ନବଦିନାତ୍ମକ ଘୋଷଯାତ୍ରାରେ ସାଙ୍ଗରେ ଆଣିନଥିବାରୁ ଶ୍ରୀମନ୍ଦିରରୁ ଶ୍ରୀଦେବୀ ଆସିବେ ଗୁଣ୍ଡିଚା ମନ୍ଦିର । କାଳିଆ ଠାକୁରଙ୍କୁ ଫେରାଇ ନେବାକୁ ଅଭିମାନିନୀ ମାଆ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ବିଜେ କରିବେ ।
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୧ ତାରିଖ ଗୁରୁବାର । ଚନ୍ଦ୍ର- ସିଂହ ରାତ୍ରି ୦୭.୪୯ ଗତେ କନ୍ୟା । ତିଥି- ୫ମୀ ଦିବା ୧୦.୦୩ ଗତେ ୬ଷ୍ଠୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର , ରାତ୍ରି ୦୭.୪୯ ଗତେ ବୃଷ ରାଶି । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ଦିବା ୦୧.୦୪ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
ତାଜୁବ କଲା ଛତିଶଗଡ଼ ଆବୁଝମାଡ଼ ଜଙ୍ଗଲରେ ମାଓ ବିରୋଧୀ ଅପରେସନରେ ସାମିଲ ସୁରକ୍ଷାକର୍ମୀଙ୍କ ସଂଘର୍ଷର ଚିତ୍ର। ଝିପି ଝିପି ବର୍ଷାରେ ପଲିଥିନ୍ ଘେରେଇ ସଂଗ୍ରହ କରୁଛନ୍ତି ପିଇବା ପାଣି ।
ରାଜ୍ୟର ନୂଆ ସରକାରରେ ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ଇଡକୋର ଚେୟାରମ୍ୟାନ୍ ଥିବା ହେମନ୍ତ ଶର୍ମାଙ୍କୁ ଏହି ପଦରୁ ହଟାଯାଇଛି।
ବାରମ୍ବାର ଅଘଟଣରୁ ବି କଣ କିଛି ଶିଖୁନାହାନ୍ତି ସେବାୟତ? ଗଲା ବର୍ଷ ପ୍ରଭୁ ଜଗନ୍ନାଥ ଆଉ ଏବର୍ଷ ବଡ଼ ଠାକୁର ବଳଭଦ୍ର। ଆଡ଼ପ ପହଣ୍ଡିବେଳେ ଏମିତି ରଥର ଚାରମାଳ ଉପରେ ଦୁଲ୍ ଦାଲ୍ ଖସି ହାମୁଡି ପଡୁଛନ୍ତି ଜଣକ ପରେ ଜଣେ ଦିଅଁ ?
ମୋହନ ସରକାରର ଦ୍ୱିତୀୟ କ୍ୟାବିନେଟ୍ ରେ ଆଜି ୫ ପ୍ରସ୍ତାବ ଉପରେ ବାଜିଛି ମୋହର। ରାଜ୍ୟରେ ସର୍ବନିମ୍ନ ମଜୁରୀକୁ ସଂଶୋଧନ କରାଯାଇଛି। ଅଣ କୁଶଳୀ ଶ୍ରମିକଙ୍କ ମଜୁରୀ ପୂର୍ବରୁ ଥିଲା ୩୫୨ ଟଙ୍କା। ଏବେ ତାହା ୪୫୦ ଟଙ୍କାକୁ ବୃଦ୍ଧି ପାଇଁ ନିଷ୍ପତ୍ତି କରାଯାଇଛି।
ଅଶାନ୍ତ ଭୁବନେଶ୍ବରର ପଦ୍ମକେଶରୀପୁର ଗାଁ। ସୁଧ ଦେଇ ନପାରିବାରୁ ମିଳୁଛି ଶାସ୍ତି । ଜୁଲମ, ମାଡ଼ଗାଳି ଓ ଭଙ୍ଗାରୁଜା ସାଙ୍ଗକୁ ମରଣାନ୍ତକ ଆକ୍ରମଣ ପର୍ଯ୍ୟନ୍ତ ସଜ୍ଜା ।
ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁରଙ୍କୁ ପକେଇଦେଲେ ? ଆହତ ପ୍ରତିଟି ଭକ୍ତପ୍ରାଣ, ଏଭଳି ଅକ୍ଷମଣୀୟ ସ୍ଥିତି ପାଇଁ ନଇଁ ଯାଇଛି ପ୍ରତି ଓଡ଼ିଆଙ୍କ ମଥା। ଖୋଦ୍ ଗଜପତି ମହାରାଜା ବି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଥିଲା ବେଳେ ଅଘଟଣର ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି।
ପହଣ୍ଡି ବେଳେ ଚାରରେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ଏହାକୁ ନେଇ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର କଣ କହିଛନ୍ତି... ଜାଣନ୍ତୁ...
ବାହାଘର ଯାଉଥିଲା ବେଳେ ବସ୍ ଦୁର୍ଘଟଣାରେ ବରର ବାପାଙ୍କର ଜୀବନ ଯାଇଛି। ଏଭଳି ଦୁଃଖଦ ଏବଂ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁରର ଚତରାପଦା ଗାଁରେ।
ଟିମ୍ ଇଣ୍ଡିଆ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିବା ପରେ ପୂର୍ବତନ ହେଡ୍ କୋଚ୍ ରାହୁଲ ଦ୍ରାବିଡ଼ଙ୍କୁ ୫ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିବା ବେଳେ ସେ ସେଥିରୁ କେବଳ ଅଢ଼େଇ କୋଟି ଗ୍ରହଣ କରିଛନ୍ତି। ବାକି ଅଢ଼େଇ କୋଟି ଗ୍ରହଣ କରିବାକୁ ସେ ବିନମ୍ରତାର ସହିତ ମନା କରି ଦେଇଛନ୍ତି।
ଶରଧାବାଲିରୁ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ଏନେଇ କ’ଣ କହୁଛନ୍ତି କେଉଁ ସେବାୟତ, ଆସନ୍ତୁ ଜାଣିବା...
ମୁସଲିମ ମହିଳାଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଏକ ଛାଡପତ୍ର ମାମଲାର ଶୁଣାଣି କରି ସୁପ୍ରିମ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଯେକୌଣସି କାରଣରୁ ଛାଡପତ୍ର ହେବା ପରେ ମହିଳାଙ୍କୁ ଭରଣପୋଷଣ ଦେବାକୁ ସ୍ବାମୀ ବାଧ୍ୟ। ସ୍ୱାମୀଙ୍କୁ ଏହି ଅର୍ଥ ରାଶି ଦେବାକୁ ପଡିବ ।
୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ଶ୍ରୀମନ୍ଦିର ପରିଚାଳନା କମିଟି । ହାଇଲେବୁଲ କମିଟି ଦେଇଥିବା ପ୍ରସ୍ତାବକୁ ପରିଚାଳନା କମିଟିର ମଂଜୁରୀ ।
ଟି-୨୦ ବିଶ୍ୱକପ୍ ବିଜୟ ପରେ ରୋହିତ ଶର୍ମା ଓ ବିରାଟ କୋହଲି ଆନ୍ତର୍ଜାତିକ କ୍ରିକେଟ୍ର କ୍ଷୁଦ୍ରତମ ଫର୍ମାଟ୍ରୁ ଅବସର ନେବା ଫଳରେ ଭାରତୀୟ ଟିମ୍ରେ ଶୂନ୍ୟସ୍ଥାନ ସୃଷ୍ଟି ହେବା ଭଳି ଅନୁଭୂତ ହେଉଛି। ଏବେ ପ୍ରଶ୍ନ ଉଠୁଛି ଯେ ଏହି ଦୁଇ ପୁରୁଖାଙ୍କ ବିନା ଆଗକୁ ବଢ଼ିପାରିବ କି ଟି-୨୦ ଟିମ୍? ପୁଣି ଜିତିପାରିବ କି ଆଇସିସି ଟ୍ରଫି?
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରତ୍ନଭଣ୍ଡାର ଭିତରକୁ ମୋବାଇଲ ନେବା ମନା। ପୂରା ଗଣତି, ମଣତି ପ୍ରକ୍ରିୟାର ଭିଡିଓଗ୍ରାଫି ହେବ। ରତ୍ନ ଭଣ୍ଡାର ତଦାରଖ କମିଟି ସଦସ୍ୟ, ମ୍ୟାନେଜମେଣ୍ଟ ସଦସ୍ୟ, ରତ୍ନଭଣ୍ଡାର ଦାୟିତ୍ବରେ ସେବାୟତ ଇନ୍ ଚାର୍ଜ, ଜିଲ୍ଲାପାଳ, ADM ଭିତରକୁ ଯିବେ।
ରାଜ୍ୟ କ୍ୟାବିନେଟର ବୈଠକ ଶେଷ । ୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି । ପିଏମ୍ କିଷାନରେ ଅନ୍ତର୍ଭୁକ୍ତ ହେବେ ଆଉ ୫ରୁ ୬ ଲକ୍ଷ ଚାଷୀ।
ୱେବସାଇଟରେ ‘ବିରକ୍ତିକର ବସ୍’, ‘ଅଦରକାରୀ ଚାକିରି’ ଏବଂ ‘ଘୃଣ୍ୟ ସହକର୍ମୀ’ ତାଲିକାଭୁକ୍ତ ହୋଇଛନ୍ତି। ଏଥିପାଇଁ ୪ ରୁ ୯ଲକ୍ଷ ଟଙ୍କା ରଖାଯାଇଛି। ଜଣେ ୟୁଜର କହିଛନ୍ତି ଯେ ସେ ତାଙ୍କ ଚାକିରୀକୁ ୯୦ହଜାର ଟଙ୍କାରେ ବିକ୍ରି କରୁଛନ୍ତି।
ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ବର୍ତ୍ତମାନ ଇତିହାସ ସୃଷ୍ଟି କରିବାକୁ ଯାଉଛି । ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଜଣେ ରାଜସ୍ୱ ସେବା ଅଧିକାରୀଙ୍କୁ (IRS) ଲିଙ୍ଗ ପରିବର୍ତ୍ତନ ପାଇଁ ଅନୁମତି ମିଳିଛି ।
ଖିଲାଡି କୁମାରଙ୍କ ‘ସରଫିରା’ ବଡ ପରଦାରେ ଆସୁଛି। ରିଲିଜ୍ ତାରିଖ ହେଉଛି ୧୨ ଜୁଲାଇ। ଏହି ଫିଲ୍ମର ଅଗ୍ରୀମ ବୁକିଂ ଆରମ୍ଭ ହୋଇଛି। ଅକ୍ଷୟ କୁମାରଙ୍କ ଫିଲ୍ମର ପ୍ରଥମ ଶୋ’ ଦେଖିବା ପାଇଁ ଆଗ୍ରହୀ ପ୍ରଶଂସକମାନେ ଏବେ ଠାରୁ ସେମାନଙ୍କ ସିଟ୍ ରିଜର୍ଭ କରିନେବାର ସମୟ ଆସିଛି।
କୁନି ପୁଅ ବନିଲା IPS ଅଫିସର । ସାଲ୍ୟୁଟ୍ ମାରିଲେ ବରିଷ୍ଠ ପୋଲିସ ଅଫିସର l IPS ଅଫିସର ହେଲେ ୭ ବର୍ଷର କୁନି ପୁଅ ଆଶିଷ କୁମାର ସ୍ୱାଇଁ l
ଏହି ଟିମ୍ରେ ମୋଟ୍ ୫୦ଜଣ ସଦସ୍ୟ ସାମିଲ୍ ଥିଲେ। ଗାୟକ ମଣ୍ଡଳି ଓ ଅର୍କେଷ୍ଟ୍ରା ଭିଏନା ବିଶ୍ୱବିଦ୍ୟାଳୟର ସଙ୍ଗୀତ ବିଭାଗର ଭାରତୀୟ ନିର୍ଦ୍ଦେଶକ ବିଜୟ ଉପାଧ୍ୟାୟଙ୍କ ଦ୍ୱାରା ଏହା ପରିଚାଳିତ ହୋଇଥିଲା।
ଦିଆସିଲି କାଠିରେ ଭବ୍ୟ ରାମମନ୍ଦିର । ୬୦ ହଜାର ଦିଆସିଲି କାଠିକୁ ଏକାଠି କରି ଅତି ନିଖୁଣ ଭାବେ ଅଯୋଧ୍ୟାର ରାମ ମନ୍ଦିର ତିଆରି କରାଯାଇଛି ।
ବେଡ୍ରେ ମୂଷା... ବେଡ୍ ତଳେ ବି ମୂଷା... ରୋଗୀ ମୁଣ୍ଡ ଉପରେ ବି ମୂଷା...। ଯୁଆଡ଼େ ଦେଖିଲେ ସିଆଡ଼େ ମୂଷା ।
ମହାରାଷ୍ଟ୍ର ଅମରାବତୀର ଜଣେ ବୟସ୍କ ଅଟୋ ଡ୍ରାଇଭର। ବୟସ ପ୍ରାୟ ୭୦ଡେଇଁଯାଇଛି। ହେଲେ ମୁହଁରୁ ବାହାରୁଛି ନନଷ୍ଟପ୍ ଇଂରାଜୀ। ସେ ନିଜେ ଇଂରାଜୀ କହୁଥିବା ବେଳେ ସମସ୍ତେ ଏହାକୁ ଶିଖିବା ଉଚିତ୍ ବୋଲି କହିଛନ୍ତି।