କୈଳାଶ ଖେର୍ ଏବଂ ଏଆର୍ ରହମାନ ଅନେକ ଫିଲ୍ମ ପାଇଁ ଏକାଠି କାମ କରିଛନ୍ତି। କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ଏଆର୍ ରହମାନ୍ ଏବଂ କୈଳାଶ ଖେରଙ୍କ ଯୁଗଳବନ୍ଦୀ କେବଳ ଗାୟକ ଏବଂ ସଙ୍ଗୀତ ରଚନାରେ ସୀମିତ ନୁହେଁ ବରଂ ଏହାଠାରୁ ବହୁତ ଅଧିକ।
ବଢ଼ି ପାଣି ଫସିବା ପରେ ତାଙ୍କୁ ପ୍ରଥମେ ଗ୍ରାମବାସୀ ଦେଖି ଉଦ୍ଧାର ପାଇଁ ପ୍ରଶାସନକୁ ଖବର ଦେଇଥିଲେ । ଖବର ପାଇବା ପରେ NDRF ଯବାନ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପ୍ରଥମେ ଦଉଡ଼ି ସାହାଯ୍ୟରେ ବାହାଡ଼ରେ ପହଞ୍ଚିଥିଲେ ।
ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାମ ଡିସେମ୍ବର ସୁଦ୍ଧା ସାରିବାକୁ ଲକ୍ଷ୍ୟ।
ଦିନରେ ମଜୁରୀ ଲାଗୁଥିଲେ ରାତିରେ ପାଠ ପଢ଼ୁଥିଲେ । IITରେ ପଢ଼ିବାର ସୁଯୋଗ ସହ କମାଲ କଲେ ଛାତ୍ର ।
RG କର ମେଡିକାଲ କଲେଜ ହଷ୍ଟେଲକୁ ବାହାରୁ ଯୁବତୀ ଆସୁଥିଲେ। ଏସବୁର ପ୍ରଚ୍ଛଦପଟ ନାୟକ ଥିଲେ ତତ୍କାଳୀନ ଅଧକ୍ଷ ସନ୍ଦୀପ ଘୋଷ ।
ଆଜି ଶୂନ୍ୟକାଳ ଆରମ୍ଭରେ କଂଗ୍ରେସ ସଦସ୍ୟ ସଂରକ୍ଷଣକୁ ନେଇ ପ୍ରବଳ ହଟ୍ଟଗୋଳ କରିଥିଲେ । ଗୃହ ଭିତରେ ଲିଫ୍ଲେଟ୍ ଫିଙ୍ଗି ପ୍ରତିବାଦ କରିଥିଲା କଂଗ୍ରେସ ।
FIRରେ ଦର୍ଶାଯାଇଛି ଯେ ଆନ୍ଦୋଳନ ସମୟରେ ଗୁଳି ବାଜିବାରୁ ରୁବେଲ ଗୁରୁତର ଆହତ ହୋଇଥିଲେ । ପରେ ଦୁଇ ଦିନ ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ସବୁଠାରୁ ବଡ଼ କଥା ହେଉଛି ଏହି ଦେଶୀ ମଦ କାରଖାନାରେ ରେଡ୍ ବେଳେ ଘର ଭିତରୁ ମିଳିଥିଲା ସିକ୍ରେଟ ଚାମ୍ବର । ଘର କାନ୍ଥ ଖୋଳି ଅଣ୍ଡରଗ୍ରାଉଣ୍ଡ କରାଯାଇଥିଲା । ଆଉ ତା’ ଭିତରେ ଚାଲିଥିଲା ଦେଶୀ ମଦ କାରବାର ।
ଜ୍ୱର, ଥଣ୍ଡା, ଯନ୍ତ୍ରଣା ଓ ଆଲର୍ଜି ପାଇଁ ବହୁଳ ମାତ୍ରାରେ ବ୍ୟବହୃତ ହେଉଥିବା ୧୫୬ଟି ଫିକ୍ସଡ୍ ଡୋଜ୍ କମ୍ୱିନେସନ ଔଷଧକୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର।
ବେଦବ୍ୟାସରେ ଝୁଲାପୋଲ କେଉଁ ସ୍ଥାନରେ ହେବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ।
ଢେଙ୍କାନାଳ ସହର ହାଟ ରୋଡରେ ରହୁଥିବା ମୁରଲୀ ସାହୁ । ଜନ୍ମରୁ ସେ ଜଣେ ଦିବ୍ୟାଙ୍ଗ । ରାତି ହେଲେ ନିଜର ତିନି ଚକିଆ ସାଇକେଲ ଯୋଗେ ବାହାରିପଡ଼ନ୍ତି ବାହାରକୁ ।
ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୩ ଶ୍ରମିକଙ୍କ ଜୀବନ। ସମ୍ୱଲପୁର ଯମନକିରା ଥାନା ପୁକୁଡ଼ା ଗାଁରେ ଘଟିଛି ଏଭଳି ଅଘଟଣ।
ଆସାମ ଢିଙ୍ଗ ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ରାଜନୀତି ଜୋର୍ ଧରିଛି। ଏହାରି ଭିତରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତାପଜୁଲ ଇସ୍ଲାମର ମୃତ୍ୟୁ ହୋଇଥିବା ଜଣାପଡିଛି।
ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ୨୦୨୮ରେ କ୍ରିକେଟ୍ ଟି-୨୦ ଫର୍ମାଟ୍ କ୍ରୀଡ଼ା ମହାକୁମ୍ଭକୁ ପ୍ରତ୍ୟାବର୍ତ୍ତନ କରିବ। ଅଲିମ୍ପିକ୍ କ୍ରୀଡ଼ାରେ କେବଳ ଥରେ ୧୨୪ ବର୍ଷ ପୂର୍ବେ କ୍ରିକେଟ୍ ପ୍ରତିଯୋଗିତା ହୋଇଥିଲା। ଏଥିରେ ମାତ୍ର ଦୁଇ ଟିମ୍ ଭାଗ ନେଇଥିଲେ ଏବଂ ଆୟୋଜକ ଫ୍ରାନ୍ସକୁ ହରାଇ ଗ୍ରେଟ୍ ବ୍ରିଟେନ୍ ଚାମ୍ପିଅନ୍ ହୋଇଥିଲା।
କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଲେ ଭାରତର ଷ୍ଟାର ଓପନର ଶିଖର ଧାୱନ। ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ସେ ସନ୍ନ୍ୟାସ ଘୋଷଣା କରିଛନ୍ତି।
ଗତ ସପ୍ତାହରେ, ଅଗଷ୍ଟ ୧୫ରେ ସାରା ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ପ୍ରତ୍ୟେକ ଥର ପରି ଏହି ବିଶେଷ ଉତ୍ସବରେ ବିଦ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ବିଦ୍ୟାଳୟ କାର୍ଯ୍ୟଗୁଡ଼ିକର ବିଭିନ୍ନ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଲଗାତାର ଘଣ୍ଟା ଘଣ୍ଟା ଧରି ଡେସ୍କ ୱାର୍କ କରିବା କିମ୍ବା କମ୍ପ୍ୟୁଟର ଆଗରେ ବସିବା ଦ୍ୱାରା ବେକ ଏବଂ ପିଠିର ଯନ୍ତ୍ରଣା ବୃଦ୍ଧି ପାଇଥାଏ। ସର୍ଭାଇକାଲ୍ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗାସନ ଏକ ଲାଭଦାୟକ ସମାଧାନ। କିଛି ଯୋଗାସନର ନିୟମିତ ଅଭ୍ୟାସ ଦ୍ୱାରା ସର୍ଭାଇକାଲ୍ ସମସ୍ୟାକୁ ହ୍ରାସ କରାଯାଇପାରିବ।
ସମ୍ବଲପୁର ଚାଉଁରପୁର ବ୍ରିଜରୁ ମହାନଦୀକୁ ଡେଇଁ ପଡିଥିବା ସୂଚନା। ଛାତ୍ରୀଜଣକ ହାଇସ୍କୁଲରେ ପଢୁଥିବା ସୂଚନା ମିଳିଛି।
ସଞ୍ଜୟ ରାୟ... ଚେହେରା ସିନା ମଣିଷ... ହେଲେ ୟାର ପ୍ରକୃତି ରାକ୍ଷସ । ଏ ନର ପିଶାଚର ଗୁମର ଏବେ ଧୀରେ ଧୀରେ ସିବିଆଇ ଖୋଲିବାରେ ଲାଗିଛି ।
କଟକ ବୋର୍ଡ ଅଫିସ ଆଗରେ ଧାରଣାରେ ବସିଲେ OTET ପରୀକ୍ଷାର୍ଥୀ। ଚଳିତ ବର୍ଷ OTET ପରୀକ୍ଷାରେ ଉପୁଜିଥିବା ସମସ୍ୟାକୁ ନେଇ ବିକ୍ଷୋଭ ଓ ନାରାବାଜି କରିଛନ୍ତି।
ଆଜିଠୁ ଛତିଶଗଡ଼ର ରାୟପୁରରେ ଆୟୋଜିତ ହେଉଛି ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କର ଶାସନ ସଚିବ ଏବଂ ପୋଲିସ ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ।ଏହି ବୈଠକର ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ଦିନ ଯେତେ ଗଡୁଛି ପ୍ରତିବାଦ ସେତେ ବଢୁଛି । ନ୍ୟାୟ ଦାବିରେ କି ଦିନ କି ରାତି ପ୍ରତିବାଦ ଦିନକୁ ଦିନ ବ୍ୟାପକ ହେଉଛି । କୋଲକାତା ଆରଜି କର ମେଡିକାଲ କାଣ୍ଡର ଅଭିଯୁକ୍ତକୁ କଠୋରରୁ କଠୋର ଶାସ୍ତି ଏବଂ ପୀଡିତାଙ୍କୁ ନ୍ୟାୟ ଦାବିରେ କୋଲକାତା ରାଜରାସ୍ତାରେ ଅଭୟା ପାଇଁ ନ୍ୟାୟ ଯାତ୍ରା କରାଯାଇଛି ।
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ଶନିବାର ଚନ୍ଦ୍ର- ମେଷ ଅହୋରାତ୍ର ତିଥି-୫ମୀ ପ୍ରାତଃ ୦୭.୫୨ ଗତେ ୬ଷ୍ଠୀ ନିଶାନ୍ତ ୦୫.୩୧ ଗତେ ୭ମୀ ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୧ ପାଦ- କୃଷିହାନି-ଭୂମିଦାନ ନିଶାନ୍ତ ୦୫.୩୧ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ
ଚଳିତ ବର୍ଷ ଜୁନ୍ ମାସରେ ସରକାର ଆଧାର ଅପଡେଟ୍ ପାଇଁ ଶେଷ ତାରିଖକୁ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ଏବଂ ବର୍ତ୍ତମାନ ଏହି ତାରିଖ ପାଖେଇ ଆସୁଛି। ପୁରୁଣା ଆଧାରକୁ କିପରି ଅପ୍ଡେଟ୍ କରିବେ ଏହାର ପଦ୍ଧତି ବିଷୟରେ ଜାଣିବା ଜରୁରୀ। ଆସନ୍ତୁ ଜାଣିବା…
ରାଜ୍ୟର ଆର୍ଥିକ ଅନଗ୍ରସର ପରିବାରର ମହିଳାଙ୍କ ପାଇଁ ଆସିଲା ଖୁସି ଖବର । ଚଳିତ ଆର୍ଥିକ ବର୍ଷରୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ବହୁ ପ୍ରତିକ୍ଷୀତ ତଥା ବହୁ ଚର୍ଚ୍ଚିତ 'ସୁଭଦ୍ରା' ଯୋଜନା ।