଖୁଲାସା। ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଦେଶରୁ କଲ୍ ଆସିବାକୁ ଏହି ସିମ ବକ୍ସର ବ୍ୟବହାର ହେଉଥିଲା।
ମମତା କାହିଁକି ଆରମ୍ଭରୁ ମୁହଁ ଖୋଲୁନଥିଲେ ? କାହିଁକି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଉନଥିଲେ ? ତା’କୁ ନେଇ ଏବେ ଜୋର ଦାର ଚର୍ଚ୍ଚା । ଯଦି ନଜେ ସରକାରରେ ରହି ମମତା ରାଲି କରୁଛନ୍ତି । ତା’ ହେଲେ ଜନତା ନ୍ୟାୟ ପାଇଁ ଯିବେ କୁଆଡ଼େ ? କାହା ପାଖରେ କରିବେ ଗୁହାରୀ ?
ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି ବାଚସ୍ପତି । ସଂସଦର ପବ୍ଲିକ ଅଣ୍ଡରଟେକିଂ କମିଟି ଅଧ୍ୟକ୍ଷ ହୋଇଛନ୍ତି ବୈଜୟନ୍ତ ପଣ୍ଡା ।
ଆଜିର ଡିଜିଟାଲ୍ ଯୁଗରେ ଲୋକମାନେ ନିଜର ପ୍ରାଇଭେସୀ ଏବଂ ଡାଟାକୁ ନେଇ ବହୁତ ଚିନ୍ତିତ। ଯଦି ଆପଣ ମଧ୍ୟ ଆପଣଙ୍କର ଡାଟା ଏବଂ ପ୍ରାଇଭେସୀକୁ ସୁରକ୍ଷିତ ରଖିବାକୁ ଚାହାଁନ୍ତି, ତେବେ ଆପଣ ଏହି ଖବରରୁ କିଛି ଉପଯୋଗୀ ସୂଚନା ପାଇପାରିବେ।
ଶେଷ ମୁହୂର୍ତ୍ତରେ ମହିଳାଙ୍କ ଚୁଟି ଧରିଥିଲେ କ୍ୟାବ୍ ଡ୍ରାଇଭର । ଫଳରେ ମହିଳାଙ୍କୁ ଯନ୍ତ୍ରଣା ହୋଇଥିଲା । ତେଣୁ ସେ ପୁଣି ହାତ ବଢ଼ାଇ କ୍ୟାବ ଡ୍ରାଇଭରଙ୍କ ହାତକୁ ଧରିଥିଲେ ।
୩ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପ୍ରସାଦ ସାମିଲ ହେବେ । ବିଜେଡିର ୨ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ପ୍ରଫୁଲ୍ଲ ଘଡେଇଙ୍କୁ ନିମନ୍ତ୍ରଣ ।
ସତର୍କ ରହିବାକୁ କହିଲେ SRC । ବର୍ଷା ଯୋଗୁଁ ଅଚାନକ ପାଣି ମାଡ଼ି ଆସିପାରେ ।
ଗତ ୨୪ ବର୍ଷ ହେଲା ଜେଲରେ ଅଛନ୍ତି ଦାରା ସିଂ । ରାଜୀବ ଗାନ୍ଧି ହତ୍ୟା ମାମଲାର ଦୋଷୀଙ୍କୁ ମିଳିଥିବା ଆଶ୍ବସ୍ତିକୁ ଦର୍ଶାଇଲେ ।
ଘଟଣାସ୍ଥଳରେ ବରିଷ୍ଠ ରେଲୱେ ଅଧିକାରୀ । ବସ୍ ଯୋଗେ ଯାତ୍ରୀଙ୍କୁ ପଠାଗଲା ।
ସନ୍ଦେହରେ କିଛି ଷ୍ଟାଫ୍ଙ୍କୁ ସିବିଆଇ ନିଜ ହେପାଜତରେ ବି ରଖିଥିବା ସୂଚନା ମିଳିଛି ।
ସୈାର ସିଂହ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ଶନିବାର। ଚନ୍ଦ୍ର- ଧନୁ ସନ୍ଧ୍ୟା ୦୫.୨୮ ଗତେ ମକର। ତିଥି- ୧୨ଶୀ ଦିବା ୦୮.୦୬ ଗତେ ୧୩ଶୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ସନ୍ଧ୍ୟା ୦୫.୨୮ ଗତେ ସିଂହ ରାଶିର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ।
ଏକ ଅଣ୍ଡାରୁ ଏକ ଅହିରାଜ ଛୁଆ ବାହାରୁଥିବାର ଏକ ଭିଡିଓ ଇଣ୍ଟରନେଟର ଦୃଷ୍ଟି ଆକର୍ଷଣ କରିଛି ଏବଂ ପ୍ରକୃତିର ସବୁଠାରୁ ବିପଜ୍ଜନକ ସରୀସୃପଙ୍କ ଜନ୍ମ ବିଷୟରେ ଏକ ନିଆରା ଝଲକ ପ୍ରଦାନ କରି ଲୋକଙ୍କୁ ଚକିତ କରିଛି।
ଯାହା ଚର୍ଚ୍ଚା ହେଉଥିଲା ସେୟା ହେଲା । ଓଡ଼ିଶା ପୋଲିସର ମଙ୍ଗ ସମ୍ଭାଳିଲେ ବରିଷ୍ଠ ଆଇପିଏସ୍ ଯୋଗେଶ ବାହାଦୂର ଖୁରାନିଆ। ନୂଆ ସରକାରରେ ନୂଆ ପୋଲିସ ଡିଜି।
ହରିୟାଣା ବିଧାନସଭା ପାଇଁ ଗୋଟିଏ ପର୍ଯ୍ୟାୟ ଅକ୍ଟୋବର ୧ରେ ଭୋଟ୍ । ଅକ୍ଟୋବର ୪ରେ ଆସିବ ଉଭୟ ରାଜ୍ୟର ଫଳାଫଳ ।
ଆଗକୁ ବିଜେପି ଯାଇପାରନ୍ତି ଆହୁରି ବହୁ କର୍ପୋରେଟର ! ମଧ୍ୟ ଭୁବନେଶ୍ବରରେ ତେଜୁଛି ଶଙ୍ଖ ଦଳରେ ଅସନ୍ତୋଷ ।
ଘର ସିଲ୍ ସହ ସନ୍ଦିଗ୍ଧକୁ ଅଟକ ରଖି ପୋଲିସର ଖୋଳତାଡ଼ । ଆତଙ୍କବାଦ, ସାଇବର ଫ୍ରଡ୍ ନା ଗୁପ୍ତଚରୀ ବୃତ୍ତି, ଚାଲିଛି ଖୋଳତାଡ଼ ।
କୋଲକାତାରେ ଲଜ୍ଜା । ଓଡ଼ିଶାରେ ଇଫେକ୍ଟ । ତେଜୁଛି ଡାକ୍ତର ଆନ୍ଦୋଳନ, ବିଗିଡ଼ାଲାଣି ରୋଗୀସେବା । IMAର ଆହ୍ବାନ କ୍ରମେ ଆସନ୍ତାକାଲି ୨୪ ଘଣ୍ଟିଆ ଧର୍ମଘଟକୁ ଓହ୍ଲାଇବେ ସବୁ ପ୍ରଫେସର, ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀ। ବନ୍ଦ ରହିବ ଓପିଡି ସହ ଓଟି ଓ ଲ୍ୟାବ୍ ସେବା ।
ଶାକରୁ ରାଜନେତା ପାଲଟି ଗତ ସାଧାରଣ ନିର୍ବାଚନ ବେଳେ ଦଳକୁ ଢେର ବଳ ଦେଇଥିବା କଂଗ୍ରେସକୁ ବାୟ ବାୟ କରିଛନ୍ତି ଏକଦା ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଥିବା ବରିଷ୍ଠ ନେତା ବିଜୟ ପଟ୍ଟନାୟକ।
ଆପଣ କୌଣସି ଏକ ଶିଳ୍ପାନୁଷ୍ଠାନ ଚଳାଉଛନ୍ତି ଆଉ ଏଥିରେ ଲାଭ ତ ଦୂରର କଥା ବାରମ୍ବାର କ୍ଷତି ହେଉଛି। ଏହା ପଛରେ କିଛି ବାସ୍ତୁ କାରଣ ମଧ୍ୟ ଥାଇପାରେ। ଜାଣନ୍ତୁ ଶିଳ୍ପାନୁଷ୍ଠାନରେ ବାସ୍ତୁର କେଉଁସବୁ ମୁଖ୍ୟ ନିୟମ ନ ମାନିଲେ ବ୍ୟବସାୟରେ ହୁଏ କ୍ଷତି…
କଂଗ୍ରେସରୁ ଇସ୍ତଫା ଦେବା ପରେ OTVକୁ ଏକ ସାକ୍ଷାତକାର ଦେବା ଅବସରରେ ଅନେକ ଖୁଲାସା କରିଛନ୍ତି ବିଜୟ ପଟ୍ଟନାୟକ। ଜାଣିବା ପାଇଁ ପଢ଼ନ୍ତୁ।
ଉତ୍ତର ରେଳବାଇ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ନିଯୁକ୍ତି ପାଇଁ RRC ଦ୍ୱାରା ବିଜ୍ଞପ୍ତି ଜାରି ହୋଇଛି। ଆପଣ ଯଦି ଏନେଇ ଇଛୁକ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଏହି ଖବରଟି ପଢନ୍ତୁ।
ରାଜ୍ୟ ପୋଲିସ ମୁଖିଆ ଭାବେ ଦାୟିତ୍ବ ଗ୍ରହଣ କଲେ ୱାଇ. ବି. ଖୁରାନିଆ । କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ପହଞ୍ଚି ସେ ଦାୟିତ୍ବ ଗ୍ରହଣ କରିଛନ୍ତି ।
ଚଳିତ ବର୍ଷ ଜାମ୍ମୁକାଶ୍ମୀର, ହରିୟାଣା, ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଜମ୍ମୁକଶ୍ମୀରର ଭୋଟର ତାଲିକା ଅଗଷ୍ଟ ୨୦ରେ ଆସିବ।
୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ୟଶ୍ଙ୍କ ଫିଲ୍ମ 'କେଜିଏଫ୍ ୨' ଏବଂ ରଣବୀର କପୁରଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' ଜାତୀୟ ପୁରସ୍କାର ପାଇଛି। ମାଲାୟାଲମ୍ ଚଳଚ୍ଚିତ୍ର 'ଅଟ୍ଟମ୍' ଶ୍ରେଷ୍ଠ ଫିଚର୍ ଫିଲ୍ମ ପୁରସ୍କାର ଲାଭ କରିଛି। ଯେଉଁଠାରେ ଋଷଭ ଶେଟ୍ଟୀ, ନିତ୍ୟା ମେନେନ ଏବଂ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ ଆଖ୍ୟା ପାଇଛନ୍ତି।