• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Panchanga
Panchang Today 19th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୧୯ ତାରିଖ ସୋମବାର। ଚନ୍ଦ୍ର- ମକର ସନ୍ଧ୍ୟା ୦୬.୫୯ ଗତେ କୁମ୍ଭ ।

Raksha Bandhan 2024 know some epic story on raksha bandhan
Raksha Bandhan 2024: ପୁରାଣ ଯୁଗରୁ ଚାଲିଆସିଛି ରକ୍ଷାବନ୍ଧନ; ଜାଣନ୍ତୁ ମା’ ଲକ୍ଷ୍ମୀ କାହାକୁ ବାନ୍ଧନ୍ତି ରାକ୍ଷୀ

ରାକ୍ଷୀ ବନ୍ଧାର ଏହି ପରମ୍ପରା ଆଜିକାଲିର ନୁହେଁ, ଏହା ବହୁ ପ୍ରାଚୀନ। ପୁରାଣରେ ମଧ୍ୟ ଏହାର ଝଲ ଦେଖିବାକୁ ମିଳେ। କେତେକ ପୁରାଣରେ ଏହା ଉଲ୍ଲେଖ କରାଯାଇଛି ଯେ ଏହି ପରମ୍ପରା ସ୍ୱର୍ଗର ଦେବତାମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ତେବେ ଏହାକୁ ନେଇ କ’ଣ କୁହେ ପୁରାଣ ଆସନ୍ତୁ ଜାଣିବା।

Lightning Strike
୨ ଦିନରେ ୧୬ ଜୀବନ ନେଲାଣି ମୃତ୍ୟୁର ବଜ୍ର; ଜାଣନ୍ତୁ ବଜ୍ରପାତରୁ ବର୍ତ୍ତିବା ପାଇଁ କେଉଁ ଉପାୟ କରିବେ...

ଘନ ଘନ ପ୍ରଚଣ୍ଡ ବଜ୍ରପାତ । କଳାହାଣ୍ଡିଆ ମେଘ ସହ ଆସୁଛି, ଜୀବନ ନେଉଛି । ଆକାଶରେ ମେଘ ଦେଖିଲେ ମାଡୁଛି ଡର। ଢୁ ଢୁ ଶବ୍ଦରେ ଛାତିରେ ଛନକା ପଶୁଛି। କାରଣ, ଦୁଇ ଦିନରେ ୧୬ ଜୀବନ ନେଲାଣି ବଜ୍ରପାତ। 

Kolkata
ବିଳମ୍ବିତ ନ୍ୟାୟ ନା ଦୁର୍ବଳ ଆଇନ ? ଦୁଷ୍କର୍ମୀଙ୍କ ମନରେ କାହିଁକି ଭୟ ସୃଷ୍ଟି କରିପାରୁନି ଦଣ୍ଡବିଧାନ

'ଝିଅକୁ ଡାକ୍ତର କରିବା ପାଇଁ ବହୁ କଷ୍ଟ କରିଥିଲୁ । ହେଲେ ଭାଙ୍ଗି ଚୁରମାର ହୋଇଗଲା ସବୁ ସ୍ବପ୍ନ ।' ଗଣମାଧ୍ୟମ ଆଗରେ ଭୋ ଭୋ ହୋଇ କାନ୍ଦି ଉଠିଲେ କୋଲକାତା ପୀଡ଼ିତାଙ୍କ ବାପା ମାଆ ।

BJD
ଭୁଶୁଡୁଛି ବିଜେଡିର ପଞ୍ଚାୟତ ଗଡ଼, ଦଳ ଛାଡୁଛନ୍ତି ଶଙ୍ଖ ସମର୍ଥିତ ପ୍ରତିନିଧି

ବିଜେଡିକୁ ଗାଁ ଚିନ୍ତା । ଭୁଶୁଡୁଛି ପଞ୍ଚାୟତ ସଂଗଠନ । ଦଳ ଛାଡୁଛନ୍ତି ବିଜେଡି ସମର୍ଥିତ ପଞ୍ଚାୟତ ପ୍ରତିନିଧି । ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଏକାଠି ରଖିବାକୁ ଦଳପତି ଆରମ୍ଭ କଲେ ରଣନୀତି ।

SIM Box
ସିମ୍ ବକ୍ସ ଆତଙ୍କ,ହଟୁଛି ପରଦା; ଭୁବନେଶ୍ବରରୁ କଟକ ଲମ୍ବିଛି ଚେର...

ସିମ୍‌ ବକ୍ସ ଗ୍ୟାଙ୍ଗ ଉପରୁ ହଟୁଛି ପରଦା । ପଦାକୁ ଆସୁଛି ରହସ୍ୟମୟ ଟେଲିଫୋନିକ୍ ନେଟୱର୍କ ଡିଭାଇସ୍ ବ୍ୟବହାରକାରୀଙ୍କ ଅସଲ ଚେହେରା। ଗୋଟିଏ ପରେ ଗୋଟିଏ ଜାଗାକୁ ଯାଇ ଖୁଲାସା କରୁଛି କମିଶନରେଟ୍ ପୋଲିସ। 

Dengue Cases
ରାଜ୍ୟକୁ ଡରେଇଲାଣି ଡେଙ୍ଗୁ; BMCକୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଦାବି କଲେ ଏକାମ୍ର MLA...

ଉଦବେଗଜନକ ପାଲଟିଛି ରାଜଧାନୀ ଭୁବନେଶ୍ବରର ସ୍ଥିତି। ବିଶେଷକରି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ପରଲୋକ ପରେ ସାଧାରଣରେ ଚିନ୍ତା ବଢ଼ିଛି।

Potato
ଆଉ ରହିବନି ଆଳୁ ସଙ୍କଟ, ୟୁପିରୁ ଟ୍ରେନରେ ଆସିବ ଆଳୁ

୨ଟି ଟ୍ରେନରେ ଆଳୁ ଆଣିବାକୁ ସରକାର ଯୋଜନା କରୁଥିବା କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।

Sim Box
ଭୁବନେଶ୍ବର ପରେ କଟକରେ ବି ସିମ୍ ବକ୍ସ ଠାବ

ମଧୁପାଟଣା ଥାନା ରାଜେନ୍ଦ୍ର ନଗର ଅଞ୍ଚଳର ଏକ ଘରୁ ସିମ୍ ବକ୍ସ ଠାବ ହୋଇଛି ।

DJ Ban
ଏଥର ଗଣେଶ ପୂଜାରେ ଡିଜେ ବ୍ୟାନ୍‌, ଭସାଣୀରେ ବାଜିବ ପାରମ୍ପରିକ ବାଦ୍ୟ

ଯେଉଁଥିରେ ଗଣେଶ ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ବାରଣ ସହ ପୂଜାକୁ ନିଶାମୁକ୍ତ କରାଯିବାକୁ ବି ନିଷ୍ପତ୍ତି ହୋଇଛି।

Indian Air Force Recruitment 2024
Indian Air Force Recruitment 2024: ଦଶମ ପାଶ୍ କରିଥିବା ପିଲାଙ୍କ ପାଇଁ ସୁଯୋଗ: ଭାରତୀୟ ବାୟୁସେନାରେ କରିପାରିବେ ଚାକିରି

ଆପଣ ଯଦି କମ ପାଠ ପଢି ବାୟୁସେନାରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ସୁଯୋଗ ଆପଣଙ୍କ ପାଇଁ। ଏନେଇ ଭାରତୀୟ ବାୟୁସେନା ଏକ ବିଜ୍ଞପ୍ତି ଜାରି କରିଛି।

Dengue
ଭୁବନେଶ୍ୱର ପାଲଟିଛି ଡେଙ୍ଗୁର ହଟସ୍ପଟ୍, ରାଜ୍ୟ ଦେଖିଲାଣି ୨ ହଜାର କେସ୍

ରାଜ୍ୟରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଆଉ ରାଜଧାନୀରେ ସ୍ଥିତି ଉଦବେଗଜନକ । ବିଶେଷ କରି ଭୁବନେଶ୍ୱର ନୀଳାଦ୍ରି ବିହାର ପାଲଟିଛି ଡେଙ୍ଗୁ ଜୋନ୍ । କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ନିଧନ ପରେ ଚିନ୍ତା ବଢିଛି ।

Accident
ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୧୦ ଜୀବନ

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୭ ଜଣ ଆହତ ହୋଇଛନ୍ତି ।

Sim Box
ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ଘଟଣା, ରିମାଣ୍ଡରେ ଆସିଲା ଅଭିଯୁକ୍ତ ରାଜୁ

ରାଜଧାନୀ ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ହେବା ଘଟଣାରେ ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳକୁ ରିମାଣ୍ଡରେ ଆଣିଲା ପୋଲିସ । ୫ ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ୍ ପୋଲିସ ।

Murder Case
ଦୁଇଦିନ ପୂର୍ବର ରାଗ ରଖିଥିଲା ସାଙ୍ଗ; ପାଖକୁ ଡାକିଲା, ହସି ହସି ଗୁଳି ମାରିଦେଲା

ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଫେରାର ଅଛନ୍ତି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ୍‌ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି ।

Cancer-Ridden Woman
ସୁନା ଭଳି ଗରିବ କୁଡ଼ିଆର ଥିଲେ ଆଶାର ଆଲୋକ, ଏବେ ସହାୟତା ଅପେକ୍ଷାରେ କନକଲତା

ଦିନେ ଘରର ସବୁ ପାଇଟି କରୁଥିଲେ...ସୁନା ଭଳି ଗରିବ କୁଡ଼ିଆର ସାଜିଥିଲେ ଆଶାର ଆଲୋକ । ହେଲେ ଆଜି ନିଜେ ଉଠିବାକୁ ବି ଅକ୍ଷମ । ସ୍ୱାମୀଙ୍କ ସହାୟତା ବିନା ନା ସେ ଉଠିପାରୁଛନ୍ତି ନା ଖାଇପାରୁଛନ୍ତି ।

Tara Prasad Bahinipati
‘ଦଳରେ କାହାସହ କାହାର ମତ ଠିକ୍ ନାହିଁ, ପ୍ରକୃତ କଂଗ୍ରେସ କର୍ମୀଙ୍କୁ କାନ୍ଦ ଲାଗୁଛି’

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ ବିଜେଡି-ବିଜେପି ସହ କଂଗ୍ରେସ ବି ବିରୋଧ କରୁଛି ।

Kangana ranaut called bollywood actors mindless and stupid
ମୁଁ ବଲିଉଡ୍‌ ପରି ବ୍ୟକ୍ତି ନୁହେଁ, ମୁଁ ବଲିଉଡ୍‌ର ଲୋକଙ୍କ ସହିତ ବନ୍ଧୁତା କରେନି: କଙ୍ଗନା ରାଣାୱତ

କଙ୍ଗନା ତାଙ୍କ ଫିଲ୍ମ 'ଏମର୍‌ଜେନ୍ସୀ'ର ମାହୋଲ୍ ଭିତରେ ପୁଣିଥରେ ବଲିଉଡ ପାର୍ଟିକୁ ନେଇ ମୁହଁ ଖୋଲିଛନ୍ତି। ସେ ବଲିଉଡ୍‌ ତାରକାମାନଙ୍କୁ ମନମାନୀ ଏବଂ ମୂର୍ଖ ବୋଲି କହିଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ ବଲିଉଡ୍‌ ପାର୍ଟିରେ ହେଉଥିବା କଥାବାର୍ତ୍ତାକୁ ସେ ପସନ୍ଦ କରନ୍ତି ନାହିଁ।

VK Pandian
‘ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ଚାଲିଛି ତଦନ୍ତ, ଖୁବଶୀଘ୍ର ଆସିବ ନିର୍ଯ୍ୟାସ’

ଯେହେତୁ ଦୁର୍ନୀତି ବିରୋଧରେ ମୋହନ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି, ତେଣୁ ଅପେକ୍ଷା କରନ୍ତୁ ନିଶ୍ଚେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।

Thalapathy vijay goat trailer in hindi released
Trailer Released: ଆସିଲା GOATର ଟ୍ରେଲର୍; ‘ଲିଓ’ ପରେ ପୁଣି ଆକ୍ସନ ମୁଡ୍‌ରେ ଥଲାପତି ବିଜୟ

ଫିଲ୍ମ ‘ଦି ଗ୍ରେଷ୍ଟ୍ ଅଫ୍ ଅଲ୍ ଟାଇମ୍’ (GOAT) ର ନା’ ଶୁଣିବା ମାତ୍ରେ ଆଡ୍‌ଭାନ୍ସ ବୁକିଂ ଆରମ୍ଭ ହୋଇଥିଲା। ତେଣୁ ପ୍ରଶଂସକମାନେ ସେପ୍ଟେମ୍ବରରେ ଫିଲ୍ମ ରିଲିଜ୍‌କୁ ଅପେକ୍ଷା କରିଥିବା ନଜର ଆସିଛନ୍ତି। ବର୍ତ୍ତମାନ ନିର୍ମାତା ଏହାର ଦମଦାର ଟ୍ରେଲର ରିଲିଜ କରିଛନ୍ତି।

Virat Kohli
ଅନ୍ତର୍ଜାତୀୟ କ୍ରିକେଟ୍‌ରେ ରନ୍‌ମେସିନ୍‌ଙ୍କର ବେମିସାଲ୍ ୧୬ ବର୍ଷ, ପଛରେ ପଡ଼ିଲେ ଅନେକ ଦିଗଜ୍ଜ

ଆଜିକୁ ଠିକ୍‌ ୧୬ ବର୍ଷ ତଳେ, ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ । ସେତେବେଳର ସେ ଖେଳାଳି ଆଜି ବିଶ୍ୱ କ୍ରୀଡ଼ା ଇତିହାସରେ ନିଜର ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରି ସାରିଛି ।

Crime
ଆସିଷ୍ଟାଣ୍ଟ କମିଶନର ବିନୟ ତ୍ରିପାଠୀ ଗିରଫ

ବିନୟଙ୍କ ୨ ବ୍ୟକ୍ତିଗତ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ ।

Never ignore these symptoms warning signs of domestic violence characteristics
Relationship Tips: ଆପଣଙ୍କ ପାର୍ଟନର୍ ଆପଣଙ୍କ ଉପରେ ହିଂସା କରୁନି ତ… ଜାଣିବା ପାଇଁ ୬ଟି ଟିପ୍ସ

ସାଧାରଣ ଝଗଡା ଏବଂ ଭାବପ୍ରବଣ ନିର୍ଯାତନା ମଧ୍ୟରେ ପାର୍ଥକ୍ୟ ବୁଝିବା କଷ୍ଟକର। କିନ୍ତୁ ଏକାଠି ରହିବା ପରେ କିଛି କାର୍ଯ୍ୟକଳାପକୁ ଦେଖିଲେ ଏହା ଜାଣିହୁଏ। ତେବେ ଆସନ୍ତୁ ଜାଣିବା ଏକ ସଂପର୍କରେ ଭାବପ୍ରବଣ ନିର୍ଯାତନାର ଲକ୍ଷଣ କ’ଣ ଏବଂ ଏକ ଅପମାନଜନକ ସମ୍ପର୍କକୁ କିପରି ଚିହ୍ନଟ କରାଯାଇପାରିବ।

Mamata Banerjee
ଟଳମଳର ସଙ୍କେତ!! ଦେଶବ୍ୟାପୀ ତେଜୁଛି ଅନ୍ଦୋଳନ, ଅଡୁଆରେ ମମତାଙ୍କ ଚଉକି

ସାରା ଦେଶର ଆଖି ଦିଦିଙ୍କ ଉପରେ । ସାରା ଦେଶର ରାଜନୀତି କେନ୍ଦ୍ରୀଭୂତ ପଶ୍ଚିମବଙ୍ଗରେ । ଘଟି ଚାଲିଛି ଗୋଟିଏ ପରେ ଗୋଟିଏ ଅଘଟଣ ।

Mpox Disease
କୋଭିଡ ପରେ ଏବେ ମଙ୍କିପକ୍ସ ଭୟ! ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ବିଶ୍ୱ ଜରୁରୀ ସ୍ଥିତି ସୃଷ୍ଟି କରିଥିବା ମଙ୍କିପକ୍ସ ବା M-ପକ୍ସକୁ ନେଇ ଭାରତର ଚିନ୍ତା । ଉଚ୍ଚସ୍ତରୀୟ ସମୀକ୍ଷା କରି ସତର୍କ ରହିବାକୁ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ।